ନଡିଆ ଚଟଣୀ

ତଡକା ପାଇଁ

ନଡିଆ ଚଟଣୀ
ନଡିଆ ଚଟଣୀ
Coconut chutney
ନଡିଆ ଚଟଣୀ
ମୂଳ ସ୍ଥାନଭାରତ
ଅଞ୍ଚଳ ବା ରାଜ୍ୟଓଡ଼ିଶା
ମୁଖ୍ୟ ଉପାଦାନନଡିଆ

ଆବଶ୍ୟକ ସାମଗ୍ରୀ

  • କଞ୍ଚା ନ‌ଡିଆ - ଅଧା(ଛୋଟ ଛୋଟ ଟୁକୁଡାରେ କଟା ହୋଇଥିବା)
  • ଧନିଆ - ଅଧା କପ୍
  • ଲଙ୍କା - ୨ଟି
  • ଦ‌ହି - ୧/୨ କପ
  • ଲୁଣ - ୧/୨ ଛୋଟ ଚାମଚ

  • ତେଲ - ୧ ଚାମଚ
  • ଜିରା ଓ ଫୁଟଣ - ୧/୪ ଛୋଟ ଚାମଚ
  • ଭୁଶଙ୍ଗ ପତ୍ର -୬ରୁ ୭ ଟି

ତିଆରି ପ୍ରଣାଳୀ

ଗ୍ରାଇଣ୍ଡରରେ କଞ୍ଚା ନ‌ଡିଆ,ଧନିଆ,ଲଙ୍କା,ଦ‌ହି ଏବଂ ଅଧା କପ୍ ପାଣି ପକାଇ ପେଶନ୍ତୁ ।ଚଟଣିକୁ ପାତ୍ରରେ କାଢନ୍ତୁ ଏବଂ ଯେତିକି ବ‌ହଳିଆ କରିବା ପାଇଁ ଚାହୁଁଚନ୍ତି ସେହି ଅନୁସାରେ ପାଣି ମିଶାନ୍ତୁ ।

  • ତଡକା ଲଗାନ୍ତୁ

ଛୋଟ କରେଇରେ ତେଲ ପକାଇ ଗରମ କରନ୍ତୁ। ତେଲରେ ଜିରା ଓ ଫୁଟଣ ପକାନ୍ତୁ। ଏହା ଫୁଟିବା ପରେ ଭୁଶଙ୍ଗ ପତ୍ର ପକାନ୍ତୁ, ଏବେ ଏହି ତଡକାକୁ ଚଟଣୀରେ ପକାଇ ଭଲକରି ମିଶାଇ ଦିଅନ୍ତୁ।

ଟିପ୍ପଣୀ

ଏହାକୁ ଆପଣ ଇଟିଲି,ଦୋସା କିମ୍ବା ବରା ସ‌ହିତ ଖାଇପାରିବେ ।

ଆଧାର

[୧]

Tags:

ନଡିଆ ଚଟଣୀ ଆବଶ୍ୟକ ସାମଗ୍ରୀନଡିଆ ଚଟଣୀ ତିଆରି ପ୍ରଣାଳୀନଡିଆ ଚଟଣୀ ଟିପ୍ପଣୀନଡିଆ ଚଟଣୀ ଆଧାରନଡିଆ ଚଟଣୀ

🔥 Trending searches on Wiki ଓଡ଼ିଆ:

ଭାତ୧୮ ଅପ୍ରେଲସଚ୍ଚିଦାନନ୍ଦ ରାଉତରାୟସରଳା ଦେବୀମଦନମୋହନ ମିଶ୍ରଜୟୀ ରାଜଗୁରୁବିଶ୍ୱତାପନଜୈନ ଧର୍ମଅମୃତ ଫଳକୁଞ୍ଜବିହାରୀ ଦାଶଡଙ୍ଗରିଆ କନ୍ଧପୂଜା (ଉପାସନା)ମଥୁରା ମଙ୍ଗଳସପ୍ତମାତୃକା ମନ୍ଦିର, ଯାଜପୁରବୀରକିଶୋର ଦାସବର୍ଷା ପ୍ରିୟଦର୍ଶିନୀଓଡ଼ିଆ କାବ୍ୟ କବିତାହେମନ୍ତ କୁମାର ଦାସପ୍ରଦୂଷଣରୋମୀୟ ସାମ୍ରାଜ୍ୟଶବ୍ଦ (ଧ୍ୱନି)ଡିଜିଟାଲ ଅବଜେକ୍ଟ ଆଇଡେଣ୍ଟିଫାୟରମିନତି ମିଶ୍ରଅସହଯୋଗ ଆନ୍ଦୋଳନପରଶୁରାମଜ୍ଞାନକୋଷପଣିକିଆରେଭେନ୍‌ସା କଲିଜିଏଟ ସ୍କୁଲପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ୨୧ ଅପ୍ରେଲଗୌତମ ବୁଦ୍ଧସମ୍ବାଦଦୁଃଶାସନହନୁମାନହେନା ଫୁଲୟୁ ଟ୍ୟୁବଯୋଗଜୁଲିଅସ ସିଜରରାଜକିଶୋର ପଟ୍ଟନାୟକଅଚ୍ୟୁତାନନ୍ଦ ଦାସବେଲ ପଣାଗୋମୁହାଁ କୁମ୍ଭୀରତୁଳସୀ ଗଛଚୈତ୍ର ପୂର୍ଣ୍ଣିମାପ୍ରଶାନ୍ତ ନନ୍ଦଭକ୍ତ ଚରଣ ଦାସଧର୍ମେନ୍ଦ୍ର ପ୍ରଧାନଚଇତି ଘୋଡ଼ା ନାଚଉପେନ୍ଦ୍ର କିଶୋର ଦାସଓଡ଼ିଶାର ଲୋକନୃତ୍ୟବିଧାନ ସଭା ସଭ୍ୟଯୌନ ସମ୍ଭୋଗବିଶ୍ୱନାଥ ଦାସଜଗନମୋହ‌ନ ଲାଲଅପରେଟିଙ୍ଗ ସିଷ୍ଟମଓଡ଼ିଶାର ରାଜ୍ୟପାଳମାନଙ୍କର ତାଲିକାଦଣ୍ଡ ନାଟମନମୋହନ ସାମଲ୮ ଅପ୍ରେଲଓଡ଼ିଶାର ଭୂଗୋଳବିଜ୍ଞାନ୭ ଅପ୍ରେଲଓଡ଼ିଆ କବି ମାନଙ୍କର ତାଲିକାଜିନା ସାମଲତାରାପ୍ରସାଦ ଦାସଚନ୍ଦନ ଯାତ୍ରାବ୍ରଜନାଥ ବଡ଼ଜେନାଇତିହାସପଞ୍ଚକନ୍ୟାଭାରତୀୟ ସ୍ୱାଧୀନତା ଆନ୍ଦୋଳନଜାତୀୟ ସାହସିକତା ପୁରସ୍କାର🡆 More