ସିନାପାଲି, ଓଡିଶା

]

ସିନାପାଲୀ
town
Countryସିନାପାଲି, ଓଡିଶା India
StateOdisha
DistrictNuapada
Population
 (2001)
 • Total୯,୯୮୭
Languages
 • OfficialOdia
Time zoneUTC+5:30 (IST)
PIN
766108
Telephone code235233/235240
ଯାନବାହାନ ପଞ୍ଚୀକରଣOD
Sex ratio50.3:49.7 ♂/♀
Websiteodisha.gov.in

Sinapali (ଓଡ଼ିଆ: ସିନାପାଲି) ଭାରତୀୟ ରାଜ୍ୟ ଓଡ଼ିଶାର ନୂଆପଡା ଜିଲ୍ଲାର ଏକ ତହସିଲ ସହର । ଏହି ସହର ଉଦନ୍ତୀ ନଦୀ ତଟରେ ଅବସ୍ଥିତ ଓ NH 59ରେ ନୂଆପଡାଠାରୁ 79 କିଲୋମିଟର ଦୂରରେ ଅବସ୍ଥିତ ।

ଜନସଂଖ୍ୟା 

2001 ମସିହାର ଜନଗଣନା , ଅନୁସାରେ ସିନାପାଳିର ଜନସଂଖ୍ୟା ଓ ଅନ୍ୟ ତଥ୍ୟ ନିମ୍ମ ପ୍ରକାର ଥ୍ଯିଲା , 

ସମୁଦାୟ ଗୃହ ସଂଖ୍ୟା  2,386
ସମୁଦାୟ ଜନସଂଖ୍ୟା  9,987
ପୁରୁଷ  5,025
ମହିଳା  4,962
ଜନଜାତି  1,260
ଉପଜାତି  1,886
ଶିକ୍ଷିତ ସଂଖ୍ୟା  4,550
ଶିକ୍ଷିତ ମହିଳା ସଂଖ୍ୟା  2,989
ମହିଳା ସାକ୍ଷ୍ୟରତା 1,561
କର୍ମଜୀବି  3,598
କୃଶକ  713
ମହିଳା ହାର ( 1000 ପୁରୁଷରେ ) 987
କର୍ମଜୀବି ହାର  40

ଭାଷା ଓ ସଂସ୍କୃତି 

 ଏଠାରେ ଲୋକମାନେ ମୁଖ୍ୟତ କଳାହାଣ୍ଡି ଅଞ୍ଚଳର ଓଡ଼ିଆ ବ୍ୟବହାର କରନ୍ତି । ଏହି ଅଞ୍ଚଳର ଅନେକ ଲେଖକ ଓଡ଼ିଆ ସାହିତ୍ୟକୁ ଅନେକ ଅବଦାନ ଦେଇଛନ୍ତି । ସ୍ୱାଧୀନତା ପୂର୍ବବର୍ତୀ ସମୟରେ ମଧ୍ୟ ଏହି ଅଞ୍ଚଳର ଲେଖକମାନେ କବିତା , କାବ୍ୟ , ଆଲୋଚନା , ଧର୍ମ ଉପରେ ଲେଖାବଳି ପ୍ରକାଶିତ କରୁଥିଲେ । ପଶ୍ଚିମ  ଓଡ଼ିଶାର ଲୋକ ସଂସ୍କୃତି ଉପରେ ଏହି ଅଞ୍ଚଳର ବିଶିଷ୍ଟ ଗବେଷକମାନେ ବହୁ ସଂଖ୍ୟାରେ ପାଣ୍ଡୁଲିପି ପ୍ରସ୍ତୁତ କରିଥିଲେ । ସେ ସବୁ ସମ୍ବଲପୁର ବିଶ୍ୱବିଦ୍ୟାଳୟର ସଂଗ୍ରହାଳୟରେ ରକ୍ଷା ଯାଇଛି । ଡ. ହରେକୃଷ୍ଣ ମେହେରଙ୍କ ଗଙ୍ଗାଧର ମେହେରଙ୍କ ଟପାଶ୍ୱିନର ଇଂରାଜୀ, ହିନ୍ଦୀ ଓ ସଂସୃତରେ  ଅନୁବାଦ ଏକ ଉଲ୍ଲେଖନୀୟ ଅବଦାନ । 

ଶିକ୍ଷା

ଏହି ଅଞ୍ଚଳରେ ପର୍ଯ୍ୟାପ୍ତ ପରିମାଣର ଓଡ଼ିଆ ଓ ଇଂରାଜୀ ମିଡିଆମ ସ୍କୁଲ ଓ କଲେଜ ରହିଛି ।  ସିନାପାଲି ବ୍ଲକ୍ ସରକାରି ବିଦ୍ୟାଳୟ ସଙ୍ଖ୍ୟା:- ପ୍ରାଥମିକ ବିଦ୍ୟାଳୟ ‌- ୮୦ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ - ୮୨ ଉଚ୍ଚ ବିଦ୍ୟାଳୟ - ୩୧


ଯାନିଯାତରା 

  • ସିନାପାଲୀ ମହୋତଶବ 
  • ଦଶହରା 
  • ରଥ ଯାତ୍ରା 
  • ନୂଆଖାଇ 
  • ଦୀପାବଳି 
  • କରତିକ ବା ରାହାସ ପୁରଣିମା 
  • ଡୋଲ ପୁରଣିମା ବା ହୋଲି 
  • ପୌଷ ପୁରଣିମା 

ଦର୍ଶନୀୟ ସ୍ଥାନ ସମୂହ 

ଏଠାରେ ଝରିଆ, ତିପାଖୋଳ , ମୁଲାବସା ବନ୍ଧ , ଲିଆଡ ପ୍ରକଳ୍ପ , ଚଉଡ଼ା ଡଙ୍ଗର  ପରି ପର୍ଯ୍ୟଟକ ଆକର୍ଷଣ ସମୂହ ରହିଛି । 995 ମିଟର ଉତ୍ଚ ଚଉଡ଼ା ଡଙ୍ଗର ପର୍ବତର ଗୁମ୍ଫା ଓ ତାହାର ଜଙ୍ଗଲରେ ଥିବା ଜୀବଜନ୍ତୁ ଦେଖିବାକୁ ପର୍ଯ୍ୟଟକମାନଙ୍କ ଆଗମନ ହେଇଥାଏ । ଛତର ଯାତ୍ରା ସମୟରେ ଅନ୍ୟ ଅଞ୍ଚଳରୁ ଭକ୍ତମାନେ ଏଠାକୁ ଆଗମନ କରିଥାନ୍ତି । 

ନିକଟସ୍ଥ ପର୍ଯ୍ୟଟକ ସ୍ଥଳୀ ସମୂହ 

ସିନାପାଲି, ଓଡିଶା 
Yogeshwar Temple, Patora
  • ପାତଳ ଗଙ୍ଗା 
  • ଯୋଗୀ ମଠ 
  • ବୁଦ୍ଧିକୋମ୍ମା 
  • ସୁନାବେଡା ବନ୍ୟା ପ୍ରାଣୀ ଅଭୟାରଣ୍ୟ 
  • ପଟୋରା ବନ୍ଧ 
  • Panchabati picnic spot,kapsi
  • dweemuhani sangam(the confluence of river udanti & dhangri jore),Kapsi
  • Samaleswari temple, kapsi
  • Maa Durga temple, sinspali
  • Jharia,Chatiaguda
  • Mani digra,jugenpadar
  • Sinapali Jagannath Temple
  • Thipakhol
  • Chandrasekhar Mahadeb Temple, Sinapali
  • dhansal,sagunbhadi
  • Tikhali dam
  • chalana Bardeswar temple * chalana
  • maa gouri mandir, Chhot Darlipada.

ଆଧାର 

Tags:

ସିନାପାଲି, ଓଡିଶା ଜନସଂଖ୍ୟା ସିନାପାଲି, ଓଡିଶା ଭାଷା ଓ ସଂସ୍କୃତି ସିନାପାଲି, ଓଡିଶା ଶିକ୍ଷାସିନାପାଲି, ଓଡିଶା ଯାନିଯାତରା ସିନାପାଲି, ଓଡିଶା ଦର୍ଶନୀୟ ସ୍ଥାନ ସମୂହ ସିନାପାଲି, ଓଡିଶା ନିକଟସ୍ଥ ପର୍ଯ୍ୟଟକ ସ୍ଥଳୀ ସମୂହ ସିନାପାଲି, ଓଡିଶା ଆଧାର ସିନାପାଲି, ଓଡିଶା

🔥 Trending searches on Wiki ଓଡ଼ିଆ:

ମାଙ୍ଗାନିଜ୨୫ ମାର୍ଚ୍ଚହରେକୃଷ୍ଣ ମହତାବନାରାୟଣ ସାହୁ୬୮୧କଟକ ଜିଲ୍ଲାଭୁବନେଶ୍ୱରଭାରତୀୟ ଡାକ ସେବାମାଛପ୍ରଧାନ ପୃଷ୍ଠାସାଇପ୍ରସଅବକାଶ ବେଶସୂର୍ଯ୍ୟଡାମାସକସରଣେନ୍ଦ୍ର ପ୍ରତାପ ସ୍ୱାଇଁନବୀନ ପଟ୍ଟନାୟକପଦାର୍ଥଓଡ଼ିଆ କଥାଚିତ୍ର ଜଗତଚକ୍ରବର୍ତ୍ତୀ ରାଜଗୋପାଳାଚାରୀୟୁ ଟ୍ୟୁବବ୍ରହ୍ମପୁରପୃଥିବୀର ବାୟୁମଣ୍ଡଳଏଡ୍ ସିରନ୍ମାକାଓଚଣାପ୍ରଫୁଲ୍ଲ ସାମଲଜେନନଓଡ଼ିଆ ଖବରକାଗଜ ତାଲିକାସ୍ୱାମୀ ବିବେକାନନ୍ଦବୁଏନ୍ସ ଏଆରସଉଜବେକିସ୍ତାନ୨୯ ମାର୍ଚ୍ଚଦୁର୍ଗାମଧ୍ୟ ପ୍ରଦେଶଇନଷ୍ଟାଗ୍ରାମବଙ୍ଗଳାଦେଶରବୀନ୍ଦ୍ରନାଥ ଠାକୁରସାଇକେଲକାରଗିଲ ଯୁଦ୍ଧକୁମାର ପୂର୍ଣ୍ଣିମାଶେଷ ବସନ୍ତର ଚିଠିକେନ୍ଦୁଝରଟୁକୁନି ସାହୁଆନ୍ତ୍ରିକ ଅବରୋଧକୋଣାର୍କଶ୍ରୀରାଧା୧୭୫୨ନମିତା ଅଗ୍ରୱାଲସିକ୍ଲ ସେଲ୍ ରୋଗଉତ୍କଳ ଦିବସଅଲିମ୍ପିକ କ୍ରୀଡ଼ାକନଫୁସିଅସବାଦକୁଞ୍ଜବିହାରୀ ଦାଶବିଜୟ ମିଶ୍ରଦମୟନ୍ତୀ ବେଶ୍ରାଜେରୋଷ୍ଟୋମିଆଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତିଉତ୍କଳ ସମ୍ମିଳନୀହିନ୍ଦୁମିଆଁମାରବି. ଆର. ଆମ୍ବେଦକରଦକ୍ଷିଣ କୋରିଆଇଣ୍ଡୋନେସିଆଅଶୋକ (ସମ୍ରାଟ)ଚାଚେରୀ ବେଶହେପାଟାଇଟିସଉଦର ଚାପଆଇନ୍‍ଷ୍ଟାଇନ୍ କ୍ଷେତ୍ର ସମୀକରଣ🡆 More