ଦିଲୀପ ତିର୍କୀ: ଓଡ଼ିଆ ହକି ଖେଳାଳି ଓ ରାଜନୀତିଜ୍ଞ

ଦିଲୀପ ତିର୍କି (ଜନ୍ମ: ୨୫ ନଭେମ୍ବର ୧୯୭୭) ଜଣେ ଭାରତୀୟ ହକି ଖେଳାଳୀ ଏବଂ ରାଜନେତା । ସେ ଓଡ଼ିଶାର ସୁନ୍ଦରଗଡଠାରେ ଜନ୍ମଗ୍ରହଣ କରିଥିଲେ । ସେ ଭାରତୀୟ ଆନ୍ତର୍ଜାତୀୟ ହକି ଦଳର ଅଧିନାୟକ ଭାବରେ ଖେଳିଥିଲେ ଓ ଜଣେ ଡିଫେଣ୍ଡର ଥିଲେ । ୨୦୧୦ ମସିହାରେ ଦିଲୀପ ଭାରତୀୟ ହକି ଦଳରୁ ଅବସର ନେଇଥିଲେ ଏବଂ ପରବର୍ତ୍ତୀ ସମୟରେ ସେ ରାଜନୀତିରେ ଯୋଗ ଦେଇଥିଲେ । ଦିଲୀପ ଓଡ଼ିଶାର ରାଜନୈତିକ ଦଳ ବିଜୁ ଜନତା ଦଳର ପ୍ରତିନିଧି ଭାବରେ ୨୦୧୨ ମସିହାରେ ରାଜ୍ୟ ସଭାକୁ ନିର୍ବାଚିତ ହୋଇଥିଲେ ଏବଂ ୨୦୧୮ଯାଏଁ ୬ ବର୍ଷ ଧରି କାର୍ଯ୍ୟ କରିଥିଲେ । ୨୦୧୯ ମସିହାରେ ଗଠିତ ଓଡ଼ିଶା ହକି ପ୍ରମୋଶନ କାଉନସିଲର ଅଧକ୍ଷ ଭାବରେ ତାଙ୍କୁ ଓଡ଼ିଶା ସରକାର ନିଯୁକ୍ତ କରିଥିଲେ । ଏଥି ପୂର୍ବରୁ ୨୦୧୮ ମସିହାରେ ସେ ଓଡ଼ିଶା ଟୁରିଜିମ ଡେଭେଲପମେଣ୍ଟ କର୍ପୋରେସନର ଅଧ୍ୟକ୍ଷ ଦାୟିତ୍ୱ ମଧ୍ୟ ତୁଲାଇଥିଲେ ।

ଦିଲୀପ ତିର୍କି
ଦିଲୀପ ତିର୍କୀ: ବ୍ୟକ୍ତିଗତ ଜୀବନ, ଖେଳ ଜୀବନ, ପୁରସ୍କାର ଓ ସମ୍ମାନ
ଜନ୍ମ (1977-11-25) ୨୫ ନଭେମ୍ବର ୧୯୭୭ (ବୟସ ୪୬)
ଉଚ୍ଚତା170 cm (5 ft 7 in)

ବ୍ୟକ୍ତିଗତ ଜୀବନ

ଦିଲୀପ ତିର୍କି ୨୫ ନଭେମ୍ବର ୧୯୭୭ ମସିହାରେ ଓଡ଼ିଶାର ସୁନ୍ଦରଗଡ଼ ଜିଲ୍ଲାସ୍ଥିତ ସୁନାମରାଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତା ହେଉଛନ୍ତି ଭିନସେନ୍ଟ ତିର୍କି । ତାଙ୍କର ଦୁଇ ଭାଇ ଅନୁପ ତିର୍କି ଓ ଅଜିତ ତିର୍କି ରେଳବାଇ ପାଇଁ ହକି ଖେଳନ୍ତି । ଦିଲୀପ ମିରା ତିର୍କିଙ୍କୁ ୬ ଫେବ୍ରୁଆରୀ ୨୦୦୬ରେ ବିବାହ କରିଥିଲେ । ସେ ଏୟାର ଇଣ୍ଡିଆରେ ମଧ୍ୟ କାର୍ଯ୍ୟ କରିଥିଲେ ।

ଖେଳ ଜୀବନ

ଦିଲୀପ ଇଂଲଣ୍ଡ ବିରୁଦ୍ଧରେ ତାଙ୍କର ପ୍ରଥମ ଆନ୍ତର୍ଜାତୀୟ ମ୍ୟାଚ ଖେଳିଥିଲେ । ଏହାପରେ ସେ ଭାରତ ପକ୍ଷରୁ ୧୯୯୬ ଆଟଲାଣ୍ଟା ଅଲମ୍ପିକ, ୨୦୦୦ ସିଡିନୀ ଅଲମ୍ପିକ, ୨୦୦୪ ଏଥେନସ୍ ଅଲମ୍ପିକରେ ଭାଗନେଇଥିଲେ । ସେ ଭାରତ ପାଇଁ ସର୍ବମୋଟ ୪୧୨ଟି ମ୍ୟ୍ୟଚ୍ ଖେଳିଥିଲେ । ୨୦୧୦ ମସିହା ମଇ ୨ ତାରିଖରେ ସେ ହକିରୁ ଅବସର ନେଇଥିଲେ ।

କୃତିତ୍ୱ

  • ୧୯୯୭: ଜୁନିୟର ବିଶ୍ୱ ହକି ଦଳରେ ସ୍ଥାନ
  • ୨୦୦୨: ଏସୀୟ ଦଳରେ ସ୍ଥାନ
  • ୨୦୦୬: ବିଶ୍ୱ ହକି ଦଳରେ ସ୍ଥାନ
  • ୨୦୦୭: ବିଶ୍ୱ ହକି ଦଳରେ ସ୍ଥାନ
  • ଜୁଲାଇ୧୫, ୨୦୧୦: ସମ୍ବଲପୁର ବିଶ୍ବବିଦ୍ୟାଳୟଦ୍ୱାରା ଡକ୍ଟରେଟ୍ ସମ୍ମାନ
  • ଭାରତୀୟ ହକି ଦଳ ପାଇଁ ସର୍ବାଧିକ ମ୍ୟାଚ ଖେଳିଥିବା ଖେଳାଳି (୪୧୨ ମ୍ୟଚ୍) (ବିଶ୍ୱରେ ତୃତୀୟ ସର୍ବାଧିକ)

ପୁରସ୍କାର ଓ ସମ୍ମାନ

ଆଧାର

ଅଧିକ ତଥ୍ୟ

Tags:

ଦିଲୀପ ତିର୍କୀ ବ୍ୟକ୍ତିଗତ ଜୀବନଦିଲୀପ ତିର୍କୀ ଖେଳ ଜୀବନଦିଲୀପ ତିର୍କୀ ପୁରସ୍କାର ଓ ସମ୍ମାନଦିଲୀପ ତିର୍କୀ ଆଧାରଦିଲୀପ ତିର୍କୀ ଅଧିକ ତଥ୍ୟଦିଲୀପ ତିର୍କୀଓଡ଼ିଶାଓଡ଼ିଶା ସରକାରବିଜୁ ଜନତା ଦଳରାଜ୍ୟ ସଭାସୁନ୍ଦରଗଡ

🔥 Trending searches on Wiki ଓଡ଼ିଆ:

ଗୁରୁବାରରେବତୀ (କ୍ଷୁଦ୍ରଗଳ୍ପ)୨୪ ଅପ୍ରେଲଆଡାମ୍ ସ୍ମିଥ୍ଗୋପୀନାଥ ବାଗଶମୀ୧୯୮୩ଆଇଚି ରାଜ୍ୟରାମଚନ୍ଦ୍ର ମିଶ୍ରଓଡ଼ିଆ ସାହିତ୍ୟର ଇତିହାସଓଡ଼ିଆ ମସଲାର ଇଂରାଜୀ ପ୍ରତିଶବ୍ଦଚୁଡ଼ାସୁନାଅଭିରାମ ପରମହଂସମଣିଷଅଖିଳ ମୋହନ ପଟ୍ଟନାୟକନୀଳକଣ୍ଠ ଦାସଓଡ଼ିଶାର ଅନୁସୂଚିତ ଜନଜାତି ତାଲିକାମାଳିକାବିଷ୍ଣୁଜାତୀୟ ଆୟଆର୍ଟିଫିସିଆଲ ଇଣ୍ଟେଲିଜେନ୍ସଫକୀର ମୋହନ ସେନାପତିଅଶୋକ (ଗଛ)ନୃସିଂହଚାରି ଧାମକଳସା ଚଉତିଶାଅଭିନିବେଶ ଅର୍ଥନୀତିଲାଟିନ ଭାଷାଡିଜିଟାଲ ଅବଜେକ୍ଟ ଆଇଡେଣ୍ଟିଫାୟରକୃଷ୍ଣ ଜନ୍ମାଷ୍ଟମୀଇଟାକ୍ରାଇନିକ ଏସିଡଶିବସିପାହୀ ବିଦ୍ରୋହମାଦଳା ପାଞ୍ଜିଗୁଣନ୨୨ ଫେବୃଆରୀବାଞ୍ଛାନିଧି ମହାନ୍ତିକପିଳେନ୍ଦ୍ର ଦେବମହାତ୍ମା ଗାନ୍ଧୀଆଠଗଡ଼ ଗଡ଼ଜାତ ରାଜ୍ୟଶ୍ରୀନିବାସ ରାମାନୁଜନଯେମ୍ସ ୱେବ ମହାକାଶ ଦୁରବୀକ୍ଷଣଚନ୍ଦ୍ରମଣି ଲେଙ୍କାଓଡ଼ିଆ କବି ମାନଙ୍କର ତାଲିକାଓଡ଼ିଆ ଭ୍ରମଣ ସାହିତ୍ୟରବି ସିଂବିଭୂତି ପଟ୍ଟନାୟକଶିଶୁ ଅନନ୍ତ ଦାସଓଡ଼ିଶା ଲୋକସେବା ଅଧିକାର ଅଧିନିୟମ, ୨୦୧୨ଓଡ଼ିଶାର ପଞ୍ଚାୟତ ସମିତି ତାଲିକାନନ୍ଦିନୀ ଶତପଥୀରାଜ୍ୟ ସଭାଶାସ୍ତିସୁଭାଷ ଚନ୍ଦ୍ର ବୋଷଗନରିଆଜୀବନସାଥୀଗୁଗଲଗଙ୍ଗବଂଶଅଭିମନ୍ୟୁ ସାମନ୍ତସିଂହାରକେବେ ତମେ ନାହଁ କେବେ ମୁଁ ନାହିଁବୈକୁଣ୍ଠନାଥ ପଟ୍ଟନାୟକଭାନୁଜୀ ରାଓବିଧାନ ସଭା ସଭ୍ୟପଦାର୍ଥଜ୍ଞାନୀନ୍ଦ୍ର ବର୍ମାଜାପାନସୁଦାମ ମାରାଣ୍ଡିସାରଳା ଦାସପ୍ରମୁଖ ଅବସାଦ ବେମାରୀ୧୯୮୦🡆 More