କାଶୀନାଥ ଯାଦବ: ଭାରତୀୟ କଣ୍ଠଶିଳ୍ପୀ ଏବଂ ରାଜନେତା

କାଶୀନାଥ ଯାଦବ ଜଣେ ଭାରତୀୟ ଲୋକଗୀତ ଗାୟକ ଏବଂ ରାଜନେତା । ଉତ୍ତର ପ୍ରଦେଶର ଗାଜିପୁରର ଏହି ଗାୟକ ଭୋଜପୁରୀ ଲୋକଗୀତର ବିରହ ଶୈଳୀର ଗୀତ ପାଇଁ ଜଣାଶୁଣା । ସମାଜବାଦୀ ପାର୍ଟି ସରକାରରେ ସେ ଉତ୍ତର ପ୍ରଦେଶର ଜଣେ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ । ସେ ଉତ୍ତର ପ୍ରଦେଶର ବିଧାୟକ ଭାବରେ ତିନିଥର କାର୍ଯ୍ୟ କରିଛନ୍ତି । ମାର୍ଚ୍ଚ ୨୦୨୧ରେ ତାଙ୍କୁ ସମାଜବାଦୀ ପାର୍ଟିର ଜାତୀୟ ସାଂସ୍କୃତିକ ସଭାପତି ଭାବରେ ନିଯୁକ୍ତ କରାଯାଇଥିଲା ।

୨୦୧୬ ମସିହାରେ ଉତ୍ତର ପ୍ରଦେଶର ସେତେବେଳର ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ରାଜ୍ୟ କୃଷି ଉତ୍ପାଦନ ପରିଷଦର ଅଧକ୍ଷ ପଦରୁ ଇସ୍ତଫା ଦେବା ପରେ ତାଙ୍କୁ ଏହି ପଦର ଦାୟିତ୍ୱ ଦିଆଯାଇଥିଲା ।

ସେ ମୁଲାୟମ ସିଂହ ଯାଦବଙ୍କ ଜଣେ ସହଯୋଗୀ ଥିଲେ । ସେ ଉତ୍ତର ପ୍ରଦେଶ ସରକାରଙ୍କର ଜଣେ ପରାମର୍ଶଦାତା ଭାବରେ ମଧ୍ୟ କରିଥିଲେ । ୨୦୧୬ ମସିହାରେ ସଙ୍ଗୀତ କ୍ଷେତ୍ରରେ ତାଙ୍କର ଅତୁଳନୀୟ ଅବଦା ପାଇଁ ତାଙ୍କୁ ଉତ୍ତର ପ୍ରଦେଶର ସର୍ବୋଚ୍ଚ ସମ୍ମାନ ଯଶ ଭାରତୀ ସମ୍ମାନରେ ସମ୍ମାନିତ କରାଯାଇଥିଲା ।

ଆଧାର

Tags:

ଉତ୍ତର ପ୍ରଦେଶସମାଜବାଦୀ ପାର୍ଟି

🔥 Trending searches on Wiki ଓଡ଼ିଆ:

ବସନ୍ତ ରୋଗଓଡ଼ିଆ କାବ୍ୟ କବିତାଝାଲ ମୁଢ଼ିମେଟ୍ରୋନିଡାଜୋଲକଲରାପତରିଆ ବାଘସେସିଲିଆ ପେଇନ-ଗାପୋସ୍ଚକିନତୁଳସୀ ଦାସ୧୦ ନଭେମ୍ବରଉଇକିବିଦ୍ୟାଳୟଲୋରାଟାଡାଇନବ୍ରହ୍ମୋତ୍ରୀ ମହାନ୍ତିଗଙ୍ଗାଧର ମେହେରଜୟୀରାମ ସାମଲକମ୍ବୋଡ଼ିଆଚାଉଳଆରବ ସାଗରପୁଷ୍ପେନ୍ଦ୍ର ସିଂହ ଦେଓସରସ୍ୱତୀନୀଳମାଧବ ମନ୍ଦିରଚୈତ୍ର ମଙ୍ଗଳବାର ଓଷାମିଖାଇଲ ଗୋର୍ବାଚୋଭଜଗନ୍ନାଥ ମନ୍ଦିରନବକଳେବରସ୍ୱିଡେନନନ୍ଦ କିଶୋର ବଳDebapriya Priyadarshi Chakraବାଘ୨୫ ମାର୍ଚ୍ଚଖାଦ୍ୟହେଲୋ ନେଟୱର୍କ୧୫ ମାର୍ଚ୍ଚଓଡ଼ିଆ ଭାଷାଉଇକିଡାଟାଜହ୍ନିଓଷା୧ ମାର୍ଚ୍ଚଅମୃତ ଫଳକୋଇଲି ଚଉତିଶାସୁରେନ୍ଦ୍ର ନାୟକଇନ୍‌ଫ୍ଲୁଏଞ୍ଜାଗୁଜରାଟଲୋକ ସଭାଭକ୍ତ ଚରଣ ଦାସବିଧାନ ସଭା ସଭ୍ୟବିଜୁ ପଟ୍ଟନାୟକଭାରତର ସଂସ୍କୃତିଉଇକିପିଡ଼ିଆହରେକୃଷ୍ଣ ମହତାବନୀଳକଣ୍ଠ ଦାସରାଜ୍ୟ ସଭାଜଳବାୟୁକୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଗୋଦାବରୀଶ ମିଶ୍ରମହେଶ୍ୱର ମହାନ୍ତିଓଡ଼ିଶାର ଦୋଳଯାତ୍ରାରାଣୀ ଲକ୍ଷ୍ମୀବାଈୱିଲିଅମ ସେକ୍ସପିଅରକାବୋଟେଗ୍ରାଭିର/ରିଲପିଭିରିନବିଜୟ ମିଶ୍ରଦି ଓ୍ୱାଲ୍ ଷ୍ଟ୍ରିଟ୍ ଜର୍ଣ୍ଣାଲ୍ଅଷ୍ଟ୍ରେଲିଆ ଆଦିମ ଅଧିବାସୀଟୁଇଟରଅର୍କ କେଶରୀ ଦେଓ୨୦ ମାର୍ଚ୍ଚବଣ୍ଡ (ଅର୍ଥ)ସାନ୍ତାଳ ବିଦ୍ରୋହକୟାଁ ଜନଜାତିରେବତୀ (କ୍ଷୁଦ୍ରଗଳ୍ପ)୨୮ ମାର୍ଚ୍ଚମାଉସଅଷ୍ଟ୍ରେଲିଆହେପାଟାଇଟିସ🡆 More