ନିଉରାଲ ମେସିନ ଟ୍ରାନ୍ସଲେସନ

ନିଉରାଲ ମେସିନ ଟ୍ରାନ୍ସଲେସନ ହେଉଛି ମେସିନ_ଟ୍ରାନ୍ସଲେସନର ଏକ ଉପାୟ, ଯାହା ଏକ artificial neural network ବ୳ବହାର କରି ଶବ୍ଦକ୍ରମର ସମ୍ଭାବନା ନିରୂପଣ କରେ , ପ୍ରାୟତଃ ସମ୍ପୂର୍ଣ୍ଣ ବାକ୳କୁ ଏକ ସଂଗଠିତ ରୂପରେ ସଜାଡ଼େ ।


ଗୁଣାବଳୀ

ନିଉରାଲ ଟ୍ରାନ୍ସଲେସନ ମଡେଲ ସବୁ ପାରମ୍ପାରିକ ଷ୍ଟାଟିଷ୍ଟିକାଲ ମେସିନ ଟ୍ରାନ୍ସଲେସନ (statistical machine translation) ମଡେଲଠାରୁ ବହୁତ କମ ମେମୋରି  ଆବଶ୍ୟକ କରନ୍ତି । ପାରମ୍ପାରିକ ଅନୁବାଦ ବ୳ବସ୍ଥାମାନଙ୍କଠାରୁ ଅଲଗା ଭାବରେ, ଅନୁବାଦର ମାନ ବୃଦ୍ଧି ପାଇଁ  ନିଉରାଲ ଟ୍ରାନ୍ସଲେସନ ମଡେଲର ସମସ୍ତ ଭାଗ ସବୁକୁ ଏକ ସହିତ ଶିକ୍ଷା ଦିଆଯାଏ।

ଇତିହାସ

୧୯୯୦ରେ ଡିପ୍ ଲର୍ଣିଂର ପ୍ରୟୋଗ ସବୁ ପ୍ରଥମେ କଥା ଚିହ୍ନିବା( ସ୍ପୀଚ ରେକଗନିସନ) ରେ  କରା ଯାଇଥିଲା। ନିଉରାଲ ନେଟୱର୍କ ବ୍ୟବହାରର  ପ୍ରଥମ ବୈଜ୍ଞାନିକ ଲେଖା ୨୦୧୪ରେ ବାହାରିଲା , ତା ପର କିଛି ବର୍ଷ ଭିତରେ ବହୁତ ଉନ୍ନତି ହେଲା . ୨୦୧୫ରେ ଗୋଟିଏ  ଯନ୍ତ୍ର  ଅନୁବାଦ ପ୍ରତିଯୋଗିତାରେ  ନିଉରାଲ ମେସିନ ଟ୍ରାନ୍ସଲେସନ ବ୍ୟବସ୍ଥା ପ୍ରଥମଥର ପାଇଁ ଜନସାଧାରଣ ଆଗକୁ ଆସିଲା (OpenMT'15) .

କାର୍ଯ୍ୟକାରିଣୀ

ଖଣ୍ଡ ବାକ୳ ଉପରେ ଆଧାରିତ, ଷ୍ଟାଟିଷ୍ଟିକାଲ ମେସିନ ଟ୍ରାନ୍ସଲେସନ ମାନଙ୍କରେ ପ୍ରୟୋଗ ହେଉଥିବା, ଉପଖଣ୍ଡ ବାହାରକରି,  ସେ ଉପଖଣ୍ଡମାନଙ୍କୁ ଅଲଗା ଇଂଜିନିୟରିଂ କରିବା ଉପାୟରୁ, NMT  ନୂଆ ।ଶବ୍ଦ ଓ ଅନ୍ତର୍ଗତ ଅବସ୍ଥା ("embeddings", "continuous space representations") ପାଇଁ ଭେକ୍ଟର ରୂପର ବ୳ବହାର କରିବା ହେଉଛି ନିଉରାଲ ମେସିନ ଟ୍ରାନ୍ସଲେସନର ନୂତନତା ଏ ମଡେଲର ସଜ୍ଜା ଖଣ୍ଡ ବାକ୳ ଉପରେ ଆଧାରିତ ମଡେଲମାନଙ୍କଠାରୁ ସହଜ . ଅଲଗା ଭାଷା ମଡେଲ , ଅନୁବାଦ ମଡେଲ , ଆଉଥରେ ସଜଉଥିବା ମଡେଲ ଭଳି ଅଲଗା ଅଲଗା ମଡେଲ ସବୁ ନଥାଇ ଗୋଟିଏ ସିକୁଏନ୍ସ (କ୍ରମ) ମଡେଲ ଅଛି ଯାହା ଥରକେ ଗୋଟିଏ ଶବ୍ଦକୁ ଅନୁମାନ କରେ, ଯଦିଓ ଏ କ୍ରମର ଅନୁମାନ ପୁରା ଉତ୍ସ ବାକ୍ୟ ଓ ଲକ୍ଷ ବାକ୍ୟ ମାନଙ୍କୁ ନେଇ ତିଆରି ହୁଏ । ନିଉରାଲ ମେସିନ ଟ୍ରାନ୍ସଲେସନର ମଡେଲମାନେ deep learning ଓ representation learning ବ୍ୟବହାରର କରନ୍ତି ।

ଏ ଶବ୍ଦ କ୍ରମ ମଡେଲ ତିଆରି ପ୍ରଥମେ  ପ୍ରାୟତଃ ଏକ recurrent neural network (RNN) ବ୳ବହାର କରି କରାଯାଉଥିଲା । ଏ neural network ଦ୍ୱାରା  ଏକ ଉତ୍ସ ଭାଷାର(ସୋର୍ସ ଲାଙ୍ଗୁଏଜ) ବାକ୍ୟକୁ ଏନକୋଡ଼ିଙ୍ଗ କରିବା ପାଇଁ  ଏନକୋଡର ନାମରେ ଏକ ଦୋମୁହାଁ RNN ବ୍ୟବହାର ହୁଏ , ଡିକୋଡର ନାମରେ ଥିବା ଦ୍ୱିତୀୟ RNN,  (ଟାର୍ଗେଟ ଲାଙ୍ଗୁଏଜ) ଲକ୍ଷ ଭାଷାରେ ଶବ୍ଦ ସବୁ ଅନୁମାନ କରିବା ପାଇଁ ବ୳ବହାର ହୁଏ ।

Convolutional Neural Networks (Convnets) ସବୁ ଲମ୍ବା କ୍ରମସବୁ ପାଇଁ ପ୍ରାୟତଃ ଭଲ, କିନ୍ତୁ  ପ୍ରଥମେ କିଛି ଦୁର୍ବଳତା ପାଇଁ ବ୍ୟବହାର କରାଯାଉନଥିଲା । ଅନେକ ଦୁର୍ବଳତା ୨୦୧୭ରେ ଧ୳୲ନ( "attention") ଉପରେ ଆଧାରିତ ଉପାୟମାନଙ୍କ ବ୳ବହାରଦ୍ୱାରା ଦୂର ହୋଇଛି ।ଅତି ଅଧିକା ଅନୁବାଦ ବା ଅତି କାମ ଅନୁବାଦ ଭଳି ସମସ୳୲ ତିଆରି କରୁଥିବା  ଅଲାଇନମେଣ୍ଟ ଇନ୍ଫୋରମେସନକୁ ବାଦ କରିବା ଭଳି ଆହୁରି କଭରେଜ ମଡେଲ ସବୁ ଅଛି ପାରମ୍ପରିକ ଧ୳୲ନ ଉପାୟରେ ଥିବା ସମସ୳୲ ସମାଧାନ କରିବାପାଇଁ । .

ବ୳ବହାର

୨୦୧୭ ସୁଦ୍ଧା , ପ୍ରାୟ ସବୁ ଭଲ ଯନ୍ତ୍ରାନୁବାଦ ବ୍ୟବସ୍ଥା କୃତ୍ରିମ ସ୍ନାୟୁ ଜାଲ ବ୍ୟବହାର କରୁଥିଲେ। ଏବେ Google, Google, Microsoft, IBM,Yandex and PROMT ଅନୁବାଦ ସେବା ସବୁ NMT ବ୍ୟବହାର କରୁଛନ୍ତି । Google ଆଗର ଷ୍ଟାଟିଷ୍ଟିକାଲ ମେସିନ ଟ୍ରାନ୍ସଲେସନ ଉପାୟ ସବୁ ଛାଡି ତାର ନିଜର Google Neural Machine Translation (GNMT) ବ୍ୟବହାର କରୁଛି । Microsoft  ବକ୍ତବ୍ୟ ଅନୁବାଦ ସବୁରେ (including Microsoft Translator live and Skype Translator) ସମାନ ପ୍ରକାରର ଟେକ୍ନୋଲୋଜି ବ୍ୟବହାର କରୁଛି . Harvard NLP group ମଧ୍ୟ  OpenNMT ନାମରେ ,ଏକ open source ନିଉରାଲ ମେସିନ ଟ୍ରାନ୍ସଲେସନ ବ୍ୟବସ୍ଥା ତିଆରି କରିଛି ।

ପ୍ରାକୃତିକ ଭାଷା ବାହାରେ ମଧ୍ୟ NMT ଟେକ୍ନୋଲୋଜି ବ୍ୟବହାର ହୋଇପାରିବ। ଦେଖାଯାଇଛି ଯେ NMT  କମ୍ପ୍ୟୁଟର ପ୍ରୋଗ୍ରାମର ସୋର୍ସ କୋଡ଼ରେ ମଧ୍ୟ ବ୍ୟବହାର ହୋଇ ପାରିବ  । ସୋର୍ସ କୋଡ଼କୁ ଠିକରେ ଏନକୋଡ଼ିଙ୍ଗ କରି,  SequenceR automatic bug fixing system (ସ୍ୱୟଂଚଳିତ ଭୁଲ ଠିକ କରିବା ବ୍ୟବସ୍ଥା) ପୂର୍ବ କୋଡ଼କୁ ଦେଖି , ଏକ ଧାଡ଼ିଆ କୋଡ଼ ଲେଖି ଠିକ କରିପାରୁଛି।


ଆଧାର













Tags:

ନିଉରାଲ ମେସିନ ଟ୍ରାନ୍ସଲେସନ ଗୁଣାବଳୀନିଉରାଲ ମେସିନ ଟ୍ରାନ୍ସଲେସନ ଇତିହାସନିଉରାଲ ମେସିନ ଟ୍ରାନ୍ସଲେସନ କାର୍ଯ୍ୟକାରିଣୀନିଉରାଲ ମେସିନ ଟ୍ରାନ୍ସଲେସନ ବ୳ବହାରନିଉରାଲ ମେସିନ ଟ୍ରାନ୍ସଲେସନ ଆଧାରନିଉରାଲ ମେସିନ ଟ୍ରାନ୍ସଲେସନଆର୍ଟିଫିସିଆଲ ନ୍ୟୁରାଲ ନେଟୱର୍କମେସିନ ଟ୍ରାନ୍ସଲେସନ

🔥 Trending searches on Wiki ଓଡ଼ିଆ:

ପାପୁଆ ନିଉ ଗିନିଚିତ୍ତରଞ୍ଜନ ତ୍ରିପାଠୀରାଧାନାଥ ରଥବିଜୁ ଜନତା ଦଳସୁଇଜରଲ୍ୟାଣ୍ଡହରେକୃଷ୍ଣ ମହତାବଗୋପାଳ ଛୋଟରାୟରାଜନୀତି ବିଜ୍ଞାନଅଚ୍ୟୁତାନନ୍ଦ ଦାସହୃଷୀକେଶ ମଲ୍ଲିକହନୁମାନ ବାଟିକାରାମକୃଷ୍ଣ ପରମହଂସଜନ୍ମ ନିରୋଧଲିଙ୍ଗରାଜ ମନ୍ଦିରତାଳଧ୍ୱଜଜମ୍ମୁ ତୱି ରେଳ ଷ୍ଟେସନପ୍ରହ୍ଲାଦ ନାଟକଭାରତର ସଂସ୍କୃତିରକ୍ତଓପନ-ସୋର୍ସ ସଫ୍ଟୱେରପରୀକ୍ଷାରାମାବତାରମ୍ଆଲେକ୍‌ଜାଣ୍ଡର ଫ୍ଲେମିଙ୍ଗଆମ୍ବଜହ୍ନହାଡ଼ଫୁଟିବସନ୍ତ କୁମାର ଶତପଥୀଓଡ଼ିଆ କଥାଚିତ୍ର ଜଗତଯୁକ୍ତରାଜ୍ୟଅସହଯୋଗ ଆନ୍ଦୋଳନମହୁବିଶ୍ୱ ମ୍ୟାଲେରିଆ ଦିବସଲକ୍ଷ୍ମୀନାରାୟଣ ସାହୁଓଡ଼ିଆ ସାହିତ୍ୟର ଇତିହାସସାଇକେଲଫେବୃଆରୀ ୨୯ବୌଦ୍ଧ ଧର୍ମଓଡ଼ିଆ ରାନ୍ଧଣାଭ୍ୟାକୁମ୍ କ୍ଲିନର୍ଅନନ୍ତ ବାସୁଦେବ ମନ୍ଦିରରାମାୟଣବିରାଟ କୋହଲୀରାଉରକେଲାମହିଳାଙ୍କ ସୁରକ୍ଷା ନିମନ୍ତେ ଭାରତରେ ଥିବା ଆଇନ ତାଲିକାଶ୍ରବଣ ( ରାମାୟଣ ର ଚରିତ୍ର )wiki.phtmlହେମନ୍ତ କୁମାର ଦାସପଞ୍ଚସଖାଉଇକିଅଭିଧାନଜ୍ୟୋତିର୍ଲିଙ୍ଗଟିଣକୁତାମ ଚଣ୍ଡୀ ମନ୍ଦିରଗଣନ ସଂଖ୍ୟାରାସେଶ୍ୱରୀ ପାଣିଗ୍ରାହୀବ୍ରାଉଜରଦଶାବତାରନେଲସନ ମଣ୍ଡେଲାରାମନମିତା ଅଗ୍ରୱାଲଓଡ଼ିଶାରବର୍ଟ ହିଲ୍ପାରମିତା ଶତପଥୀପର୍ଫେନାଜାଇନଗୁଣୁପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ପ୍ରସନ୍ନ କୁମାର ପଣ୍ଡାପ୍ରଗତିବାଦୀ🡆 More