ଲୋକ ସଭା ନିର୍ବାଚନ ମଣ୍ଡଳୀ ଆସିକା

ଆସିକା ଓଡ଼ିଶାର ଏକ ଲୋକ ସଭା ନିର୍ବାଚନ ମଣ୍ଡଳୀ । ଏହାର କ୍ରମିକ ସଂଖ୍ୟା ରାଜ୍ୟରେ ୧୯। ଏହି ଲୋକ ସଭା ନିର୍ବାଚନ ମଣ୍ଡଳୀ ୭ଟି ବିଧାନ ସଭା ନିର୍ବାଚନ ମଣ୍ଡଳୀକୁ ନେଇ ଗଠିତ:

ନିର୍ବାଚିତ ସାଂସଦଗଣ

୨୦୧୪ ନିର୍ବାଚନ ଫଳାଫଳ

୨୦୧୪ ସାଧାରଣ ନିର୍ବାଚନରେରେ ବିଜୁ ଜନତା ଦଳ ପ୍ରାର୍ଥୀ ଲଡୁକିଶୋର ସ୍ୱାଇଁ ୩,୧୧,୯୯୭ ଭୋଟ ବ୍ୟବଧ୍ୟାନରେ କଂଗ୍ରେସପ୍ରାର୍ଥୀ ଲୋକନାଥ ରଥଙ୍କୁ ହରାଇଥିଲେ |

୨୦୧୪ ଲୋକ ସଭା ନିର୍ବାଚନ ଫଳାଫଳ, ଆସିକା
ରାଜନୈତିକ ଦଳ ପ୍ରାର୍ଥୀ ଭୋଟ % ±%
ବିଜଦ ଲଡୁକିଶୋର ସ୍ୱାଇଁ ୫,୪୧,୪୭୩ ୬୦.୪୧
କଂଗ୍ରେସ ଲୋକନାଥ ରଥ ୨,୨୯,୪୭୬ ୨୫.୬
ଭାଜପା ମହେଶ ଚନ୍ଦ୍ର ମହାନ୍ତି ୬୭,୩୬୧ ୭.୫୨
ଆମ୍ ଆଦମି ପାର୍ଟି ପ୍ରଭାତ କୁମାର ମହାନ୍ତି ୧୧,୦୬୩ ୧.୨୩
ବସପା ବିଜୟ କୁମାର ମହାପତ୍ର ୯,୧୨୭ ୧.୦୨
ତୃଣମୂଳ କଂଗ୍ରେସ ବଂଶୀଧର ତ୍ରିପାଠୀ ୭,୫୫୩ ୦.୮୪
ସ୍ୱାଧୀନ କେ ଶ୍ୟାମବାବୁ ସୁବୁଦ୍ଧି ୫,୨୯୩ ୦.୫୯
ସ୍ୱାଧୀନ କାଳିଚରଣ ନାୟକ ୫,୧୯୨ ୦.୫୮ -
ସିପିଆଇ(ମାଲେ) ଲିବରେସନ ଶଙ୍କର ସାହୁ ୪,୩୬୧ ୦.୪୯
ନା ପସନ୍ଦ ୧୫,୩୮୨ ୧.୭୨ -
ଭୋଟ ବ୍ୟବଧାନ ୩,୧୧,୯୯୭ ୩୪.୮୧ -
ମତଦାନ ହାର ୮,୯୬,୨୮୧ ୬୪.୧୩

ଆଧାର

ଆଉରି ଦେଖନ୍ତୁ

Tags:

ଲୋକ ସଭା ନିର୍ବାଚନ ମଣ୍ଡଳୀ ଆସିକା ନିର୍ବାଚିତ ସାଂସଦଗଣ [୧][୨]ଲୋକ ସଭା ନିର୍ବାଚନ ମଣ୍ଡଳୀ ଆସିକା ୨୦୧୪ ନିର୍ବାଚନ ଫଳାଫଳଲୋକ ସଭା ନିର୍ବାଚନ ମଣ୍ଡଳୀ ଆସିକା ଆଧାରଲୋକ ସଭା ନିର୍ବାଚନ ମଣ୍ଡଳୀ ଆସିକା ଆଉରି ଦେଖନ୍ତୁଲୋକ ସଭା ନିର୍ବାଚନ ମଣ୍ଡଳୀ ଆସିକାଓଡ଼ିଶାଓଡ଼ିଶା ବିଧାନ ସଭାଓଡ଼ିଶାର ବିଧାନ ସଭା ନିର୍ବାଚନ ମଣ୍ଡଳୀ ତାଲିକାଓଡ଼ିଶାର ଲୋକ ସଭା ନିର୍ବାଚନ ମଣ୍ଡଳୀ ତାଲିକା

🔥 Trending searches on Wiki ଓଡ଼ିଆ:

ଗୋମୁହାଁ କୁମ୍ଭୀରକୋଣାର୍କ ସୂର୍ଯ୍ୟ ମନ୍ଦିରମାଣବସା ଗୁରୁବାରସରସ୍ୱତୀ ସମ୍ମାନଧାତୁପଣାଭିତରକନିକା ଜାତୀୟ ଉଦ୍ୟାନରାମ ନବମୀଅହଲ୍ୟାଦଗ୍ଧକଲମଦଣ୍ଡ ନାଟଗୁଣ୍ଡିଚା ମନ୍ଦିରଶବ୍ଦ (ଧ୍ୱନି)ନନ୍ଦିନୀ ଶତପଥୀଓଡ଼ିଆ ନବବର୍ଷଶ୍ରୀ ଦେବ ରାମେଶ୍ଵର ମନ୍ଦିରରବି ପଟ୍ଟନାୟକଲାଲ ବାହାଦୁର ଶାସ୍ତ୍ରୀଚୌଧୁରୀ ବିକାଶ ଦାସଭାରତର ଜାତୀୟ ପତାକାଶିବ ସେନାମନମୋହନ ସାମଲକାଳୀଚରଣ ପଟ୍ଟନାୟକମୟୂରଚନ୍ଦ୍ରଶେଖର ରଥଇଣ୍ଟରନେଟଗୋପୀନାଥ ମହାନ୍ତିକାଞ୍ଜିଅଅଁଳା ଓଷାରାଧାଅଭିମନ୍ୟୁ ସାମନ୍ତସିଂହାରଓଡ଼ିଶାର ମୁଖ୍ୟମନ୍ତ୍ରୀମାନଙ୍କର ତାଲିକାମଦନମୋହନ ମିଶ୍ରଓଡ଼ିଆ କବି ମାନଙ୍କର ତାଲିକାବିଶ୍ୱନାଥ କର୨୧ ଅପ୍ରେଲଶବ୍ଦ (ପଦ)ପ୍ରତିଭା ରାୟମହାବୀର ଜୈନଭାରତର ରାଷ୍ଟ୍ରପତିପଠାଣି ପଟ୍ଟନାୟକଓଡ଼ିଆ ସାହିତ୍ୟଦଳିତଆଖିଯଶୋଧାରା ମିଶ୍ରନନ୍ଦ କିଶୋର ବଳଖାଦ୍ୟବି. ଆର. ଆମ୍ବେଦକରବାଞ୍ଛାନିଧି ମହାନ୍ତିବିଜୁଳିଡୋରାଭାରତର ରାଷ୍ଟ୍ରପତି ମାନଙ୍କର ତାଲିକାଲିଙ୍ଗରାଜ ମନ୍ଦିରଓଡ଼ିଶାର ଜିଲ୍ଲାମାନଙ୍କର ତାଲିକାବୀର ସୁରେନ୍ଦ୍ର ସାଏଗିରିଜା କୁମାର ବଳୀୟାରସିଂହଚାନ୍ଦବାଲିଭାରତ ଛାଡ଼ ଆନ୍ଦୋଳନଅଟିଜିମ୍‌ପରଶୁରାମକୁମ୍ଭାର ଚକକବିସୂର୍ଯ୍ୟ ବଳଦେବ ରଥଅକ୍ଷୟ ମହାନ୍ତିଭାରତୀୟ ଜାତୀୟ କଂଗ୍ରେସରଜସୁନାବେଶକ୍ଲେଭିଡିପିନୟୁ ଟ୍ୟୁବ🡆 More