ଜିଲ୍ଲା ଆଇନସେବା ପ୍ରାଧିକରଣ, ରାୟଗଡ଼ା

ଜିଲ୍ଲା ଆଇନସେବା ପ୍ରାଧିକରଣ, ରାୟଗଡା (DLSA) ରାଜ୍ୟ ସ୍ତରରେ ରାଜ୍ୟ ଆଇନ ସେବା ପ୍ରାଧିକରଣ ଏବଂ ଜାତୀୟ ସ୍ତରରେ ଜାତୀୟ ଆଇନ ସେବା ପ୍ରାଧିକରଣଙ୍କ ଅଧୀନରେ ପରିଚାଳିତ ଏକ ନ୍ୟାୟୀକ ସଂସ୍ଥା । ଏହାର ମୁଖ୍ୟ ଦପ୍ତର ରାୟଗଡ଼ା ଜିଲ୍ଲା ଅଦାଲତ ପରିସରରେ । ଆଇନ ସେବା ପ୍ରାଧିକରଣ ଆଇନ-୧୯୮୭ ଆଧାରରେ ମାଗଣା ଆଇନ ସହାୟତା ଯୋଗାଇବା ନିମନ୍ତେ ଏହା ପ୍ରତିଷ୍ଠିତ ।

ଜିଲ୍ଲା ଆଇନସେବା ପ୍ରାଧିକରଣ, ରାୟଗଡ଼ା
ମୁଖ୍ୟାଳୟରାୟଗଡ଼ା, ଓଡ଼ିଶା, ଭାରତ.
ଅଧ୍ୟକ୍ଷଜନାବ୍ ମହମ୍ମଦ୍ ଅଜମଲ୍, ଜିଲ୍ଲା ଜଜ୍, ରାୟଗଡ଼ା
ସଚିବଡଃ ପ୍ରସନ୍ନ କୁମାର ପଣ୍ଡା, ରେଜିଷ୍ଟ୍ରାର୍, ଜିଲ୍ଲା ଅଦାଲତ, ରାୟଗଡ଼ା
ସଭ୍ୟ-୧ଜିଲ୍ଲା କଲେକ୍ଟର୍
ସଭ୍ୟ-୨ପୋଲିସ୍ ଅଧୀକ୍ଷକ
ମୂଳ ସଙ୍ଗଠନନାଲ୍‌ସା(NALSA), ନୂଆ ଦିଲ୍ଲୀ

ଗଠନ

ଆଇନ ସେବା ପ୍ରାଧିକରଣ ଆଇନ-୧୯୮୭ର ପ୍ରାବଧାନ ଅନୁଯାୟୀ, ଜିଲ୍ଲା ଆଇନସେବା ପ୍ରାଧିକରଣ, ରାୟଗଡାର ଗଠନ ନିମ୍ନ ପ୍ରକାରେ ।

1) ମାନ୍ୟବର ଜିଲ୍ଲା ଜଜ୍‌, ରାୟଗଡା ଏହାର ଅଧ୍ୟକ୍ଷ ଏବଂ ରେଜିଷ୍ଟ୍ରାର୍‌, ଜିଲ୍ଲା ଅଦାଲତ, ରାୟଗଡା ଏହାର ସଚିବ ଅଟନ୍ତି ।

2) ଏହା ବାଦ୍‌ ଆଉ ସାତଜଣ ସଦସ୍ୟଙ୍କୁ ନେଇ ଏହି ପ୍ରାଧିକରଣ ଗଠିତ ।

ଲକ୍ଷ୍ୟ

ଏହି ପ୍ରାଧିକରଣର ଲକ୍ଷ୍ୟ ହେଲା:-

୧) ଯୋଗ୍ୟ ବ୍ୟକ୍ତି ବିଶେଷଙ୍କୁ ମାଗଣା ଆଇନ ପରାମର୍ଶ ତଥା ଆଇନ ସେବା ଯୋଗାଇଦେବା । ଏତଦ୍ୱାରା ସେମାନଙ୍କୁ ଓକିଲ ଫି, କୋର୍ଟ ଫି ତଥା ଆନୁଷଙ୍ଗିକ ଖର୍ଚ୍ଚ ଯୋଗାଇ ଦିଆଯାଏ ।

୨) ଲୋକ ଅଦାଲତ ଜରିଆରେ ଆପୋଷ ବୁଝାମଣାଦ୍ୱାରା ଅଧିକରୁ ଅଧିକ ମାମଲାର ଫଇସଲା କରାଇବା ।

୩) ଜିଲ୍ଲାରେ ଆଇନ ସଚେତନତା ଶିବିର ମାଧ୍ୟମରେ ଜନସଚେତନତା ସୃଷ୍ଟି କରାଇବା ।

ଏତଦ୍ ବ୍ୟତୀତ ସମ୍ମୂଖ କାର୍ଯ୍ୟାଳୟ ଏବଂ ଆଇନ ସହାୟତା କ୍ଳିନିକ୍ ମାଧ୍ୟମରେ ଯୋଗ୍ୟ ଲୋକଙ୍କୁ ଆଇନ ସହାୟତା ଯୋଗାଇବା

ଗ୍ୟାଲେରି

ଆଧାର

ଆହୁରି ପଢ଼ନ୍ତୁ

Tags:

ଜିଲ୍ଲା ଆଇନସେବା ପ୍ରାଧିକରଣ, ରାୟଗଡ଼ା ଗଠନଜିଲ୍ଲା ଆଇନସେବା ପ୍ରାଧିକରଣ, ରାୟଗଡ଼ା ଲକ୍ଷ୍ୟଜିଲ୍ଲା ଆଇନସେବା ପ୍ରାଧିକରଣ, ରାୟଗଡ଼ା ଗ୍ୟାଲେରିଜିଲ୍ଲା ଆଇନସେବା ପ୍ରାଧିକରଣ, ରାୟଗଡ଼ା ଆଧାରଜିଲ୍ଲା ଆଇନସେବା ପ୍ରାଧିକରଣ, ରାୟଗଡ଼ା ଆହୁରି ପଢ଼ନ୍ତୁଜିଲ୍ଲା ଆଇନସେବା ପ୍ରାଧିକରଣ, ରାୟଗଡ଼ାରାୟଗଡ଼ା

🔥 Trending searches on Wiki ଓଡ଼ିଆ:

ଜାଭାସ୍କ୍ରିପ୍ଟରାଜନୀତି ବିଜ୍ଞାନAugust 11୧୬୧୬କମ୍ପ୍ୟୁଟର ବିଜ୍ଞାନୟୁ ଟ୍ୟୁବଉତ୍କଳ ସମ୍ମିଳନୀଯୋଗରାଜ୍ୟ ସଭାପ୍ରତିଭା ରାୟଥାଲାସେମିଆଧନୁଯାତ୍ରାବିଭିନ୍ନ ପ୍ରକାର ଶାଗର ତାଲିକାସଂସ୍କୃତକମ୍ପ୍ୟୁଟରଶିବମାଡ୍ରିଦଜନ୍ ଏଫ୍. କେନେଡ଼ିଉର୍ବଶୀଟ୍ରାଇସାଇକ୍ଲିକ୍ ଆଣ୍ଟିଡେପ୍ରେସାଣ୍ଟନିର୍ମାଲ୍ୟକୋରିଆ ଯୁଦ୍ଧଏର୍ଗୋକ୍ୟାଲସିଫେରଲଭାରତର ସଂସ୍କୃତିବିଜ୍ଞାନଓଜସ୍ୱୀ ଅରୋଡ଼ାଜିନା ସାମଲଜଗନ୍ନାଥ ଦାସଉଦୟଗିରି ଓ ଖଣ୍ଡଗିରି ଗୁମ୍ଫା୨୭ ମାର୍ଚ୍ଚଆଣ୍ଡୋରାଓଡ଼ିଆ ଖବରକାଗଜ ତାଲିକାଆର୍ମେନିଆଫକୀର ମୋହନ ସେନାପତିଲୌହ ଅତିଭାରଉଇକିଡାଟାଉଜବେକିସ୍ତାନଫିନଲ୍ୟାଣ୍ଡମିଳିମିଳାବୁଦାପେଷ୍ଟଭାରତ ସରକାରଧର୍ମସ୍ୱିଡେନଟୁକୁନି ସାହୁନଳିନୀକାନ୍ତ ମହାନ୍ତିମାଛଶ୍ରୀନିବାସ ଉଦ୍‌ଗାତାଲକ୍ଷ୍ମୀଦୁର୍ଗା୨୧ଆବୁଲ କଲାମ ଆଜାଦଡମ୍ବରୁ ଶିଶା୨୦ ମାର୍ଚ୍ଚଅମୃତାୟନଗୋଲୋକ ବିହାରୀ ଧଳଗୋଦାବରୀଶ ମିଶ୍ରମେଡ଼େଲିଭିଅମ୩ ଫେବୃଆରୀଓଡ଼ିଆ କବି ମାନଙ୍କର ତାଲିକାବର୍ଷାଧର୍ମପଦବୀଣାପାଣି ମହାନ୍ତିତୁର୍କୀଲାଟିନ ଭାଷାବୈକୁଣ୍ଠନାଥ ପଟ୍ଟନାୟକଓଡ଼ିଶାର ଦୋଳଯାତ୍ରାନୀଳକଣ୍ଠ ଦାସ🡆 More