ଅପରେଟିଙ୍ଗ ସିଷ୍ଟମ

ଅପରେଟିଙ୍ଗ ସିଷ୍ଟମ କମ୍ପ୍ୟୁଟରର ବିଭିନ୍ନ ରିସୋର୍ସ ଯେପରିକି ମେମୋରୀ, ସି.ପି.ଇଉ., ଅନ୍ୟାନ୍ୟ ହାର୍ଡୱେର ଇତ୍ୟାଦିଙ୍କୁ ସଠିକ ଭାବେ ପରିଚାଳନା କରି ଏକ କମ୍ପ୍ୟୁଟରକୁ ସମ୍ପୂର୍ଣଭାବେ କାର୍ଯ୍ୟକାରୀ କରିବାରେ ସାହାଯ୍ୟକରେ । ଏହା ବିଭିନ୍ନ ପ୍ରୋଗ୍ରାମ, ହାର୍ଡୱେର ମଧ୍ୟରେ ତାଳ ମେଳ ରକ୍ଷା କରି ସେମାନଙ୍କୁ ଆବଶ୍ୟକୀୟ ରିସୋର୍ସ ପ୍ରଦାନ କରେ, ଯାହାଦ୍ୱାରା କମ୍ପ୍ୟୁଟରଟି ସୁରୁଖୁରରେ କାର୍ଯ୍ୟ କରିପାରେ ।

ଇତିହାସ

କାଲକୁଲେଟର ମଧ୍ୟ ଏକ ପ୍ରକାର କମ୍ପ୍ୟୁଟର କିନ୍ତୁ ଏହା ଯେକୌଣସି ସମୟରେ ଗୋଟିଏ ହିଁ କାମ କରିପାରେ | କମ୍ପ୍ୟୁଟର ପୂର୍ବରୁ ଏତେ ଜଟିଳ ନ ଥିଲା କିମ୍ବା ସେଥିରେ ଏତେ ମାତ୍ରାରେ ଏକ ସମୟରେ ବହୁତ କାର୍ଯ୍ୟ କରିବାର କ୍ଷମତା ମଧ୍ୟ ନ ଥିଲା | ତେଣୁ ଜଟିଳତାକୁ ପରିଚାଳନା କରିବା ପାଇଁ ହାର୍ଡୱେର ଉପର ସ୍ତରରେ ଆଉ ଏକ ସ୍ତରର ନିର୍ମାଣ କରାଗଲା ଯାହାଦ୍ୱାରା ଜଣେ ବ୍ୟବହାରକାରୀ ଏହାକୁ ସହଜରେ ପରିଚାଳନା କରିପାରିବ ଏବଂ କମ୍ପ୍ୟୁଟର ନିଜେ ନିଜକୁ ଠିକ୍ ଭାବରେ ଚଲେଇପାରିବ |

ମେନଫ୍ରେମ୍

୧୯୫୦ ଦଶକରେ ମେନଫ୍ରେମ୍ କମ୍ପ୍ୟୁଟରରେ ବହୁତଗୁଡିଏ ବୈଶିଷ୍ଟ୍ୟମାନ ନିର୍ମାଣ କରାଯାଇଥିଲା ଯେପରିକି

  • batch processing ( ଗୋଟେ ବ୍ୟାଚ୍ ପରେ ଆଉ ଗୋଟେ ବ୍ୟାଚ୍ ପ୍ରୋଗ୍ରାମିଂ କାମକୁ କରିବା )
  • input/output ( ତଥ୍ୟ ବା ଡାଟା ଦିଆନିଆ ତତ୍କ୍ଷଣାତ୍ କରିବାର ସୁବିଧା )
  • interrupting ( ପ୍ରୋଗ୍ରାମିଂ ପ୍ରକ୍ରିୟା ଚାଲୁଥିବାବେଳେ ତାକୁ ମଝିରେ ଅଟକାଇ ଅନ୍ୟ କିଛି କରିବାର କ୍ଷମତା)
  • buffering, ( ଗୋଟିଏ କାମ ଚାଲିଥିବାବେଳେ ଆଉ ଅନ୍ୟ କାମକୁ ପ୍ରସ୍ତୁତ କରିବା )
  • multitasking, ( ଏକରୁ ଅଧିକ କାମ ଏକା ସଙ୍ଗେ କରିବା)
  • spooling, ( ଅନ୍ୟ ମେସିନ୍ ଯାହାର ଡାଟା ନେବାର କ୍ଷମତା ଧୀର ତାକୁ ଡାଟା ଧୀରେ ଭାବେ ଦେବା )
  • runtime libraries,( ପ୍ରୋଗ୍ରାମିଂ ପ୍ରକ୍ରିୟାରେ ବ୍ୟବହୃତ ଅନ୍ୟ ସାହାଯ୍ୟକାରୀ ପ୍ରୋଗ୍ରାମିଂକୁ ଠିକ୍ ସମୟରେ ପ୍ରଦାନ କରିବା)
  • link-loading ()
ମାଇକ୍ରୋକମ୍ପ୍ୟୁଟର

ପ୍ରକାର

ବିଭିନ୍ନ ଅଂଶ

କର୍ନେଲ
ସିଷ୍ଟମ ଡ୍ରାଇଭର

କେତୋଟି ଉଦାହରଣ

ବିଭିନ୍ନ ଅପରେଟିଂ ସିଷ୍ଟମ ଶ୍ରେଣୀର ଉଦାହରଣ ହେଲେ ୱିନଡୋଜ, ଲିନକ୍ସ, ଇଉନିକ୍ସ ଇତ୍ୟାଦି ଇତ୍ୟାଦି । ଏହି ଶ୍ରେଣୀଗୁଡିକରେ ବିଭିନ୍ନ ଅପରେଟିଂ ସିଷ୍ଟମ ଅଛନ୍ତି ।

ୱିନଡୋଜ

ୱିନଡୋଜ ଅପରେଟିଂ ସିଷ୍ଟମ ଶ୍ରେଣୀରେ ୱିନଡୋଜ ୩.୧, ୱିନଡୋଜ ୨୦୦୦, ୱିନଡୋଜ ଏମ.ଇ., ୱିନଡୋଜ ଏକ୍ସପି, ୱିନଡୋଜ ସର୍ଭର ୨୦୦୩ , ୱିନଡୋଜ ଭିସ୍ଟା, ୱିନଡୋଜ ୭, ୱିନଡୋଜ ସର୍ଭର ୨୦୦୮, ୱିନଡୋଜ ୮, ୱିନଡୋଜ ୧o ଇତ୍ୟାଦି ଅଛନ୍ତି ।

ଲିନକ୍ସ

ଇଉନିକ୍ସ

ଇଉନିକ୍ସ ଅପରେଟିଂ ସିଷ୍ଟମ ଶ୍ରେଣୀରେ ଥିବା ବିଭିନ୍ନ ଭର୍ସନ ହେଲେ ସୋଲାରିସ, ବି.ଏସ.ଡି., ଓ.ଏସ. ଏକ୍ସ, ଏ.ଆଇ.ଏକ୍ସ. ଇତ୍ୟାଦି ।

ଆଧାର

Tags:

ଅପରେଟିଙ୍ଗ ସିଷ୍ଟମ ଇତିହାସଅପରେଟିଙ୍ଗ ସିଷ୍ଟମ ପ୍ରକାରଅପରେଟିଙ୍ଗ ସିଷ୍ଟମ ବିଭିନ୍ନ ଅଂଶଅପରେଟିଙ୍ଗ ସିଷ୍ଟମ କେତୋଟି ଉଦାହରଣ[୨][୩][୪]ଅପରେଟିଙ୍ଗ ସିଷ୍ଟମ ଆଧାରଅପରେଟିଙ୍ଗ ସିଷ୍ଟମ

🔥 Trending searches on Wiki ଓଡ଼ିଆ:

ଚଇତି ଘୋଡ଼ା ନାଚକାଳିନ୍ଦୀ ଚରଣ ପାଣିଗ୍ରାହୀଋଷିଆକୋଣାର୍କ ସୂର୍ଯ୍ୟ ମନ୍ଦିରବଣି୧୮ ଅପ୍ରେଲହେମନ୍ତ କୁମାର ଦାସନବକୃଷ୍ଣ ଚୌଧୁରୀହିନ୍ଦୁ ମନ୍ଦିର ସ୍ଥାପତ୍ୟକଳାକଳିଙ୍ଗ ଯୁଦ୍ଧହେମନ୍ତ ଦାସଉତ୍କଳ ବିଶ୍ୱବିଦ୍ୟାଳୟଭୁବନେଶ୍ୱରପର୍ଫେନାଜାଇନରାବଣ୨୧ ଅପ୍ରେଲଆନନ୍ଦପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଗାଈଦଗ୍ଧରଥଯାତ୍ରାଭାରତୀୟ ଦଣ୍ଡ ସଂହିତା, ୧୮୬୦ଭଗବତ ଗୀତା୨୭ ଅପ୍ରେଲନବୀନ ପଟ୍ଟନାୟକଗୋଲୋକ ବିହାରୀ ଧଳମ୍ୟାଲେରିଆଅହଲ୍ୟା (ଓଡ଼ିଆ କଥାଚିତ୍ର)ମସ୍କୋଦୁର୍ଗାକବି ପ୍ରସାଦ ମିଶ୍ରଧାମରା ବନ୍ଦରଦରବାର (କବିତା)କୁମ୍ଭାର ଚକବର୍ଷା ପ୍ରିୟଦର୍ଶିନୀଦଣ୍ଡ ନାଟଅସହଯୋଗ ଆନ୍ଦୋଳନରାମ ନବମୀତାମିଲ ଭାଷାଜନ ବୀମସଲାଲ ବାହାଦୁର ଶାସ୍ତ୍ରୀଗୌତମ ବୁଦ୍ଧଧଉଳିପଠାଣି ପଟ୍ଟନାୟକଯୁକ୍ତରାଜ୍ୟଓଡ଼ିଶାର ରାଜ୍ୟପାଳମାନଙ୍କର ତାଲିକାଜୟ ଜଗନ୍ନାଥମିଆ ଖଲିଫାଆତ୍ମହତ୍ୟାତମନ୍ନା ବ୍ୟାସଶଙ୍କର ପ୍ରସାଦ ତ୍ରିପାଠୀଆଖଣ୍ଡଳମଣି ମନ୍ଦିରରତ୍ନାକର ଚଇନିପାର୍କିନ୍‌ସନ୍ ରୋଗଦୁଃଶାସନଉପେନ୍ଦ୍ର ଭଞ୍ଜଭାରତୀୟ ସ୍ୱାଧୀନତା ଆନ୍ଦୋଳନଦୁଃଶୀଳାସବ୍ୟସାଚୀ ମିଶ୍ରଦିବ୍ୟସିଂହ ଦେବକାଳୀଚରଣ ପଟ୍ଟନାୟକବାଞ୍ଛାନିଧି ମହାନ୍ତିସ୍ତନ୍ୟପାୟୀମଧୁସୂଦନ ଦାସବିଜୟ ମିଶ୍ର🡆 More