ପୋଡୋଫାଇଲୋଟକ୍ସିନ

ପୋଡୋଫାଇଲୋଟକ୍ସିନ ( ପିପିଟି ), ଯାହାକୁ ପୋଡୋଫାଇଲକ୍ସ ମଧ୍ୟ କୁହାଯାଏ, ଏହା ଏକ ଔଷଧ ଯାହା ଯୌନାଙ୍ଗ ଭାତୁଡ଼ି ଏବଂ ମୋଲୁସ୍କମ କୋଣ୍ଟାଜିଓସମ ରୋଗମାନଙ୍କର ଚିକିତ୍ସା ପାଇଁ ବ୍ୟବହୃତ ହୁଏ । ବାହ୍ୟ ୱାର୍ଟ ବିନା ପାପିଲୋମା ଭୂତାଣୁ ସଂକ୍ରମଣ ପାଇଁ ଏହି ଔଷଧ ଦେବାକୁ ସୁପାରିଶ କରାଯାଏ ନାହିଁ । ଏହା ସ୍ୱାସ୍ଥ୍ୟ ସେବା ପ୍ରଦାନକାରୀ କିମ୍ବା ରୋଗୀ ନିଜେ ପ୍ରଭାବିତ ଚର୍ମରେ ପ୍ରୟୋଗ କରନ୍ତି ।

ପୋଡୋଫାଇଲୋଟକ୍ସିନ
ପୋଡୋଫାଇଲୋଟକ୍ସିନ
Clinical data
Trade namesCondylox, Warticon, Wartec, others
SynonymsPodofilox, (5R,5aR,8aR,9R)-9-hydroxy-5-(3,4,5-trimethoxyphenyl)-5,8,8a,9-tetrahydrofuro[3',4':6,7]naphtho[2,3-d][1,3]dioxol-6(5aH)-one
AHFS/Drugs.commonograph
MedlinePlusa684055
Pregnancy
category
  • C
Pharmacokinetic data
Elimination half-life1.0 to 4.5 hours.
Identifiers
IUPAC name
  • (10R,11R,15R,16R)-16-hydroxy-10-(3,4,5-trimethoxyphenyl)-4,6,13-trioxatetracyclo[7.7.0.03,7.011,15]hexadeca-1,3(7),8-trien-12-one
ECHA InfoCard100.007.502 Edit this at Wikidata
Chemical and physical data
FormulaC22H22O8
Molar mass୪୧୪.୪୧ g·mol−1
3D model (JSmol)
Melting point183.3 to 184 °C (361.9 to 363.2 °F)
SMILES
  • COc1cc(cc(c1OC)OC)[C@@H]2c3cc4c(cc3[C@@H]([C@@H]5[C@@H]2C(=O)OC5)O)OCO4
InChI
  • InChI=1S/C22H22O8/c1-25-16-4-10(5-17(26-2)21(16)27-3)18-11-6-14-15(30-9-29-14)7-12(11)20(23)13-8-28-22(24)19(13)18/h4-7,13,18-20,23H,8-9H2,1-3H3/t13-,18+,19-,20-/m0/s1 checkY
  • Key:YJGVMLPVUAXIQN-XVVDYKMHSA-N checkY
  (verify)

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ପ୍ରୟୋଗ ସ୍ଥାନରେ ଜ୍ୱାଳା, ଯନ୍ତ୍ରଣା ଏବଂ ଲାଲିମା ହୋଇପାରେ । ଏହା ପୋଡୋଫିଲମରୁ ବାହାର କରାଯାଇଥିବା ଏକ ଅଣ- ଆଲକାଲଏଡ୍ ଟକ୍ସିନ୍ ଲିଗନିନ । ପୋଡୋଫାଇଲମ ରେଜିନ ଭାବରେ ଜଣାଶୁଣା ଏକ କମ ବିଶୋଧିତ ଦ୍ରବ୍ୟ ମଧ୍ୟ ଉପଲବ୍ଧ, କିନ୍ତୁ ଏହାର ଅଧିକ ପାର୍ଶ୍ୱ ପ୍ରତିକ୍ରିୟା ଅଛି ।

ପୋଡୋଫାଇଲୋଟକ୍ସିନ ପ୍ରଥମେ ୧୮୮୦ ମସିହାରେ ପୃଥକ କରାଯାଇଥିଲା । ୧୯୯୦ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଏହା ଅନୁମୋଦିତ ହୋଇଥିଲା। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ପୋଡୋଫାଇଲମ ରେଜିନ ବଦଳର ଏହାର ନାମ ଲିପିବଦ୍ଧ ଅଛି । ଯୁକ୍ତରାଷ୍ଟ୍ରରେ ୩.୫ ମିଲିର ଏକ ବୋତଲର ମୂଲ୍ୟ ୨୦୨୧ ସୁଦ୍ଧା ପ୍ରାୟ ୩୦ ଡଲାର ଥିଲା । ଏହା ଅନ୍ୟମାନଙ୍କ ମଧ୍ୟରେ କଣ୍ଡିଲାଇନ ଏବଂ ୱାର୍ଟିକନ ବ୍ରାଣ୍ଡ ନାମରେ ବିକ୍ରି ହୁଏ |

ଆଧାର

Tags:

ପାପିଲୋମାଭୁତାଣୁ ସଂକ୍ରମଣମୋଲୁସ୍କମ କୋଣ୍ଟାଜିଓସମଯୌନାଙ୍ଗ ଭାତୁଡ଼ି

🔥 Trending searches on Wiki ଓଡ଼ିଆ:

କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବସ୍ୱର ବର୍ଣ୍ଣମାଳଦ୍ଵୀପସୋମନାଥଦେବାଶିଷ ପାଣିଗ୍ରାହୀଓଡ଼ିଆ ଉଇକିପିଡ଼ିଆମିଥୁନ (ରାଶି)ପୌଷ ପୂର୍ଣ୍ଣିମାନୀଳକଣ୍ଠ ଦାସକିଶୋରୀ ଚରଣ ଦାସଜୈନ ଧର୍ମକୋଣାର୍କ୧୯୬୭ହନୁମାନ ଜୟନ୍ତୀବନ୍ଦେ ଉତ୍କଳ ଜନନୀକମ୍ପ୍ୟୁଟର ବିଜ୍ଞାନଓଡ଼ିଶାର କଳାପାଟଦେଇବ୍ୟକ୍ତିଗତ ଅର୍ଥବ୍ୟବସ୍ଥାପଣା ସଂକ୍ରାନ୍ତିବୈକୁଣ୍ଠନାଥ ପଟ୍ଟନାୟକଇନ୍ଦ୍ରଆଣ୍ଟର୍କଟିକାବର୍ଷାରାମଚିନ୍ତାମଣି ମହାନ୍ତିଜଗନ୍ନାଥ ଦାସଦୀପକ ମିଶ୍ର୧୯୮୦ଶ୍ରାଦ୍ଧସୋଫୋସବୁଭିର/ଭେଲପାଟାସଭିରକଳ୍ପନା କୁମାରୀ ଦେବୀଦୁର୍ଗାମାଧବ ମିଶ୍ରବଳଦେବଜୀଉ ମନ୍ଦିରଜଗନ୍ନାଥ ମନ୍ଦିରସୂର୍ଯ୍ୟସମାଜ (ଖବରକାଗଜ)ଆହମ୍ମଦୀୟଓଡ଼ିଶାର ଦଶହରାଜଳ ପ୍ରଦୂଷଣହିମାଳୟଔଷଧୀୟ ଗଛଲତାମାନଙ୍କର ତାଲିକାଲଳିତା (୧୯୪୯ର ସିନେମା)ରଜାବଖରି,ଦଶ ବିଦ୍ୟା ମହଲ,ଧର୍ମପଦଗୋବିନ୍ଦ ତ୍ରିପାଠୀଲାଲ କିଲ୍ଲାତନ୍ଦୁର୍ଖାରବେଳଉମେଶଚନ୍ଦ୍ର ସରକାରକୁମ୍ଭ (ରାଶି)ଭୀମା ଭୂଇଁଆତୁର୍କୀଜୟୀରାମ ସାମଲଗୌତମ ବୁଦ୍ଧହଳଦୀ୫ ଡିସେମ୍ବରଅକ୍ଷୟ ତୃତୀୟାଗୋପାଳ ଚନ୍ଦ୍ର ପ୍ରହରାଜଓଡ଼ିଶାର ଜିଲ୍ଲାମାନଙ୍କର ତାଲିକାଓଡ଼ିଶାର ଦୋଳଯାତ୍ରାନେଲସନ ମଣ୍ଡେଲାବୈଦେହୀଶ ବିଳାସସୁସ୍ମିତା ରଥବ୍ୟଞ୍ଜନ ବର୍ଣ୍ଣପଟ୍ଟଚିତ୍ର🡆 More