ଜଙ୍କିଆ: ଭାରତରେ ଗ୍ରାମ

ଜଙ୍କିଆ, ଓଡ଼ିଶାର ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ଏକ ସ୍ଥାନ ଅଟେ । ଏହା ହାୱଡା ଚେନ୍ନାଇକୁ ସଂଯୋଗ କରୁଥିବା ୫ ନଂ ଜାତୀୟ ରାଜପଥ କଡ଼ରେ ଅବସ୍ଥିତ। ଖୋର୍ଧାଠାରୁ ବ୍ରହ୍ମପୁର ଆଡ଼କୁ ପ୍ରାୟ ୧୮ କି.ମି.

ଦୂରରେ ଓ ଭୁବନେଶ୍ୱରଠାରୁ ୪୮କି.ମି. ଦୂରରେ ଅବସ୍ଥିତଏହା ମଧ୍ୟ ନୂଆ ଜଗନ୍ନାଥ ସଡ଼କରେ ଶ୍ରୀକ୍ଷେତ୍ର ପୁରୀଠାରୁ ୫୮ କି.ମି. ଦୂରରେ ଅବସ୍ଥିତ । ଏଠାରେ ଗୋଟିଏ ପୋଷ୍ଟ ଅଫିସ୍, ଥାନା, ଉଚ୍ଚ ବିଦ୍ୟାଳୟ ଆଦି ଅବସ୍ଥିତ । ଏଠାରୁ ବିଭିନ୍ନ୍ ସହରକୁ ଗମନାଗମନର ସୁବିଧା ରହିଛି । ଏହାର ନିକଟତମ ରେଳ ଷ୍ଟେସନ ହେଊଛି ନିରାକାରପୁର ।

ଆଧାର

Tags:

ଓଡ଼ିଶାଖୋର୍ଦ୍ଧା ଜିଲ୍ଲାପୁରୀବ୍ରହ୍ମପୁରଭୁବନେଶ୍ୱର

🔥 Trending searches on Wiki ଓଡ଼ିଆ:

କମ୍ପ୍ୟୁଟରଲାଲ କିଲ୍ଲାଶ୍ରୀକ୍ଷେତ୍ର ଦେବାଦେବୀକୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବସୋଫୋସବୁଭିର/ଭେଲପାଟାସଭିରମାୟାଧର ମାନସିଂହନମିତା ଅଗ୍ରୱାଲଓଡ଼ିଶାର ଲୋକନୃତ୍ୟପ୍ରମୋଦ କୁମାର ମହାନ୍ତିରାଜେନ୍ଦ୍ର କିଶୋର ପଣ୍ଡାପୋତାଗଡ଼ଜୟ ଜଗନ୍ନାଥପଶ୍ଚିମ ଓଡ଼ିଶାକୁଲନ ବାଗେକଳାହାଣ୍ଡି ଜିଲ୍ଲାଦୀପକ ମିଶ୍ରଡିଜିଟାଲ ଅବଜେକ୍ଟ ଆଇଡେଣ୍ଟିଫାୟରହନୁମାନ ଜୟନ୍ତୀଗୋବିନ୍ଦ ତ୍ରିପାଠୀଜଗନ୍ନାଥ ପ୍ରସାଦ ଦାସନୂତନ ବର୍ଷଲିଙ୍ଗରାଜ ମନ୍ଦିରଅଚ୍ୟୁତାନନ୍ଦ ପ‌ତିରଜ ପର୍ବଚେକ୍ ଗଣରାଜ୍ୟରମାକାନ୍ତ ରଥଶର୍ଦ୍ଦିବିଜୟ ମିଶ୍ରଆଲେକ୍‌ଜାଣ୍ଡର୍ ମହାନଲକ୍ଷ୍ମୀପ୍ରିୟା ଆଚାର୍ଯ୍ୟବିଶ୍ୱ ନାଟ୍ୟ ଦିବସଫୁଲକାଳୀବୋହୂରବୀନ୍ଦ୍ରନାଥ ଠାକୁରସୁକନ୍ୟା ସମୃଦ୍ଧି ଯୋଜନା୧୯୮୯ପାରଳା ମହାରାଜା ଯାନ୍ତ୍ରୀକ ମହାବିଦ୍ୟାଳୟଓଡ଼ିଆ ଭାଗବତକଳ୍ପନା କୁମାରୀ ଦେବୀଧଉଳିମନମୋହନ ସାମଲରଥଯାତ୍ରାକଳାପାହାଡ଼ଢଗ ଢମାଳିସଂସ୍କୃତଯବକ୍ଷାରଜାନସାନ୍ତାଳ ଜନଜାତିରଜଭାରତୀୟ ସମ୍ବିଧାନର ମୁଖବନ୍ଧ ଓ ମୌଳିକ ବୈଶିଷ୍ଟ୍ୟ୧୯୮୮ଆକବରଇଟାଲୀରମାଦେବୀ ଚୌଧୁରୀସରୋଜିନୀ ସାହୁହିମାଳୟାନ ଏକ୍ସପ୍ରେସୱେଗଙ୍ଗାଧର ରଥତମାଖୁର ସ୍ଵାସ୍ଥ୍ୟ ଉପରେ ପ୍ରଭାବକାତ୍ୟାୟିନୀମିଳିତ ଜାତିସଂଘ୧୯୫୧ଭକ୍ତ ଚରଣ ଦାସଅଭିମନ୍ୟୁ ସାମନ୍ତସିଂହାରବସନ୍ତ ରୋଗହରପ୍ପା ସଭ୍ୟତାଓଡ଼ିଆ ସାହିତ୍ୟର ଇତିହାସପାରମିତା ଶତପଥୀଦେବାଶିଷ ପାଣିଗ୍ରାହୀହିନ୍ଦୁ ଧର୍ମକେନ୍ଦୁଝର ଜିଲ୍ଲାକନକ ମଞ୍ଜରୀ ମହାପାତ୍ର🡆 More