ମହାଦେବ ଆୟାର ଗଣପତି: ଇଞ୍ଜିନିୟର

ମହାଦେବ ଆୟାର ଗଣପତି (୧୯୦୩–୧୯୭୬) ଜଣେ ଇଞ୍ଜିନିୟର ଓ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ଥିଲେ । ରାଉରକେଲା ଷ୍ଟିଲ ପ୍ଲାଣ୍ଟ, ମୂମ୍ବାଇର ଚର୍ଚ୍ଚଗେଟ ରେଳ ଷ୍ଟେସନ ଏବଂ ଚିତ୍ତରଞ୍ଜନ ରେଳ ଇଞ୍ଜିନ କାରଖାନା ଭଳି ଅନୁଷ୍ଠାନ ତାଙ୍କରି ନେତୃତ୍ୱରେ ତିଆରି ହୋଇପାରିଛି । ପଦ୍ମ ପୁରସ୍କାର ପ୍ରଚଳନର ପ୍ରଥମ ବର୍ଷରେ ହିଁ ଭାରତ ସରକାର ତାଙ୍କୁ ପଦ୍ମ ଭୂଷଣ ପୁରସ୍କାର ପ୍ରଦାନ କରିଥିଲେ । ୧୯୭୩-୭୪ ବର୍ଷରେ ସେ ଇନଷ୍ଟିଚିଉଟ ଅଫ୍ ଇଞ୍ଜିନିୟରସର ଅଧ୍ୟକ୍ଷ ଭାବରେ କାର୍ଯ୍ୟ କରିଥିଲେ ।

ମହାଦେବ ଆୟାରଙ୍କଦ୍ୱାରା କରାଯାଇଥିବା ମୁଖ୍ୟ କାମ :

  • ରାଉରକେଲା ଷ୍ଟିଲ ପ୍ଲାଣ୍ଟ
  • କାଣ୍ଡଲା ବନ୍ଦର
  • ବାରଣାସୀର ମାଲବ୍ୟ ସେତୁ
  • ଚିତ୍ତରଞ୍ଜନ ରେଳ ଇଞ୍ଜିନ କାରଖାନା,
  • ପେରମ୍ବୁର ରେଳ ଡବା କାରଖାନା
  • କଲିକତାର ବିବେକାନନ୍ଦ ସେତୁ
  • ଚର୍ଚ୍ଚଗେଟ ରେଳ ଷ୍ଟେସନ ଓ ପଶ୍ଚିମ ରେଳବାୟିର ଅନ୍ୟାନ୍ୟ କାମ

ସମ୍ମାନ ଓ ପୁରସ୍କାର

  • ରାଓ ବାହାଦୂର, ୧୯୪୬
  • ରେଲୱେ ବୋର୍ଡ ସ୍ୱର୍ଣ୍ଣ ପଦକ, ୧୯୫୦.
  • ଇନଷ୍ଟିଚିଉଟ ଅଫ୍ ଇଞ୍ଜିନିୟରସ ତରଫରୁ ଭାଇସରାୟ ସମ୍ମାନ, ୧୯୫୩.
  • ପଦ୍ମଭୂଷଣ (୧୯୫୪)

ଆଧାର


Tags:

🔥 Trending searches on Wiki ଓଡ଼ିଆ:

ଶାରଳା ପୁରସ୍କାରଭୂତାଣୁଆର୍ସେନିକଉତ୍କଳ ଦିବସବାଘସାହାରୁଖ ଖାଁଓଡ଼ିଶାର ନେତାମାନଙ୍କର ତାଲିକା୨୧ ଅପ୍ରେଲହିନ୍ଦୁ ସମୟ ଗଣନାଡାଇନୋସରଅଂଶୁଘାତମୟୂରଭଞ୍ଜ ଜିଲ୍ଲାଗଙ୍ଗାଧର ମେହେରଦେବସ୍ନାନ ପୂର୍ଣ୍ଣିମାତାଜମହଲକନକ ମଞ୍ଜରୀ ମହାପାତ୍ରଉପେନ୍ଦ୍ର ଭଞ୍ଜମିଖାଇଲ ଗୋର୍ବାଚୋଭଭାରତୀୟ ମହିଳାମଣିପୁରବୁଦ୍ଧ ପୂର୍ଣ୍ଣିମାଭାରତ ରତ୍ନଫଣୀଶ୍ୱର ନାଥ 'ରେଣୁ'ଦିବ୍ୟସିଂହ ଦେବମଧୁସୂଦନଆଫଗାନିସ୍ତାନନବଯୌବନ ବେଶଓଡ଼ିଆ ଭାଷା ଆନ୍ଦୋଳନନିତ୍ୟାନନ୍ଦ ମହାପାତ୍ରସବ୍ୟସାଚୀ ଚୌଧୁରୀଭାରତର ନଦୀ ସମୂହର ତାଲିକାକଦଳୀଶ୍ରୀମନ୍ଦିରର ଷୋଡ଼ଶ ମଣ୍ଡପଆମ୍ବ ମୁରବାବୌଦ୍ଧ ଧର୍ମଭାରତର ରାଷ୍ଟ୍ରପତିଜ୍ଞାନପୀଠ ପୁରସ୍କାରବ୍ୟାସଦେବଖାରବେଳଇନ୍ଦିରା ଗାନ୍ଧୀରମାଦେବୀ ଚୌଧୁରୀଲକ୍ଷ୍ମଣ ନାୟକପ୍ରେମଓଡ଼ିଶାର ସଂସ୍କୃତିଏଞ୍ଜେଲା ମେର୍କେଲ୍ଝଙ୍କାର (ପତ୍ରିକା)ଗୋଦାବରୀଶ ମହାପାତ୍ରକାର୍ତ୍ତିକଚନ୍ଦ୍ର ରଥଲାଉଡଙ୍କିଆ ସାପକେଳୁଚରଣ ମହାପାତ୍ରଫୈଜାବାଦଦୂତୀବାହନ ଓଷାସ୍ୱର ବର୍ଣ୍ଣଓଡ଼ିଆ ଭାଷାଜୁଆଙ୍ଗ ଜନଜାତିବିନୋଦ ଚନ୍ଦ୍ର ନାୟକବରଗଡ଼ ଜିଲ୍ଲାଅଟିଜିମ୍‌ଲାଞ୍ଜିଆ ସଉରା ଜନଜାତିଗୋଲୋକ ବିହାରୀ ଧଳସୌଭାଗ୍ୟ କୁମାର ମିଶ୍ର🡆 More