ଅଗର

ଇଣ୍ଡୋମାଲେସିଆନ ପ୍ରଜାତିର ୧୫ ପ୍ରକାର ବୃକ୍ଷ ମଧ୍ୟରୁ ଅଗର ବା ଅଗୁରୁ ହେଉଛି ଏକ । ଏହା ଥିମିଲେସ କୁଳର ବୋଲି ବୈଜ୍ଞାନିକମାନେ ମତ ଦେଇଛନ୍ତି । ଏହା ଏକ ଲମ୍ବା ଚିରହରିତ ବୃକ୍ଷ । ଏହାର ଲମ୍ବ ପାଖାପାଖି ୪୦ମିଟର ଯାଏ ବଢ଼ିଥାଏ ଏବଂ ମୋଟେଇ ୧.୫ରୁ ୨.୫ମିଟର ଯାଏ ହୋଇଥାଏ । ସମୁଦ୍ର ପତନଠାରୁ ୧୦୦୦ ମିଟର ଉଚ୍ଚତା ଭିତରେ ଏହି ବୃକ୍ଷମାନ ବଢ଼ିଥାନ୍ତି । ଭାରତ, ବାଙ୍ଗଲାଦେଶ, ଭୁଟାନ, ଇଣ୍ଡୋନେସିଆ, ମାଲେସିଆ, ମିଆଁମାର, ଫିଲିପାଇନସ, ସିଙ୍ଗାପୁର ଏବଂ ଥାଇଲାଣ୍ଡରେ ଏହି ଗଛ ବ‌ହୁଳ ଭାବରେ ଦେଖାଯାଏ । ଏହି ଗଛର କାଠ ଅତ୍ୟନ୍ତ ମୂଲ୍ୟବାନ ହୋଇଥାଏ । ଏହି କାଠଗୁଡ଼ିକ ଔଷଧ ପାଇଁ ମୁଖ୍ୟ ଦରକାରୀ ପଦାର୍ଥ ।

ଅଗର
ଅଗର
Conservation status
ଅଗର
Vulnerable  (IUCN 2.3)
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ
ଜଗତ: Plantae
ଅଶ୍ରେଣୀକୃତ: Angiosperms
ଅଶ୍ରେଣୀକୃତ: Eudicots
ଅଶ୍ରେଣୀକୃତ: Rosids
ଗଣ: Malvales
କୁଳ: Thymelaeaceae
ପ୍ରଜାତି: Aquilaria
ଜାତି: A. malaccensis
ବାଇନୋମିଆଲ ନାମ
Aquilaria malaccensis
Lamk.
Synonyms

A. agallocha,
A. secundaria,
A. malaccense',
Agalochum malaccense

ଜୀବନ ଏବଂ ଆକାର

ଅଗର ବୃକ୍ଷ ବିଭିନ୍ନ ପ୍ରକାରର ମାଟିରେ ବଢ଼ିଥାଏ । ପଥୁରିଆ, ବାଲିଆ, କେଲୁଆ ତ‌ଥା ଉର୍ବର ମାଟିରେ ଏହି ଗଛ ଭଲଭାବରେ ବଢ଼ିପାରେ । ଏହି ବୃକ୍ଷ ସାଧାରଣତଃ ସମୁଦ୍ରପତନଠାରୁ ୦ରୁ ୮୫୦ ମିଟର ମଧରେ ବଢ଼ିଥାଏ ଏବଂ ସର୍ବୋଚ୍ଚ ୧୦୦୦ମିଟର ଭିତରେ ଭଲଭାବରେ ବଢ଼ିପାରେ । ଏହି ବୃକ୍ଷଗୁଡ଼ିକୁ ବଢ଼ିବା ପାଇଁ ସାଧାରଣତଃ ୨୦ରୁ ୨୨ ଡୀଗ୍ରୀ ତାପମାତ୍ରା ଆବଶ୍ୟକ ହୋଇଥାଏ ।

ଅଗର ଗଛରେ ମୁଖ୍ୟତଃ ୭ରୁ ୯ ବର୍ଷ ମଧ୍ୟରେ ଫୁଲ ଏବଂ ଫଳ ଆସିଥାଏ । ଏବଂ ମଧ୍ୟମ ଧରଣର ବୃକ୍ଷମାନ ୧.୫କିଲୋଗ୍ରାମ ପର୍ଯ୍ୟନ୍ତ ମଞ୍ଜି ଉତ୍ପନ କରିପାରେ । ମାଲେସିଆର ଜଙ୍ଗଲରେ ଏହି ଗଛର ମୋଟେଇ ବର୍ଷକୁ ହାରାହାରି ୦.୩୩ ସେଣ୍ଟିମିଟର ବଢ଼ିଥାଏ । ଏହି ଗଛଗୁଡ଼ିକ ୪୦ ମିଟର ଉଚ୍ଚ ହୋଇଥିବା ବେଳେ ଏହାର ଡାଳ ଗୁଡ଼ିକ ପାଖାପାଖି ୬୦ ସେଣ୍ଟିମିଟର ଯାଏ ମୋଟା ହୋଇଥାଏ ।

ଆଧାର

Tags:

🔥 Trending searches on Wiki ଓଡ଼ିଆ:

ଅରୁଣ କୁମାର ସାହୁଲେଭୋନରଜେସ୍ଟ୍ରେଲପ୍ରିୟା ବଦଲାନିତ୍ରିଭୁଜରାଜତନ୍ତ୍ରନୃସିଂହହୀରାକୁଦ ବନ୍ଧଶୁକଦେବଭାରତୀୟ ଜନତା ପାର୍ଟିଜାଭାସ୍କ୍ରିପ୍ଟକଇଁଛଭୌଗଳିକ ଦିଗବାରେଣିସମୁଦ୍ରଆଧୁନିକ କଥା ସାହିତ୍ୟ (ଉପନ୍ୟାସ)ଜଗନମୋହ‌ନ ଲାଲଡିଜିଟାଲ ଅବଜେକ୍ଟ ଆଇଡେଣ୍ଟିଫାୟରଦଶରଥପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷମନୋଜ ଦାସତାମିଲ ଭାଷାଅଭିରାମ ପରମହଂସରତ୍ନାକର ଚଇନିମାଗୁଣିର ଶଗଡ଼ (କଥାଚିତ୍ର)କେଉଁ ଦୁନିଆରୁ ଆସିଲ ବନ୍ଧୁନିତ୍ୟାନନ୍ଦ ଶତପଥୀପ୍ରଦୀପ କୁମାର ପାଣିଗ୍ରାହୀବନ୍ଦେ ମାତରମଛବିଳ ମଧୁ ବର୍ଣ୍ଣବୋଧବିଷ୍ଣୁଓଡ଼ିଆ ଭାଗବତ୨୦୨୪ ଓଡ଼ିଶା ବିଧାନସଭା ନିର୍ବାଚନଟୁଇଟରଧର୍ମଯକ୍ଷ୍ମାଜ୍ଞାନମଣ୍ଡଳରାଜାରାଣୀ ମନ୍ଦିର୨୦୨୦ ଗ୍ରୀଷ୍ମକାଳୀନ ଅଲମ୍ପିକଦାସିଆ ବାଉରୀବାଘଜଗତସିଂହପୁର ଜିଲ୍ଲାଭାରତୀୟ ବାୟୁସେନାଧରିତ୍ରୀବାଲିଯାତ୍ରାଧଉଳିସାଲଭାଡୋର ଡାଲିପ୍ରତିଭା ରାୟଚଉତିଶାପ୍ରଥମ ବିଶ୍ୱଯୁଦ୍ଧଅନନ୍ତ ପଟ୍ଟନାୟକInternational Dance Dayଅର୍ଜୁନଖୁସି ଯୋଜନାମଧ୍ୟାହ୍ନ ଭୋଜନ ଯୋଜନାରେବତୀ (କ୍ଷୁଦ୍ରଗଳ୍ପ)କାହ୍ନାପାସରୋଜିନୀ ନାଇଡୁରମାକାନ୍ତ ରଥଘିମିରିଡିମେନ୍ସିଆଢେଙ୍କାନାଳ ଜିଲ୍ଲାଭଣ୍ଡାରିପୋଖରୀ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ନଇ ଆରପାରିଲାଜକୁଳୀ ଲତାନଡ଼ିଆଜୟୀ ରାଜଗୁରୁଅମ୍ଳରୋଗହନୁମାନ ଜୟନ୍ତୀନାରାୟଣ ସାହୁଛତ୍ରପୁର🡆 More