ଆଧାରଶିଳା: ୧୯୮୨ର ହିନ୍ଦୀ କଥାଚିତ୍ର

ଆଧାରଶିଲା(English: The Foundation Stone) ଏକ 1982ରେ ନିର୍ମିତ ହିନ୍ଦୀ ଫିଲ୍ମ । ଏହା ଅଶୋକ ଆହୁଯାଙ୍କଦ୍ୱାରା ଲିଖିତ , ନିର୍ଦ୍ଦେଶିତ ଓ ନିର୍ମିତ ହେଇଥିଲା । ଏହି ଫିଲ୍ମରେ ନାସିରୁଦ୍ଦିନ ଶାହ  ଓ ଅନିତା କନୱର ଅଭିନୟ କରିଥିଲେ । 

ଆଧାରଶିଲା
ନିର୍ଦ୍ଦେଶକAshok Ahuja
ପ୍ରଯୋଜକAshok Ahuja
ସଂଳାପAshok Ahuja
କଳାକାରNaseeruddin Shah
Anita Kanwar
Devki Nandan Pandey
Neena Gupta
Raja Bundela
K. K. Raina
Anu Kapoor
ସଙ୍ଗୀତUttam Singh
ଚିତ୍ରଗ୍ରହଣSharad Navle
ସମ୍ପାଦକRenu Saluja
ମୁକ୍ତିଲାଭ ତାରିଖ
[[Category:ପ୍ରକାଶନରେ ଅସୁବିଧା: ଅଜଣା ଚିହ୍ନ "୨" । films]]1982 (1982)
କଥାଚିତ୍ରର ସମୟ
154 minutes
ଭାଷାHindi

ଫିଲ୍ମଟି ଫିଲ୍ମଫେୟାରଦ୍ୱାରା ଶ୍ରେଷ୍ଠ ଫିଲ୍ମ ହିସାବରେ ସମାଲୋଚକ ପୁରସ୍କାର ଲାଭ କରିଥିଲା । ଏହା ନିର୍ଦ୍ଦେଶକଙ୍କ ପ୍ରଥମ ଫିଲ୍ମ ହିସାବରେ ଶ୍ରେଷ୍ଠ ଫିଲ୍ମ ପାଇଁ ଥିବା ଇନ୍ଦିରା ଗାନ୍ଧୀ  ପୁରସ୍କାର ମଧ୍ୟ ପ୍ରାପ୍ତ ହେଇଥିଲା ।


ସାରମର୍ମ 

ଫିଲ୍ମର ମୁଖ୍ୟ ପାତ୍ର ଅଜୟ ( ନାସିରୁଦ୍ଦିନ ଶାହ ) ଜଣେ ଯୁବ ଫିଲ୍ମ ନିର୍ମାତା । ସେ ତାଙ୍କର ପ୍ରଥମ ଫିଲ୍ମରେ ନିର୍ଦ୍ଦେଶନା ଦେବା ପାଇଁ ଆଶା ରଖିଥାନ୍ତି । ସେ ବିବାହ ବନ୍ଦନରେ ଅବଦ୍ଧହ ହେଇ ତାଙ୍କ ପତ୍ନୀ ଆଶା ( ଅନିତା କନବର )ଙ୍କ ସହ ତାଙ୍କର ଆଶା ବଣ୍ଟନ କରନ୍ତି । ଆଶା ପରିବାର ପୋଷଣ ପାଇଁ  ସ୍କୁଲ ଶିକ୍ଷୟତ୍ରୀ ଭାବେ କାର୍ଯ୍ୟ କରନ୍ତି ।ତେବେ ସର୍ବଦା ଆଶା ରଖିଥାନ୍ତି ଯେ ତାଙ୍କ ସ୍ୱାମୀ ଫିଲ୍ମ ନିର୍ମାଣ କରିପାରିବେ । ସେମାନଙ୍କର ଏହି ଭାବନା ଓ ଅଭିଳାଷକୁ ନେଇ ଅହରହ ସଂଗ୍ରାମକୁ ବିଷୟବସ୍ତୁ କରି ଆଧାରଶିଲା ଫିଲ୍ମ ନିର୍ମିତ । ଫିଲ୍ମ ଶିଲ୍ପାରେ ଅନେକ ଉଚ୍ଛଭିଳାଷୀ ଯୁବକ ଯୁବତୀ , ବିଶେଷ କରି ଯେଉଁମାନେ ଫିଲ୍ମ ପ୍ରତିଷ୍ଠାନରୁ ଉତ୍ତିରଣା ହେଇଥାନ୍ତି , ସେହିପରି ଫିଲ୍ମ ଜଗତରେ ପାଦପତନ ପାଇଁ ଏହିପରି ସଂଗ୍ରାମ କରିଥାନ୍ତି । ଫିଲ୍ମଟି ଅଜୟ ଫିଲ୍ମ ନିର୍ମାଣ କରିବାରେ ସଫଳ ହେବା  ପରେ ସମାପ୍ତ ହୁଏ ।  

ଗୀତ ସବୁ 

  1. "Mehka Hua Gulab Ho Tum" - Dilraj Kaur, Suresh Wadkar
  2. "Sapnon Ka Sheher Hai Ye" -Bhupinder Singh
  3. "Sabse Bada Hai Kyo" - Aziz Nazan, Mahendra Kapoor
  4. "Yeh Jag Jhootha" - Anuradha Paudwal
  5. "Sarka Le Khatiya Naa Baba" - Krishna Kalle, Bhushan Mehta

ଅଭିନୟ ଚରିତ୍ର ସବୁ 

ଏହି ଫିଲ୍ମରେ ନାସିରୁଦ୍ଦିନ ଶାହଙ୍କ ବ୍ଯତୀତ ଅନ୍ୟ ପ୍ରାୟ ସମସ୍ତ କଳାକାର ନବାଗତ । ଏଥିରେ ନାସିରୁଦ୍ଦିନ ଶାହ , ଅନିତା କନବର , ଦେବକୀ ନନ୍ଦନ ପାଣ୍ଡେ, ନିନା ଗୁପ୍ତା , ପଙ୍କଜ କପୁର , ରଘୁବୀର ଯାଦବ , ଅନୁ କପୁର ଆଦି ଅଭିନୟ କରିଥିଲେ । 

ପୁରସ୍କାର ସବୁ 

  • ଫିଲ୍ମଫେୟାର ସମାଲୋଚକ ପୁରସ୍କାର ଶ୍ରେଷ୍ଠ ଫିଲ୍ମ ପାଇଁ 
  • ଇନ୍ଦିରା ଗାନ୍ଧୀ ପୁରସ୍କାର ଶ୍ରେଷ୍ଠ ପ୍ରଥମ ଫିଲ୍ମ ନିର୍ଦ୍ଦେଶକ ଭାବେ 
  • Film Ducat, International Filmfestival Mannheim-Heidelberg


ଫିଲ୍ମ ମହୋତଶବରେ ଅଂଶ ଗ୍ରହଣ 

  • International Film Festival of India, CALCUTTA 1982
  • National Film Festival, NEW DELHI, 1982
  • TASHKENT International Film Festival, 1982
  • MANNHEIM International Filmwoche, 1982
  • HONGKONG International Film Festival, 1983
  • MOSCOW International Film Festival, 1983
  • PIA Film Festival, TOKYO, 1983

ଆଧାର 

ବାହାର ଲିଙ୍କ 

Tags:

ଆଧାରଶିଳା ସାରମର୍ମ ଆଧାରଶିଳା ଗୀତ ସବୁ ଆଧାରଶିଳା ଅଭିନୟ ଚରିତ୍ର ସବୁ ଆଧାରଶିଳା ପୁରସ୍କାର ସବୁ ଆଧାରଶିଳା ଫିଲ୍ମ ମହୋତଶବରେ ଅଂଶ ଗ୍ରହଣ ଆଧାରଶିଳା ଆଧାର ଆଧାରଶିଳା ବାହାର ଲିଙ୍କ ଆଧାରଶିଳା

🔥 Trending searches on Wiki ଓଡ଼ିଆ:

ଚନ୍ଦ୍ରଶେଖର ରଥଅର୍ଥଶାସ୍ତ୍ରଇଂଲଣ୍ଡଶୈଳବାଳା ଦାସଦେବଗଡ଼ ଜିଲ୍ଲାଓଡ଼ିଶୀ ସଙ୍ଗୀତକଣ୍ଡୋମରାମାୟଣନଇ ଆରପାରିଇନ୍ଦିରା ଗାନ୍ଧୀବ୍ରାହ୍ମ ସମାଜଭୂମିକମ୍ପନମିତା ଅଗ୍ରୱାଲମହମ୍ମଦ ମୋକିମ୍ଯାଜପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଶ୍ୱେତସାରଓଡ଼ିଆ ରାନ୍ଧଣାପାକ୍ରିଟିନିବକଳସା ଚଉତିଶାଅଣ୍ଡା ରୋଲଉପନିଷଦ୧ମ ଓଡ଼ିଶା ବିଧାନ ସଭାତୃପ୍ତି ଦାସକବିସୂର୍ଯ୍ୟ ବଳଦେବ ରଥଓଡ଼ିଆ କଥାଚିତ୍ର ଜଗତଶେୟାର ବଜାରକୋରାପୁଟ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଶନିବାରରାଜ୍ୟ ସଭାଓଡ଼ିଶାର ଲୋକନୃତ୍ୟପୁଷ୍ଟିସାରଚିଲିକା (କବିତା)ପୁରୀ ଜିଲ୍ଲାଥାଲକୁଡ଼ିକଳାପାହାଡ଼ପ୍ରଧାନ ପୃଷ୍ଠାଧରିତ୍ରୀ (ଖବରକାଗଜ)ଗୋପାଳକୃଷ୍ଣ ପଟ୍ଟନାୟକଗୋବିନ୍ଦ ତ୍ରିପାଠୀବିଶ୍ୱ ଏଡ୍‌ସ ଦିବସଇଣ୍ଡିଆନ ପ୍ରିମିଅର ଲିଗଆସିକା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ସୁନାବେଶଖାରବେଳଜୁନମନୋଜ ଦାସଙ୍କ କଥା ଓ କାହାଣୀମଧୁସୂଦନ ଦାସଭଦଭଦଳିଆଜହ୍ନକାଜାଖସ୍ତାନପଠାଣି ସାମନ୍ତପ୍ରଦୀପ କୁମାର ପାଣିଗ୍ରାହୀଆଖୁଢଗ ଢମାଳିଡାକ ମୁନସୀଦ୍ୱିତୀୟ ବିଶ୍ୱଯୁଦ୍ଧଓଡ଼ିଶା ସରକାରଖାସି ମାଂସ ତରକାରୀଓଡ଼ିଆ ଲିପିସ୍ୱର ବର୍ଣ୍ଣବର୍ଷାଭଗବତ ଗୀତାଉପେନ୍ଦ୍ର ଭଞ୍ଜମୌଳିକ ସଂଖ୍ୟାଶ୍ରବଣା (ନକ୍ଷତ୍ର)ଭ୍ୟାକୁମ୍ କ୍ଲିନର୍ଓଡ଼ିଆ ରାମାୟଣଲାଟିନ ଭାଷାଅଭିମନ୍ୟୁ ସାମନ୍ତସିଂହାର୧୭ ଫେବୃଆରୀଅସହଯୋଗ ଆନ୍ଦୋଳନମାର୍ଚ୍ଚ🡆 More