ଜୀବନ ସଙ୍ଗମ: ୧୯୮୪ର ଓଡ଼ିଆ କଥାଚିତ୍ର

ଜୀବନ ସଙ୍ଗମ, ୧୯୮୪ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଆରତୀ ମହନ୍ତ ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଏବଂ କାହାଣୀ ରଚନା କରିଥିଲେ । ପୂର୍ଣ୍ଣ ମଲ୍ଲିକ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ଜୀବନ ମହନ୍ତ ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।

ଜୀବନ ସଙ୍ଗମ
ନିର୍ଦ୍ଦେଶକଜୀବନ ମହନ୍ତ
ପ୍ରଯୋଜକଆରତୀ ମହନ୍ତ
ସଂଳାପପୂର୍ଣ୍ଣ ମଲ୍ଲିକ
ଚିତ୍ରନାଟ୍ୟଜୀବନ ମହନ୍ତ
କାହାଣୀଆରତୀ ମହନ୍ତ
କଳାକାରରାଜୁ ସଧଙ୍ଗୀ
ମାଳା ବୋଷ
ରାଧା ପଣ୍ଡା
ଶୁଭ୍ର ପତି
ଜୟୀରାମ ସାମଲ
ପ୍ରାଚୀ ଦାସ
ସଙ୍ଗୀତଶାନ୍ତନୁ ମହାପାତ୍ର
ସମ୍ପାଦକରବି ଶଙ୍କର ପଟ୍ଟନାୟକ
ମୁକ୍ତିଲାଭ ତାରିଖ
୨୯ ଜୁନ ୧୯୮୪
ଦେଶଜୀବନ ସଙ୍ଗମ: ଅଭିନୟ, କାହାଣୀ, ଗୀତ ଏବଂ ସଙ୍ଗୀତ ଭାରତ
ଭାଷାଓଡ଼ିଆ

ରାଜୁ ସଧଙ୍ଗୀ, ମାଳା ବୋଷ, ରାଧା ପଣ୍ଡା, ଶୁଭ୍ର ପତି, ଜୟୀରାମ ସାମଲ, ପ୍ରାଚୀ ଦାସ, ଭୋଳାନାଥ, ଜୀବନ ମହନ୍ତ, ଅସୀତ ପତି, ବିଜୟ ସିଂହ, ନଟ ସେନ, ବାଙ୍କୁ, ବାସନ୍ତି ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।

ଅଭିନୟ

  • ରାଜୁ ସଧଙ୍ଗୀ
  • ମାଳା ବୋଷ
  • ରାଧା ପଣ୍ଡା
  • ଶୁଭ୍ର ପତି
  • ଜୟୀରାମ ସାମଲ
  • ପ୍ରାଚୀ ଦାସ
  • ଭୋଳାନାଥ
  • ଜୀବନ ମହନ୍ତ
  • ଅସୀତ ପତି
  • ବିଜୟ ସିଂହ
  • ନଟ ସେନ
  • ବାଙ୍କୁ
  • ବାସନ୍ତି

କାହାଣୀ

ଗୀତ ଏବଂ ସଙ୍ଗୀତ

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଶାନ୍ତନୁ ମହାପାତ୍ରଗୁରୁକୃଷ୍ଣ ଗୋସ୍ୱାମୀ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । ଏସ୍ ଜାନକୀ, ଦେବାଶିଷ ମହାପାତ୍ର ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।

ଗୀତ

କ୍ରମଗୀତସମୟ

ଆଧାର

ବାହାର ଆଧାର

Tags:

ଜୀବନ ସଙ୍ଗମ ଅଭିନୟଜୀବନ ସଙ୍ଗମ କାହାଣୀଜୀବନ ସଙ୍ଗମ ଗୀତ ଏବଂ ସଙ୍ଗୀତଜୀବନ ସଙ୍ଗମ ଆଧାରଜୀବନ ସଙ୍ଗମ ବାହାର ଆଧାରଜୀବନ ସଙ୍ଗମ

🔥 Trending searches on Wiki ଓଡ଼ିଆ:

ନୃସିଂହଓଡ଼ିଆ ଭାଗବତଜିନା ସାମଲଗ୍ରହହେଲସିଙ୍କିହରେକୃଷ୍ଣ ମହତାବ୧୮୭୦କୁଞ୍ଜବିହାରୀ ଦାଶଆବୁଲ କଲାମ ଆଜାଦମିରା ଅଲଫାସାନୂଆ ଦିଲ୍ଲୀଆମାଜନ ନ‌ଦୀହୋମାଟ୍ରୋପିନଧନୁଯାତ୍ରାପରଝିଅ ଘର ଭାଙ୍ଗେନା୨୦୨୨ ଫିଫା ବିଶ୍ୱକପ୍ଗୋପୀନାଥ ମହାନ୍ତିଜୋଗ ଜଳପ୍ରପାତସ୍ୱିଡେନଆକ୍ରାହନୁମାନ ଚାଳିଶାମେଡ଼େଲିଭିଅମତାଇୱାନଯକ୍ଷ୍ମାଭାରତର ସଂସ୍କୃତିଥାଲାସେମିଆସିଲଡେନାଫିଲଗଞ୍ଜାମ ଜିଲ୍ଲାମନୋଜ ଦାସବିଷ୍ଣୁ ଚରଣ ସେଠୀବଳଭଦ୍ର ମାଝୀଶକୁନି (ମହାଭାରତ)ଗୁଗଲମାନବ ମସ୍ତିଷ୍କଗୋଲୋକ ବିହାରୀ ଧଳକନଫୁସିଅସବାଦଅନନ୍ତ ପଟ୍ଟନାୟକବ୍ୟାଙ୍କ୨୭ ମାର୍ଚ୍ଚଚୀନୀ କଲରାପତରିଆ ବାଘପିତ୍ତକୋଷବିଜୁ ଜନତା ଦଳଉତ୍କଳ ଦିବସଚୈତନ୍ୟକେଶବ କୋଇଲିକଳିଙ୍ଗ ଲିପିଋଷିଆଶବ୍ଦ (ପଦ)ଓଡ଼ିଶାର ମାପ ବ୍ୟବସ୍ଥାସିନ୍ଦୂରସଚିନ ତେନ୍ଦୁଲକରନହୁଷସୂର୍ଯ୍ୟ୧୮୭୫ବେଦନିତ୍ୟାନନ୍ଦ ମହାପାତ୍ରକିଶୋରୀ ଚରଣ ଦାସଅଲାରନାଥ ମନ୍ଦିରବିଲ୍ ଗେଟ୍ସ୍ଚେକ ରିପବ୍ଲିକପଖାଳମିଳିତ ଜାତିସଂଘମହିମା ଧର୍ମଶ୍ରୀରାଧା୧୫୮୧🡆 More