ପୁରାତନ ନମ୍ବର ଜାତୀୟ ରାଜପଥ ୮

ଜାତୀୟ ରାଜପଥ ୮ (NH-) ଏକ ଭାରତୀୟ ୪ ଲେନ ବିଶିଷ୍ଟ ଜାତୀୟ ରାଜପଥ ।ଏହା ଭାରତୀୟ ରାଜଧାନୀ ଦିଲ୍ଲୀରୁ ମୁମ୍ବାଇ ପର୍ଯ୍ୟନ୍ତ ଯାଇଛି ଓ ଏହା ଆକଳନ ହିସାବରେ ଉପମହାସେଶରେ ସବୁଠୁ ବ୍ୟସ୍ତ ରାଜପଥ । ଏହି ରାଜପଥରେ ଗୁରୁଗାଁ , ଜଯପୁର, ସୁରାଟ , ଆଜମେର , ଉଦୟପୁର , ଅହମଦାବାଦ , ବରୋଦା ପଡିଥାଏ । ଏହାର ପୂର୍ଣା ଦୂରତା ୧୪୨୮ କିଲୋମିଟର ।.

ପୁରାତନ ନମ୍ବର  ଜାତୀୟ ରାଜପଥ ୮
ଦିଲ୍ଲୀ ଓ ଜଯପୁର ମଧ୍ୟରେ ଜାତୀୟ ରାଜପଥ ୪୮
ପୁରାତନ ନମ୍ବର  ଜାତୀୟ ରାଜପଥ ୮
An Indian National Highway at the outskirts of Delhi

ଏହି ରାଜପଥ ଭାରତ ସରକାରଙ୍କଦ୍ୱାରା ନିର୍ମିତ ଓ ଆଧୂନିକୀକରଣ ହେଇଥିବା  ' ସୁବର୍ଣ୍ଣ  ଚତୁର୍ଭୁଜ' ପ୍ରକଳ୍ପ  ର ଏକ ଅଂଶ । 

ଦିଲ୍ଲୀ  ମୁମ୍ବାଇ ଶିଳ୍ପ  କରିଡ଼ର 

ଭାରତ -ଜାପାନର ମିଳିତ ସହଯୋଗରେ ଏହି ବହୁ ମିଲିୟନ ଟଙ୍କାର କରିଡର ଜାତୀୟ ରାଜପଥ -୮ରେ ଅବସ୍ଥିତ । ୯୦ବିଲିଆନ ଦଳରଦ୍ୱାରା ନିର୍ମିତ ହେଇଥିବା ଏହି ପ୍ରକଳ୍ପର ପ୍ରଥମ ସୋପାନ ୨୦୧୨ରେ ସମ୍ପୂର୍ଣ୍ଣ ହେଲା । 

ବାହାର ଲିଙ୍କ 

ଅଧିକ ପଠନ 

ଆଧାର 

Tags:

ପୁରାତନ ନମ୍ବର ଜାତୀୟ ରାଜପଥ ୮ ଦିଲ୍ଲୀ  ମୁମ୍ବାଇ ଶିଳ୍ପ  କରିଡ଼ର ପୁରାତନ ନମ୍ବର ଜାତୀୟ ରାଜପଥ ୮ ବାହାର ଲିଙ୍କ ପୁରାତନ ନମ୍ବର ଜାତୀୟ ରାଜପଥ ୮ ଅଧିକ ପଠନ ପୁରାତନ ନମ୍ବର ଜାତୀୟ ରାଜପଥ ୮ ଆଧାର ପୁରାତନ ନମ୍ବର ଜାତୀୟ ରାଜପଥ ୮

🔥 Trending searches on Wiki ଓଡ଼ିଆ:

ଓଡ଼ିଶାର ଦୋଳଯାତ୍ରାକୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବବର୍ଷାJagannathଓଡ଼ିଆ କାବ୍ୟ କବିତାରାମଚନ୍ଦ୍ର ବେହେରାଶଗୁନ୍ ଚୌଧୁରୀବଳରାମହୃଦାନନ୍ଦ ପାଣିଗ୍ରାହୀରଜ ପର୍ବ୧୯୮୮ଉପେନ୍ଦ୍ର ଭଞ୍ଜଯକୃତକନକ ମଞ୍ଜରୀ ମହାପାତ୍ରଦେବୀପ୍ରସନ୍ନ ପଟ୍ଟନାୟକଗ୍ରହକାର୍ତ୍ତିକ ଚନ୍ଦ୍ର ରଥଗୀତଗୋବିନ୍ଦସରୋଜିନୀ ସାହୁମେଘଦୂତ (ରାଧାନାଥଙ୍କ କାବ୍ୟ)ସୁନ୍ଦରଗଡ଼ସାନ୍ତାଳ ଜନଜାତିକୁନ୍ତଳା କୁମାରୀ ସାବତନବୀନ ପଟ୍ଟନାୟକରତ୍ନାକର ଚଇନିପଶ୍ଚିମ ଓଡ଼ିଶାସୀତାକାନ୍ତ ମହାପାତ୍ରଦ୍ଵାରକାଧୀଶ ମନ୍ଦିର୧୯୬୨ଅସହଯୋଗ ଆନ୍ଦୋଳନସୁକନ୍ୟା ସମୃଦ୍ଧି ଯୋଜନାବୀଣାପାଣି ମହାନ୍ତିଇଣ୍ଟରନ୍ୟାସନାଲ ଷ୍ଟାଣ୍ଡାର୍ଡ଼ ବୁକ ନମ୍ବରରାମକୃଷ୍ଣ ପରମହଂସବଣ୍ଡା ଜନଜାତିଦ୍ରୌପଦୀ ମୁର୍ମୁସାମବେଦମହାନଦୀଅନ୍ନପୂର୍ଣ୍ଣା ରଙ୍ଗମଞ୍ଚଡିଜିଟାଲ ଅବଜେକ୍ଟ ଆଇଡେଣ୍ଟିଫାୟରସାଧାରଣତନ୍ତ୍ର ଦିବସ (ଭାରତ)ଦୁର୍ଗାଜଟାୟୁସ୍ୱାମୀ ବିବେକାନନ୍ଦଆଣ୍ଟର୍କଟିକାବିଶ୍ୱ ଏଡ୍‌ସ ଦିବସକୃଷ୍ଣଚନ୍ଦ୍ର ପାଣିଗ୍ରାହୀମିଳିତ ଜାତିସଂଘକୋଣାର୍କପଠାଣି ସାମନ୍ତବିଶାଖା ଏବଂ ଅନ୍ୟମାନେ ବନାମ ରାଜସ୍ଥାନ ସରକାରୟୁନେସ୍କୋଚିକିତ୍ସା ବିଜ୍ଞାନପୂର୍ଣ୍ଣିମାହରପ୍ରସାଦ ଦାସଅକ୍ଷୟ ତୃତୀୟାବିରଞ୍ଚି ନାରାୟଣ ମନ୍ଦିର, ବୁଗୁଡ଼ାପୌଷ ପୂର୍ଣ୍ଣିମାକଣ୍ଡୋମକରମା ନୃତ୍ୟଚନ୍ଦ୍ରଶେଖର ରଥ୨୬ ଅପ୍ରେଲଗୋପବନ୍ଧୁ ଦାସଭୀମ ଭୋଇଶାନ୍ତନୁ କୁମାର ଆଚାର୍ଯ୍ୟତୁର୍କୀ୮ ମାର୍ଚ୍ଚପରିସଂଖ୍ୟାନଓଡ଼ିଶାର କଳାଏକାଦଶୀ🡆 More