ନନ୍ଦଲାଲ ମହାପାତ୍ର

ନନ୍ଦଲାଲ ମହାପାତ୍ର (୧୬ ଜୁନ ୧୯୪୭ - ୨୦ ନଭେମ୍ବର ୨୦୨୨) ଜଣେ ଓଡ଼ିଆ ଚଳଚ୍ଚିତ୍ର ସଂଳାପ ଓ କାହାଣୀ ଲେଖକ ଥିଲେ । ସେ ଓଡ଼ିଆ ଚଳଚ୍ଚିତ୍ରରେ ନିର୍ଦ୍ଦେଶନା ମଧ୍ୟ କରିଥିଲେ । ସେ ଜଗତସିଂହପୁର ଜିଲ୍ଲାର ଚାଟରା ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ସେ ଚଳଚ୍ଚିତ୍ର ନିର୍ଦ୍ଦେଶକ ମନମୋହନ ମହାପାତ୍ରଙ୍କର ମୁଖ୍ୟ ସହଯୋଗୀ ଭାବରେ ଅନେକ ବର୍ଷ କାମ କରିଥିଲେ ।

ନନ୍ଦଲାଲ ମହାପାତ୍ର
ଜନ୍ମ
ନନ୍ଦଲାଲ ମହାପାତ୍ର

(1947-06-16)୧୬ ଜୁନ ୧୯୪୭
ମୃତ୍ୟୁ୨୦ ନଭେମ୍ବର ୨୦୨୨(2022-11-20) (ବୟସ ୭୫)
ଜାତୀୟତାଭାରତୀୟ
ପ୍ରସିଦ୍ଧିଚଳଚ୍ଚିତ୍ର ନିର୍ଦ୍ଦେଶକ, କାହାଣୀକାର ଓ ସଂଳାପ ଲେଖକ

ଚଳଚ୍ଚିତ୍ର ଓ ଧାରାବାହିକରେ ଅବଦାନ

ସେ ବହୁ ଓଡ଼ିଆ ଚଳଚ୍ଚିତ୍ର ସହ ବିଭିନ୍ନ ଭୂମିକାରେ ଜଡ଼ିତ ଥିଲେ ।

କଥାଚିତ୍ର ବର୍ଷ ଭୂମିକା ପୁରସ୍କାର
ଭିନ୍ନ ସମୟ ୧୯୯୨ ସଂଳାପ ରଚନା ଶ୍ରେଷ୍ଠ ଆଞ୍ଚଳିକ ଓଡ଼ିଆ କଥାଚିତ୍ର
ଅଗ୍ନି ବୀଣା ୧୯୯୦ ସଂଳାପ ରଚନା
ଅନ୍ଧ ଦିଗନ୍ତ ୧୯୯୦ ସଂଳାପ ରଚନା ଶ୍ରେଷ୍ଠ ଆଞ୍ଚଳିକ ଓଡ଼ିଆ କଥାଚିତ୍ର
ତଥାପି ୧୯୮୯ ସଂଳାପ ରଚନା
କିଛି ସ୍ମୃତି କିଛି ଅନୁଭୂତି ୧୯୮୮ ସଂଳାପ ରଚନା ଶ୍ରେଷ୍ଠ ଆଞ୍ଚଳିକ ଓଡ଼ିଆ କଥାଚିତ୍ର
ନିଶିଥ ସ୍ୱପ୍ନ ୧୯୮୮ ସଂଳାପ ରଚନା ଶ୍ରେଷ୍ଠ ଆଞ୍ଚଳିକ ଓଡ଼ିଆ କଥାଚିତ୍ର
ମଝି ପାହାଚ ୧୯୮୭ ସଂଳାପ ରଚନା ଶ୍ରେଷ୍ଠ ଆଞ୍ଚଳିକ ଓଡ଼ିଆ କଥାଚିତ୍ର
ସବୁ ମାୟାରେ ବାୟା ୧୯୮୭ ସଂଳାପ ରଚନା
କୁହୁଡ଼ି ୧୯୮୬ ସଂଳାପ ରଚନା
ତ୍ରିସନ୍ଧ୍ୟା ୧୯୮୬ ସଂଳାପ ରଚନା
କ୍ଳାନ୍ତ ଅପରାହ୍ଣ ୧୯୮୫ ସଂଳାପ ରଚନା ଶ୍ରେଷ୍ଠ ଆଞ୍ଚଳିକ ଓଡ଼ିଆ କଥାଚିତ୍ର
ନୀରବ ଝଡ଼ ୧୯୮୪ ସଂଳାପ ରଚନା ଶ୍ରେଷ୍ଠ ଆଞ୍ଚଳିକ ଓଡ଼ିଆ କଥାଚିତ୍ର
ଶୀତ ରାତି ୧୯୮୧ ସଂଳାପ ରଚନା ଶ୍ରେଷ୍ଠ ଆଞ୍ଚଳିକ ଓଡ଼ିଆ କଥାଚିତ୍ର
ସବୁ ମାୟାରେ ବାୟା ୧୯୮୧ ସଂଳାପ ରଚନା ଶ୍ରେଷ୍ଠ ଆଞ୍ଚଳିକ ଓଡ଼ିଆ କଥାଚିତ୍ର
ଗାଁର ନାଁ ଗାଲୁଆପୁର ୨୦୨୧ କାହାଣୀ, ଚିତ୍ରନାଟ୍ୟ ଓ ସଂଳାପ ରଚନା
ଭିଜା ମାଟିର ସ୍ୱର୍ଗ ୨୦୨୨ କାହାଣୀ, ଚିତ୍ରନାଟ୍ୟ ଓ ସଂଳାପ ରଚନା ଶ୍ରେଷ୍ଠ ସଂଳାପ ଲେଖକ
ସମାନ୍ତର ଟେଲିଭିଜନ ଧାରାବାହିକ କାହାଣୀ ଓ ନିର୍ଦ୍ଦେଶନା
ଖୋଳପା ଟେଲିଭିଜନ ଧାରାବାହିକ କାହାଣୀ ଓ ନିର୍ଦ୍ଦେଶନା
ସୀମାରେଖା ଟେଲିଭିଜନ ଧାରାବାହିକ କାହାଣୀ ଓ ନିର୍ଦ୍ଦେଶନା
ସମ୍ପର୍କ ଟେଲିଭିଜନ ଧାରାବାହିକ କାହାଣୀ ଓ ନିର୍ଦ୍ଦେଶନା
ଗୁରୁବାରୀ ଟେଲିଭିଜନ ଧାରାବାହିକ କାହାଣୀ ଓ ନିର୍ଦ୍ଦେଶନା
ଦୁଃସମୟ ଟେଲିଭିଜନ ଧାରାବାହିକ କାହାଣୀ ଓ ନିର୍ଦ୍ଦେଶନା

ମୃତ୍ୟୁ

ହୃଦ୍‌ରୋଗରେ ପିଡ଼ିତ ହୋଇ ତାଙ୍କର ୨୦୨୨ ମସିହା ନଭେମ୍ବର ୨୦ ତାରିଖରେ ୭୫ ବର୍ଷ ବୟସରେ ପରଲୋକ ଘଟିଥିଲା ।

ଆଧାର

ଅଧିକ ତଥ୍ୟ

Tags:

ନନ୍ଦଲାଲ ମହାପାତ୍ର ଚଳଚ୍ଚିତ୍ର ଓ ଧାରାବାହିକରେ ଅବଦାନନନ୍ଦଲାଲ ମହାପାତ୍ର ମୃତ୍ୟୁନନ୍ଦଲାଲ ମହାପାତ୍ର ଆଧାରନନ୍ଦଲାଲ ମହାପାତ୍ର ଅଧିକ ତଥ୍ୟନନ୍ଦଲାଲ ମହାପାତ୍ରଜଗତସିଂହପୁର ଜିଲ୍ଲାମନମୋହନ ମହାପାତ୍ର

🔥 Trending searches on Wiki ଓଡ଼ିଆ:

ଓଡ଼ିଶା ପ୍ରିମିଅର ଲିଗନେପଚୁନସବ୍ୟସାଚୀ ମିଶ୍ରଉତ୍ତମ ମହାନ୍ତିଚାଟ୍ ଜିପିଟିସୁନାସମ୍ବଲପୁରହନୁମାନ ବାଟିକାଆର୍ଯ୍ୟଭଟ୍ଟଜ୍ୟୋତିର୍ଲିଙ୍ଗରାଜକିଶୋର ପଟ୍ଟନାୟକଭାରତୀୟ ସ୍ୱାଧୀନତା ଆନ୍ଦୋଳନଶ୍ରୀରାଧାବଣଭୋଜି ବେଶସ୍ତନ୍ୟପାୟୀସତୀ ଅନୁସୂୟାକୋରାପୁଟ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଚିତ୍ତରଞ୍ଜନ ତ୍ରିପାଠୀଅଚ୍ୟୁତ ନାୟକଟୋକିଓବିସ୍ଥାପିତ କାନ୍ଧ ଗଣ୍ଠିଜାପାନ ସାଗରବୌଦ୍ଧ ଧର୍ମଅଂଶୁଘାତରେଶମ ପଥଦାମୋଦର ରାଉତଭାରତୀୟ ସଂଖ୍ୟା ପ୍ରଣାଳିମସ୍କୋଭ୍ୟାକୁମ୍ କ୍ଲିନର୍ସମ୍ବଲପୁର ଜିଲ୍ଲାମଧୁସୂଦନ ରାଓବଡ଼ ଏରାଜମ୍ମୁ ତୱି ରେଳ ଷ୍ଟେସନଗ୍ରହରାଣୀ ଲକ୍ଷ୍ମୀବାଈଗୌରହରି ଦାସଓପନ-ସୋର୍ସ ସଫ୍ଟୱେରଗର୍ଭାବସ୍ଥାଜନ୍ମ ନିରୋଧଫତୁରାନନ୍ଦମାଁ ପୀତାମ୍ବର ମନ୍ଦିରପଣା ସଂକ୍ରାନ୍ତିମାଛବ୍ୟାସଦେବରାଜେନ୍ଦ୍ର କିଶୋର ପଣ୍ଡାସମୀର ରଞ୍ଜନ ଦାଶମଙ୍ଗଳୁ ଚରଣ ବିଶ୍ୱାଳରବର୍ଟ ହିଲ୍ହରେକୃଷ୍ଣ ମହତାବଯାଜପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ହମିଦା ବାନୁ ବେଗମଖିଲିପାନବିଜୁ ପଟ୍ଟନାୟକମହାରାଷ୍ଟ୍ରକୁତାମ ଚଣ୍ଡୀ ମନ୍ଦିରବିରଳା ମନ୍ଦିର, କୋଲକାତାପ୍ରସନ୍ନ କୁମାର ପଣ୍ଡାତୃପ୍ତି ଦାସଗୁଣୁପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଜୀବସାର ଗବିଦ୍ୟୁତପ୍ରଭା ଦେବୀମଦର ଟେରେସାଏଣ୍ଡୋମେଟ୍ରିଓସିସଥାଲକୁଡ଼ି୧୭୪୬କଳାପାହାଡ଼ଲୋକ ସଭାବୈକୁଣ୍ଠନାଥ ପଟ୍ଟନାୟକରାଧାନାଥ ରଥକୃଷ୍ଣପ୍ରସାଦ ମିଶ୍ର🡆 More