ଓଡ଼ିଶା ଜାତୀୟ ଆଇନ ବିଶ୍ୱବିଦ୍ୟାଳୟ

ଜାତୀୟ ଆଇନ ବିଶ୍ୱବିଦ୍ୟାଳୟ, କଟକର ନରାଜଠାରେ ଅବସ୍ଥାପିତ, ଏକ ସ୍ୱୟଂଶାସିତ ଅନୁଷ୍ଠାନ । ଆଇନ ପାଠ୍ୟକ୍ରମର ପ୍ରସାର ଦିଗରେ ଗଠିତ, ଏହି ବିଶ୍ୱବିଦ୍ୟାଳୟଟି ୨୦୦୯ ମସିହାରେ ପ୍ରତିଷ୍ଠା କରାଯାଇଥିଲା । ୩୧ ଅକ୍ଟୋବର ୨୦୦୯ ମସିହାରେ, ଏହି ବିଶ୍ୱବିଦ୍ୟାଳୟର ଆନୁଷ୍ଠାନିକ ଉଦଘାଟନ କରାଯାଇଥିଲା ।ଓଡ଼ିଶା ଉଚ୍ଚ ନ୍ୟାୟାଳୟର ମୁଖ୍ୟବିଚାରପତି, ଏହି ବିଶ୍ୱବିଦ୍ୟାଳୟର କୁଳାଧିପତି ଅଟନ୍ତି । ଫୈଜାନ ମୁସ୍ଥଫା, ଏହି ବିଶ୍ୱବିଦ୍ୟାଳୟର ପ୍ରଥମ କୁଳପତି ଭାବରେ ନିଯୁକ୍ତ ହୋଇଥିଲେ । ଆଇନ ସମ୍ବନ୍ଧିୟ ବିଭିନ୍ନ ପାଠ୍ୟକ୍ରମରେ ଏଠାରେ ଶିକ୍ଷାଦାନ ଓ ଡିଗ୍ରୀ ପ୍ରଦାନ କରାଯାଇଥାଏ ‌‌। ଏହି ସବୁ ପାଠ୍ୟକ୍ରମରେ ନାମଲେଖାଇବା ପାଇଁ ସର୍ବଭାରତୀୟ ସ୍ଥରର ପରୀକ୍ଷା ମାଧ୍ୟମରେ ଛାତ୍ରଛାତ୍ରୀମାନଙ୍କର ଚୟନ କରାଯାଇଥାଏ ‌।

ଜାତୀୟ ଆଇନ ବିଶ୍ୱବିଦ୍ୟାଳୟ
ଓଡ଼ିଶା ଜାତୀୟ ଆଇନ ବିଶ୍ୱବିଦ୍ୟାଳୟ
ଲକ୍ଷ୍ୟ"ସତ୍ୟେ ସ୍ଥିତୋ ଧର୍ମଃ"
ସ୍ଥାପିତ୨୦୦୯
ପ୍ରକାରରାଜ୍ୟ ବିଶ୍ୱବିଦ୍ୟାଳୟ
କୁଳାଧିପତିଭି. ଗୋପାଳ ଗୌଡା
କୁଳପତିପ୍ରଫେସର ଡା. ଚନ୍ଦ୍ରା କ୍ରିଷ୍ଣମୂର୍ତୀ
ଅବସ୍ଥାନକଟକ, ଓଡ଼ିଶା, ଭାରତ
ପରିସରନଗର
ଅନୁବନ୍ଧନଇଉ.ଜି.ସି.
ୱେବସାଇଟwww.nluo.ac.in

ଆଧାର

ବାହାର ଆଧାର

Official website

Tags:

ଓଡ଼ିଶା ଉଚ୍ଚ ନ୍ୟାୟାଳୟକଟକ

🔥 Trending searches on Wiki ଓଡ଼ିଆ:

ତୃପ୍ତି ଦାସଅନନ୍ତ ପଟ୍ଟନାୟକ୩ ଅପ୍ରେଲପର୍ଯ୍ୟାୟ ସାରଣୀବୀଜାଣୁଓଡ଼ିଆ ସାହିତ୍ୟଜଗନମୋହ‌ନ ଲାଲବିଭୂତି ପଟ୍ଟନାୟକହରପ୍ରସାଦ ଦାସବିଭୂତି ଭୂଷଣ ପ୍ରଧାନସୁନାବେଶମିଆ ଖଲିଫାବ୍ରଜ କିଶୋର ପ୍ରଧାନମଧୁସୂଦନ ରାଓଜଗନ୍ନାଥଙ୍କ ଧୂପଆନନ୍ଦପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଲକ୍ଷ୍ମଣ ନାୟକଧୃତରାଷ୍ଟ୍ର (ମହାଭାରତ)ଜୟୀରାମ ସାମଲଚାରି ଧାମଅମିୟ କୁମାରୀ ପାଢ଼ୀଓଡ଼ିଆ କାବ୍ୟ କବିତାକେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକମାନଙ୍କ ତାଲିକାଭୁବନେଶ୍ୱର ମିଶ୍ରଧର୍ମକ୍ଲେଭିଡିପିନଅମର ପ୍ରସାଦ ଶତପଥୀଜଗନ୍ନାଥ ମନ୍ଦିରଦେବସ୍ନାନ ପୂର୍ଣ୍ଣିମାବିଜୁ ଜନତା ଦଳବିଶ୍ୱ ମ୍ୟାଲେରିଆ ଦିବସରଜିୟା ସୁଲତାନପ୍ରଦୀପ କୁମାର ପାଣିଗ୍ରାହୀତୁଳସୀ ଦାସଡଙ୍ଗରିଆ କନ୍ଧ୨୧ ଅପ୍ରେଲରବି ପଟ୍ଟନାୟକନକ୍ଷତ୍ରଭାତ୧୪ ଅପ୍ରେଲସଞ୍ଚୟ ଖାତାଭାରତୀୟ ଜନତା ପାର୍ଟିକ୍ୟୁ. ଆର. କୋଡ଼କାଞ୍ଜିଅଅଁଳା ଓଷାଜୟଦେବ ଜେନାଦରବାର (କବିତା)ପ୍ରାଣକୃଷ୍ଣ ପରିଜାଦୁଃଶାସନସୁଭାଷ ଚନ୍ଦ୍ର ବୋଷଜଳ ପ୍ରଦୂଷଣଗାଈ୮ ଅପ୍ରେଲବିଜୟ ମିଶ୍ରଓଡ଼ିଆ ଭାଗବତରାମଚନ୍ଦ୍ର ମିଶ୍ରଓଡ଼ିଆଜାଭା (ପ୍ରୋଗ୍ରାମିଂ ଭାଷା)ସମ୍ବଲପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ବିନୋଦ ଚନ୍ଦ୍ର ନାୟକସପ୍ତମାତୃକା ମନ୍ଦିର, ଯାଜପୁରଦୁଃଶୀଳାମସ୍କୋଶାମ୍ବ (କୃଷ୍ଣଙ୍କ ପୁତ୍ର)ପଣା ସଂକ୍ରାନ୍ତିପୂରଣବାଚକ ସଂଖ୍ୟାଲକ୍ଷ୍ମଣ ମିଶ୍ରକାଳିନ୍ଦୀ ଚରଣ ପାଣିଗ୍ରାହୀଗୁଣ୍ଡିଚା ମନ୍ଦିର🡆 More