ଆଦିତୀ ପନ୍ଥ

ଆଦିତୀ ପନ୍ଥ ଜଣେ ଭାରତୀୟ ସମୁଦ୍ର ବିଜ୍ଞାନୀ । ସେ ଆଣ୍ଟାର୍କଟିକା କାର୍ଯ୍ୟକ୍ରମର ଅଂଶଗ୍ରହଣ କରିବାରେ ୧୯୮୩ ମସିହାରେ ସୁଦୀପ୍ତା ସେନଗୁପ୍ତଙ୍କ ସହ ପ୍ରଥମ ଭାରତୀୟ ମହିଳା । ସେ ରାଷ୍ଟ୍ରୀୟ ସମୁଦ୍ର ବିଜ୍ଞାନ ସଂସ୍ଥାନ, ଭାରତ, ରାଷ୍ଟ୍ରୀୟ ରାସାୟନିକ ପ୍ରୟୋଗଶାଳା, ପୁଣେ ବିଶ୍ୱବିଦ୍ୟାଳୟ ଏବଂ ମହାରାଷ୍ଟ୍ର ବିଜ୍ଞାନ ଏକାଡେମୀ ଆଦି ଅନୁଷ୍ଠାନରେ ପ୍ରମୁଖ ପଦରେ କାର୍ଯ୍ୟ କରିଛନ୍ତି ।

ଆଦିତୀ ପନ୍ଥ
ଜନ୍ମ
ନାଗପୁର
ଜାତୀୟତାଭାରତୀୟ
ଶିକ୍ଷାନୁଷ୍ଠାନବି.ଏସ.ସି. ପୁଣେ ବିଶ୍ୱବିଦ୍ୟାଳୟ
ଏମ.ଏସ.ସି. ହାୱାଇ ବିଶ୍ୱବିଦ୍ୟାଳୟ
ପି.ଏଚ.ଡି. ୱେଷ୍ଟଫିଲ୍ଡ କଲେଜ
ରାଷ୍ଟ୍ରୀୟ ରାସାୟନିକ ପ୍ରୟୋଗଶାଳା
ପ୍ରସିଦ୍ଧିସମୁଦ୍ର ବିଜ୍ଞାନ
ପୁରସ୍କାରଏସ.ଇ.ଆର.ସି. ପୁରସ୍କାର
ଆଣ୍ଟାର୍କଟିକା ଆୱାର୍ଡ଼
ବିଜ୍ଞାନୀ ଜୀବନ
କ୍ଷେତ୍ରସମୁଦ୍ର ବିଜ୍ଞାନ
କର୍ମାନୁଷ୍ଠାନରାଷ୍ଟ୍ରୀୟ ସମୁଦ୍ର ବିଜ୍ଞାନ ସଂସ୍ଥାନ, ଭାରତ,
ପୁଣେ ବିଶ୍ୱବିଦ୍ୟାଳୟ

ପ୍ୟାଟେଣ୍ଟ ଓ ପୁରସ୍କାର

ଆଦିତୀ ପନ୍ଥ ପାଞ୍ଚଟି ପ୍ୟାଟେଣ୍ଟ ଅଧିକାର କରିବା ସହ ବିଭିନ୍ନ ଆନ୍ତର୍ଜାତିକ ଜର୍ଣ୍ଣାଲରେ ୬୭ରୁ ଅଧିକ ସନ୍ଦର୍ଭ ପ୍ରକାଶ କରିଛନ୍ତି । ଭାରତୀୟ ଆଣ୍ଟାର୍କଟିକା କାର୍ଯ୍ୟକ୍ରମରେ ତାଙ୍କର ଯୋଗଦାନ ପାଇଁ ଭାରତ ସରକାରଙ୍କଦ୍ୱାରା ତାଙ୍କୁ ଆଣ୍ଟାର୍କଟିକା ପୁରସ୍କାରରେ ସମ୍ମାନିତ କରାଯାଇଥିଲା । ସେ ସହକର୍ମୀ ସୁଦୀପ୍ତା ସେନଗୁପ୍ତା, ଜୟ ନୈଥାନୀ ଏବଂ କନୱାଲ ଭିଲକୁଙ୍କ ସହ ଏହି ସମ୍ମାନ ମିଳିତ ଭାବେ ପାଇଥିଲେ । ସେ ଏସ.ଇ.ଆର.ସି. ପୁରସ୍କାର ପାଇଥିଲେ ଏବଂ ଗବେଷଣା କ୍ଷେତ୍ରରେ ତାଙ୍କର ଅନୁସନ୍ଧାନ ପାଇଁ ବୃତ୍ତି ଲାଭ କରିଥିଲେ ।

ସେ ମହାରାଷ୍ଟ୍ର ସୋସାଇଟି ଅଫ କଲ୍ଟିଭେସନ ସାଇନ୍ସ, ମହାରାଷ୍ଟ୍ର ଆସୋସିଏସନ ଫର ଦି କଲ୍ଟିଭେସନ ଅଫ ସାଇନ୍ସର ସାଧାରଣ ବିଭାଗ, ବାୟୋ ଫୁଏଲ କମିଟି, ଜୈବପ୍ରଯୁକ୍ତି ବିଭାଗ, ସିଜିଓ କମ୍ପ୍ଲେକ୍ସ, ନୂଆଦିଲ୍ଲୀର ସଦସ୍ୟ । ସେ ମହାରାଷ୍ଟ୍ର ବିଜ୍ଞାନ ଏକାଡେମୀର ଜଣେ ସହକର୍ମୀ ।

ଆଧାର

ବାହାର ଲିଙ୍କ

Tags:

ଭାରତ

🔥 Trending searches on Wiki ଓଡ଼ିଆ:

୭ (ସଂଖ୍ୟା)ସୋନପୁର ରାଜ୍ୟକିଶୋରୀ ଚରଣ ଦାସନଟବର ସାମନ୍ତରାୟଦୀପକ ମିଶ୍ରକୋଣାର୍କରାୟଗଡ଼ା ଜିଲ୍ଲାବଡ଼ଚଣା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ମଧୁସୂଦନ ରାଓଭାରତ ସରକାରରାମକୃଷ୍ଣ ପରମହଂସହମିଦା ବାନୁ ବେଗମଯଦୁମଣି ମହାପାତ୍ରରାବଣସତୀ (ହିନ୍ଦୁ ଦେବୀ)ଅଂଶୁଘାତକୁଞ୍ଜବିହାରୀ ଦାଶକୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଅଂଶୁପା ହ୍ରଦମନୋରଞ୍ଜନ ଦାସପର୍ଫେନାଜାଇନଆନନ୍ଦ ଭବନ ସଂଗ୍ରହାଳୟ ଓ ଅଧ୍ୟୟନ କେନ୍ଦ୍ରଭାରତର ସଂସଦଆଖୁଜୁନସୂର୍ଯ୍ୟବଂଶୀ ସୂରଜପ୍ରାଣୀଭାରତୀୟ ସ୍ୱାଧୀନତା ଆନ୍ଦୋଳନଜୟଦେବଶ୍ରୀମହାପ୍ରସାଦଦାସିଆ ବାଉରୀଆମ୍ବବାରବାଟି ଦୁର୍ଗଗଣ୍ଡାପ୍ରେମଦେବଗଡ଼ ଜିଲ୍ଲାମୁକୁନ୍ଦ ଦେବବ୍ରଜରାଜନଗର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ମହାଦେଶଯୁକ୍ତରାଜ୍ୟଗୌରୀଶଙ୍କର ରାୟନଅତୁଣ୍ଡୀଶିବଶ୍ରୀମନ୍ଦିରର ଷୋଡ଼ଶ ମଣ୍ଡପଆନନ୍ଦପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଗୁରୁପ୍ରସାଦ ମହାନ୍ତିବୃହସ୍ପତିଗୌତମ ବୁଦ୍ଧସତୀ ଅନୁସୂୟାରାମାୟଣବିଶ୍ୱନାଥ କରରାଧାନାଥ ରାୟପୁରୁଷୋତ୍ତମ ଦେବନୀଳକଣ୍ଠ ଦାସସତ୍ୟନାରାୟଣ ରାଜଗୁରୁଗୋପୀନାଥ ମହାନ୍ତିବିରାଟ କୋହଲୀଗୀତଗୋବିନ୍ଦବିଶ୍ୱ ଏଡ୍‌ସ ଦିବସହେପାଟାଇଟିସ ବିରାଉରକେଲାଫାଇଲେରିଆଶ୍ରୀରାଧାଓଡ଼ିଆ ନାଟକସୌଭାଗ୍ୟ କୁମାର ମିଶ୍ରଏଣ୍ଡୋମେଟ୍ରିଓସିସସରୋଜିନୀ ସାହୁ🡆 More