ଓଟ ମାଙ୍କଡ଼ସା

ଏସିଆ ଓ ଆଫ୍ରୀକାରେ ଦେଖାଯାଉଥିବା ଏକ ବିଚିତ୍ର ପ୍ରକାରର ମାଙ୍କଡ଼ସା ହେଲା ଓଟ ମାଙ୍କଡ଼ସା ବା କ୍ୟାମେଲ ସ୍ପାଇଡର । ସେମାନେ ସଲିଫୁଜାଇ ପ୍ରଜାତି ଅନ୍ତଭୃକ୍ତ । ଆକାରରେ ସାଧାରଣ ମାଙ୍କଡ଼ସାଠାରୁ ଢେର ବଡ଼ । ସେମାନେ ଛୋଟ ଛୋଟ ସାପ, ବେଙ୍ଗ ଏବଂ ଝିଟିପିଟି ଆଦିକୁ ଶିକାର କରିପାରନ୍ତି । ଭୟ ପାଇଲେ ମଣିଷକୁ ମଧ୍ୟ ଛାଡ଼ନ୍ତି ନାହିଁ, କାମୁଡ଼ି ମାଂସ ଉଠାଇ ଦିଅନ୍ତି ।

ଓଟ ମାଙ୍କଡ଼ସା
ଓଟ ମାଙ୍କଡ଼ସା
A male Galeodes (from R. A. Lydekker, 1879)
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ
ଜଗତ: Animalia
ସଙ୍ଘ: Arthropoda
ବର୍ଗ: Arachnida
ଉପବର୍ଗ: Dromopoda
ଗଣ: Solifugae
Sundevall, 1833
Families

see text

ବିଶେଷ

ଅନ୍ୟ ବୁଢିଆଣି ପରି ଏମାନେ ଜାଲ ବୁଣନ୍ତିନାହିଁ । ପଥର ସନ୍ଧିରେ ରହନ୍ତି । ଖୁବ ବେଗରେ ଦଉଡିପାରନ୍ତି ।

ଓଟ ମାଙ୍କଡ଼ସାକୁ ନେଇ କାହାଣି

ମରୁଭୂମିରେ ଓଟଙ୍କ ପେଟ ଚିରିପକାଉଥିବା ବିଶ୍ୱାସରୁ ସେମାନଙ୍କୁ ଓଟ ମାଙ୍କଡ଼ସା ନାମ ଦିଆଯାଇଛି । ରାତିରେ ତମ୍ବୁରେ ଶୋଇଥିବା ଏକୁଟିଆ ମଣିଷ ପାଇଲେ ସେମାନେ ନିଜ ଲାଳରେ ତାକୁ ସାମୟିକ ଭାବେ ନିସ୍ତେଜ କରି ମାଂସ ଝୁଣି ଖାଉଥିବାର କାହାଣି ଅଛି । ଇରାନ ଯୁଦ୍ଧ ବେଲେ ଏକାଧିକ ଆମେରିକାନ ସୈନିକ ସେମାନଙ୍କ ଆକ୍ରମଣର ଶିକାର ହୋଇଥିବା ଜଣାଯାଏ ।

ଆଧାର

ବାହାର ଆଧାର

  • Mikkelson, Barbara & David P. "Camel Spiders" at Snopes.com: Urban Legends Reference Pages.

Tags:

ଓଟ ମାଙ୍କଡ଼ସା ବିଶେଷଓଟ ମାଙ୍କଡ଼ସା କୁ ନେଇ କାହାଣିଓଟ ମାଙ୍କଡ଼ସା ଆଧାରଓଟ ମାଙ୍କଡ଼ସା ବାହାର ଆଧାରଓଟ ମାଙ୍କଡ଼ସା

🔥 Trending searches on Wiki ଓଡ଼ିଆ:

ଚେକ୍ ଗଣରାଜ୍ୟରବର୍ଟ ମୂଗରଶ୍ମି ରାଉଳଗରିଷ୍ଠ ସାଧାରଣ ଗୁଣନୀୟକଶ୍ରୀନିବାସ ରାମାନୁଜନଅଞ୍ଜଳି କିସ୍କୁଫକୀର ସିଂହକନ୍ଧମାଳ ଜିଲ୍ଲାବୁଧବାରଯକ୍ଷ୍ମାଇଣ୍ଟରନେଟ୍ ଅଫ୍ ଥିଙ୍ଗ୍ସwiki.phtml୨୯ ମାର୍ଚ୍ଚଦଣ୍ଡ ନାଟକମ୍ବୋଡ଼ିଆଦକ୍ଷିଣ ଚୀନ ସାଗରନାରୁତୋଓଡ଼ିଶା ସରକାରବିଜୟ ମିଶ୍ରଚନ୍ଦ୍ରଯାନ-୧ଦିୱାନା ଦିୱାନୀମାୟାଧର ମାନସିଂହପଣ୍ଡୁ ଓଷାଜୟୀରାମ ସାମଲସୁଦାମ ମାରାଣ୍ଡିମଙ୍ଗଳା ମନ୍ଦିର୧୩ ମାର୍ଚ୍ଚହେପାଟାଇଟିସଆଣ୍ଡ୍ରଏଡ଼ରମାଦେବୀ ଚୌଧୁରୀଡାଲଖାଇ୧୫ ମାର୍ଚ୍ଚପାଇକ ବିଦ୍ରୋହଓଡ଼ିଶାର ଅନୁସୂଚିତ ଜନଜାତି ତାଲିକାDarifenacinଚନ୍ଦ୍ରଶେଖର ଭେଙ୍କଟ ରମଣପାଲାବ୍ୟୋମକେଶ ରାୟଓଡ଼ିଆ ଭ୍ରମଣ ସାହିତ୍ୟବୀଣାପାଣି ମହାନ୍ତିଶିମିଳିପାଳ ଜାତୀୟ ଉଦ୍ୟାନଭାରତଆରବ ସାଗରଭାନୁଜୀ ରାଓସଦାଶିବ ପ୍ରଧାନୀବୈଜୟନ୍ତ ପଣ୍ଡାଚୈତ୍ରସମ୍ବଲପୁରଜଳବାୟୁସରୋଜିନୀ ନାଇଡୁଯକୃତଜ୍ଞାନପୀଠ ପୁରସ୍କାର୧୦ ନଭେମ୍ବରପ୍ଲାଟିପସଗୁଗଲ ମ୍ୟାପ୍ସଅଗଷ୍ଟସଜୋଆନ ଅଫ ଆର୍କପ୍ରଥମ ବିଶ୍ୱଯୁଦ୍ଧଲାଟିନ ଭାଷାବାଇପୋଲାର ଡିଜଅଡର🡆 More