ସଚ୍ଚିଦାନନ୍ଦମ ଗଣନାଟ୍ୟ

ସଚ୍ଚିଦାନନ୍ଦ ଗଣନାଟ୍ୟ ଓଡ଼ିଶାର ଏକ ଅଗ୍ରଣୀ ଗଣନାଟ୍ୟ ଅଟେ । ଏହା ବାବା ବଳିଆଙ୍କ ପୃଷ୍ଠପୋଷାକତାରେ ୨୦୦୪ ମସିହାରେ ଗଠିତ ହୋଇଥିଲା ।

୨୦୧୭ ମସିହା ଖଣ୍ଡଗିରି ମେଳାର ଜାଗମରାର ଇନ୍ଦିରା ପଡ଼ିଆରେ ୫ରୁ ୯ ତାରିଖ ଯାଏଁ ଏହାର ନାଟକ ମଞ୍ଚସ୍ଥ ହୋଇଥିଲା ।

କଳାକାର ଓ ନିର୍ଦ୍ଦେଶକ

ଦାମ ପଣ୍ଡା, ଟୁନା ପଣ୍ଡା, ମନ୍ଦାକିନୀ, ଖଳନାୟକ ଲକ୍ଷ୍ମୀଧର ନାୟକ ମଣ୍ଡୁ, ରତ୍ନାକର, ଦୁଲାଳ, କାଳିଆ, ଦୀପୁ, ମଙ୍ଗୁଳି, ବାବୁଲି, ସୁଶାନ୍ତ, ହାସ୍ୟ ଅଭିନେତା ରମା ଦାସ, ଧଡ଼ିଆ, ନାୟିକା ମାମା, ପ୍ରିୟା, ଯଶୋଦା, ସାନମାମା, ରୁପା ପ୍ରମୁଖ ଏହାର କଳାକାର ଅଟନ୍ତି । ଲାଲବିରେନ ରାୟ, ତାପସ ସ୍ୱାଇଁ ପ୍ରମୁଖ ଏହି ଯାତ୍ରାର ପାର୍ଟିରେ ନିର୍ଦ୍ଦେଶନା ଦିଅନ୍ତି ।

ଚର୍ଚ୍ଚିତ ନାଟକ

ମୁଁ ମନ୍ତ୍ରୀଙ୍କ ବୋହୁ, ରାତିର ତାତି, ନାରୀ ତୋର କେତେ ରୂପ କେତେ କାହାଣୀ, ପ୍ରେମ ନଗରୀରେ ପ୍ରୀତି ବଜାର, କାହାଣୀ ପର ପାରିର, ଯେଉଁଠି ଆରମ୍ଭ ସେଇଠି ଶେଷ ଆଦି ଏହି ଅପେରା ଦଳର ଚର୍ଚ୍ଚିତ ଯାତ୍ରା ଅଟେ ।


ଆଧାର

Tags:

ବାବା ବଳିଆ

🔥 Trending searches on Wiki ଓଡ଼ିଆ:

କୁଟୁରାନିତ୍ୟାନନ୍ଦ ଶତପଥୀଶାସ୍ତ୍ରୀୟ ଓଡ଼ିଆ ଭାଷା ଦିବସଓଣମଆଫ୍ରିକାଗଣେଶ ପୂଜାପଞ୍ଚସଖା୧୯୭୮ଚୁମ୍ବନଯକୃତୟୁନେସ୍କୋକମଳା ଶତପଥୀକୋଡିନକେନିଆଚାରି ଧାମଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି୫ ଅକ୍ଟୋବରରାଶି ଓ ନକ୍ଷତ୍ରଅପର୍ଣ୍ଣା ମହାନ୍ତିହିମାଳୟାନ ଏକ୍ସପ୍ରେସୱେ୧୯୮୧ମହାତ୍ମା ଗାନ୍ଧୀମିଥୁନ (ରାଶି)ଓଡ଼ିଆ ସାହିତ୍ୟର ଇତିହାସତରୁଣକାନ୍ତି ମିଶ୍ରସଉରା ଜନ‌ଜାତିକାର୍ଲ ମାର୍କସମହୁମାଛିକାହ୍ନୁଚରଣ ମହାନ୍ତିସୁନ୍ଦରଗଡ଼ସାରଳା ଦାସବିରଞ୍ଚି ନାରାୟଣ ମନ୍ଦିର, ବୁଗୁଡ଼ାଅଷ୍ଟ୍ରିଆ୨୯ ମାର୍ଚ୍ଚପାରମିତା ଶତପଥୀ୮ ଜୁଲାଇଚନ୍ଦ୍ରଶେଖର ରଥଅଶ୍ୱିନୀ କୁମାର ଘୋଷପୋତାଗଡ଼ପଶ୍ଚିମ ଓଡ଼ିଶାତାରକାସୁରଫୋଟନ୍‌ପଞ୍ଚତୀର୍ଥ, ପୁରୀଚୀନଜ୍ଞାନୀ ଦେବାଶିଷ ମିଶ୍ର୬ ଫେବୃଆରୀଚିତ୍ତରଞ୍ଜନ ଦାସସୂର୍ଯ୍ୟଦ୍ଵାରକାଧୀଶ ମନ୍ଦିରସମାଜ (ଖବରକାଗଜ)କୁଲନ ବାଗେ୧୯୧୪ଡାଇନୋସରଅଷ୍ଟଭୁଜବୁଏନ୍ସ ଏଆରସଯୁଗଳ କିଶୋର ଦତ୍ତଚିଙ୍ଗୁଡ଼ିବ୍ରାହ୍ମଣବି. ଆର. ଆମ୍ବେଦକରଗୋଲୋକ ବିହାରୀ ଧଳଉପେନ୍ଦ୍ର କିଶୋର ଦାସହିମାଳୟସୁଶାସନ ଦିବସବୀର ହନୁମାନ ମନ୍ଦିର, ରାୟଗଡ଼ବ୍ୟାଙ୍କ🡆 More