ମାସ ତୁଳା

ସୌର ବର୍ଷର ସପ୍ତମ ମାସ ହେଉଛି ତୁଳା ମାସ । ଏହା ତୁଳା ସଂକ୍ରାନ୍ତିରୁ ଆରମ୍ଭ ହୋଇ ମାସାନ୍ତରେ ଶେଷ ହୁଏ ।

ଜ୍ୟୋତିଷୀୟ ପୃଷ୍ଠଭୂମି

ଜ୍ୟୋତିଷ ଗଣନାର ସୁବିଧା ପାଇଁ ପଣ୍ଡିତମାନେ କଳ୍ପନା କରିଅଛନ୍ତି ଯେ ସୂର୍ଯ୍ୟ ସମୁଦାୟ ଆକାଶ ବା ଖ-ଗୋଳରେ ଥାଇ ୧୨ ମାସରେ ପୃଥିବୀର ଚାରିଆଡ଼େ ପ୍ରଦକ୍ଷିଣ କରେ । ୩୦ ଡିଗ୍ରୀ ପରିମିତ ଏହି ପ୍ରତ୍ୟେକ କାଳ୍ପନିକ ଅଂଶ ଗୋଟିଏ ଗୋଟିଏ ରାଶି ନାମରେ ନାମିତ( ଅର୍ଥାତ୍ ମେଷ, ବୃଷ, ମିଥୁନ, କର୍କଟ, ସିଂହ, କନ୍ୟା, ତୁଳା ବିଛା, ଧନୁ, ମକର, କୁମ୍ଭ, ମୀନ) । ସୂର୍ଯ୍ୟ ଯେଉଁ ସମୟ ମଧ୍ୟରେ ଏହି ତୁଳା ରାଶିରେ ଅବସ୍ଥାନ କରେ ସେହି ସମୟ ତୁଳା ମାସ ନାମରେ ନାମିତ । ସାଧାରଣତଃ ଏହା ଇଂରାଜୀ ମାସ ଅକ୍ଟୋବରର ମଧ୍ୟ ଭାଗରୁ ଆରମ୍ଭ ହୋଇ ନଭେମ୍ବର ମାସର ମଧ୍ୟ ଭାଗରେ ଶେଷ ହୁଏ ‌। ହିନ୍ଦୁମାନଙ୍କର ଚାନ୍ଦ୍ରମାନ ମାସ ଆଶ୍ୱିନକାର୍ତ୍ତିକ ସହ ଏହା ସମ୍ବନ୍ଧିତ । ଏହିପରିଭାବେ ୧୨ଟି ରାଶି ନାମରେ ନାମିତ ୧୨ଟି ସୌରମାସ ଅଥବା ଏକ ସୌର ବର୍ଷର ପରିମାଣ ୩୬୫ ଦିନ । ମୂଖ୍ୟତଃ ଭାରତୀୟ ଶରତଋତୁରେ ପଡୁଥିବା ଏହି ସୌର ମାସରେ ଦୁର୍ଗାପୂଜା ଇତ୍ୟାଦି ହିନ୍ଦୁ ପର୍ବ ପର୍ବାଣି ପାଳିତ ହୁଏ ।

  • ଅଖିଳ ଭାରତୀୟ ନିରୟନ ସୌର କ୍ୟାଲେଣ୍ଡର ପଦ୍ଧତିରେ ସପ୍ତମ ସୌର ମାସ (କାର୍ତ୍ତିକ) ୧୬ ଅକ୍ଟୋବର- ୧୪ ନଭେମ୍ବର ।

ଅଧିକ ତଥ୍ୟ

ଆଧାର

Tags:

ସଂକ୍ରାନ୍ତି

🔥 Trending searches on Wiki ଓଡ଼ିଆ:

୨୪ ଅପ୍ରେଲଇଣ୍ଡିଆନ ପ୍ରିମିଅର ଲିଗଦେବଗଡ଼ ଜିଲ୍ଲାଭାରତୀୟ ସ୍ୱାଧୀନତା ଆନ୍ଦୋଳନଚରକଜୁନଫକୀର ମୋହନ ସେନାପତିକବିସୂର୍ଯ୍ୟ ବଳଦେବ ରଥକାଳିଚରଣ ପଟ୍ଟନାୟକକୋଣାର୍କ ସୂର୍ଯ୍ୟ ମନ୍ଦିରଲସିଉପନିଷଦଉତ୍କଳ ଦୀପିକାଇଣ୍ଟରନ୍ୟାସନାଲ ଷ୍ଟାଣ୍ଡାର୍ଡ଼ ବୁକ ନମ୍ବରଯାଜପୁର ଜିଲ୍ଲାରକ୍ତପ୍ରଗତିବାଦୀଅଗ୍ନ୍ୟାଶୟ ଅକ୍ଷମତାଫେବୃଆରୀତ୍ରିଭୁଜଯକୃତରାସେଶ୍ୱରୀ ପାଣିଗ୍ରାହୀ୧୭୪୬ଭୂମିକମ୍ପଓଡ଼ିଆ ଭାଷା ଆନ୍ଦୋଳନଶ୍ରାଦ୍ଧଆଶୁତୋଷ ପରିଡ଼ାବିରଳା ମନ୍ଦିର, ହାଇଦ୍ରାବାଦଗିରିଜା କୁମାର ବଳୀୟାରସିଂହ୨୦ ଅଗଷ୍ଟପ୍ରେମଭଗବତ ଗୀତାବି. ଆର. ଆମ୍ବେଦକରଓଡ଼ିଆ କାବ୍ୟ କବିତାଆସିକା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ସ୍ତନ୍ୟପାୟୀସଂକ୍ରାନ୍ତିଉଇକିପିଡ଼ିଆଭାରତୀୟ ସମ୍ବିଧାନଚିନ୍ତାମଣି ବେହେରାବୈକୁଣ୍ଠନାଥ ପଟ୍ଟନାୟକପ୍ରାଣକୃଷ୍ଣ ପରିଜାସରୋଜିନୀ ସାହୁଲିମାଗୁରୁ ପ୍ରସାଦ ମହାନ୍ତିଦେବସ୍ନାନ ପୂର୍ଣ୍ଣିମାଥାଲକୁଡ଼ିସୁଇଜରଲ୍ୟାଣ୍ଡଶେୟାର ବଜାର୨୭ ଜୁନଲକ୍ଷ୍ମୀଏଞ୍ଜେଲା ମେର୍କେଲ୍ବୈଶାଖଗୋଦାବରୀଶ ମିଶ୍ରଚିତ୍ତରଞ୍ଜନ ତ୍ରିପାଠୀଗୋପୀନାଥ ମହାନ୍ତିଜୟୀ ରାଜଗୁରୁଟ୍ରାଲୋକିନୁମାବଶବ୍ଦ (ପଦ)ଅଚ୍ୟୁତ ଗୋକୁଳ ନାୟକଉତ୍କଳ ସଙ୍ଗୀତ ମହାବିଦ୍ୟାଳୟମଙ୍ଗଳା ମନ୍ଦିରକାଳୀଚରଣ ପଟ୍ଟନାୟକଏମିସ ଲୋକଧାତୁଓଡ଼ିଶାର କଳାପୋଟଳ ରସା🡆 More