ବିଧାନ ସଭା ନିର୍ବାଚନ ମଣ୍ଡଳୀ ଧର୍ମଶାଳା

ଧର୍ମଶାଳା (କ୍ରମିକ ସଂଖ୍ୟା: ୫୧) ଯାଜପୁର ଜିଲ୍ଲା ଅନ୍ତର୍ଗତ ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ । ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକ ହେଲା: ଧର୍ମଶାଳା ବ୍ଳକ ଓ ରସୁଲପୁର ବ୍ଳକର କିଛି ଅଞ୍ଚଳ ।

ଧର୍ମଶାଳା ବିଧାନ ସଭା ନିର୍ବାଚନ ମଣ୍ଡଳୀ
ଭୋଟର ସଂଖ୍ୟା (୨୦୧୪): ୧,୯୫,୨୨୪
ଜିଲ୍ଲା: ଯାଜପୁର
ଲୋକ ସଭା ନିର୍ବାଚନ ମଣ୍ଡଳୀ: ଯାଜପୁର
ପଞ୍ଚାୟତ ସମିତି:
ଗ୍ରାମ ପଞ୍ଚାୟତ:
ବିଜ୍ଞାପିତ ଅଞ୍ଚଳ ପରିଷଦ:
ପୌର ପରିଷଦ:

ଗତ ୨୦୧୯ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ପ୍ରଣବ ବଳବନ୍ତରାୟ (କଳ୍ପତରୁ ଦାସଙ୍କ ପୁଅ), ଭାରତୀୟ ଜନତା ପାର୍ଟିର ପାର୍ଥି ପ୍ରାର୍ଥୀ ରମେଶ ଚନ୍ଦ୍ର ପରିଡ଼ାଙ୍କଠାରୁ ୫୨୭୩୯ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି।

ଗତ ୨୦୧୪ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ପ୍ରଣବ ବଳବନ୍ତରାୟ (କଳ୍ପତରୁ ଦାସଙ୍କ ପୁଅ) ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ଶ୍ରୀନାଥ ମିଶ୍ରଙ୍କଠାରୁ ୮୫୭୮୬ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି।

ଗତ ୨୦୦୯ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ କଳ୍ପତରୁ ଦାସ, ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ କାଙ୍ଗାଳି ଚରଣ ପଣ୍ଡାଙ୍କଠାରୁ ୩୫,୧୩୩ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ ।

୨୦୦୯ ନିର୍ବାଚନ ଫଳାଫଳ

୨୦୦୯ ବିଧାନ ସଭା ନିର୍ବାଚନ, ଧର୍ମଶାଳା
ରାଜନୈତିକ ଦଳ ପ୍ରାର୍ଥୀ ଭୋଟ % ±%
ବିଜଦ କଳ୍ପତରୁ ଦାସ ୭୯,୮୬୭ ୫୮.୨୫ -
କଂଗ୍ରେସ କାଙ୍ଗାଳି ଚରଣ ପଣ୍ଡା ୪୪,୭୩୪ ୩୨.୬୩ -
ଭାଜପା ରମେଶ ଚନ୍ଦ୍ର ପରିଡ଼ା ୫,୩୪୧ ୩.୯୦ -
ସମୃଦ୍ଧ ଓଡ଼ିଶା ଯତିଶ ଚନ୍ଦ୍ର ମହାନ୍ତି ୫,୦୧୫ ୩.୬୬ -
ବସପା ଗୋବିନ୍ଦ ସାହୁ ୮୮୩ ୦.୬୪ -
ସ୍ୱାଧୀନ ରବିନ୍ଦ୍ର କୁମାର ଧୀର ୭୫୨ ୦.୫୫ -
ସ୍ୱାଧୀନ ମାଧବୀ ସିଂହ ୫୧୧ ୦.୩୭ -
ଭୋଟ ବ୍ୟବଧାନ ୩୫,୧୩୩ ୨୫.୬୩* -
ମତଦାନ ହାର ୧,୩୭,୧୨୬ ୭୪.୦୯ -

*: ମୋଟ ବୈଧ ଭୋଟର ଶତକଡ଼ା ଭାଗ

ନିର୍ବାଚିତ ବିଧାୟକଗଣ

୧୯୫୧ରୁ ୨୦୧୪ ମଧ୍ୟରେ ମୋଟ ୧୫ଥର ନିର୍ବାଚନ ଅନୁଷ୍ଠିତ ହୋଇସାରିଛି । ଏହି ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିବା ବିଧାୟକମାନେ ହେଲେ:

ଆଧାର

ବାହାର ତଥ୍ୟ

Tags:

ବିଧାନ ସଭା ନିର୍ବାଚନ ମଣ୍ଡଳୀ ଧର୍ମଶାଳା ୨୦୦୯ ନିର୍ବାଚନ ଫଳାଫଳବିଧାନ ସଭା ନିର୍ବାଚନ ମଣ୍ଡଳୀ ଧର୍ମଶାଳା ନିର୍ବାଚିତ ବିଧାୟକଗଣବିଧାନ ସଭା ନିର୍ବାଚନ ମଣ୍ଡଳୀ ଧର୍ମଶାଳା ଆଧାରବିଧାନ ସଭା ନିର୍ବାଚନ ମଣ୍ଡଳୀ ଧର୍ମଶାଳା ବାହାର ତଥ୍ୟବିଧାନ ସଭା ନିର୍ବାଚନ ମଣ୍ଡଳୀ ଧର୍ମଶାଳାଓଡ଼ିଶା ବିଧାନ ସଭାଓଡ଼ିଶାର ବିଧାନ ସଭା ନିର୍ବାଚନ ମଣ୍ଡଳୀ ତାଲିକାଯାଜପୁର ଜିଲ୍ଲା

🔥 Trending searches on Wiki ଓଡ଼ିଆ:

ଓଡ଼ିଶାର ରାଜ୍ୟପାଳମାନଙ୍କର ତାଲିକାକାଳିନ୍ଦୀ ଚରଣ ପାଣିଗ୍ରାହୀ୨୦୧୨ରୋହିତ ଶର୍ମା୧୮ ଅକ୍ଟୋବରସମୟ (କାଳ)ନାରୀବାଦଛବିଳ ମଧୁ ବର୍ଣ୍ଣବୋଧତୃପ୍ତି ଦାସ୭୦୧ଗୌତମ ବୁଦ୍ଧସ୍ଥୌଲ୍ୟତାଉତ୍କଳ ଦୀପିକାଓଡ଼ିଆ କାବ୍ୟ କବିତାପାରମିତା ଶତପଥୀରେଶମ ପଥପ୍ରଥମ ବିଶ୍ୱଯୁଦ୍ଧଆଉରଙ୍ଗଜେବଗୁରୁ ପ୍ରସାଦ ମହାନ୍ତିଚନ୍ଦ୍ରଶେଖର ରଥରାମଚନ୍ଦ୍ର ମିଶ୍ରଆନ୍ତର୍ଜାତିକ ମହିଳା ଦିବସଓଡ଼ିଶା ପ୍ରିମିଅର ଲିଗମହିଳା ଯୌନାଙ୍ଗ ଛେଦନଇଣ୍ଟରନ୍ୟାସନାଲ ଷ୍ଟାଣ୍ଡାର୍ଡ଼ ବୁକ ନମ୍ବରକଖାରୁ ଫୁଲ ଭଜାଜାଭା (ପ୍ରୋଗ୍ରାମିଂ ଭାଷା)ରାମକୃଷ୍ଣ ପରମହଂସବି. ଆର. ଆମ୍ବେଦକରକଟକରକ୍ତଲଘିଷ୍ଠ ସାଧାରଣ ଗୁଣିତକଅଧର ପଟ୍ଟନାୟକଶ୍ରୀମନ୍ଦିରର ଷୋଡ଼ଶ ମଣ୍ଡପବ୍ରୁସେଲୋସିସଜଗନମୋହ‌ନ ଲାଲକାଜାଖସ୍ତାନହୃତ୍‌ପିଣ୍ଡଭଦ୍ରକଓଡ଼ିଶାର ମାପ ବ୍ୟବସ୍ଥାପଲଉଇଣ୍ଡିଆନ ପ୍ରିମିଅର ଲିଗଗୋପାଳ ଚନ୍ଦ୍ର ପ୍ରହରାଜପଙ୍କଜ ଉଧାସଅଲାରନାଥ ମନ୍ଦିରଗୋଦାବରୀଶ ମହାପାତ୍ରଯଶୋବନ୍ତ ଦାସସ୍ୱର ବର୍ଣ୍ଣଗୌରୀଶଙ୍କର ରାୟହମିଦା ବାନୁ ବେଗମଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତିଗୋପାଳ କୃଷ୍ଣ ରଥପୁଥୁପ୍ପାଲ୍ଲୀ, କୋଟ୍ଟାୟାମ୦ (ସଂଖ୍ୟା)ଅଖିଳ ମୋହନ ପଟ୍ଟନାୟକନେମାଳ୨୯ ମାର୍ଚ୍ଚଓଡ଼ିଶାର ଜିଲ୍ଲାମାନଙ୍କର ତାଲିକାଚିଲିକା (ବହୁବିକଳ୍ପ)ଆଲେକ୍‌ଜାଣ୍ଡର ଫ୍ଲେମିଙ୍ଗପ୍ରଗତିବାଦୀବେଲଭାରତ ସରକାରସତୀ (ହିନ୍ଦୁ ଦେବୀ)ଚାଟ୍ ଜିପିଟିନରେନ୍ଦ୍ର ମୋଦୀମାସଧର୍ମଟ୍ରାଲୋକିନୁମାବ🡆 More