ବନମାଳି ପତି

ବନମାଳି ପତି ଥିଲେ ଜଣେ ପଣ୍ଡିତ, ଶାସ୍ତ୍ରଜ୍ଞ, ଓ ପୋଥିପ୍ରେମୀ ତଥା ପୁରୀ ଜିଲା ବଳଙ୍ଗା ଗ୍ରାମର ରାଧାକୃଷ୍ଣ ଥିଏଟର୍ର ମାଲିକ।


ଅଶ୍ୱିନୀ କୁମାର ଘୋଷ ୧୯୧୫ ମସିହାରେ ନିଜର ପ୍ରଥମ ନାଟକ 'ଭୀଷ୍ମ' ରଚନା କରିଥିଲେ । 'ଶେଓଜୀ' ଥିଲା ତାଙ୍କର ଦ୍ୱିତୀୟ ଏବଂ ଏକ ଐତିହାସିକ ନାଟକ। ୧୯୧୮ ମସିହାରେ ଏହି ନାଟକ ପରିବେଷଣ ଅବସରରେ ପୁରୀ ଜିଲ୍ଲା ବଳଙ୍ଗା ଗ୍ରାମର ଜମିଦାର ବନମାଳି ପତିଙ୍କ ସହ ତାଙ୍କ ସାକ୍ଷାତ ଏକ ଐତିହାସିକ ମୂହୁର୍ତ୍ତ। ବନମାଳି ପତି ନିଜର ରାଧାକୃଷ୍ଣ ଥିଏଟର୍ ନିମନ୍ତେ ନିୟମିତ ନାଟକ ଲେଖିବା ପାଇଁ ଅଶ୍ୱିନୀଙ୍କୁ ଅନୁରୋଧ କଲେ ଯାହା ଫଳସ୍ୱରୂପ ସେ ଅନେକ ନାଟକ ରଚନା କଲେ।

ଏକଦା ଏକ ଭିନ୍ନ ମତ ପୋଷଣ କରିଥିଲେ ଗୋପୀନାଥ ମହାନ୍ତି। ତାଙ୍କର ଗବେଷଣା ଓ ନିଷ୍କର୍ଷର ଆଧାର ଯେଉଁ ପୋଥି ଥିଲା, ‘ମହାଭାରତ’ର ସେହି ପୋଥିର ନାମ ସେ ଦେଇଥିଲେ ‘ବଳଙ୍ଗା ପୋଥି’। କାରଣ ସେ ପୋଥି ସେ ପାଇଥିଲେ ପୁରୀ ଜିଲା ବଳଙ୍ଗା ଗ୍ରାମର ଜମିଦାର ତଥା ଧନୀ ସାହୁକାର ୰ବନମାଳି ପତିଙ୍କ ଘରୁ। ସେ ଥିଲେ ପଣ୍ଡିତ, ଶାସ୍ତ୍ରଜ୍ଞ ଓ ପୋଥିପ୍ରେମୀ।

Tags:

🔥 Trending searches on Wiki ଓଡ଼ିଆ:

ତାଳଧ୍ୱଜଖୋର୍ଦ୍ଧା ଜିଲ୍ଲା୧୯୩୦୧୮୪୫ଶାସ୍ତ୍ରୀୟ ଓଡ଼ିଆ ଭାଷା ଦିବସଶ୍ରୀନିବାସ ରାମାନୁଜନରାମଶଙ୍କର ରାୟଅଶ୍ୱତ୍ଥାମାକଟକତ୍ରିନାଥ ସାହୁମୋହନ ସିଂସ୍ନାୟୁଜନିତ ଝଟକାତପ୍ତପାଣିଅନାଦି ଚରଣ ସାହୁ୨୦ ଫେବୃଆରୀଚିନ୍ତାମଣି ବେହେରାନାଲିମୁଣ୍ଡିଆ ବାଜହୃତ୍‌ପିଣ୍ଡ ଜନିତ ଝଟକାଟର (ବେନାମୀ ନେଟୱାର୍କ)କାହ୍ନୁଚରଣ ମହାନ୍ତିଓଡ଼ିଶାର ଲୋକନୃତ୍ୟମୌଳିକ ସଂଖ୍ୟାପାନୋବିନୋଷ୍ଟାଟମାଗୁଣିର ଶଗଡ଼ଜୟୀ ରାଜଗୁରୁତାମ୍ରଲିପ୍ତପାଟିସିରାନହରେକୃଷ୍ଣ ମହତାବଅବଳା ବୋଷ୧୬ଶ ଓଡ଼ିଶା ବିଧାନ ସଭାଅକ୍ଷାଂଶପରଶମଣି (ଉପନ୍ୟାସ)୧୩୯୯ରାଧାମୋହନ ଗଡ଼ନାୟକଓଡ଼ିଆ ଭାଗବତ୩ ମଇସ୍ୱର ବର୍ଣ୍ଣଶୁକ୍ର (ସଂସ୍କୃତ ଶବ୍ଦ)୩୦ ଅପ୍ରେଲବକ୍ସି ଜଗବନ୍ଧୁଲକ୍ଷ୍ମୀ ପୁରାଣଉତ୍କଳ ସମ୍ମିଳନୀଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶାଲୁହାଦ୍ୱିତୀୟ ବିଶ୍ୱଯୁଦ୍ଧଏ. ପି. ଜେ. ଅବଦୁଲ କଲାମବିଜୁ ପଟ୍ଟନାୟକକୁହୁଡ଼ିଓଡ଼ିଆ କଥାଚିତ୍ର ଜଗତଅଶୋକାଷ୍ଟମୀସୁରେନ୍ଦ୍ର ମହାନ୍ତିଓଡ଼ିଶାର ଜଣାଶୁଣା ଲୋକଙ୍କ ତାଲିକାଜିମି ୱେଲ୍ସଖାରବେଳଓଡ଼ିଆଗୋଦାବରୀଶ ମିଶ୍ରଓଡ଼ିଆ କବି ମାନଙ୍କର ତାଲିକାଜୟୀରାମ ସାମଲପ୍ରଧାନ ପୃଷ୍ଠାଅର୍ଚ୍ଚିତା ସାହୁଯୌଥ ପରିବାରନୟାଗଡ଼ ଗଡ଼ଜାତ ରାଜ୍ୟଫୁଲ୬୦୩ଅପରାଜିତା ମହାନ୍ତିଗର୍ଭାବସ୍ଥାମାୟାଧର ମାନସିଂହ🡆 More