ଲଣ୍ଠନ: ବହନୀୟ ଆଲୋକ ଉପକରଣ |

ଲଣ୍ଠନ ବିଭିନ୍ନ ପ୍ରକାର ଯେମିତି କିରୋସିନ୍, ପେଟ୍ରୋମାକ୍ସ୍ କିମ୍ବା ବିଦ୍ୟୁତ୍ ଚାଳିତ ଆଲୋକ ଉପକରଣ ହୋଇପାରେ। କିନ୍ତୁ ଓଡି଼ଶାରେ ଲଣ୍ଠନ କହିଲେ ସାଧାରଣତଃ କିରୋସିନ୍ ଚାଳିତ ଲଣ୍ଠନକୁ ବୁଝାଯାଏ। ଲଣ୍ଠନ ଭିତରେ ମହମବତୀ, କିରୋସିନ୍ ସଳିତା, ପେଟ୍ରୋମାକ୍ସ୍ ମେଣ୍ଟଲ୍ କିମ୍ବା ବିଦ୍ୟୁତ୍ ବତୀ ଆଲୋକର ଉତ୍ସ ଭାବରେ ବ୍ୟବହାର ହୋଇଥାଏ। ଖୋଲା ଆଲୋକ ଉତ୍ସ ଯେମିତି ମହମବତୀ କିମ୍ବା ଡିବିରି ବତୀରୁ ଅନେକ ପ୍ରକାରେ ଅଗ୍ନି ବିପତ୍ତି ହେବାର ସମ୍ଭାବନା ଥିବା ବେଳେ ଲଣ୍ଠନ ଏକ ନିରାପଦ ବତୀ ଭାବରେ ବ୍ୟବହାର କରାଯାଇଥାଏ। ପ୍ରକୃତରେ ଲଣ୍ଠନର ଉଦ୍ଭାବନ ନିରାପଦ ଆଲୋକ ପାଇବା ଉଦ୍ଦେଶ୍ୟରେ ହିଁ ହୋଇଥିଲା। ଅଧିକନ୍ତୁ ଘର ବାହାରେ ଲଣ୍ଠନର ଆଲୋକ ଉପରେ ପବନର ପ୍ରଭାବ ବିଶେଷ ନଥାଏ।

Tags:

ଓଡ଼ିଶା

🔥 Trending searches on Wiki ଓଡ଼ିଆ:

ଭାରତର ସଂସ୍କୃତିମଠପ୍ରାଣକୃଷ୍ଣ ପରିଜାତୁଳସୀ ଗଛନୃସିଂହନାଥ ମନ୍ଦିରକୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଭାରତର ଜାତୀୟ ପ୍ରତୀକମୁଁଆର୍ଯ୍ୟଭଟ୍ଟରାଷ୍ଟ୍ରୀୟ ସୁରକ୍ଷା ଦିବସଖବର (ଖବରକାଗଜ)ଓଡ଼ିଆ କାବ୍ୟ କବିତାପ୍ରହ୍ଲାଦ ନାଟକଭାରତୀୟ ସମ୍ବିଧାନର ମୁଖବନ୍ଧ ଓ ମୌଳିକ ବୈଶିଷ୍ଟ୍ୟଇନ୍ଦୁରାଣୀ ମହାପାତ୍ରଜଗନ୍ନାଥକିଶୋରୀ ଚରଣ ଦାସବିଶ୍ୱନାଥ କରସୀସା୨୮ ଜୁନଢଗ ଢମାଳିବିଷୱାଇ-ଫାଇଗୋବିନ୍ଦ ତ୍ରିପାଠୀମାଦଳା ପାଞ୍ଜିବିଦ୍ୟୁତ୍ ଶକ୍ତିଧର୍ମେନ୍ଦ୍ର ପ୍ରଧାନହେପାଟାଇଟିସନୀଳକଣ୍ଠ ଦାସତମନ୍ନା ବ୍ୟାସମୁକ୍ତ ମଣ୍ଡପଢେଙ୍କାନାଳ ଜିଲ୍ଲାବୈଦେହୀଶ ବିଳାସଭାରତର ରାଷ୍ଟ୍ରପତିଶତ୍ରୁଘ୍ନ ନାଥଦଣ୍ଡ ନାଟଶୈଳେନ ମହାପାତ୍ରଜର୍ମାନୀପଞ୍ଚସଖାଚିତ୍ତରଞ୍ଜନ ଦାସଅପରେଟିଙ୍ଗ ସିଷ୍ଟମଟ୍ରିପଲ ଏକ୍ସ ସିଣ୍ଡ୍ରୋମଲକ୍ଷ୍ମୀକାନ୍ତ ମହାପାତ୍ରଜ୍ଞାନପୀଠ ପୁରସ୍କାରଓଡ଼ିଶା ବିଧାନ ସଭା ନିର୍ବାଚନ, ୨୦୦୯ସମ୍ବାଦ (ଖବରକାଗଜ)ରାଜେନ୍ଦ୍ର କିଶୋର ପଣ୍ଡାଲଣ୍ଡନଉତ୍କଳ ସମ୍ମିଳନୀଜଗନ୍ନାଥ ମନ୍ଦିର, କୋରାପୁଟଚକ୍ରଧର ବେହେରାପାଟଦେଇବିଜୟ ମିଶ୍ରରମାକାନ୍ତ ରଥହୃତ୍‌ପିଣ୍ଡନାଗ ଐରିବୃଷ (ରାଶି)ରାୟଗଡ଼ା ଜିଲ୍ଲା୧୦ ମାର୍ଚ୍ଚମନୋଜ ଦାସଙ୍କ କଥା ଓ କାହାଣୀରାମାୟଣକୋରାପୁଟ (ଲୋକ ସଭା ନିର୍ବାଚନ ମଣ୍ଡଳୀ)ବିଜୁ ଜନତା ଦଳନଟବର ସାମନ୍ତରାୟରୁକ୍ମିଣୀ ବିବାହବର୍ଷା🡆 More