ଖୁଦନେଶ୍ୱର ଆସ୍ଥାନ, ମୋରୱା

ଖୁଦନେଶ୍ୱର ଆସ୍ଥାନ, ଭାରତୀୟ ରାଜ୍ୟ ବିହାରର ସମସ୍ତିପୁର ଜିଲ୍ଲାର ସମସ୍ତିପୁର ସହରଠାରୁ 17 କିଲୋମିଟର ଦୂରରେ ଥିବା ଶିବ ମନ୍ଦିର ।

Khudneshwar Asthan, Morwa
Religion
ଅନୁବନ୍ଧଗୁଡ଼ିକହିନ୍ଦୁ ଧର୍ମ
DistrictSamastipur District
Location
CountryIndia
Architecture
TypeMandir
Narhan Estate

ଏହିନାମଟି ଜଣେ ମୁସଲିମ ମହିଳାଙ୍କ ନାମ ଖୁଦନୀଙ୍କଠାରୁ ହେଇଥିଲା । ମହିଳା ଜଣକ ଘଞ୍ଚ ଅରଣ୍ୟରେ ଶିବଲିଙ୍ଗଟି ଆବିଷ୍କାର କରିଥିଲେ ଓ ନିଜେ ଜଣେ ଶିବଙ୍କ ଭକ୍ତ ହେଇଥିଲେ । [ଆଧାର ଲୋଡ଼ା]

ଇତିହାସ 

1858 ମସିହାରେ ବ୍ରିଟିଶ ରାଜ ସମୟରେ ନରହାନ ଇଷ୍ଟେଟ ଦ୍ୱାର ଏହି ମନ୍ଦିର ନିର୍ମିତ ହେଇଥିଲା । ଏଠାରେ ବର୍ଷ ତମାମ ଭକ୍ତ ଆସୁଥିବା ବେଳେ ମହଶିବରାତ୍ରି ସମୟରେ ବାର୍ଷିକ ମେଳା ମଧ୍ୟ ହେଇଥାଏ । ଶ୍ରାବଣ ମାସରେ ମଧ୍ୟ ବହୁ ଭକ୍ତ ଏଠାକୁ ଆସିଥାନ୍ତି । ଏହି ମନ୍ଦିରକୁ ହିନ୍ଦୁ ମୁସଲିମ ଏକତାର ନିଦର୍ଶନ ବୋଲି କୁହାଯାଇଥାଏ । 

କିମ୍ବଦନ୍ତୀ 

I14 ଶ ଶତାବ୍ଦୀରେ ଏହି ଅଞ୍ଚଳ ଘଞ୍ଚ ଅରଣ୍ୟରେ ପରିପୂର୍ଣ ଥିଲା । ଏକା ଗ୍ରାମୀଣ ମୁସଲିମ ମହିଳା ତାଙ୍କର ଗୋରୁ ମାନନକୁ ଜଙ୍ଗଲକୁ ଚରିବାକୁ ପଠାନ୍ତି । ସେ ଲକ୍ଷ୍ୟ କାଲେ ଗୋରୁଟି ଅନେକ ଦିନ ଔ ଦୁଧ ଦେ3ଲା ନାହି । ସେ ତାହା ସଙ୍ଗେ ଅରଣ୍ୟକୁ ଯାଇ ଦେଖିଲେ ଯେ ଗୋରୁଟି ଏକା ସ୍ଥାନରେ ଯାଇ ତାର ଦୁଗ୍ଧ ଆପେ ଆପେ ଛାଡୁଛି ଓ ସେହି ସ୍ଥାନରେ ଶିବ ଲିଙ୍ଗା ଉଭା ହେଇଛନ୍ତି । ମହିଳା ଏହା ଯାଇ  ଗ୍ରାମରେ କହିବାରୁ ଗ୍ରାମବାସୀମାନେ ଆସି ଲିଙ୍ଗାକୁ ନେଇ ସ୍ଥାପନ ପୂର୍ବକ ଆରାଧନା କରିଥିଲେ । ଖୁଦନୀଙ୍କ ନାମ ଅନୁସାରେ ମନ୍ଦିରର ନାମକରଣ ଖୁଦନେଶ୍ୱର  ମନ୍ଦିର ରହିଲା । 

ଆଧାର 

Tags:

🔥 Trending searches on Wiki ଓଡ଼ିଆ:

୧୬୬୫ଭାରତୀୟ ଜନତା ପାର୍ଟିଫୋସିନୋପ୍ରିଲଦାମୋଦର ରାଉତଦାସିଆ ବାଉରୀପ୍ରାଣୀଦୀନକୃଷ୍ଣ ଦାସବିଶ୍ୱତାପନଓଡ଼ିଶାର ରାଜ୍ୟପାଳମାନଙ୍କର ତାଲିକାଓଡ଼ିଶାର ଇତିହାସଜାଭା (ପ୍ରୋଗ୍ରାମିଂ ଭାଷା)ମୟୂରଭଞ୍ଜ ଜିଲ୍ଲାଏଣ୍ଡୋମେଟ୍ରିଓସିସଜ୍ଞାନକୋଷମାଣବସା ଗୁରୁବାରମନମୋହନ ସାମଲପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷରାକ୍ଷୀ ପୂର୍ଣ୍ଣିମାଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରବିଜୁ ପଟ୍ଟନାୟକଦୁର୍ଗା ପୂଜାବୈକୁଣ୍ଠନାଥ ପଟ୍ଟନାୟକମୁକୁନ୍ଦ ଦେବଇଣ୍ଟରନ୍ୟାସନାଲ ଷ୍ଟାଣ୍ଡାର୍ଡ଼ ବୁକ ନମ୍ବରଶୈଳବାଳା ଦାସ୭୦୧ଉଇକିପିଡ଼ିଆଫସ୍‌ଫରସଟ୍ରାଲୋକିନୁମାବମାଟିର ମଣିଷୟୁ ଟ୍ୟୁବଓଡ଼ିଶାର ଜିଲ୍ଲାମାନଙ୍କର ତାଲିକାବିଦ୍ୟାଳୟଆଖିଶ୍ୱେତସାରଗୋବିନ୍ଦ ତ୍ରିପାଠୀଓଡ଼ିଆ ଲିପିଶ୍ରୀ ଅରବିନ୍ଦସତ୍ୟବାଦୀ ବନ ବିଦ୍ୟାଳୟଗୁଗଲଯୁକ୍ତରାଜ୍ୟଚାଣକ୍ୟଭ୍ୟାକୁମ୍ କ୍ଲିନର୍ରାଜ୍ୟ ସଭାଭାରତ ସରକାରଭାରତର ସଂସ୍କୃତିମାସଯଶୋବନ୍ତ ଦାସତଳକୁସୁମା ଗୋବିନ୍ଦପୁର ଉଚ୍ଚ ବିଦ୍ୟାଳୟପଖିଆସ୍ତୁତି ଚିନ୍ତାମଣିମୋନିକା ସେଲ୍ସଓଡ଼ିଶାର ଲୋକନୃତ୍ୟଅକ୍ଷୟ ତୃତୀୟାଓଡ଼ିଆ କବି ମାନଙ୍କର ତାଲିକାବୁଧବେଣୁଧର ରାଉତମନୋରଞ୍ଜନ ଦାସପାପୁଆ ନିଉ ଗିନିପ୍ରଧାନ ପୃଷ୍ଠାଆରିଷ୍ଟୋଟଲରାଶି ଓ ନକ୍ଷତ୍ରପ୍ରଯୁକ୍ତି ବିଦ୍ୟାପ୍ରାଣକୃଷ୍ଣ ପରିଜାମହାଦେଶମାଛରାଧାନାଥ ରଥମାଲକାନଗିରି ଜିଲ୍ଲା୨୦୧୯ ଓଡ଼ିଶା ବିଧାନସଭା ନିର୍ବାଚନଓଡ଼ିଆ କାବ୍ୟ କବିତାକୃଷ୍ଣଚନ୍ଦ୍ର ପାଣିଗ୍ରାହୀଓଡ଼ିଶା🡆 More