ଲଳିତ ମୋହନ ଗାନ୍ଧୀ: ଓଡ଼ିଆ ରାଜନୀତିଜ୍ଞ

ଲଳିତ ମୋହନ ଗାନ୍ଧୀ (୨ ଅକ୍ଟୋବର ୧୯୫୧ - ୧୨ ଡିସେମ୍ବର ୨୦୧୬) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଦୁଇ ଥର କାର୍ଯ୍ୟ କରିଥିଲେ । ୧୯୭୭ ଓ ୧୯୮୦ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଟିଟିଲାଗଡ଼ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୭ମ ଓ ୮ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ଲଳିତ ମୋହନ ଗାନ୍ଧୀ
ଲଳିତ ମୋହନ ଗାନ୍ଧୀ: ଜନ୍ମ, ପରିବାର ଓ ଶିକ୍ଷା, ରାଜନୈତିକ ଜୀବନ, ମୃତ୍ୟୁ
ବିଧାୟକ: ୭ମ, ୮ମ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୭୭ – ୧୯୮୫
ପୂର୍ବ ଅଧିକାରୀତପି ଜାଲ
ପର ଅଧିକାରୀପୂର୍ଣ୍ଣ ଚନ୍ଦ୍ର ମହାନନ୍ଦ
ନିର୍ବାଚନ ମଣ୍ଡଳୀଟିଟିଲାଗଡ଼
ବ୍ୟକ୍ତିଗତ ସବିଶେଷ
ଜନ୍ମ(1951-10-02)୨ ଅକ୍ଟୋବର ୧୯୫୧
ମୃତ୍ୟୁ୬ ଡିସେମ୍ବର ୨୦୧୬(2016-12-06) (ବୟସ ୬୫)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ ଜାତୀୟ କଂଗ୍ରେସ
ବାପା/ବୋଉଭଗବାନ ଭରାସାଗର (ବାପା‌)
ବୃତ୍ତିରାଜନୀତିଜ୍ଞ

ଜନ୍ମ, ପରିବାର ଓ ଶିକ୍ଷା

ଲଳିତ ମୋହନ ଗାନ୍ଧୀ ୧୯୫୧ ମସିହାର ଅକ୍ଟୋବର ୨ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଭଗବାନ ଭରାସାଗର ।

ରାଜନୈତିକ ଜୀବନ

ଲଳିତ ମୋହନ ଗାନ୍ଧୀ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମୀ ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଦୁଇ ଥର କାର୍ଯ୍ୟ କରିଥିଲେ ।

ମୃତ୍ୟୁ

ଲଳିତ ମୋହନ ଗାନ୍ଧୀ ୨୦୧୬ ମସିହାର ଡିସେମ୍ବର ୧୧ ତାରିଖରେ ୬୮ ବର୍ଷ ବୟସରେ ମୃତ୍ୟୁବରଣ କରିଥିଲେ । ୧୯୮୦ ମସିହାରୁ ୧୯୮୪ ମସିହା ପର୍ଯ୍ୟନ୍ତ ସେ ଓଡ଼ିଶା ବିଧାନ ସଭାର ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ ।

ଆଧାର

Tags:

ଲଳିତ ମୋହନ ଗାନ୍ଧୀ ଜନ୍ମ, ପରିବାର ଓ ଶିକ୍ଷାଲଳିତ ମୋହନ ଗାନ୍ଧୀ ରାଜନୈତିକ ଜୀବନଲଳିତ ମୋହନ ଗାନ୍ଧୀ ମୃତ୍ୟୁଲଳିତ ମୋହନ ଗାନ୍ଧୀ ଆଧାରଲଳିତ ମୋହନ ଗାନ୍ଧୀଓଡ଼ିଆ ଲୋକଓଡ଼ିଶା ବିଧାନ ସଭାଟିଟିଲାଗଡ଼ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)

🔥 Trending searches on Wiki ଓଡ଼ିଆ:

ସୁନାମହେନ୍ଦ୍ର ସିଂହ ଧୋନିଓଡ଼ିଶାର ପଞ୍ଚାୟତ ସମିତି ତାଲିକା୧୦ ମାର୍ଚ୍ଚବଡ଼ସିଂହାର ବେଶଉଇକିକଥାଓଡ଼ିଆ କବି ମାନଙ୍କର ତାଲିକାନିଗମାନନ୍ଦ ପରମହଂସଓଡ଼ିଶା ବିଧାନ ସଭାକଳିଙ୍ଗ ଯୁଦ୍ଧ୭ ଅଗଷ୍ଟରାଜରାଜେଶ୍ୱର ବେଶଇବୁଟିଲାଇଡସମୀର ରଞ୍ଜନ ଦାଶଅଗସ୍ତ୍ୟ ମୁନିଓଡ଼ିଶାର ରାଜ୍ୟପାଳମାନଙ୍କର ତାଲିକାବରଗଛସୁନାବେଶରାଜକିଶୋର ରାୟଗେଣ୍ଡୁଫୁଲଏସିଆନୃସିଂହଯଶୋଧାରା ମିଶ୍ରବ୍ରାହ୍ମଣୀ ନଦୀଓଡ଼ିଶାର ସାଂସଦ ମାନଙ୍କର ତାଲିକାଆକବରପଞ୍ଚାୟତ ରାଜଅସହଯୋଗ ଆନ୍ଦୋଳନଜବାହରଲାଲ ନେହେରୁଗୋପାଳ କୃଷ୍ଣ ରଥକୋରାପୁଟ ଜିଲ୍ଲାରାମାୟଣବିଶ୍ୱ ବୌଦ୍ଧିକ ସମ୍ପଦ ଦିବସଗୀତଗୋଦାବରୀଶ ମହାପାତ୍ରଓଡ଼ିଶାଚିନ୍ତାମଣି ବେହେରାବାଞ୍ଛାନିଧି ମହାନ୍ତିମୂଳା (ନକ୍ଷତ୍ର)କଟକ ଚଣ୍ଡୀ ମନ୍ଦିରବିନୋଦ ଚନ୍ଦ୍ର ନାୟକକୋରାପୁଟଅଖିଳ ମୋହନ ପଟ୍ଟନାୟକଧର୍ମେନ୍ଦ୍ର ପ୍ରଧାନନନ୍ଦ କିଶୋର ବଳ୨୧ରାମଚନ୍ଦ୍ର ମିଶ୍ରରାଜା ରାମମୋହନ ରାୟପୁନର୍ବସୁ (ନକ୍ଷତ୍ର)ଭଗବତ ଗୀତାକାଳୀଚରଣ ପଟ୍ଟନାୟକଆର୍ଯ୍ୟଭଟ୍ଟହିମାଳୟମାନସିକ ଦୃଢ଼ତାସୁରେଶ ପୂଜାରୀମୁଁ ତୁମେ ଓ ସେଧରିତ୍ରୀମହାଭାରତଭାଷାସ୍ୱାମୀ ବିବେକାନନ୍ଦଗୋପବନ୍ଧୁ ଦାସବାଇଶି ପାହାଚ୨୦୦୧ପଖାଳଉତ୍କଳ ଦୀପିକାଗୋପୀନାଥ ମହାନ୍ତିଭୁବନେଶ୍ୱର🡆 More