ଧୁକୁଡ଼ି ଦ୍ୱାର

ଜଗନ୍ନାଥ ମନ୍ଦିରର ଭିତରକାଠ ବାମପଟେ ରହିଅବା ଦ୍ୱାର ହେଉଛି ଧୁକୁଡ଼ି ଦ୍ୱାର ।

ନାମକରଣ

ଧୁକୁଡ଼ି ଦ୍ୱାର ଅର୍ଥ ବଡ଼ କବାଟ ତଳ ଆଡ଼କୁ ଅବା ଛୋଟ କବାଟ ବା ଚୋରି କବାଟ, କାନୁରେ ଅବା ଛୋଟ ଗଳି କବାଟ । ପୂର୍ବରୁ ଘରମାନଙ୍କରେ ଧୁକୁଡ଼ି ଦ୍ୱାର ରହୁଥିଲା । ଏହା ଗୋଟିଏ ଘର ସହ ଆଉ ଗୋଟିଏ ଘରର ସମ୍ପର୍କ ରକ୍ଷାକରେ । ଯୌଥ ପରିବାରରେ ଏହିପରି ଦ୍ୱାର ରହିଥାଏ ।

ଅବସ୍ଥିତି ଓ ବ୍ୟବହାର

ବଡ଼ଦେଉଳର ଜଗମୋହନରୁ ଭିତରକାଠକୁ ପ୍ରବେଶ କରିବା ପରେ ପ୍ରଥମ ବାମପଟ ଦ୍ୱାର ହେଉଛି ଧୂକୁଡ଼ି ଦ୍ୱାର । ଏହି ଦ୍ୱାର ଗୁପ୍ତନୀତି ପାଇଁ ବ୍ୟବହାର ହୁଏ । ଏହି ଦ୍ୱାର ଦେଇ ସିଧା ସଳଖ ଅଣସର ପିଣ୍ଡିରେ ପହଞ୍ଚି ହୁଏ । ଜଗନ୍ନାଥଙ୍କ ଅଣସର ସେବା ସମୟରେ ଦଇତା ଓ ପତି ମହାପାତ୍ର ସେବକମାନେ ସେହି ଦ୍ୱାରରେ ଅଣସର ଘରକୁ ଯାଇଥାନ୍ତି । ସେହି ଦ୍ୱାର ଦେଇ ଜଗନ୍ନାଥଙ୍କ ଅଣସର ସାମଗ୍ରୀ ଭିତରକୁ ଆସିଥାଏ । ଓଷୁଅଠାରୁ ଖଳି, ଚନ୍ଦନଠାରୁ ଘଣା ସବୁ ସେହି ଦ୍ୱାର ଦେଇ ଭିତରକୁ ଯାଏ । ସେହି ରାସ୍ତା ଦେଇ ମଧ୍ୟ ଖଡ଼ି ପ୍ରସାଦ ଓ ରାଜପ୍ରସାଦ ବାହାରି ଗଜପତିଙ୍କ ନିକଟକୁ ଯାଏ । ଏହି ଦ୍ୱାର ଦେଇ ଗର୍ଭଗୃହରୁ ଥାଳି ଖେଚୁଡ଼ି ବିମଳାଙ୍କ ପାଖକୁ ଯାଏ । ଜଗନ୍ନାଥଙ୍କର ସମସ୍ତ ପୂଜା ସାମଗ୍ରୀ ଏହି ଦ୍ୱାର ଦେଇ ଭିତରକୁ ପ୍ରବେଶ କରେ । ଏବେ ଏହି ଦ୍ୱାର ଭକ୍ତଙ୍କ ପ୍ରସ୍ଥାନ ପାଇଁ ବ୍ୟବହାର କରାଯାଉଛି । ସାହାଣମେଲା, ପରିମାଣିକ ଦର୍ଶନ ବା ଭିତରକାଠ ଦର୍ଶନ ପରେ ଭକ୍ତମାନେ ଏହି ଧୁକୁଡ଼ି ଦ୍ୱାର ଦେଇ ବାହାରିଥା'ନ୍ତି ।

ଆହୁରି ଦେଖନ୍ତୁ

ଆଧାର

ବାହାର ଲିଙ୍କ

Tags:

ଧୁକୁଡ଼ି ଦ୍ୱାର ନାମକରଣଧୁକୁଡ଼ି ଦ୍ୱାର ଅବସ୍ଥିତି ଓ ବ୍ୟବହାରଧୁକୁଡ଼ି ଦ୍ୱାର ଆହୁରି ଦେଖନ୍ତୁଧୁକୁଡ଼ି ଦ୍ୱାର ଆଧାରଧୁକୁଡ଼ି ଦ୍ୱାର ବାହାର ଲିଙ୍କଧୁକୁଡ଼ି ଦ୍ୱାରଜଗନ୍ନାଥ ମନ୍ଦିର

🔥 Trending searches on Wiki ଓଡ଼ିଆ:

ଉତ୍କଳ ବିଶ୍ୱବିଦ୍ୟାଳୟଚୈତନ୍ୟଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନଯୁକ୍ତରାଷ୍ଟ୍ର ଆମେରିକାଶ୍ରୀନିବାସ ରାମାନୁଜନ୨୦ ଅଗଷ୍ଟଖିଲିପାନଅନନ୍ତ ବାସୁଦେବ ମନ୍ଦିରଦୀପକ ମିଶ୍ରଭାରତର ଜାତୀୟ ପତାକାଗାଲୁଆମନୋଜ ଦାସଙ୍କ କଥା ଓ କାହାଣୀଅନ୍ନଦା ଶଙ୍କର ରାୟୟୁ ଟ୍ୟୁବସୋନପୁର ରାଜ୍ୟରାବଣ୪ ଇଡିଅଟସ୍ଚିତ୍ତରଞ୍ଜନ ତ୍ରିପାଠୀଓଡ଼ିଶୀବଡ଼ ଏରାଜ୍ୟୋତିର୍ଲିଙ୍ଗବିଶ୍ୱତାପନଆଇଡେଲାଲିସିବଜ୍ଞାନପୀଠ ପୁରସ୍କାରବୌଦ୍ଧ ଧର୍ମଗିରିଧର ଗମାଙ୍ଗମାସଭାରତୀୟ ସ୍ୱାଧୀନତା ଆନ୍ଦୋଳନଭାରତର ସଂସଦବୈଜୟନ୍ତ ପଣ୍ଡାଶାସ୍ତ୍ରୀୟ ଓଡ଼ିଆ ଭାଷା ଦିବସଖଡ଼ଗପୁରତପସ୍ୱିନୀଧନୁ (ରାଶି)ଉଇକିପିଡ଼ିଆ ସମୂହର ତାଲିକାଛାୟାପଥପଥ ଓ ପୃଥିବୀବିଜୁ ଜନତା ଦଳଭାରତ ସରକାରମାଗୁଣିର ଶଗଡ଼ଜୁନଜୟୀରାମ ସାମଲବିଶ୍ୱ ଏଡ୍‌ସ ଦିବସସୋନାଲ ମାନସିଂହପଠାଣି ସାମନ୍ତଦ୍ଵାରକାଧୀଶ ମନ୍ଦିରଜାହାଙ୍ଗୀରରବୀନ୍ଦ୍ରନାଥ ଠାକୁରଧରିତ୍ରୀ (ଖବରକାଗଜ)ପ୍ରବୀଣ ଚନ୍ଦ୍ର ଭଞ୍ଜଦେଓସିନ୍ଧୁ ନଦୀମହାତ୍ମା ଗାନ୍ଧୀଦେବୁ ବୋଷଆଚାର୍ଯ୍ୟ ହରିହରଦାସକାଠିଆରାକ୍ଷୀ ପୂର୍ଣ୍ଣିମାମ୍ୟାଲେରିଆହୃଷୀକେଶ ପଣ୍ଡାଗୋପାଳ ଛୋଟରାୟଆନନ୍ଦପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ମୌଳିକ ସଂଖ୍ୟାସୌରୀନ୍ଦ୍ର ବାରିକବିଦ୍ୟୁତପ୍ରଭା ଦେବୀଓଡ଼ିଆ ସାହିତ୍ୟସରୋଜିନୀ ସାହୁବେଣୁଧର ରାଉତ🡆 More