ଥାୟାମିନ: ଭିଟାମିନ

ଥାୟାମିନ (ଇଂରାଜୀ ଭାଷାରେ Thiamine, ଅନ୍ୟ ବନାନ thiamin ବା ଜୀବସାର ଖ୧) ଏକ ଜୀବସାର ବା ଭିଟାମିନ ଯାହା ଖାଦ୍ୟରେ ମିଳେ ଓ ଖାଦ୍ୟ ଅନୁପୂରକ ଭାବରେ ବ୍ୟବ‌ହାର କରାଯାଏ । ଏହା ଥାୟାମିନ ଅଭାବ (thiamine deficiency) ନ ହେବା ନିମନ୍ତେ ପ୍ରତିଷେଧ ଭାବରେ ଦିଆଯାଏ ଓ ଏହାର ଅଭାବ ଯୋଗୁ ହେଉଥିବା ବେରିବେରି (beriberi), କୋର୍ସାକୋଫ ସିଣ୍ଡ୍ରୋମ (Korsakoff's syndrome) ଓ କୋର୍ସାକୋଫ ସାଇକୋସିସ (Korsakoff's psychosis) ଆଦି ରୋଗର ଚିକିତ୍ସାରେ ଦିଆଯାଏ । ମାପ୍ଲ ସିରପ ୟୁରିନ ଡିଜିଜ (maple syrup urine disease) ଓ ଲି ରୋଗରେ (Leigh's disease) ମଧ୍ୟ ଏହା ଦିଆଯାଏ । ଏହା ପାଟିରେ (by mouth) ଦିଆଯାଏ ବା ଇଞ୍ଜେକସନ (injection) ଆକାରରେ ଦିଆଯାଏ ।

ଥାୟାମିନ
ଥାୟାମିନ: ଭିଟାମିନ
ଥାୟାମିନ: ଭିଟାମିନ
Skeletal formula and ball-and-stick model of the cation in thiamine
Clinical data
Pronunciation/ˈθ.əmɪn/ THY-ə-min
SynonymsVitamin B1, aneurine, thiamin
AHFS/Drugs.commonograph
Pregnancy
category
  • US: A (No risk in human studies)
Routes of
administration
by mouth, IV, IM
Drug classvitamin
ATC code
Legal status
Legal status
  • US: OTC
Pharmacokinetic data
Bioavailability3.7% to 5.3%
Identifiers
IUPAC name
  • 2-[3-[(4-amino-2-methylpyrimidin-5-yl)methyl]-4-methyl-1,3-thiazol-3-ium-5-yl]ethanol
CAS Number
PubChem CID
DrugBank
ChemSpider
UNII
KEGG
ChEBI
ChEMBL
Chemical and physical data
FormulaC12H17N4OS+
Molar mass265.35 g mol−1
3D model (JSmol)
SMILES
  • Cc1c(sc[n+]1Cc2cnc([nH]c2=N)C)CCO
InChI
  • InChI=1S/C12H17N4OS/c1-8-11(3-4-17)18-7-16(8)6-10-5-14-9(2)15-12(10)13/h5,7,17H,3-4,6H2,1-2H3,(H2,13,14,15)/q+1
     checkY
  • Key:JZRWCGZRTZMZEH-UHFFFAOYSA-N

ଥାୟାମିନର ସାଧାରଣତଃ ବ‌ହୁତ କମ୍ ଥାୟାମିନ ଦେଖାଯାଏ । ଆଲର୍ଜି ପ୍ରତିକ୍ରିୟା, ଓ ଆନାଫାଇଲାକ୍ସିସ (anaphylaxis) ପ୍ରତିକ୍ରିୟା ମଧ୍ୟ ହୋଇପାରେ । ଏହା ଜୀବସାର ଖ ଶ୍ରେଣୀର (B complex) ଏକ ସଭ୍ୟ । ଏହା ଶ୍ୱେତସାର (carbohydrate) ଖାଦ୍ୟର ଚୟାପଚୟ (metabolism) ନିମନ୍ତେ ଆବଶ୍ୟକ ହୁଏ । ଥାୟାମିନ ଏକ ଅତ୍ୟାବଶ୍ୟକ ପୋଷକ (essential nutrient) କାରଣ ଏହା ତିଆରି କରାଯାଇପାରେନାହିଁ । ସଂମ୍ପୁର୍ଣ୍ଣ ଶସ୍ୟ (whole grains), ମାଂସ ଓ ମାଛ ଆଦି ଖାଦ୍ୟରେ ଏହା ଥାଏ ।

ସନ ୧୮୯୭ରେ ଥାୟାମିନ ଆବିଷ୍କୃତ ହୋଇ ସନ ୧୯୨୬ରେ ପୃଥକ କରାଯାଇଥିଲା ଓ ସନ ୧୯୩୬ରେ ପ୍ରଥମେ ପ୍ରସ୍ତୁତ କରାଯାଇଥିଲା । ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ । ଏହା ଜେନେରିକ ଔଷଧ ନାମରେ (generic medication) ବିନା ପ୍ରେସକ୍ରିପସନରେ ବିକ୍ରୟ ହୁଏ । ବିକାଶଶୀଳ ଦେଶମାନଙ୍କରେ (developing world) ଏହି ଔଷଧର ଏକ ଗ୍ରାମ ଭାଏଲର ହୋଲସେଲ ମୂଲ୍ୟ ୨.୧୭ ଆମେରିକୀୟ ଡଲାର । ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ଏକ ମାସ ଡୋଜର ମୂଲ୍ୟ ୨୫ ଆମେରିକୀୟ ଡଲାରରୁ କମ୍ । କେତେକ ଦେଶରେ ଶସ୍ୟଜାତ (grains) ଦ୍ରବ୍ୟ ସାଥିରେ ଏହା ଯୋଗ କରିଦିଆଯାଏ ।

ଆଧାର

Tags:

🔥 Trending searches on Wiki ଓଡ଼ିଆ:

ଇଣ୍ଟରନେଟବୈଷ୍ଣବ ପାଣିଯୌନ ସମ୍ଭୋଗଭାରତୀୟ ଜନଗଣନାମନୋଜ ଦାସଙ୍କ କଥା ଓ କାହାଣୀବେଲ ପଣାଫକୀର ମୋହନ ସେନାପତିହିମାଳୟସହଦେବ (ମହାଭାରତ)ଭାରତୀୟ ସମ୍ବିଧାନକୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବକୋଣାର୍କ ସୂର୍ଯ୍ୟ ମନ୍ଦିରଜଗନମୋହ‌ନ ଲାଲଲାଲ ବାହାଦୁର ଶାସ୍ତ୍ରୀବିଧାନ ସଭା ସଭ୍ୟମହାପାତ୍ର ନୀଳମଣି ସାହୁପ୍ରତିଭା ଶତପଥୀମହାନଦୀପୁରୀ ଜିଲ୍ଲାମହାତ୍ମା ଗାନ୍ଧୀଗିରିଧର ଗମାଙ୍ଗଯୁକ୍ତରାଜ୍ୟଧର୍ମେନ୍ଦ୍ର ପ୍ରଧାନବଣିIndiaଅର୍ଥଶାସ୍ତ୍ରସିପାହୀ ବିଦ୍ରୋହକେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକମାନଙ୍କ ତାଲିକା୩୦ ଅପ୍ରେଲଭାରତୀୟ ଜନତା ପାର୍ଟିଭାରତର ସଂସ୍କୃତିଦହି ହାଣ୍ଡିଶ୍ରୀ ଅରବିନ୍ଦସମୀର ରଞ୍ଜନ ଦାଶଭଦ୍ରକ ଜିଲ୍ଲାମାର୍କଣ୍ଡ ଦାସବିଶ୍ୱ ମ୍ୟାଲେରିଆ ଦିବସଦିବାକର ପରିଡ଼ାଅୟେନ୍ଦ୍ରୀ ଲୱନିୟା ରାୟଚାଣକ୍ୟ୨୬ ଅପ୍ରେଲମଧୁସୂଦନ କାନୁନଗୋମଦନମୋହନ ମିଶ୍ରବିବାହସୂର୍ଯ୍ୟୋଦୟକିଶୋରୀ ଚରଣ ଦାସଡଙ୍ଗରିଆ କନ୍ଧଶିଖରଚଣ୍ଡୀପ୍ରଧାନ ପୃଷ୍ଠାକରଞ୍ଜଶାନ୍ତନୁ କୁମାର ଆଚାର୍ଯ୍ୟଓଡ଼ିଆ ଭାଷାଅରୁଣା ମହାନ୍ତିସମ୍ବଲପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)କୃଷ୍ଣଚନ୍ଦ୍ର ପାଣିଗ୍ରାହୀପଣିକିଆଛେନା ମୁଡୁକିଧରଣୀଧର ଭୂୟାଁଭାରତୀୟ ଜାତୀୟ କଂଗ୍ରେସଶ୍ରୀତମ ଦାସଲକ୍ଷ୍ମୀକାନ୍ତ ମହାପାତ୍ରଅକ୍ଷୟ ତୃତୀୟାରେବତୀ (କ୍ଷୁଦ୍ରଗଳ୍ପ)ଭୁବନେଶ୍ୱର ମିଶ୍ରପଣା🡆 More