ପେରୋନି ରୋଗ: ଏହା ଏକ ପ୍ରକାର ଲିଙ୍ଗ ରୋଗ ।

ପେରୋନି ରୋଗ ହେଉଛି ଏଭଳି ଏକ ରୋଗ ଯେଉଁଥିରେ ଲିଙ୍ଗର ଚର୍ମ ତଳେ ଦାଗ ତନ୍ତୁ ସୃଷ୍ଟି ହୁଏ । ଏହାର ଲକ୍ଷଣ ଲିଙ୍ଗର ଗୋଟିଏ ପାର୍ଶ୍ୱରେ ଏକ କଠିନ ମୁଣ୍ଡା, ଏକ ଅସ୍ୱାଭାବିକ ବକ୍ରତା, ଯନ୍ତ୍ରଣାଦାୟକ ଇରେକ୍ସନ୍ କିମ୍ବା ଯୌନ ଅସୁବିଧା ହୋଇପାରେ । ରୋଗ ଜଟିଳ ହେଲେ ପୌରୁଷ ଅସାମର୍ଥ୍ୟ ଏବଂ ଅବସାଦ ହୋଇପାରେ ।

Peyronie's disease
Peyronie disease, induratio penis plastica (IPP), chronic inflammation of the tunica albuginea (CITA)
ପେରୋନି ରୋଗ: ଏହା ଏକ ପ୍ରକାର ଲିଙ୍ଗ ରୋଗ ।
Drawing of Peyronie disease
ଉଚ୍ଚାରଣ
  • /prˈn/
ବିଭାଗUrology
ଲକ୍ଷଣHard lump on one side of the penis, abnormal curvature, painful erections, difficulty with sex
କାରଣUnknown
ବିପଦ କାରକMinor injuries to the penis, connective tissue disorders, autoimmune disorders, family history, diabetes, smoking, prostate cancer
ରୋଗ ନିର୍ଣ୍ଣୟ ପଦ୍ଧତିExamination
ସଠିକ ରୋଗ ନିର୍ଣ୍ଣୟPenile fracture, chordee
ଚିକିତ୍ସାConservative, injections of collagenase or verapamil, surgery
PrognosisGenerally good
ପୁନଃପୌନିକ~10% of men

ଏହାର କାରଣ ସ୍ପଷ୍ଟ ହୋଇନାହିଁ । ଲିଙ୍ଗରେ ସାମାନ୍ୟ ଆଘାତ, ସଂଯୋଗକାରୀ ତନ୍ତୁ ରୋଗ, ଅଟୋଇମ୍ୟୁନ ଡିଜିଜ, ପାରିବାରିକ ଇତିହାସ, ମଧୁମେହ, ଧୂମପାନ ଏବଂ ପ୍ରୋଷ୍ଟେଟ୍ କର୍କଟ ଇତ୍ୟାଦି ଏହି ରୋଗର ସଙ୍କଟ ସୃଷ୍ଟି କରିପାରେ । ଏହା ଯୌନ କ୍ରିୟା ସଞ୍ଚାରିତ ରୋଗ ସମୂହ ସହିତ ଜଡିତ ନୁହେଁ ଏବଂ ଏହା କର୍କଟ ରୋଗ ମଧ୍ୟ ନୁହେଁ । ଅନ୍ତର୍ନିହିତ କ୍ରିୟାବିଧିରେ ଟ୍ୟୁନିକା ଆଲବୁଗିନିଆ ପ୍ରଦାହ ଏବଂ ଫାଇବ୍ରୋସିସ୍ ହୋଇଥାଏ । ପରୀକ୍ଷା ଉପରେ ଏହି ରୋଗ ନିର୍ଣ୍ଣୟ ଆଧାରିତ ହୁଏ ।

ଚିକିତ୍ସାର ଆବଶ୍ୟକତା ଲକ୍ଷଣର ଉପସ୍ଥିତି ଉପରେ ନିର୍ଭର କରେ । ଏହାର ଚିକିତ୍ସା ମଧ୍ୟରେ ଆଶ୍ୱାସନା, କୋଲାଜେନେଜ୍ କିମ୍ବା ଭେରାପାମିଲ ଇଞ୍ଜେକ୍ସନ ଓ ଅସ୍ତ୍ରୋପଚାର ହୋଇପାରେ । ଗ୍ରାଫ୍ଟିଙ୍ଗ୍, ପ୍ଲିକେସନ୍ ଏବଂ ଲିଙ୍ଗ ପ୍ରତିରୋପଣ ଭଳି ବିଭିନ୍ନ ଅସ୍ତ୍ରୋପଚାର କରାଯାଇପାରେ । ଅଧିକାଂଶ ରୋଗ ସାମାନ୍ୟ ଥାଏ ଏବଂ ରକ୍ଷଣଶୀଳ ଭାବରେ ପରିଚାଳିତ ହୋଇଥାଏ ।

ପେରୋନି ରୋଗ ପ୍ରାୟ ୧୦% ପୁରୁଷଙ୍କୁ ପ୍ରଭାବିତ କରିଥାଏ ବୋଲି ଆକଳନ କରାଯାଇଛି । ଏହି ଅବସ୍ଥା ସାଧାରଣତଃ ୬୦ ବର୍ଷରୁ ଅଧିକ ବୟସର ଲୋକଙ୍କୁ ପ୍ରଭାବିତ କରିଥାଏ ।ଏହି ରୋଗର ବର୍ଣ୍ଣନା ଫ୍ରାନସିସ ଗୋଗୋଟ ଡି ଲା ପେରୋନି ପ୍ରଥମେ ୧୭୪୩ ମସିହାରେ କରିଥିଲେ ।

ଆଧାର

Tags:

ପୌରୁଷ ଅସାମର୍ଥ୍ୟ

🔥 Trending searches on Wiki ଓଡ଼ିଆ:

ହାଡ଼ସମ୍ବଲପୁରପୁରାଣମାଳତୀ ଚୌଧୁରୀଉତ୍ତର କୋରିଆମହାତ୍ମା ଗାନ୍ଧୀ୧୨୭୪ଆନ୍ତ୍ରିକ ଅବରୋଧବାହାରିନସୁଡୋଏଫେଡ୍ରିନମଙ୍ଗଳପ୍ରତୀକ୍ଷାଜନ୍ ଏଫ୍. କେନେଡ଼ିଜୟଦ୍ରଥଓଡ଼ିଆ ଭାଗବତଜଳ ପ୍ରଦୂଷଣଏର୍ଗୋକ୍ୟାଲସିଫେରଲ୧୫୮୧ଜୋଗ ଜଳପ୍ରପାତକୋରାପୁଟ ଜିଲ୍ଲାଗୋପାଳ ଛୋଟରାୟଯୁକ୍ତରାଜ୍ୟଜଣ୍ଡିସ୍ଭାରତୀୟ ମୁଦ୍ରାପୁରୀକାଉଁରୀ କନ୍ୟାଶ୍ରୀରାମ ପଣ୍ଡାଟୁଇଟରନଳିନୀକାନ୍ତ ମହାନ୍ତିଇଲନ ମସ୍କନିମୋନିଆନଡ଼ିଆପିତ୍ତକୋଷଭାରତ ରତ୍ନମୁକ୍ତେଶ୍ୱର ଦେଉଳ୨୫ ଅକ୍ଟୋବରଧାମନଗର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଜୈନ ଧର୍ମନୋଭାକ୍ ଜାକୋଭିକଟ୍ରାଇସାଇକ୍ଲିକ୍ ଆଣ୍ଟିଡେପ୍ରେସାଣ୍ଟସାଇକେଲଶ୍ରୀନିବାସ ଉଦ୍‌ଗାତାଅପର୍ଣ୍ଣା ବାସ୍ତାରେଓଡ଼ିଶାର କଳାଅବକାଶ ବେଶଜଗନ୍ନାଥସଂସ୍କୃତଭିଏତନାମଉଇକିପିଡ଼ିଆଇମେଲରାମଚନ୍ଦ୍ର ମିଶ୍ରପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷWikipediaଦୀପାବଳୀଭାରତର ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗଙ୍ଗାଧର ମେହେରବିଜ୍ଞାନଅଭିମନ୍ୟୁଯୁଗଳ କିଶୋର ପଟ୍ଟନାୟକଉତ୍କଳ ଦିବସ୧୫୬୨ରମାକାନ୍ତ ରଥନିକିତା କୃସ୍ଚେଭଦୀନକୃଷ୍ଣ ଦାସଇନଷ୍ଟାଗ୍ରାମଗ୍ରହଓଡ଼ିଆ ଲିପିସମୟ (କାଳ)ହିନ୍ଦୀନିର୍ମାଲ୍ୟକମ୍ପ୍ୟୁଟରବ୍ୟାଙ୍କ ଅଫ ଇଣ୍ଡିଆଜ୍ଞାନୀନ୍ଦ୍ର ବର୍ମା🡆 More