ସଛିଦ୍ର କାନପରଦା

ସଛିଦ୍ର କାନପରଦା, ଅନ୍ୟ ନାମ ପରଫୋରେଟେଡ ଟିମ୍ପାନିକ ମେମ୍ବ୍ରେନ ହେଉଛି କାନ ପରଦାର ଏକ ଛିଦ୍ର । ଏହାର ଲକ୍ଷଣ ମଧ୍ୟରେ ଶ୍ରବଣ ଶକ୍ତି ହ୍ରାସ, କାନ ଯନ୍ତ୍ରଣା, କାନରୁ ତରଳ ପଦାର୍ଥ ନିର୍ଗତ ହେବା କିମ୍ବା କାନ‌ନାଦ ହୋଇପାରେ । ମୁଣ୍ଡବୁଲା ବା ଭର୍ଟିଗୋ ମଧ୍ୟ ହୋଇପାରେ, କିନ୍ତୁ ଯଦି କୌଣସି ଆଭ୍ୟନ୍ତରୀଣ କାନ ଆଘାତ ନଥାଏ ତେବେ ଏହା ସାଧାରଣତଃ ସଂକ୍ଷିପ୍ତ ହୁଏ । ଜଟିଳ ହେଲେ ଦୀର୍ଘକାଳୀନ ଶ୍ରବଣହାନୀ, କୋଲେଷ୍ଟିଏଟୋମା ଏବଂ ମାଷ୍ଟଏଡାଇଟିସ୍ ଅନ୍ତର୍ଭୁକ୍ତ ହୋଇପାରେ।

Perforated eardrum
Perforated tympanic membrane, punctured eardrum, ruptured eardrum
ସଛିଦ୍ର କାନପରଦା
A completely perforated eardrum, showing the handle of the malleus (hammer bone).
ବିଭାଗENT surgery
ଲକ୍ଷଣHearing loss, ear pain, ear discharge, ringing in the ear
ଆକ୍ରାନ୍ତ ସମୟSudden
କାରଣMiddle ear infection, physical trauma, overpressure
ରୋଗ ନିର୍ଣ୍ଣୟ ପଦ୍ଧତିBased on examination by otoscopy
ଚିକିତ୍ସାConservative, antibiotics, surgery
PrognosisGood
ପୁନଃପୌନିକRelatively frequent

ଏହାର କାରଣଗୁଡିକ ମଧ୍ୟକର୍ଣ୍ଣ ପ୍ରଦାହ, କାନରେ ଆଘାତ, କାନ ସଫା କରିବା ସମୟରେ, ଏକ ଉଚ୍ଚ ଶବ୍ଦ, କିମ୍ବା ଚାପର ପରିବର୍ତ୍ତନ ଯେପରିକି ସ୍କୁବା ଡାଇଭିଙ୍ଗ୍ ସହିତ ଦେଖାଯାଏ । କାନରେ ଓଟୋସ୍କୋପଦ୍ୱାରା ରୋଗ ନିର୍ଣ୍ଣୟ ନିଶ୍ଚିତ ହୋଇପାରିବ । ଶ୍ରବଣ ପରୀକ୍ଷା ମଧ୍ୟ କରାଯାଇପାରେ ।

ଏହି ଛିଦ୍ର ପ୍ରାୟ ନିଜେ ଭଲ ହୋଇଯାଏ; ସେ ପର୍ଯ୍ୟନ୍ତ କାନକୁ ଶୁଖିଲା ରଖିବାକୁ ସୁପାରିଶ କରାଯାଏ । ଯଦି ଏକ ଅନ୍ତର୍ନିହିତ ସଂକ୍ରମଣ ଥାଏ, ତେବେ ଏହାକୁ ଆଣ୍ଟିବାୟୋଟିକ ସାହାଯ୍ୟରେ ଚିକିତ୍ସା କରାଯାଇପାରେ । ସାଧାରଣତଃ ଯୁବା ବୟସରେ ଏହା ଦେଖାଯାଏ । ନାରୀମାନଙ୍କ ଅପେକ୍ଷା ପୁରୁଷମାନେ ଅଧିକ ପ୍ରଭାବିତ ହୁଅନ୍ତି । ସଛିଦ୍ର କର୍ଣ୍ଣର ଚିକିତ୍ସା ନିମନ୍ତେ କାନ-ବିଣ୍ଡା ଲଗାଯିବା ପଦ୍ଧତି ଅତି କମରେ ୧୬୪୦ ମସିହାରୁ ଆରମ୍ଭ ହୋଇଥିଲା ।

ଆଧାର

Tags:

କାନନାଦମାଷ୍ଟଏଡାଇଟିସମୁଣ୍ଡବୁଲାଶ୍ରବଣହାନୀ

🔥 Trending searches on Wiki ଓଡ଼ିଆ:

ଜହ୍ନଶକ ପଞ୍ଜିକାଗୋଲୋକ ବିହାରୀ ଧଳଓଡ଼ିଆ କାବ୍ୟ କବିତାଫକୀର ମୋହନ ସେନାପତିଶତ୍ରୁଘ୍ନ ପାଣ୍ଡବଶରତ କୁମାର ମହାନ୍ତିହଣ୍ଟିଙ୍ଗଟନ୍ସ ଡିଜିଜ୍ହନୁମାନ ଚାଳିଶାକାର୍ଲ ମାର୍କସଗଣିତସମ୍ବାଦ (ଖବରକାଗଜ)ଅଭିଶପ୍ତ ଗନ୍ଧର୍ବ୧୦ ଜୁନସଂଗୀତା ଗୋସାଇଁ୪ ଜୁଲାଇଅଦିନ ମେଘଉଇକିଖବରସୌଭାଗ୍ୟ କୁମାର ମିଶ୍ରଚିନ୍ତାମଣି ବେହେରାଡିଏମ୍ଓଜେଡ୍ଲୁହାଅଭିରାମ ପରମହଂସଚତୁର ବିନୋଦବର୍ଷଣମଧୁସୂଦନ ଦାସରଜଥାଲାସେମିଆଭୀମ ପୃଷ୍ଟିସମୟ (କାଳ)ପୁରୀବିଜୁ ଜନତା ଦଳଜାନକୀ ବଲ୍ଲଭ ପଟ୍ଟନାୟକଗୀତଲକ୍ଷ୍ମୀକୋଣାର୍କ ସୂର୍ଯ୍ୟ ମନ୍ଦିରବାଇଶି ପାହାଚଆଳୁପ୍ରଣବ ପଟ୍ଟନାୟକସୂର୍ଯ୍ୟରାଜନଗର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)କାନସିକ୍ଲ ସେଲ୍ ରୋଗ୬୦୦ପ୍ରତୀକ୍ଷାଜାଭା (ପ୍ରୋଗ୍ରାମିଂ ଭାଷା)ବିଜୟ ମିଶ୍ରଅନନ୍ତ ପଟ୍ଟନାୟକପାରାଯୌଥ ପରିବାରଚୋୖରି ଚୌରା କାଣ୍ଡଓଡ଼ିଆ ଲିପିଓଡ଼ିଆ କଥାଚିତ୍ର ଜଗତଶିଶୁ ସାହିତ୍ୟଓଡ଼ିଶାର ଜିଲ୍ଲାମାନଙ୍କର ତାଲିକାଚିନ୍ତାମଣିଶ୍ୱର ଶିବ ମନ୍ଦିର୨୫ ମାର୍ଚ୍ଚ୧୮୨୭ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରତାଜମହଲସୀତା ବିବାହଦିବ୍ୟସିଂହ ଦେବଉଇଲିୟମ ହାର୍ଭେ🡆 More