ଫେସୋଟେରୋଡାଇନ

ଫେସୋଟେରୋଡାଇନ (ଇଂରାଜୀ ଭାଷାରେ Fesoterodine), ଅନ୍ୟମାନଙ୍କ ମଧ୍ୟରେ ଟୋଭିଆଜ୍ ଏକ ବେପାର ନାମ, ହେଉଛି ଏକ ଔଷଧ ଯାହାକି ଅତିସକ୍ରିୟ ମୂତ୍ରାଶୟ ସିଣ୍ଡ୍ରୋମ (OAB)ର ଲକ୍ଷଣମାନଙ୍କର ଚିକିତ୍ସା ପାଇଁ ବ୍ୟବହୃତ ହୁଏ । ଏପରି ସମସ୍ୟାରେ ବ୍ୟବହାର ପାଇଁ ଏହା ଦ୍ୱିତୀୟ ଧାଡ଼ିର ଏକ ଔଷଧ । ଏହା ପାଟିରେ ଦିଆଯାଏ ।

ଫେସୋଟେରୋଡାଇନ
ଫେସୋଟେରୋଡାଇନ
Space-filling model of the fesoterodine molecule
Clinical data
Trade namesToviaz, others
AHFS/Drugs.commonograph
MedlinePlusa609021
data
Pregnancy
category
  • US: N (Not classified yet)
Routes of
administration
By mouth
Legal status
Legal status
  • CA: ℞-only
  • US: ℞-only
  • EU: Rx-only
Pharmacokinetic data
Bioavailability52% (active metabolite)
Protein binding50% (active metabolite)
MetabolismLiver (CYP2D6- and 3A4-mediated)
Elimination half-life7–8 hours (active metabolite)
ExcretionKidney (70%) and fecal (7%)
Identifiers
IUPAC name
  • [2-[(1R)-3-(Di(propan-2-yl)amino)-1-phenylpropyl]-4-(hydroxymethyl)phenyl] 2-methylpropanoate
ECHA InfoCard100.184.854 Edit this at Wikidata
Chemical and physical data
FormulaC26H37NO3
Molar mass୪୧୧.୫୯ g·mol−1
3D model (JSmol)
SMILES
  • O=C(Oc1ccc(cc1[C@@H](c2ccccc2)CCN(C(C)C)C(C)C)CO)C(C)C
InChI
  • InChI=1S/C26H37NO3/c1-18(2)26(29)30-25-13-12-21(17-28)16-24(25)23(22-10-8-7-9-11-22)14-15-27(19(3)4)20(5)6/h7-13,16,18-20,23,28H,14-15,17H2,1-6H3/t23-/m1/s1 checkY
  • Key:DCCSDBARQIPTGU-HSZRJFAPSA-N checkY
  (verify)

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଶୁଖିଲା ପାଟି ଏବଂ କୋଷ୍ଠକାଠିନ୍ୟ ହୋଇପାରେ । ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ମୂତ୍ର ଧାରଣ, ଶୋଇବାରେ ଅସୁବିଧା ଏବଂ ମୁଣ୍ଡ ବୁଲାଇବା ଅନ୍ତର୍ଭୁକ୍ତ ହୋଇପାରେ । ଯକୃତ ଜନିତ ସମସ୍ୟା କିମ୍ବା ମ୍ୟାସ୍ଥେନିଆ ଗ୍ରାଭିସ୍ ଥିବା ଲୋକମାନଙ୍କଠାରେ ଏହା ଦେବାକୁ ସୁପାରିଶ କରାଯାଏ ନାହିଁ । ଏହା ଏକ ଆଣ୍ଟିମସ୍କାରିନିକ ଯାହା ଟୋଲଟେରୋଡିନ ପରି ସମାନ ରାସାୟନିକ ପଦାର୍ଥ ମାଧ୍ୟମରେ କାର୍ଯ୍ୟ କରେ ।

୨୦୦୭ ମସିହାରେ ୟୁରୋପରେ, ୨୦୦୮ରେ ଆମେରିକାରେ ଏବଂ ୨୦୧୨ରେ କାନାଡ଼ାରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଫେସୋଟେରୋଡାଇନ ଅନୁମୋଦିତ ହୋଇଥିଲା । ଯୁକ୍ତରାଷ୍ଟ୍ରରେ ୨୦୦୧ ସୁଦ୍ଧା ଏହାର ଚିକିତ୍ସା ପିଛା ମାସକୁ ପ୍ରାୟ ୩୧୦ ଡଲାର ଖର୍ଚ୍ଚ ହୋଇଥାଏ । ଯୁକ୍ତରାଜ୍ୟରେ ଏହି ରାଶିର ମୂଲ୍ୟ ପ୍ରାୟ ୨୬ ପାଉଣ୍ଡ ।

ଆଧାର

Tags:

ଅତିସକ୍ରିୟ ମୂତ୍ରାଶୟଇଂରାଜୀ ଭାଷା

🔥 Trending searches on Wiki ଓଡ଼ିଆ:

କୋଣାର୍କ ସୂର୍ଯ୍ୟ ମନ୍ଦିର୧୯୬୭ଗୌତମ ବୁଦ୍ଧବଳଦେବଜୀଉ ମନ୍ଦିର୧୯୬୮ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର୫ ଅକ୍ଟୋବର୧୩୮୫ଓଡ଼ିଆ ଭାଷା ଆନ୍ଦୋଳନସାଧାରଣତନ୍ତ୍ର ଦିବସ (ଭାରତ)ରାମକୃଷ୍ଣ ପରମହଂସମହାପ୍ରସାଦତନ୍ଦୁର୍ହରେ କୃଷ୍ଣ୧୯୧୪ଅନ୍ତରଙ୍ଗ ସମ୍ପର୍କକେନ୍ଦ୍ରାପଡ଼ାକାଳୀଚରଣ ପଟ୍ଟନାୟକଗୋପାଳବଲ୍ଲଭ ଦାସସଉରା ଜନ‌ଜାତିଗୋବିନ୍ଦ ତ୍ରିପାଠୀଅଭିମନ୍ୟୁ ସାମନ୍ତସିଂହାରରାମଚନ୍ଦ୍ର ବେହେରାଦୁର୍ଗାମାଧବ ମିଶ୍ରସୂର୍ଯ୍ୟ ଦେବତାଆଣ୍ଟିରିଅର କ୍ରୁସିଏଟ ଲିଗାମେଣ୍ଟ ଇଞ୍ଜ୍ୟୁରିରଣା ସାପଛ ମାଣ ଆଠ ଗୁଣ୍ଠବିଶାଖା ଏବଂ ଅନ୍ୟମାନେ ବନାମ ରାଜସ୍ଥାନ ସରକାରକଣ୍ଡୋମଫୁଲଲିଓନଓଡ଼ିଶାର ଅନୁସୂଚିତ ଜନଜାତି ତାଲିକାଶ୍ରୀନିବାସ ଉଦ୍‌ଗାତାସୁଭାଷ ଚନ୍ଦ୍ର ବୋଷତାରାତାରିଣୀ ମନ୍ଦିରରଥଯାତ୍ରାଓଡ଼ିଆକଳାପାହାଡ଼ସାନ୍ତାଳ ଜନଜାତିବିଜୟ ମିଶ୍ରପଞ୍ଚତୀର୍ଥ, ପୁରୀସମାଜ (ଖବରକାଗଜ)ବକ୍ସି ଜଗବନ୍ଧୁwiki.phtmlଚିକିତ୍ସା ବିଜ୍ଞାନନୀଳଶୈଳ (ଉପନ୍ୟାସ)ଇନ୍ଦିରା ଗାନ୍ଧୀସଂଯୁକ୍ତା ରାଉତଗଙ୍ଗାଧର ମେହେରଭୂମିକମ୍ପବୈଦେହୀଶ ବିଳାସଶକ୍ତିରାଣୀ ଲକ୍ଷ୍ମୀବାଈ୧୯୬୯ଅମ୍ଳଜାନପଟ୍ଟଚିତ୍ରମାଦଳା ପାଞ୍ଜିକାର୍ତ୍ତିକ ଚନ୍ଦ୍ର ରଥ୮ ଜୁନଯନ୍ତ୍ରଣାଲକ୍ଷ୍ମୀପ୍ରିୟା ଆଚାର୍ଯ୍ୟକେରଳସି (ପ୍ରୋଗ୍ରାମିଂ ଭାଷା)ଶାସ୍ତ୍ରୀୟ ଓଡ଼ିଆ ଭାଷା ଦିବସହରପ୍ପା ସଭ୍ୟତାକୃଷ୍ଣଦଧି ନାଟଅର୍ଚ୍ଚନା (କବିତା ସଙ୍କଳନ)ଗୁରୁ ପ୍ରସାଦ ମହାନ୍ତିଜୟନ୍ତୀ ରଥ🡆 More