ନଡ଼ିଆ ଧର୍ମ

ନଡ଼ିଆ ଧର୍ମ (ଇଂରାଜୀ: କୋକୋନଟ ରିଲିଜିଅନ, ଭିଏତନାମ ଭାଷା:Tinh Do Cu Si) ଦକ୍ଷିଣ ଭିଏତନାମର କୋକୋନଟ କିଙ୍ଗଡମରେ ପ୍ରଚଳିତ ଏକ ଦେଶଜ ଓ ଏକ ଅଧୁନା-ବିରତ ଧର୍ମ । ଏହା ୧୯୬୩ରେ ପ୍ରତିଷ୍ଠିତ ହୋଇଥିଲା । ଏହି ଧର୍ମ ପ୍ରଧାନତଃ ବୁଦ୍ଧବାଦ ଓ ଖ୍ରୀଷ୍ଠିଆନ ବିଶ୍ୱାସକୁ ନେଇ ତିଆରି ହୋଇଥିଲା । ଏଥିରେ ପ୍ରତିଷ୍ଠାତା ଓ ଭିଏତନାମୀ ବିଦ୍ୱାନ ନୁଏନ ଥାନହ ନାମଙ୍କ ଚିନ୍ତାଧାରା ମଧ୍ୟ ମିଶିଥିଲା । ଏହି ଧର୍ମଧାରାଟି ୧୯୭୫ ମସିହାରେ ଭିଏତନାମୀ କର୍ତ୍ତୃପକ୍ଷଙ୍କ ଦ୍ୱାରା ଧୂଳିସାତ ହୋଇଥିଲା । ଶୀର୍ଷରେ ଥିବା ବେଳେ ଏଥିରେ ପାଖାପାଖି ୪୦୦୦ ଧର୍ମାବଲମ୍ବୀ ଥିଲେ ।

ନଡ଼ିଆ ଧର୍ମ
୧୯୬୯ରେ ଫଟୋ ଉଠାଯାଇଥିବା ନଡ଼ିଆ ଧର୍ମର ଭାସମାନ ପାଗୋଡ଼ା ।

ଅନୁଶୀଳନ

ନଡ଼ିଆ ଧର୍ମ କେବଳ ନଡ଼ିଆ ଖାଇବା ଓ ନଡ଼ିଆ ରସ ପିଇବା ସପକ୍ଷରେ ଯୁକ୍ତିବାଢ଼ିଥାଏ । ଏହି ଧର୍ମଧାରାର ସାଧୁମାନେ ନଅଟି କନିଆଁ ଯାଏ ବିବାହ କରିବା ଅନୁମୋଦିତ ଥିଲା ।

ଆଧାର

Tags:

ଧର୍ମ

🔥 Trending searches on Wiki ଓଡ଼ିଆ:

ପ୍ରତୀକ୍ଷାମାଗୁଣିର ଶଗଡ଼ (କଥାଚିତ୍ର)ସତୀ ଅନୁସୂୟାକାହ୍ନୁଚରଣ ମହାନ୍ତିଲାଟିନ ଭାଷାଓଡ଼ିଶୀ ସଙ୍ଗୀତଆନ୍ଧ୍ର ପ୍ରଦେଶଅନନ୍ତ ପଟ୍ଟନାୟକସୁରେନ୍ଦ୍ର ମହାନ୍ତିଗର୍ଭାଶୟ ଅନ୍ତଃସ୍ତର କର୍କଟଇଂଲଣ୍ଡବୌଦ୍ଧ ଧର୍ମମହେନ୍ଦ୍ର ସିଂହ ଧୋନିଓଡ଼ିଶାର ଇତିହାସଅକ୍ଷୟ ତୃତୀୟାଯୌନ ସମ୍ଭୋଗପ୍ରଗତିବାଦୀପୁରୁଷୋତ୍ତମ ଦେବଛବିଳ ମଧୁ ବର୍ଣ୍ଣବୋଧବିଶ୍ୱନାଥ କରଭାରତୀୟ ଜନତା ପାର୍ଟିପରୀକ୍ଷାଭକ୍ତ ଚରଣ ଦାସ (ରାଜନେତା)ଗର୍ଭାବସ୍ଥାଧାମନଗର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଛାୟାପଥବନ୍ୟାସମୀର ରଞ୍ଜନ ଦାଶ୧୯୬୧ନୋବେଲ ପୁରସ୍କାରହେପାଟାଇଟିସରାଜେନ୍ଦ୍ର କିଶୋର ପଣ୍ଡାରେବତୀ (କ୍ଷୁଦ୍ରଗଳ୍ପ)ନେପଚୁନଜ୍ଞାନପୀଠ ପୁରସ୍କାରକାଗଜଭୂଗୋଳଜାଭା (ପ୍ରୋଗ୍ରାମିଂ ଭାଷା)ଖାସି ମାଂସ ତରକାରୀଫରିନା ଆଜାଦଶରତ କୁମାର ମହାନ୍ତିମାଲକାନଗିରି ଜିଲ୍ଲାପଞ୍ଚୁ ପାଣ୍ଡବ (ଓଡ଼ିଆ କଥାଚିତ୍ର)ଅଚ୍ୟୁତ ଗୋକୁଳ ନାୟକଦଶାବତାରସୋନପୁର ରାଜ୍ୟପ୍ରତାପରୁଦ୍ର ଦେବବୃହସ୍ପତିଆପେଣ୍ଡିସାଇଟିସଭାରତଦ୍ୱିତୀୟ ଭାସ୍କରଆଲେକ୍‌ଜାଣ୍ଡର ଫ୍ଲେମିଙ୍ଗଓଡ଼ିଶାର ଜିଲ୍ଲାମାନଙ୍କର ତାଲିକାଭୁବନେଶ୍ୱର ବେହେରାଚଇତି ଘୋଡ଼ା ନାଚପାରମିତା ଶତପଥୀପାରାଦୀପ ବନ୍ଦରକଖାରୁ ଫୁଲ ଭଜାମନମୋହନ ସାମଲଜଗନମୋହ‌ନ ଲାଲଓଡ଼ିଆ କାବ୍ୟ କବିତାଯାଜପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଇଣ୍ଟରନ୍ୟାସନାଲ ଷ୍ଟାଣ୍ଡାର୍ଡ଼ ବୁକ ନମ୍ବରଦାମୋଦର ରାଉତନୀଳକଣ୍ଠ ଦାସଚିକୁନ‌ଗୁନିଆକଳସା ଚଉତିଶାଅମାବାସ୍ୟାର ଚନ୍ଦ୍ର୫ ନଭେମ୍ବରଧରିତ୍ରୀଦ୍ଵାରକାଧୀଶ ମନ୍ଦିରଯଶୋବନ୍ତ ଦାସ🡆 More