ଅଜିଙ୍କ୍ୟ ରାହାଣେ: ଭାରତୀୟ କ୍ରିକେଟ ଖେଳାଳି

ଅଜିଙ୍କ୍ୟ ମଧୁକର ରାହାଣେ (ଜନ୍ମ ୬ ଜୁନ ୧୯୮୮) ଭାରତୀୟ କ୍ରିକେଟ ଦଳର ଜଣେ ସଦସ୍ୟ । ସେ ମୁମ୍ବାଇ ଘରୋଇ ଦଳରୁ ପ୍ରତିନିଧିତ୍ୱ କରନ୍ତି । ସେ ଜଣେ ଡାହାଣହାତୀ ବ୍ୟଟ୍ସମ୍ୟାନ ଯିଏ ତାଙ୍କ ପ୍ରଥମ ଆତର୍ଜାତୀୟ ମ୍ୟାଚ Twenty20 ମ୍ୟାଚରୁ ଇଂଲଣ୍ଡ ବିପକ୍ଷରେ ୨୦୧୧ରେ ଆରମ୍ଭ କରିଥିଲେ ଓ ଟେଷ୍ଟ ମ୍ୟାଚ ଅଷ୍ଟ୍ରେଲିଆ ବିପକ୍ଷରେ ୨୦୧୩ରେ ଆରମ୍ଭ କରିଥିଲେ ।

ଅଜିଙ୍କ୍ୟ ରାହାଣେ
ଅଜିଙ୍କ୍ୟ ରାହାଣେ: ଭାରତୀୟ କ୍ରିକେଟ ଖେଳାଳି
Ajinkya Rahane in June 2016
ବ୍ୟକ୍ତିଗତ ତଥ୍ୟ
ନାମAjinkya Madhukar Rahane
ଜନ୍ମ (1988-06-06) ୬ ଜୁନ ୧୯୮୮ (ବୟସ ୩୫)
Ashwi KD, Maharashtra, India
ଡାକ ନାମJinks
ଉଚ୍ଚତା5 ft 7 in (1.70 m)
ବ୍ୟାଟିଂ ପ୍ରକାରRight-handed
ବୋଲିଂ ପ୍ରକାରRight-arm medium
ଭୂମିକାBatsman
ଅନ୍ତର୍ଜାତୀୟ ତଥ୍ୟ
National side
  • ଭାରତ
ପ୍ରଥମ ଟେଷ୍ଟ (cap 278)22 March 2013 v Australia
ଶେଷ ଟେଷ୍ଟ24 January 2018 v South Africa
ପ୍ରଥମ ଦିନିକିଆ (cap 191)3 September 2011 v England
ଶେଷ ଦିନିକିଆ1 February 2018 v South Africa
ଦିନିକିଆ ଜାମା ନମ୍ବର27
ପ୍ରଥମ ଟି୨୦ (cap 39)31 August 2011 v England
ଶେଷ ଟି୨୦28 August 2016 v West Indies
ଟି୨୦ ଜାମା ନମ୍ବର27
ଘରୋଇ ଦଳ ତଥ୍ୟ
YearsTeam
2007–presentMumbai
2008–2010Mumbai Indians
2011–2015, 2018Rajasthan Royals
2016 - 2017Rising Pune Supergiants
Career statistics
ପ୍ରତିଯୋଗିତା Test ODI FC LA
ମ୍ୟାଚ ସଂଖ୍ୟା 18 58 82 121
ମୋଟ ରନ 1353 1,705 7,170 4,045
ବ୍ୟାଟିଂ ହାର 43.64 31.00 56.90 35.17
ଶତକ/ଅର୍ଦ୍ଧଶତକ 4/7 2/10 24/31 6/25
ସର୍ବାଧିକ ରନ 147 111 265* 187
ବଲ ସଂଖ୍ୟା 2228 108 42
ଉଇକେଟ 0 3
ବୋଲିଂ ହାର 14.33
ଇନିଙ୍ଗସରେ ୫ଟି ଉଇକେଟ 0
ମ୍ୟାଚରେ ୧୦ଟି ଉଇକେଟ n/a
ସବୁଠୁ ଭଲ ବୋଲିଂ 2/36
କ୍ୟାଚ/ଷ୍ଟମ୍ପିଙ୍ଗ 17/– 32/– 72/– 59/–
Source: Cricinfo, 29 July 2015

ବ୍ୟକ୍ତିଗତ ଜୀବନ

ରାହାଣେ ହେଉଛନ୍ତି ମଧୁକର ବାବୁରାଓ ରାହାଣେ ଓ ସୁଜାତା ରାହାଣେ ପ୍ରଥମ ସନ୍ତାନ । ତାଙ୍କର ଜଣେ ସାନ ଭାଇ ଓ ଭଉଣୀ ଅଛନ୍ତି । ରାହାଣେ ପୂର୍ବତନ ଭାରତୀୟ ବ୍ୟଟ୍ସମ୍ୟାନ ପ୍ରବିନ ଆମ୍ରେଙ୍କଠାରୁ କୋଚିଙ୍ଗ ନେଉଥିଲେ । ସେ ଏସଭି ଯୋଶୀ କଲେଜରୁ ଯୁକ୍ତ୨ ପାସ କରିଥିଲେ । ରାହାଣେ ୨୬ ସେପ୍ଟେମ୍ବର ୨୦୧୪ରେ ରାଧିକା ଧୋପାବକରଙ୍କୁ ବିବାହ କରିଥିଲେ । ଏହା ଏକ ପ୍ରେମ ବିବାହ ଥିଲା ।

କ୍ୟାରିୟର

ରାହାଣେ ତାଙ୍କ ପ୍ରଥମ ଘରୋଇ କ୍ରିକେଟ ମ୍ୟାଚ ୧୯ ବର୍ଷ ବୟସରେ ମୁମ୍ବାଇ ତରଫରୁ ଖେଳିଥିଲେ । ସେ ତାଙ୍କ ପ୍ରଥମ ରଣଜୀ ଟ୍ରଫି ୨୦୦୭/୦୮ରେ ଖେଳିଥିଲେ । ୨୦୦୮-୦୯ର ରଣଜୀ ମ୍ୟାଚରେ ସେ ୧୦୮୯ ରନ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ୨୦୧୧ରେ ୱେଷ୍ଟଇଣ୍ଡିସ ବିପକ୍ଷରେ ଟେଷ୍ଟ ଖେଳିବା ପାଇଁ ମନୋନୟନ ହୋଇଥିଲେ କିନ୍ତୁ ମ୍ୟାଚ ଖେଳିବାକୁ ସୁଯୋଗ ପାଇ ନଥିଲେ । ୨୨ ମାର୍ଚ ୨୦୧୩ରେ ଅଷ୍ଟ୍ରେଲିଆ ବିପକ୍ଷରେ ସେ ତାଙ୍କ ପ୍ରଥମ ଟେଷ୍ଟ ମ୍ୟାଚ ଖେଳିଥିଲେ । ଟେଷ୍ଟ ମ୍ୟାଚରେ ପ୍ରଥମ ଶତକ ସେ ନିଉଜିଲାଣ୍ଡ ବିପକ୍ଷରେ ଓ ଦିନିକିଆ ମ୍ୟାଚରେ ପ୍ରଥମ ଶତକ ଇଂଲଣ୍ଡ ବିପକ୍ଷରେ କରିଥିଲେ ।

ଆଧାର

Tags:

🔥 Trending searches on Wiki ଓଡ଼ିଆ:

ଇଣ୍ଡୋନେସିଆବି. ଆର. ଆମ୍ବେଦକରମାଳିକାଗାନ୍ଧାରୀ (ମହାଭାରତ)ଭଗବତୀ ଦେଉଳହେନା ଫୁଲଉଦୟନାଥ ଷଡ଼ଙ୍ଗୀବୌଦ୍ଧ ଧର୍ମଭରତ (ରାମାୟଣ)ଛବିଳ ମଧୁ ବର୍ଣ୍ଣବୋଧକୋରାପୁଟବିଷ୍ଣୁକ୍ରିଏଟିଭ କମନ୍ସଆବ୍ରୋସିଟିନିବରାଧାକୃଷ୍ଣ ବିଶ୍ୱାସରାୟଦାମୋଦର ରାଉତସୌଭାଗ୍ୟ କୁମାର ମିଶ୍ରପ୍ରାଣବନ୍ଧୁ କରଭକ୍ତ ଚରଣ ଦାସଜୀବସାରତାମିଲ ଭାଷାଗୋପବନ୍ଧୁ ଚୌଧୁରୀଗୋପୀନାଥ ମହାନ୍ତିଭାରତର ରାଷ୍ଟ୍ରପତିସୁନୀଲ ପାଲ୍ଗୋଦାବରୀଶ ମହାପାତ୍ରଭାରତର ରାଷ୍ଟ୍ରପତି ମାନଙ୍କର ତାଲିକାକାଗଜକୃଷ୍ଣ କୁମାର ମହାନ୍ତିବର୍ଷାକଟକଅଳକାହିପୋପୋଟାମସଶିଶୁ ଅନନ୍ତ ଦାସବିଭୂତି ପଟ୍ଟନାୟକ୨୯ ମାର୍ଚ୍ଚପାରଦ୧୭୭୬କେଉଁ ଦୁନିଆରୁ ଆସିଲ ବନ୍ଧୁବିରଜା ମନ୍ଦିରକୃଷ୍ଣ ଜନ୍ମାଷ୍ଟମୀହେଲିକୋବ୍ୟାକ୍ଟର ପାଇଲୋରିଗୀତଗୋବିନ୍ଦବିପଦତାରିଣୀ ଦେବୀମାଇକ୍ରୋସଫ୍ଟଉତ୍କଳ ବ୍ରାହ୍ମଣବିଶ୍ୱନାଥ କରଓଡ଼ିଆ କବି ମାନଙ୍କର ତାଲିକାଗନରିଆଏମିତି ଭାଇ ଜଗତେ ନାହିଁଡଲାରଉଇକିକଥାବୁଢ଼ୀଠାକୁରାଣୀ ମନ୍ଦିରଘରDharanidhar Bhuyanଉଦର ଯନ୍ତ୍ରଣାଗରିଷ୍ଠ ସାଧାରଣ ଗୁଣନୀୟକନମିତା ଅଗ୍ରୱାଲପୁଷ୍ଟିସାରକନ୍ୟା (ରାଶି)ଲିଙ୍ଗରାଜ ମନ୍ଦିରସମ୍ବଲପୁରୀ ଭାଷାଆଠଗଡ଼ଧରଣୀଧର ଭୂୟାଁଇଟାକ୍ରାଇନିକ ଏସିଡଚିକିତ୍ସା ବିଜ୍ଞାନଓଡ଼ିଆ ଲୋକମହାଭାରତ🡆 More