ଆମ୍ରୋହା

]

Amroha
अमरोहा
امروہہ
City
ଦେଶଆମ୍ରୋହା India
ରାଜ୍ୟUttar pradesh
ଜିଲ୍ଲାAmroha
ଭାଷା
 • ସରକାରୀUrdu, Hindi, English
Time zoneUTC+5:30 (IST)
PIN
244221
Telephone code05922
Websitewww.jpnagar.nic.in

ଆମ୍ରୋହା ଏକ ଭାରତୀୟ ପୌର ବୋର୍ଡ଼ (Municipal board) ଅଟେ । ଏହା ଉତ୍ତର ପ୍ରଦେଶର ଜ୍yଓତିବ ‌‌ଫୁଲେ ‌‌ନଗର ଜିଲ୍ଲାରେ ଅବସ୍ଥିତ ।

ଭୌଗଳିକ ଅବସ୍ଥିତି

ଆମ୍ରୋହା ୨୮.୯୦୩୧ ଉତ୍ତର ଅକ୍ଷାଂଶ ଓ ୭୮.୪୬୯୮ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୮୩୦ ଫୁଟ ଉଚ୍ଚତାରେ ରହିଛି ।

ଜନସଂଖ୍ୟା ଓ ସାକ୍ଷରତା

୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ଆମ୍ରୋହା ସହରର ମୋଟ ଜନସଂଖ୍ୟା ୧୬୪୮୯୦ ଅଟେ । ସେଥି ମଧ୍ୟରୁ ୫୨.୬୬% ଜଣ ପରୁଷ ହୋଇଥିବା ବେଳେ ୪୭.୩୪% ଜଣ ନାରୀ ଅଟନ୍ତି । ଆମ୍ରୋହାର ସାକ୍ଷରତା ହାର ୪୩.୬୯% ଅଟେ । ଏହା ଜାତୀୟ ହାରଠାରୁ ୨୧.୧୫% ପ୍ରତିଶତ କମ ଅଟେ । ସେଥିରୁ ୨୫.୬୬% ପ୍ରତିଶତ ପୁରୁଷ ଓ ୧୮.୦୨% ନାରୀ ଅଟନ୍ତି । ୧୫.୩୨% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।

ଭାଷା

ହିନ୍ଦୀ ଆମ୍ରୋହାର ସରକାରୀ ଭାଷା ଅଟେ ।

ଆହୁରି ପଢନ୍ତୁ

ଆଧାର

ବାହାର ଲିଙ୍କ

Tags:

ଆମ୍ରୋହା ଭୌଗଳିକ ଅବସ୍ଥିତିଆମ୍ରୋହା ଜନସଂଖ୍ୟା ଓ ସାକ୍ଷରତାଆମ୍ରୋହା ଭାଷାଆମ୍ରୋହା ଆହୁରି ପଢନ୍ତୁଆମ୍ରୋହା ଆଧାରଆମ୍ରୋହା ବାହାର ଲିଙ୍କଆମ୍ରୋହା

🔥 Trending searches on Wiki ଓଡ଼ିଆ:

ଜୟଦ୍ରଥ୧୪୨୪ଜ୍ଞାନପୀଠ ପୁରସ୍କାରବିରାଟ କୋହଲୀବ୍ୟାଙ୍କସୁଇଜରଲ୍ୟାଣ୍ଡଦୀନକୃଷ୍ଣ ଦାସ୨୮ ମାର୍ଚ୍ଚ୧୭ ମାର୍ଚ୍ଚଶାରଳା ପୁରସ୍କାରବୀର ସୁରେନ୍ଦ୍ର ସାଏସାରନାଥ ଅଶୋକ ସ୍ତମ୍ଭବାଜି ରାଉତଓଡ଼ିଶାର ସଂସ୍କୃତିଜଗନ୍ନାଥ ମନ୍ଦିରଜୋଗ ଜଳପ୍ରପାତହୃଷୀକେଶ ପଣ୍ଡାହେପାଟାଇଟିସପୃଥିବୀସିଲିକନନମିତା ଅଗ୍ରୱାଲଶବ୍ଦ (ପଦ)ଓଡ଼ିଶା ବିଧାନ ସଭାଉଦର ଚାପମୁଣ୍ଡପିଛା ଆୟଦକ୍ଷିଣ କୋରିଆଉଇକିପିଡ଼ିଆ ସମୂହର ତାଲିକାବିଜୁ ପଟ୍ଟନାୟକଔଷଧୀୟ ବୃକ୍ଷଲତାପରଝିଅ ଘର ଭାଙ୍ଗେନାଲଳିତ ମାନସିଂହସ୍ୱିଡେନବସନ୍ତ କୁମାର ଶତପଥୀକଳିଙ୍ଗ ଲିପି୩ ଫେବୃଆରୀନନ୍ଦିନୀ ଶତପଥୀସମ୍ବାଦକାରଗିଲ ଯୁଦ୍ଧବ୍ୟଞ୍ଜନ ବର୍ଣ୍ଣଓଡ଼ିଆ ସାହିତ୍ୟର ଇତିହାସପୁରାଣକୋଷ୍ଠକାଠିନ୍ୟଉଜବେକିସ୍ତାନହାଇଦ୍ରାବାଦଅଷ୍ଟ୍ରେଲିଆଧନୁଯାତ୍ରାଇରାନଆମ୍ବଉମାଶଙ୍କର ମିଶ୍ରକ୍ରୋଏସିଆକୋରାପୁଟ ଜିଲ୍ଲାହେଲସିଙ୍କିଫକୀର ମୋହନ ସେନାପତିକମ୍ପ୍ୟୁଟରମହାପାତ୍ର ନୀଳମଣି ସାହୁକଟକଭାରତୀୟ ସ୍ୱାଧୀନତା ଆନ୍ଦୋଳନସର୍ବପଲ୍ଲୀ ରାଧାକୃଷ୍ଣନକାଳୀଚରଣ ପଟ୍ଟନାୟକସୂର୍ଯ୍ୟମିଳିମିଳାହରପ୍ପା ସଭ୍ୟତାପୁରୀ୧୬ ମାର୍ଚ୍ଚ🡆 More