ନୀରଜ ଚୋପ୍ରା: ଖେଳାଳି

ନୀରଜ ଚୋପ୍ରା (ଜନ୍ମ : ୨୪ ଡିସେମ୍ବର ୧୯୯୭) ଜଣେ ଭାରତୀୟ ଜାଭେଲିନ ଫିଙ୍ଗାଳୀ । ୨୦୨୧ ଅଗଷ୍ଟ ମାସ ସୁଦ୍ଧା ବିଶ୍ୱ ଆଥଲେଟିକ ଅନୁଷ୍ଠାନଦ୍ୱାରା ପ୍ରକାଶିତ ମାନ୍ୟତା ତାଲିକାରେ ତାଙ୍କର ବିଶ୍ୱ ର‍୍ୟାଙ୍କ ୨ଥିଲା । ସେ ଭାରତୀୟ ସ୍ଥଳସେନାରେ ଜଣେ କମିସନଡ ଅଫିସର ଭାବରେ କାର୍ଯ୍ୟରତ । ନିଜର ପ୍ରଥମ ଅଲିମ୍ପିକ ପଦାର୍ପଣରେ ସେ ୨୦୨୦ ଟୋକିଓ ଅଲିମ୍ଭିକରେ ଜାଭେଲିନ ଥ୍ରୋରେ ସ୍ୱର୍ଣ୍ଣପଦକ ହାସଲ କରିଥିଲେ ।

ନୀରଜ ଚୋପ୍ରା
ବିଶିଷ୍ଟ ସେବା ମେଡ଼ାଲ
ନୀରଜ ଚୋପ୍ରା: ଖେଳାଳି
୨୦୧୭ ମସିହାରେ ନୀରଜ
ବ୍ୟକ୍ତିଗତ ତଥ୍ୟ
ଜାତୀୟତାଭାରତୀୟ
ଜନ୍ମ (1997-12-24) ୨୪ ଡିସେମ୍ବର ୧୯୯୭ (ବୟସ ୨୬)
ପାନିପତ, ହରିୟାଣା, ଭାରତ
ଶିକ୍ଷାଡିଏଭି କଲେଜ, ଚଣ୍ଡିଗଡ଼
ଉଚ୍ଚତା୧.୮୨ ମି
Sport
ଦେଶଭାରତ
କ୍ରୀଡ଼ାଜାଭେଲିନ ଫିଙ୍ଗାଳି
ର‍୍ୟାଙ୍କ
Event(s)ଜାଭେଲିନ
Coached byଯୁ ଜନ[dubious ]
Achievements and titles
Highest world ranking2 (Achieved on 11 August 2021)
Personal best(s)NR 88.07 m (2021)
Medal record
Men's Javelin throw

୨୦୨୩ ମସିହାରେ ବୁଦେପେଷ୍ଟଠାରେ ଅନୁଷ୍ଠିତ ବିଶ୍ବ ଦୌଡ଼କୁଦ ପ୍ରତିଯୋଗିତାରେ ସେ ଭାରତପାଇଁ ସ୍ୱର୍ଣ୍ଣପଦକ ହାସଲ କରିଥିଲେ । ଏହି ପ୍ରତିଯୋଗିତାରେ ସେ ୮୮.୧୭ ମିଟର ଦୂର ଜାଭେଲିନ ଫିଙ୍ଗିଥିଲେ ।

ଆଧାର

Tags:

🔥 Trending searches on Wiki ଓଡ଼ିଆ:

ଇରାନକାଳିଜାଈବିଭିନ୍ନ ପ୍ରକାର ଶାଗର ତାଲିକାଇଣ୍ଟରନ୍ୟାସନାଲ ଷ୍ଟାଣ୍ଡାର୍ଡ଼ ବୁକ ନମ୍ବରମାୟାଧର ମାନସିଂହଭାରତୀୟ ସ୍ୱାଧୀନତା ଆନ୍ଦୋଳନଉମାଶଙ୍କର ମିଶ୍ରଶୁଆସୁଡୋଏଫେଡ୍ରିନଶଙ୍ଖ କ୍ଷେତ୍ରନଳିନୀକାନ୍ତ ମହାନ୍ତିସାଇପ୍ରସଅନ୍ନପୂର୍ଣ୍ଣା ରଙ୍ଗମଞ୍ଚଏଡ୍ ସିରନ୍ଜଗନ୍ନାଥଙ୍କ ବେଶସୂର୍ଯ୍ୟଭିମାବରମକର୍କଟ ରୋଗବିଶ୍ୱନାଥ କରଧର୍ମଉଇକିପିଡ଼ିଆ ସମୂହର ତାଲିକାକୁଏତଭୀମ ଭୋଇଦିଲ୍ଲୀରାଜ ଯୋଗଲିଙ୍ଗରାଜ ମନ୍ଦିର୦ (ସଂଖ୍ୟା)ମିଆଁମାରଉଦୟଗିରି ଓ ଖଣ୍ଡଗିରି ଗୁମ୍ଫାପାରାସେଟାମୋଲରମଣ ମହର୍ଷିନୀଳକଣ୍ଠ ଦାସଜନ୍ ଏଫ୍. କେନେଡ଼ିମହୁଲବ୍ରୋଙ୍କିଓଲାଇଟିସକୋଣାର୍କଡମ୍ବରୁ ଶିଶାକୋରାପୁଟଅଶୋକାଷ୍ଟମୀଇସଲାମ ଧର୍ମଲଳିତ ମାନସିଂହସଂତୃପ୍ତ ମିଶ୍ରଶ୍ରୀ ଅରବିନ୍ଦଦକ୍ଷିଣ ଆଫ୍ରିକାଓଡ଼ିଶାର ଅନୁସୂଚିତ ଜନଜାତି ତାଲିକାଇଂରାଜୀ ଭାଷାଖାରବେଳ ସ୍ୱାଇଁସୋମନାଥରାଶି ଓ ନକ୍ଷତ୍ରଜଗନ୍ନାଥ ଦାସଇଣ୍ଡୋନେସିଆମଧ୍ୟ ପ୍ରଦେଶଇଲନ ମସ୍କ୪ ମାର୍ଚ୍ଚମନୋଜ ଦାସଙ୍କ କଥା ଓ କାହାଣୀଭାରତର ରାଷ୍ଟ୍ରପତି ମାନଙ୍କର ତାଲିକାପ୍ରଣବ ପ୍ରକାଶ ଦାସଓଡ଼ିଆନବୀନ ପଟ୍ଟନାୟକଓଡ଼ିଶୀହରେକୃଷ୍ଣ ମହତାବମଙ୍ଗଳଓଷାକୋରାପୁଟ ଜିଲ୍ଲାଉଇକିଅଭିଧାନବାହାରିନଇସାଭୁକୋନାଜୋନିଅମସିଲିକନଭାରତୀୟ ସମ୍ବିଧାନଶିବଚୈତନ୍ୟ🡆 More