ବିଶ୍ୱ କବିତା ଦିବସ

ବିଶ୍ୱ କବିତା ଦିବସ ପ୍ରତିବର୍ଷ ମାର୍ଚ୍ଚ ୨୧ ତାରିଖରେ ପାଳିତ ହୁଏ । ଏହି ଆନ୍ତରଜାତୀୟ ଉତ୍ସବ ଭାରତରେ ମଧ୍ୟ ବହୁ ସ୍ଥାନରେ ପାଳିତ ହୋଇଥାଏ ।

ବିଶ୍ୱ କବିତା ଦିବସ
୨୦୧୬ ମସିହାରେ ହାଇଦ୍ରାବାଦରେ ବିଶ୍ୱ କବିତା ଦିବସ ପାଳନ

ଉଦ୍ଦେଶ୍ୟ

ୟୁନେସ୍କୋର ଘୋଷଣାନାମା ଅନୁସାରେ ଏହାର ମୂଳ ଉଦ୍ଦେଶ୍ୟ ହେଲା ସାରା ବିଶ୍ୱରେ କବିତା ଲେଖିବା, ପଢ଼ିବା, ପ୍ରକାଶନ କରିବା ଦିଗରେ ପ୍ରୋତ୍ସାହନ ଦେବା ସହ କବିମାନଙ୍କୁ ସମ୍ମାନିତ କରିବା । ଏଥି ସହ କ୍ଷେତ୍ରୀୟ, ରାଷ୍ଟ୍ରୀୟ ତଥା ଅନ୍ତରାଷ୍ଟ୍ରୀୟ ସ୍ତରରେ କବିତା ଆନ୍ଦୋଳନକୁ ମାନ୍ୟତା ଏବଂ ପ୍ରୋତ୍ସାହନ ଦେବା ।

ଇତିହାସ

୧୯୯୯ ମସିହାରେ ୟୁନେସ୍କୋଦ୍ୱାରା ମାର୍ଚ୍ଚ ୨୧ ତାରିଖକୁ ବିଶ୍ୱ କବିତା ଦିବସ ଭାବେ ପାଳନ କରିବା ନିଷ୍ପତ୍ତି ନିଆଯାଇଥିଲା ।

ଆଧାର

ବାହାର ଆଧାର

Tags:

ବିଶ୍ୱ କବିତା ଦିବସ ଉଦ୍ଦେଶ୍ୟବିଶ୍ୱ କବିତା ଦିବସ ଇତିହାସବିଶ୍ୱ କବିତା ଦିବସ ଆଧାରବିଶ୍ୱ କବିତା ଦିବସ ବାହାର ଆଧାରବିଶ୍ୱ କବିତା ଦିବସ

🔥 Trending searches on Wiki ଓଡ଼ିଆ:

ଭାରତଅଂକୋର୍ ୱାଟ୍ପାରମିତା ଶତପଥୀଜଗନ୍ନାଥ ଦାସରାଜତନ୍ତ୍ରମନୋରଞ୍ଜନ ଦାସପ୍ରେମଭାରତର ସଂସ୍କୃତିବିଶ୍ୱଜିତ ଦାସ୨୬ ଅପ୍ରେଲହନୁମାନ ଜୟନ୍ତୀରୋହିତ ଶର୍ମାନିତ୍ୟାନନ୍ଦ ଶତପଥୀଟାଇଫଏଡବସନ୍ତ ରୋଗକୁମ୍ଭ (ରାଶି)ଭଗବତୀ ଦେଉଳରଜ୧୯୮୮ଗଣନ ସଂଖ୍ୟାତମାଖୁର ସ୍ଵାସ୍ଥ୍ୟ ଉପରେ ପ୍ରଭାବଶିବୟୁନେସ୍କୋଆରବ ସାଗରଚନ୍ଦନ ଯାତ୍ରାଯୁଗଳ କିଶୋର ଦତ୍ତଭକ୍ତ ଚରଣ ଦାସରଣା ସାପଓଡ଼ିଆ ସାହିତ୍ୟଆର୍ଜେଣ୍ଟିନା୧୧ ମାର୍ଚ୍ଚଭାରତୀୟ ଆଇନରେ ବ୍ୟଭିଚାରପଦାର୍ଥ ବିଜ୍ଞାନଓଡ଼ିଶା ସରକାରକାଶୀ ବିଶ୍ୱନାଥ ମନ୍ଦିରଓଡ଼ିଶାର ଅନୁସୂଚିତ ଜନଜାତି ତାଲିକାଓଳାଶୁଣି ଗୁମ୍ଫାନନ୍ଦିନୀ ଶତପଥୀଗଜପତି ମହାରାଜାଜାପାନୀ ଭାଷାଫୁଲ୍ଲୋରି ଓଷାଉପେନ୍ଦ୍ର କିଶୋର ଦାସଲାଲ କିଲ୍ଲାନଟବର ଶତପଥୀଫାଇଜାବାଦ ରେଳ ଷ୍ଟେସନଚାରି ଧାମଅନୁରାଧା ବିଶ୍ୱାଳସାହି ଯାତଆଲେକ୍‌ଜାଣ୍ଡର୍ ମହାନଓଡ଼ିଶାଉମେଶଚନ୍ଦ୍ର ସରକାରକଟକଧନୁଯାତ୍ରାଲିଙ୍ଗରାଜ ମନ୍ଦିରବିପିନ ବିହାରୀ ମିଶ୍ର୮ ଜୁଲାଇସଲମାନ ଖାଁଦଧି ନାଟକାସ୍ପିଆନ ସାଗରଓଡ଼ିଶାର ଦଶହରାଜଳ ପ୍ରଦୂଷଣଯୋଗ୩୦ ଜୁନକାର୍ତ୍ତିକେୟକୁଟୁରାଚାଣକ୍ୟଧର୍ମପଦ🡆 More