ସୁନାବେଡ଼ା

]

ସୁନାବେଡ଼ା
ସହର
ଦେଶଭାରତ
Stateଓଡ଼ିଶା
Districtକୋରାପୁଟ
Population
 (2001)
 • Total୫୮,୬୪୭
Languages
 • Officialଓଡ଼ିଆ
Time zoneUTC+5:30 (IST)
PIN
୭୬୩ ୦୦୨
Telephone code06853
Websitewww.sunabeda.com

ସୁନାବେଡ଼ା କୋରାପୁଟ ଜିଲ୍ଲାର ଏକ ସହର। କୋରାପୁଟଠାରୁ ଏହା ୧୮ କି.ମି. ଦୂରରେ ଅବସ୍ଥିତ। ଏଠାରେ ମିଗ୍ ୨୨ ଓ ସୁଖୋଇ ଯୁଦ୍ଧ ବିମାନ ଇଂଜିନ ଓ ଯନ୍ତ୍ରାଂଶ ତିଆରି କାରଖାନା ଅବସ୍ଥିତ। ଏହି ନଗରୀଟି ଋଷୀୟ ପ୍ରଣାଳୀରେ ନିର୍ମିତ ଓ ଖୁବ୍ ମନଲୋଭା। ପିଲାମାନଙ୍କପାଇଁ ଉଦ୍ଦିଷ୍ଟ ଶିଶୁ ଉଦ୍ୟାନ ଓ ମୃଗ ବିହାରଏଠାକାର ମୁଖ୍ୟ ଆକର୍ଷଣ।ସମୁଦ୍ର ପତନଠାରୁ ଏହା ୩୦୦୦ ଫୁଟ୍ ଉପରେ ଅବସ୍ଥିତ. ଏହାର୍ ଜଳବାୟୁ ଅତିବ ମନୋରମ ଏବଂ ସ୍ୱାସ୍ଥ୍ୟ ଅନୁକୁଳ । ଯଦିଓ ହାଲ୍ ବିମାନ୍ କାରଖାନା ଏଠାକାର ମୁଖ୍ୟ ପରିଚୟ, ଏଠାରେ ବର୍ତ୍ତମାନ୍ ଏକ କେନ୍ଦ୍ରିୟ ବିଶ୍ୱବିଦ୍ୟାଳୟ ସ୍ଥାପନ ହୋଇଛି । ଆହୁରି ମଧ୍ୟ ଏଠାରେ ସି.ଆର୍.ପି.ଏଫ୍ କୋବ୍ରା ବାଟାଲିୟନ୍ ମୁଖ୍ୟାଳୟ ଏବ୍ଂ ନାଭାଲ୍ ଆର୍ମାମେଣ୍ଟ ଡିପୋ ରହିଛି . ତଦ୍ ସହିତ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ରହିଛି । ସେମିଳିଗୁଡା ସୁନାବେଡା ସହରର ଏକ ଉପାନ୍ତ ଅଞ୍ଚଳ ଏବଂ ସୁନାବେଡା ଏ.ନ୍.ଏ.ସି ଅନ୍ତର୍ଗତ । ଏଠାରେ ଏକ ଯାନ୍ତ୍ରିକ ବିଦ୍ୟାଳୟ (ସିତମ୍) ରହିଛି ।

ଭୂଗୋଳ

ଇତିହାସ

ପର୍ଯ୍ୟଟନ

ସୁନାବେଡାର ଆକର୍ଷଣ ମଧ୍ୟରେ ଅନ୍ୟତମ ହେଲା ହାଲ୍ର ଏଭିଏସନ୍ ମ୍ୟୁଜିୟମ୍. ହରିଣ ପାର୍କ୍, ଟିମ୍ବର୍ ବ୍ରିଜ୍ଠାରେ କୋଲାବ୍ ଜଳ ଭଣ୍ଡାରର ମନଲୋଭା ଦ୍ରୁଶ୍ୟ । ସୁନାବେଡ଼ାର ଆରମ୍ଭ ବିସୟରେ ଅନେକ କିମ୍ବଦନ୍ତୀ ରହିଛି ।

ଆଧାର

ବାହାର ତଥ୍ୟ

Tags:

ସୁନାବେଡ଼ା ଭୂଗୋଳସୁନାବେଡ଼ା ଇତିହାସସୁନାବେଡ଼ା ପର୍ଯ୍ୟଟନସୁନାବେଡ଼ା ଆଧାରସୁନାବେଡ଼ା ବାହାର ତଥ୍ୟସୁନାବେଡ଼ା

🔥 Trending searches on Wiki ଓଡ଼ିଆ:

ଯବକ୍ଷାରଜାନରଜନୀ ରଞ୍ଜନଏ. ପି. ଜେ. ଅବଦୁଲ କଲାମରାଧାତମାଖୁର ସ୍ଵାସ୍ଥ୍ୟ ଉପରେ ପ୍ରଭାବରୁକୁଣା ରଥଯାତ୍ରାପ୍ରଯୁକ୍ତି ବିଦ୍ୟାଚିଙ୍ଗୁଡ଼ିଲାଲ ବାହାଦୁର ଶାସ୍ତ୍ରୀପଦାର୍ଥ ବିଜ୍ଞାନପଠାଣି ପଟ୍ଟନାୟକwiki.phtmlକେନ୍ଦ୍ରାପଡ଼ାଆକବରଅକ୍ଷୟ ତୃତୀୟାଢଗ ଢମାଳି୧୯୮୮ବୌଦ୍ଧ ଧର୍ମବର୍ଷାଧନୁଯାତ୍ରାରେବତୀ (କ୍ଷୁଦ୍ରଗଳ୍ପ)ପବିତ୍ର ପାଣିଗ୍ରାହୀମହାପ୍ରସାଦଓଡ଼ଗାଁଶ୍ରୀନିବାସ ରାମାନୁଜନଯାଜପୁରଡିଜିଟାଲ ଅବଜେକ୍ଟ ଆଇଡେଣ୍ଟିଫାୟରରଜତାରିଣୀ ମନ୍ଦିର, ଘଟଗାଁସି (ପ୍ରୋଗ୍ରାମିଂ ଭାଷା)ଆଣ୍ଟର୍କଟିକାସାନ୍ତାଳୀ ଲୋକସଂସ୍କୃତିପ୍ରଥମ ବିଶ୍ୱଯୁଦ୍ଧଓଡ଼ିଶାରେ ଶିଳ୍ପକୌରବଛ ମାଣ ଆଠ ଗୁଣ୍ଠକନକ ମଞ୍ଜରୀ ମହାପାତ୍ରଗ୍ରହଚଳନ୍ତି ଠାକୁରମେଟାବୋଲିଜିମକେରଳଆଖଣ୍ଡଳମଣି ମନ୍ଦିରସନ୍ଧିପଦଭାରତର ସଂସ୍କୃତିଭାରତର ଜାତୀୟ ପତାକାଜ୍ଞାନୀ ଦେବାଶିଷ ମିଶ୍ରତନ୍ଦୁର୍ବିଶ୍ୱତାପନ୮ ଜୁଲାଇଆର୍ଜେଣ୍ଟିନାଓଡ଼ିଶାର ପର୍ବପର୍ବାଣିଉଇକିପିଡ଼ିଆଏସିଆଚାରି ଧାମନନ୍ଦିନୀ ଶତପଥୀହରପ୍ରସାଦ ଦାସପୁରାଣଗୌରୀଶଙ୍କର ରାୟମାସମହାବୀର ଜୈନବିଶାଖା ଏବଂ ଅନ୍ୟମାନେ ବନାମ ରାଜସ୍ଥାନ ସରକାରଅଟିଜିମ୍‌ମଧୁସୂଦନ ରାଓଓଡ଼ିଶାର ରାଜ୍ୟପାଳମାନଙ୍କର ତାଲିକାବଳଦେବଜୀଉ ମନ୍ଦିରସାଇକେଲ🡆 More