ଚତୁର୍ଭୁଜ ମେହେର: ଭାରତୀୟ ବୁଣାକାର

ଚତୁର୍ଭୁଜ ମେହେର (୧୩ ଅକ୍ଟୋବର ୧୯୩୫) ଜଣେ ଜଣାଶୁଣା ଭାରତୀୟ ତନ୍ତୀ । ତାଙ୍କର ଓଡ଼ିଶା ବାନ୍ଧବୁଣାରେ ପାରଦର୍ଶିତା ସକାଶେ ସେ ସମଗ୍ର ଭାରତରେ ଜଣେ ମହାତନ୍ତୀ ଭାବେ ଜଣା ଓ ୨୦୦୫ ମସିହାରେ ତାଙ୍କୁ ପଦ୍ମଶ୍ରୀ ପୁରସ୍କାରର ମିଳିଥିଲା । ସେ ହାତ ବୁଣା ଲୁଗା ତିଆରି କରିବା ଓ ପାରମ୍ପରିକ ରଙ୍ଗ ବ୍ୟବହାର କରିବାରେ ସିଦ୍ଧହସ୍ତ । ତାଙ୍କ ତିଆରି ଲୁଗା ଆଦୃତ ହେବା ମଧ୍ୟରେ ଚଳଚ୍ଚିତ୍ର ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟଙ୍କୁ ନିଜ ବାହାଘରରେ ଶାଶୁ ଜୟା ବଚନ ଉପହାର ଦେଇଥିବା ମେହେରଙ୍କ ତିଆରି ଏକ ଶାଢ଼ୀ ପିନ୍ଧିବା ଉଲ୍ଲେଖନୀୟ ।

ଚତୁର୍ଭୁଜ ମେହେର
ଜନ୍ମ (1935-10-13) ୧୩ ଅକ୍ଟୋବର ୧୯୩୫ (ବୟସ ୮୮)
ସୁବର୍ଣ୍ଣପୁର, ଓଡ଼ିଶା, ଭାରତ
ବୃତ୍ତିତନ୍ତି
ପ୍ରସିଦ୍ଧିTie-dye ହସ୍ତତନ୍ତ ବୁଣାକାର
ପୁରସ୍କାରପଦ୍ମଶ୍ରୀ
ଓଡ଼ିଶା ରାଜ୍ୟ ପୁରସ୍କାର
ଚିନ୍ତା ଓ ଚେତନା ଜାତୀୟ ପୁରସ୍କାର
ବିଶ୍ୱକର୍ମା ପୁରସ୍କାର
ପ୍ରିୟଦର୍ଶିନୀ ପୁରସ୍କାର
ୱେବସାଇଟmehersonline

ଜୀବନୀ

ଚତୁର୍ଭୁଜ ମେହେର ଓଡ଼ିଶାର ସୁବର୍ଣ୍ଣପୁରଠାରେ ଜନ୍ମଗ୍ରହଣ କରିଥିଲେ । ସେ କେବଳ ସ୍କୁଲ ଯାଏଁ ପାଠ ପଢ଼ିଥିଲେ ।

ତନ୍ତକଳା

ସେ ପ୍ରଥମେ ପାରମ୍ପାରିକ ତନ୍ତକଳା ଶିକ୍ଷା କରି ଏକ ହସ୍ତତନ୍ତ ସେବା କେନ୍ଦ୍ରରେ ଯୋଗ ଦେଇଥିଲେ । ସେ ସୁବର୍ଣ୍ଣପୁରଠାରେ ‘’ବୟନ ବିହାର’’ ନାମକ ଏକ ହସ୍ତ ତନ୍ତ କାରଖାନା ତଥା ହସ୍ତତନ୍ତ ଗବେଷଣା ଓ ତାଲିମ କେନ୍ଦ୍ର ଆରମ୍ଭ କରି ସେଠାରେ ପ୍ରାୟ ୧୦,୦୦୦ କାରିଗରଙ୍କୁ ତାଲିମ ଦେଇଥିଲେ ।

ପୁରସ୍କାର ଓ ସମ୍ମାନ

  • ଦୁଇ ଥର ଓଡ଼ିଶା ରାଜ୍ୟ ପୁରସ୍କାର (୧୯୯୧ ଓ ୧୯୯୫)
  • ଚିନ୍ତା ଓ ଚେତନ ଆୱାର୍ଡ (୧୯୯୨)
  • ବିଶ୍ୱକର୍ମା ରାଷ୍ଟ୍ରୀୟ ପୁରସ୍କାର (୧୯୯୭)
  • ପ୍ରିୟଦର୍ଶିନୀ ଆୱାର୍ଡ (୨୦୦୫)
  • ପଦ୍ମଶ୍ରୀ (୨୦୦୫)

ଆଧାର

Tags:

ଚତୁର୍ଭୁଜ ମେହେର ଜୀବନୀଚତୁର୍ଭୁଜ ମେହେର ତନ୍ତକଳାଚତୁର୍ଭୁଜ ମେହେର ପୁରସ୍କାର ଓ ସମ୍ମାନଚତୁର୍ଭୁଜ ମେହେର ଆଧାରଚତୁର୍ଭୁଜ ମେହେରଐଶ୍ୱର୍ଯ୍ୟା ରାୟଜୟା ବଚନ

🔥 Trending searches on Wiki ଓଡ଼ିଆ:

ଅରଣ୍ୟ ରୋଦନଅର୍ଚ୍ଚନା (କବିତା ସଙ୍କଳନ)ବି. ଆର. ଆମ୍ବେଦକରସୁଶାସନ ଦିବସଗୋପାଳବଲ୍ଲଭ ଦାସତନ୍ଦୁର୍ଗ୍ରହରଜାବଖରି,ଦଶ ବିଦ୍ୟା ମହଲ,କାଳୀକା ଭଗବତୀ ମନ୍ଦିରଜାପାନୀ ଭାଷା୩୧ ମାର୍ଚ୍ଚଇନ୍ଦ୍ରବ୍ରଜନାଥ ରଥମାୟାଧର ମାନସିଂହକାଳୀଡିଜିଟାଲ ଅବଜେକ୍ଟ ଆଇଡେଣ୍ଟିଫାୟରଲକ୍ଷ୍ମୀପ୍ରିୟା ଆଚାର୍ଯ୍ୟହୃଷୀକେଶ ମଲ୍ଲିକମହାପ୍ରସାଦଓଳାଶୁଣି ଗୁମ୍ଫାଭାରତର ଜାତୀୟ ପତାକାକେନ୍ଦ୍ରାପଡ଼ାସାଇକେଲପଶ୍ଚିମ ଓଡ଼ିଶାଭକ୍ତ ଚରଣ ଦାସଶ୍ରୀକୃଷ୍ଣସୋଫୋସବୁଭିର/ଭେଲପାଟାସଭିରଓଡ଼ିଶାର ପର୍ବପର୍ବାଣିବିଜୁ ପଟ୍ଟନାୟକକାଶୀ ବିଶ୍ୱନାଥ ମନ୍ଦିରଶ୍ରୀମନ୍ଦିରରେ ପାଳିତ ଦୈନିକ ନୀତିରମେଶ ପ୍ରସାଦ ପାଣିଗ୍ରାହୀଯବକ୍ଷାରଜାନକୁନ୍ତଳା କୁମାରୀ ଆଚାର୍ଯ୍ୟସ୍କନ୍ଦ ପୁରାଣଓଡ଼ିଶାର ଲୋକକଳାବାୟୁ (ଦେବତା)ଯୁକ୍ତରାଷ୍ଟ୍ର ଆମେରିକାଉତ୍କଳ ଦିବସପଣସରମାଦେବୀ ଚୌଧୁରୀ୨୧ରାସାୟନିକ ମୌଳିକମିଳିତ ଜାତିସଂଘଡୁପିଟ୍ରେନ୍ସ କଣ୍ଟ୍ରାକଚରଡାଇଭର୍ଟିକୁଲାଇଟିସ୍ରାଣୀ ଲକ୍ଷ୍ମୀବାଈଶଗୁନ୍ ଚୌଧୁରୀଗୋପୀନାଥ ମହାନ୍ତିମନୋରଞ୍ଜନ ଦାସମ୍ୟାଲେରିଆଜଗନ୍ନାଥବାମାଚରଣ ମିତ୍ରଓଡ଼ିଶାର ରାଜ୍ୟପାଳମାନଙ୍କର ତାଲିକାଓମ'ଙ୍କ ନିୟମଗୋପବନ୍ଧୁ ଦାସସିନ୍ଧୁ ନଦୀମହୁପଟ୍ଟଚିତ୍ରଶ୍ୟାମସୁନ୍ଦର କରଭାରତ ଛାଡ଼ ଆନ୍ଦୋଳନତ୍ରିଭୁଜହିନ୍ଦୁଅନ୍ତରଙ୍ଗ ସମ୍ପର୍କସାରଳା ଦାସଜୟୀରାମ ସାମଲଓଡ଼ିଆ ସାହିତ୍ୟନୀଳମାଧବ ମନ୍ଦିରଓଡ଼ଗାଁ୮ ମାର୍ଚ୍ଚହେମନ୍ତ କୁମାର ଦାସ🡆 More