ସାଇକ୍ଲୋବେଞ୍ଜାପ୍ରିନ

ସାଇକ୍ଲୋବେଞ୍ଜାପ୍ରିନ (ଇଂରାଜୀ ଭାଷାରେ Cyclobenzaprine, ଏକ ବିକ୍ରୟ ନାମ ଫ୍ଲେକ୍ସେରିଲ/ Flexerilଏକ ଯାହା ଯାହା ହଠାତ୍ ଆରମ୍ଭ ହେଉଥିବା ମାଂସପେଶୀ ସ୍ପାଜ୍ମ (muscle spasm) ବା ଅଙ୍ଗ‌ଗ୍ରହ ଚିକିତ୍ସା ନିମନ୍ତେ ଦିଆଯାଏ । ଏହି ଔଷଧ ସେରେବ୍ରାଲ୍ ପାଲ୍‌ସି ରୋଗରେ କାମ କରେନାହିଁ । ପାଟିରେ ଏହା ଦିଆଯାଏ । ଅଳ୍ପ କିଛି ସପ୍ତାହରୁ ଅଧିକ ସମୟ ଏହା ଦିଆଯାଏନାହିଁ ।

ସାଇକ୍ଲୋବେଞ୍ଜାପ୍ରିନ
ସାଇକ୍ଲୋବେଞ୍ଜାପ୍ରିନ
ସାଇକ୍ଲୋବେଞ୍ଜାପ୍ରିନ
Clinical data
Trade namesFlexeril, others
AHFS/Drugs.commonograph
MedlinePlusa682514
Pregnancy
category
  • Category B
Routes of
administration
By mouth
ATC code
Legal status
Legal status
  • ℞ (Prescription only)
Pharmacokinetic data
Bioavailability33–55%
Protein binding93%
Metabolismmajor: CYP3A4, CYP1A2; minor: CYP2D6, N-demethylation
Metabolitesdesmethrylcyclobenzaprine
Elimination half-life32 hours (range 8–37 hours)
ExcretionKidney
Identifiers
IUPAC name
  • 3-(5H-dibenzo[a,d]cyclohepten-5-ylidene)- N,N-dimethyl-1-propanamine
CAS Number
PubChem CID
IUPHAR/BPS
DrugBank
ChemSpider
UNII
KEGG
ChEBI
ChEMBL
ECHA InfoCard100.005.588 Edit this at Wikidata
Chemical and physical data
FormulaC20H21N
Molar mass275.387 g/mol
3D model (JSmol)
SMILES
  • c3cc\2c(\C=C/c1c(cccc1)C/2=C/CCN(C)C)cc3
InChI
  • InChI=1S/C20H21N/c1-21(2)15-7-12-20-18-10-5-3-8-16(18)13-14-17-9-4-6-11-19(17)20/h3-6,8-14H,7,15H2,1-2H3 checkY
  • Key:JURKNVYFZMSNLP-UHFFFAOYSA-N checkY
  (verify)

ସାଇକ୍ଲୋବେଞ୍ଜାପ୍ରିନର ପାର୍ଶ୍ୱ ପ୍ରତିକ୍ରିୟାରେ ମୁଣ୍ଡ ବିନ୍ଧା, ଥକ୍କା ଅନୁଭବ, ମୁଣ୍ଡ ଓଜନିଆ ଲାଗିବା ଓ ଶୁଷ୍କ ପାଟି ଆଦି ଲକ୍ଷଣ ଦେଖାଯାଏ । ସାଂଘାତିକ ପାର୍ଶ୍ୱ ପ୍ରତିକ୍ରିୟା ହେଲେ ଅନିୟମିତ ହୃତ୍‌ସ୍ପନ୍ଦନ (irregular heart beat) ହୁଏ । ଗର୍ଭାବସ୍ଥାରେ ଏହାର ଖରାପ ପ୍ରଭାବର ପ୍ରମାଣ ମିଳିନଥିଲେ ମଧ୍ୟ ଏହି ବିଷୟରେ ଅଧିକ ଅନୁଶୀଳନ ହୋଇନାହିଁ । ଏହା ମାଓ ଇନହିବିଟର (MAO inhibitor) ସ‌ହିତ ଦିଆଯାଏନାହିଁ । ଏହାର କାର୍ଯ୍ୟ ପ୍ରଣାଳୀ ଅସ୍ପଷ୍ଟ ଅଛି ।

ଯୁକ୍ତରାଷ୍ଟ୍ର ଆମେରିକାରେ ସନ ୧୯୭୭ରେ ଡାକ୍ତରୀ ବ୍ୟବ‌ହାର ନିମନ୍ତେ ସାଇକ୍ଲୋବେଞ୍ଜାପ୍ରିନ ସ୍ୱୀକୃତ ହୋଇଥିଲା । ଏହା ଜେନେରିକ ଔଷଧ (generic medication) ନାମରେ ମିଳେ । ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ଗୋଟିଏ ଡୋଜର ହୋଲସେଲ ମୂଲ୍ୟ ସନ ୨୦୧୮ରେ ୦.୦୫ ଡଲାରରୁ କମ୍ ଥିଲା । ସନ ୨୦୧୬ରେ ୧୬ ନିୟୁତ ପ୍ରେସକ୍ରିପସନ ହୋଇ ଏହା ଯୁକ୍ତରାଷ୍ଟ୍ର ଆମେରିକାରେ ୪୬ତମ ସର୍ବାଧିକ ପ୍ରେସକ୍ରିପସନ ଔଷଧ ଭାବାର ଗଣାଯାଇଥିଲା । ସଂଯୁକ୍ତ ରାଷ୍ଟ୍ରରେ ଏହା ସନ ୨୦୧୨ ସୁଦ୍ଧା ମିଳୁନଥିଲା ।

ଆଧାର

Tags:

en:muscle spasmଇଂରାଜୀ ଭାଷାସେରେବ୍ରାଲ୍ ପାଲ୍‌ସି

🔥 Trending searches on Wiki ଓଡ଼ିଆ:

ଉପେନ୍ଦ୍ର ଭଞ୍ଜପ୍ରତୀକ୍ଷାଶେଷ ବସନ୍ତର ଚିଠିବୈଦେହୀଶ ବିଳାସ୨୭ ମାର୍ଚ୍ଚଦକ୍ଷିଣ ଆଫ୍ରିକାଟୁଇଟରଶିବବିଲ୍ ଗେଟ୍ସ୍ଭୀମ ଭୋଇଦ୍ରୌପଦୀ ମୁର୍ମୁବିରାଟ କୋହଲୀକଲିକତାଭିଏତନାମଶ୍ରୀରାମ ପଣ୍ଡାଆଣ୍ଡୋରାଗୋଦାବରୀଶ ମହାପାତ୍ରଗୋପୀନାଥ ମହାନ୍ତିଫିନଲ୍ୟାଣ୍ଡଓଡ଼ିଶାର ସଂସ୍କୃତିପଶ୍ଚିମ ଓଡ଼ିଶାକାପୋସିସ ସାର୍କୋମାଜଗନମୋହ‌ନ ଲାଲଲକ୍ଷ୍ମୀଦୁର୍ଗାହ୍ୱାଟ୍ସଆପଅଶୋକ (ସମ୍ରାଟ)ତାଇୱାନପୁଷ୍ପେନ୍ଦ୍ର ସିଂହ ଦେଓସୀତାକାନ୍ତ ମହାପାତ୍ରସଂଗୀତବିଶ୍ୱତାପନପ୍ରତିଭା ରାୟଓଷାପୁରୀରାଉରକେଲାକାହ୍ନୁଚରଣ ମହାନ୍ତିନହୁଷମଧୁସୂଦନ ରାଓଆଣ୍ଡ୍ରଏଡ଼ଭାରତର ରାଷ୍ଟ୍ରପତି ମାନଙ୍କର ତାଲିକାଓଡ଼ିଶାର ଦୋଳଯାତ୍ରାକେଶବ କୋଇଲିବିଭୂତି ପଟ୍ଟନାୟକସିଙ୍ଗାପୁର୧୭୫୨ବୀର ସୁରେନ୍ଦ୍ର ସାଏହିନ୍ଦୁ ଧର୍ମଆମାଜନ ନ‌ଦୀବ୍ୟାଙ୍କଫାରୋ ଦ୍ଵୀପପୁଞ୍ଜଚନ୍ଦ୍ରଶେଖର ରଥକୋରାପୁଟନିମୋନିଆଯୁକ୍ତରାଷ୍ଟ୍ର ଆମେରିକାଜଗନ୍ନାଥଙ୍କ ବେଶମାଉସୀ ମା’ ମନ୍ଦିର୯୯୪ଜେରୋଷ୍ଟୋମିଆକେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକମାନଙ୍କ ତାଲିକାଫେସବୁକଯୋଗସୋମନାଥଓଡ଼ିଆ ଖାଦ୍ୟଜୟୀରାମ ସାମଲସଚିନ ତେନ୍ଦୁଲକରନରେନ୍ଦ୍ର ମୋଦୀ🡆 More