ବିଧାନ ସଭା ନିର୍ବାଚନ ମଣ୍ଡଳୀ ତିର୍ତ୍ତୋଲ

ତିର୍ତ୍ତୋଲ (କ୍ରମିକ ସଂଖ୍ୟା: ୧୦୨) ଜଗତସିଂହପୁର ଜିଲ୍ଲା ଅନ୍ତର୍ଗତ ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ । ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକ ହେଲା: ବିରିଡ଼ି ବ୍ଳକ, ରଘୁନାଥପୁର ଓ ତିର୍ତ୍ତୋଲ ବ୍ଳକର କିଛି ଅଞ୍ଚଳ ।

ତିର୍ତ୍ତୋଲ ବିଧାନ ସଭା ନିର୍ବାଚନ ମଣ୍ଡଳୀ
ଭୋଟର ସଂଖ୍ୟା (୨୦୧୪): ୨,୧୬,୫୯୦
ଜିଲ୍ଲା: ଜଗତସିଂହପୁର
ଲୋକ ସଭା ନିର୍ବାଚନ ମଣ୍ଡଳୀ: ଜଗତସିଂହପୁର
ପଞ୍ଚାୟତ ସମିତି:
ଗ୍ରାମ ପଞ୍ଚାୟତ:
ବିଜ୍ଞାପିତ ଅଞ୍ଚଳ ପରିଷଦ:
ପୌର ପରିଷଦ:

ଗତ ୨୦୧୯ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥି ବିଷ୍ଣୁ ଚରଣ ଦାସ ଭାରତୀୟ ଜନତା ପାର୍ଟିର ପାର୍ଥି ରମାକାନ୍ତ ଭୋଇଙ୍କଠାରୁ ୩୫୪୪୮ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି।

ଗତ ୨୦୧୪ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥିନୀ ରାଜଶ୍ରୀ ମଲ୍ଲିକ ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ରାଜକିଶୋର ବେହେରାଙ୍କଠାରୁ ୪୦୩୮୬ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି।



ନିର୍ବାଚିତ ବିଧାୟକଗଣ

୧୯୫୧ରୁ ୨୦୧୪ ମଧ୍ୟରେ ମୋଟ ୧୫ଥର ନିର୍ବାଚନ ଅନୁଷ୍ଠିତ ହୋଇସାରିଛି । ଏହି ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିବା ବିଧାୟକମାନେ ହେଲେ:

୨୦୦୯ ନିର୍ବାଚନ ଫଳାଫଳ

୨୦୦୯ ବିଧାନ ସଭା ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ରବୀନ୍ଦ୍ର ନାଥ ଭୋଇ, ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ରାଜକିଶୋର ବେହେରାଙ୍କଠାରୁ ୩୪,୧୮୨ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ ।

୨୦୦୯ ବିଧାନ ସଭା ନିର୍ବାଚନ, ତିର୍ତ୍ତୋଲ
ରାଜନୈତିକ ଦଳ ପ୍ରାର୍ଥୀ ଭୋଟ % ±%
ବିଜଦ ରବୀନ୍ଦ୍ର ନାଥ ଭୋଇ ୮୨,୨୮୨ ୫୮.୭୩ -
କଂଗ୍ରେସ ରାଜକିଶୋର ବେହେରା ୪୮,୧୦୦ ୩୪.୩୩ -
ଭାଜପା ଲତାମଣୀ ଦାସ ୪,୫୧୪ ୩.୨୨ -
ସ୍ୱାଧୀନ ପ୍ରତିମା ମଲ୍ଲିକ ୨,୫୬୫ ୧.୮୩ -
ସପା ମିତାଞ୍ଜଳୀ ଦାସ ୧,୮୩୪ ୧.୩୧ -
କଳିଙ୍ଗ ସେନା ଯୁଗଳ କିଶୋର ମଲ୍ଲିକ ୮୧୫ ୦.୫୮ -
ଭୋଟ ବ୍ୟବଧାନ ୩୪,୧୮୨ ୨୪.୪୦* -
ମତଦାନ ହାର ୧,୪୦,୧୩୭ ୬୬.୧୧ -

*: ମୋଟ ବୈଧ ଭୋଟର ଶତକଡ଼ା ଭାଗ


ଆଧାର

ବାହାର ତଥ୍ୟ

Tags:

ବିଧାନ ସଭା ନିର୍ବାଚନ ମଣ୍ଡଳୀ ତିର୍ତ୍ତୋଲ ନିର୍ବାଚିତ ବିଧାୟକଗଣବିଧାନ ସଭା ନିର୍ବାଚନ ମଣ୍ଡଳୀ ତିର୍ତ୍ତୋଲ ୨୦୦୯ ନିର୍ବାଚନ ଫଳାଫଳବିଧାନ ସଭା ନିର୍ବାଚନ ମଣ୍ଡଳୀ ତିର୍ତ୍ତୋଲ ଆଧାରବିଧାନ ସଭା ନିର୍ବାଚନ ମଣ୍ଡଳୀ ତିର୍ତ୍ତୋଲ ବାହାର ତଥ୍ୟବିଧାନ ସଭା ନିର୍ବାଚନ ମଣ୍ଡଳୀ ତିର୍ତ୍ତୋଲଓଡ଼ିଶା ବିଧାନ ସଭାଓଡ଼ିଶାର ବିଧାନ ସଭା ନିର୍ବାଚନ ମଣ୍ଡଳୀ ତାଲିକାଜଗତସିଂହପୁର ଜିଲ୍ଲା

🔥 Trending searches on Wiki ଓଡ଼ିଆ:

ସତୀ ଅନୁସୂୟାହୃଷୀକେଶ ପଣ୍ଡାପ୍ରେମସମ୍ବଲପୁର ଜିଲ୍ଲା୨୦୧୯ ଓଡ଼ିଶା ବିଧାନସଭା ନିର୍ବାଚନନମିତା ଅଗ୍ରୱାଲମହାରାଷ୍ଟ୍ରତପନ କୁମାର ପ୍ରଧାନଇନ୍ଦିରା ଗାନ୍ଧୀମୋନିକା ସେଲ୍ସକେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକମାନଙ୍କ ତାଲିକାନୋବେଲ ପୁରସ୍କାରମାଛବର୍ଷାଚାଣକ୍ୟଭୂମିକମ୍ପବ୍ରାଉଜରବଣ୍ଡ (ଅର୍ଥ)ଶେୟାର ବଜାରକୋଚିଲାଶ୍ରୀମନ୍ଦିରରେ ପାଳିତ ପର୍ବପର୍ବାଣିହୀରାକୁଦ ବନ୍ଧ୦ (ସଂଖ୍ୟା)କବିସୂର୍ଯ୍ୟ ବଳଦେବ ରଥଭୁବନେଶ୍ୱରବୁଧଭାରତଅଷ୍ଟ୍ରିଆବିନ୍ଦୁଭୀମ ପୃଷ୍ଟିନବଗୁଞ୍ଜରପଥ ଓ ପୃଥିବୀରାଧାନାଥ ରାୟଅଣ୍ଡାଓଡ଼ିଶାର ବିଧାନ ସଭା ନିର୍ବାଚନ ମଣ୍ଡଳୀ ତାଲିକାପୁଷ୍ଟିସାରଭାରତୀୟ ସମ୍ବିଧାନଟ୍ରାପିଜିଅମଶାସ୍ତିପାଇକ ବିଦ୍ରୋହସାଇକେଲଖିଲିପାନ୧୭ ଫେବୃଆରୀଅଚ୍ୟୁତ ଗୋକୁଳ ନାୟକହନୁମାନଅଶ୍ରୁମୋଚନ ମହାନ୍ତିସରୋଜିନୀ ନାଇଡୁଚିକୁନ‌ଗୁନିଆଛତୁ ତରକାରୀନୟାଗଡ଼ ଜିଲ୍ଲାମହାତ୍ମା ଗାନ୍ଧୀଦେବୁ ବୋଷପ୍ରଦୀପ କୁମାର ପାଣିଗ୍ରାହୀରାମକୃଷ୍ଣ ପରମହଂସକମ୍ପ୍ୟୁଟରଯୌନ ସମ୍ଭୋଗଚିତ୍ତରଞ୍ଜନ ଦାସଶତ୍ରୁଘ୍ନ ପାଣ୍ଡବଉଇକିପିଡ଼ିଆଏ. ପି. ଜେ. ଅବଦୁଲ କଲାମୟୁକ୍ରେନଢେଙ୍କାନାଳମୟୂରଭଞ୍ଜ ଜିଲ୍ଲାପୁରୁଷୋତ୍ତମ ଦେବବାରବାଟି ଦୁର୍ଗଓ ଅନ୍ଧଗଳିଓଡ଼ିଆ ଭ୍ରମଣ ସାହିତ୍ୟତପସ୍ୱିନୀରାସେଶ୍ୱରୀ ପାଣିଗ୍ରାହୀରାୟଗଡ଼ା ଜିଲ୍ଲାଅର୍ଥଶାସ୍ତ୍ର🡆 More