ଉଦିତ ପ୍ରତାପ ଦେଓ: ଓଡ଼ିଆ ରାଜନୀତିଜ୍ଞ

ଉଦିତ ପ୍ରତାପ ଦେଓ (୨୧ ଅଗଷ୍ଟ ୧୯୪୮ – ୨ ସେପ୍ଟେମ୍ବର ୨୦୧୯) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ । ୧୯୭୪ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଜୁନାଗଡ଼ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୬ଷ୍ଠ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ଉଦିତ ପ୍ରତାପ ଦେଓ
ଉଦିତ ପ୍ରତାପ ଦେଓ: ଜନ୍ମ, ପରିବାର ଓ ଶିକ୍ଷା, ରାଜନୈତିକ ଜୀବନ, ମୃତ୍ୟୁ
ବିଧାୟକ: ୬ଷ୍ଠ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୭୪ – ୧୯୭୭
ପୂର୍ବ ଅଧିକାରୀତ୍ରିନାଥ ସରାବ
ପର ଅଧିକାରୀମହେଶ୍ୱର ବରାଡ଼
ନିର୍ବାଚନ ମଣ୍ଡଳୀଜୁନାଗଡ଼
ବ୍ୟକ୍ତିଗତ ସବିଶେଷ
ଜନ୍ମ(1948-08-21)୨୧ ଅଗଷ୍ଟ ୧୯୪୮
ମୃତ୍ୟୁ୨ ସେପ୍ଟେମ୍ବର ୨୦୧୯(2019-09-02) (ବୟସ ୭୧)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳସ୍ୱତନ୍ତ୍ର ପାର୍ଟି
ଜୀବନ ସାଥୀପଦ୍ମା ମଞ୍ଜରୀ ଦେବୀ
ସମ୍ପର୍କବିକ୍ରମ କେଶରୀ ଦେଓ (ସାନ ଭାଇ)
କୃଷ୍ଣା ଦେବୀ (ଭଉଣୀ)
କାମାକ୍ଷା ପ୍ରସାଦ ସିଂହଦେଓ (ଭିଣୋଇ)
ବାପା/ବୋଉପ୍ରତାପ କେଶରୀ ଦେଓ (ବାପା)
ବୃତ୍ତିରାଜନୀତିଜ୍ଞ

ଜନ୍ମ, ପରିବାର ଓ ଶିକ୍ଷା

ଉଦିତ ପ୍ରତାପ ଦେଓ ୧୯୪୮ ମସିହାର ଅଗଷ୍ଟ ୨୧ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ପ୍ରତାପ କେଶରୀ ଦେଓ ଓ ପତ୍ନୀଙ୍କ ନାମ ପଦ୍ମା ମଞ୍ଜରୀ ଦେବୀ । ତାଙ୍କ ବାପା, ଭାଇ ବିକ୍ରମ କେଶରୀ ଦେଓ ଓ ଭିଣୋଇ କାମାକ୍ଷା ପ୍ରସାଦ ସିଂହଦେଓ ମଧ୍ୟ ଜଣେ ଜଣେ ରାଜନେତା । କଳାହାଣ୍ଡିର ୩୨ ତମ ରାଜା ଭାବରେ ୨୦୦୧ ମସିହାରେ ତାଙ୍କର ଅଭିଷେକ କରାଯାଇଥିଲା ।

ରାଜନୈତିକ ଜୀବନ

ଉଦିତ ପ୍ରତାପ ଦେଓ ଓଡ଼ିଶା ରାଜନୀତିରେ ସ୍ୱତନ୍ତ୍ର ପାର୍ଟିର କର୍ମୀ ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାର ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ ।

ମୃତ୍ୟୁ

ଉଦିତ ପ୍ରତାପ ଦେଓ ୨୦୧୯ ମସିହାର ସେପ୍ଟେମ୍ବର ୨ ତାରିଖରେ ୭୧ ବର୍ଷ ବୟସରେ ମୃତ୍ୟୁବରଣ କରିଥିଲେ ।

ଆଧାର

Tags:

ଉଦିତ ପ୍ରତାପ ଦେଓ ଜନ୍ମ, ପରିବାର ଓ ଶିକ୍ଷାଉଦିତ ପ୍ରତାପ ଦେଓ ରାଜନୈତିକ ଜୀବନଉଦିତ ପ୍ରତାପ ଦେଓ ମୃତ୍ୟୁଉଦିତ ପ୍ରତାପ ଦେଓ ଆଧାରଉଦିତ ପ୍ରତାପ ଦେଓଓଡ଼ିଆ ଲୋକଓଡ଼ିଶା ବିଧାନ ସଭାଜୁନାଗଡ଼ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)

🔥 Trending searches on Wiki ଓଡ଼ିଆ:

ଆପଲ କମ୍ପାନୀଜଗନ୍ନାଥଙ୍କ ବେଶବ୍ରଜନାଥ ରଥସୁରେନ୍ଦ୍ର ମହାନ୍ତିଗୌରୀଶଙ୍କର ରାୟଇଣ୍ଟରନ୍ୟାସନାଲ ଷ୍ଟାଣ୍ଡାର୍ଡ଼ ବୁକ ନମ୍ବରବି. ଆର. ଆମ୍ବେଦକରଭୁବନେଶ୍ୱରଓଡ଼ିଆ ଲିପିଯାଜପୁରକୌରବଧର୍ମପଦଗୋଲୋକ ବିହାରୀ ଧଳଗଙ୍ଗାଧର ମେହେର୨୬ ଜାନୁଆରୀଯଶୋବନ୍ତ ଦାସଚୋଡ଼ଗଙ୍ଗ ଦେବବଳଦେବଜୀଉ ମନ୍ଦିରଓଡ଼ିଶା ଉଚ୍ଚ ନ୍ୟାୟାଳୟଭାରତର ଜାତୀୟ ପତାକାଭଦ୍ରକରାଣୀ ଲକ୍ଷ୍ମୀବାଈ୮ ମାର୍ଚ୍ଚଦୀନନାଥ ପାଠୀ୧୯୮୦ବୌଦ୍ଧ ଧର୍ମ୧୯୭୯ଆମାଜନ ନ‌ଦୀଫତୁରାନନ୍ଦଦେବାଶିଷ ପାଣିଗ୍ରାହୀଓଡ଼ିଶାର ପର୍ବପର୍ବାଣିକଳିଙ୍ଗ ଯୁଦ୍ଧଅକ୍ଷାଂଶଆଲେକ୍‌ଜାଣ୍ଡର୍ ମହାନଶ୍ୟାମସୁନ୍ଦର କରଗୋପୀନାଥ ମହାନ୍ତି୧୯୬୭ବୀର ହନୁମାନ ମନ୍ଦିର, ରାୟଗଡ଼ମାଳିକାକୁନ୍ତଳା କୁମାରୀ ଆଚାର୍ଯ୍ୟଓଡ଼ିଶାର ଅନୁସୂଚିତ ଜନଜାତି ତାଲିକାଅଣଚାଶ ପବନକେରଳପାରମିତା ଶତପଥୀମୟୂରଭଞ୍ଜ ଜିଲ୍ଲାବାରବାଡୋସ୧୯୮୧ବ୍ୟକ୍ତିଗତ ଅର୍ଥବ୍ୟବସ୍ଥାଉତ୍କଳ ଦିବସଭୌଗଳିକ ଦିଗବାରେଣିଆଧୁନିକ କଥା ସାହିତ୍ୟ (ଉପନ୍ୟାସ)ବିଭୂତି ପଟ୍ଟନାୟକଦୁର୍ଗାମାଧବ ମିଶ୍ରକାଳୀପ୍ରଥମ ବିଶ୍ୱଯୁଦ୍ଧସାତକଡ଼ି ହୋତା୨୭ ମାର୍ଚ୍ଚ୫ ଅକ୍ଟୋବର୨୬ ଜୁନସାଲବେଗସରଳା ଦେବୀଚେକ୍ ଗଣରାଜ୍ୟସାରଳା ଦାସ୧୩୮୫ସୁସ୍ମିତା ରଥବେଦବୈଦେହୀଶ ବିଳାସହସ୍ତମୈଥୁନପଠାଣି ପଟ୍ଟନାୟକସମ୍ବଲପୁରୀ ଭାଷା🡆 More