ନକ୍ଷତ୍ର ଧନିଷ୍ଠା: ନକ୍ଷତ୍ର

ହିନ୍ଦୁ ଜ୍ୟୋତିଷ ମତେ ୨୭ଟି ନକ୍ଷତ୍ର ମଧ୍ୟରୁ ତ୍ରିବିଂଶତମ ନକ୍ଷତ୍ର ହେଉଛି ଧନିଷ୍ଠା । ରାଶିଚକ୍ର (ଅପମଣ୍ଡଳ)ରେ ମକର ରାଶିରେ ୨୩ ଡିଗ୍ରୀ ୨୦ ମିନିଟରୁ କୁମ୍ଭ ରାଶିରେ ୦୬ ଡିଗ୍ରୀ ୪୦ ମିନିଟ ଯାଏଁ ବ୍ୟାପ୍ତ ।

ନକ୍ଷତ୍ର ଧନିଷ୍ଠା: ଜ୍ୟୋତିଷୀୟ ପରିଚୟ, ପୌରାଣିକ କିମ୍ବଦନ୍ତୀ, ଅଧିକ ତଥ୍ୟ
ରାଶି ଚକ୍ରରେ ଧନିଷ୍ଠା ନକ୍ଷତ୍ରର ଅବସ୍ଥିତି

ଜ୍ୟୋତିଷୀୟ ପରିଚୟ

ହିନ୍ଦୁ ଜ୍ୟୋତିଷରେ ରାଶିଚକ୍ର (୩୬୦ ଡିଗ୍ରୀ)କୁ କାଳ୍ପନିକ ୨୭ ଭାଗରେ ବିଭକ୍ତ କରାଯାଇଛି । ପ୍ରତ୍ୟେକ ଭାଗ ଅର୍ଥାତ୍‌ ୧୩ ଡିଗ୍ରୀ ୨୦ ମିନିଟ ଅଂଶ ଗୋଟିଏ ଗୋଟିଏ ନକ୍ଷତ୍ର ନାମରେ ନାମିତ । ନକ୍ଷତ୍ରମାନଙ୍କୁ ହିନ୍ଦୁ ଜ୍ୟୋତିଷମାନେ ୨୭ଟି ସ୍ୱତନ୍ତ୍ର ତାରକାପୁଞ୍ଜରେ ବିଭକ୍ତକରି ପ୍ରତ୍ୟେକଙ୍କୁ ଗୋଟିଏ ଲେଖାଁଏ ସ୍ୱତନ୍ତ୍ର ନାମ ଦେଇ ଅଛନ୍ତି । ପୁଣି ପ୍ରତ୍ୟେକ ନକ୍ଷତ୍ରକୁ ଚାରି ପାଦରେ ବିଭକ୍ତ କରାଯାଇଛି । ଚନ୍ଦ୍ରର ଦୈନିକ ଗତି ପ୍ରାୟ ୧୩ ଡିଗ୍ରୀ ୨୦ ମିନିଟ ହୋଇଥିବାରୁ ଏହା ଗୋଟିଏ ଦିନ ଗୋଟିଏ ନକ୍ଷତ୍ରରେ ଅବସ୍ଥାନ କରିଥାଏ । ତେଣୁ ବୈଦିକ ଜ୍ୟୋତିଷରେ ନକ୍ଷତ୍ର ସହିତ ଚନ୍ଦ୍ରର ସମ୍ବନ୍ଧ ଅତି ନିବିଡ । ବୈଦିକ ଜ୍ୟୋତିଷ ମତରେ ବ୍ୟକ୍ତିର ଜନ୍ମ ସମୟରେ ଚନ୍ଦ୍ର ଯେଉଁ ନକ୍ଷତ୍ରରେ ଅବସ୍ଥାନ କରୁଥାନ୍ତି, ବ୍ୟକ୍ତିର ସେହି ଜନ୍ମ ନକ୍ଷତ୍ର ହୁଏ ।

ତେବେ ଅଶ୍ୱିନୀଠାରୁ ରେବତୀ ପର୍ଯ୍ୟନ୍ତ ୨୭ ନକ୍ଷତ୍ର ମଧ୍ୟରେ ଚାନ୍ଦ୍ରମାନ ମାସକୁ ବାଣ୍ଟିଲା ବେଳକୁ କିଛି ନିଅଣ୍ଟ ଦେଖାଯିବାରୁ ହିନ୍ଦୁ ଜ୍ୟୋତିଷମାନେ ଅଭିଜିତ ନକ୍ଷତ୍ରକୁ ଅଷ୍ଟାବିଂଶ ନକ୍ଷତ୍ର ରୂପେ ଗଣନା କରିଅଛନ୍ତି ।

ବିଶେଷତ୍ୱ

  • ହିନ୍ଦୁ ଜ୍ୟୋତିଷ ମତେ ଧନିଷ୍ଠା ନକ୍ଷତ୍ର ଦୁଇଗୋଟି ତାରାପୁଞ୍ଜର(en:Alpha Delphini, en:Delta Delphini) ସମାହାର । ଏହି ତାରାପୁଞ୍ଜ ଏକ ହାତୀର ବଂଶୀ ଆକୃତିରେ ଦୃଶ୍ୟମାନ ହେଉଥିବାରୁ ନକ୍ଷତ୍ରର ନାମ ଧନିଷ୍ଠା ।
  • ଧନିଷ୍ଠା ରାଶିଚକ୍ରରେ ମକର (ରାଶି)ରେ ୨୩ ଡିଗ୍ରୀ ୨୦ ମିନିଟରୁ କୁମ୍ଭ ରାଶିରେ ୦୬ ଡିଗ୍ରୀ ୪୦ ମିନିଟ ଯାଏଁ ବ୍ୟାପ୍ତ ।
  • ମଙ୍ଗଳ ଏହାର ଅଧିପତି ।
  • ବୈଦିକ ଜ୍ୟୋତିଷମତେ ଏହି ନକ୍ଷତ୍ର ରାକ୍ଷସଗଣ ଓ ସତ୍ତ୍ୱଗୁଣ ସହ ସମ୍ବନ୍ଧିତ ।
  • ବୈଦିକ ଜ୍ୟୋତିଷ ମତେ ଧନିଷ୍ଠା ନକ୍ଷତ୍ର ଲିଙ୍ଗ ଭେଦରେ ସ୍ତ୍ରୀ ଏବଂ ଜାତି ଭେଦରେ ଶୁଦ୍ର ।
  • ଧନିଷ୍ଠା ନକ୍ଷତ୍ରରେ ଜନ୍ମିତ ବ୍ୟକ୍ତିବିଶେଷ ବୁଦ୍ଧିମାନ ଏବଂ ଈଶ୍ୱର ବିଶ୍ୱାସୀ ହୋଇଥାଆନ୍ତି ।
  • ସାଧାରଣତଃ ବୈଦିକ ଜ୍ୟୋତିଷ ମତେ ହିନ୍ଦୁ ପରିବାରରେ ନବଜାତ ଶିଶୁର ଜନ୍ମ ବେଳେ ନିର୍ଦ୍ଦିଷ୍ଟ ନକ୍ଷତ୍ରରେ ଚନ୍ଦ୍ରର ଅବସ୍ଥାନକୁ ନେଇ ନବଜାତକର ନାମକରଣ କରାଯିବାର ପ୍ରଥା ପ୍ରଚଳିତ । ଧନିଷ୍ଠା ନକ୍ଷତ୍ରରେ ଚନ୍ଦ୍ର ଅବସ୍ଥାନ କରୁଥିଲେ, ଚାରିପାଦ କ୍ରମରେ ନବଜାତକର ନାମର ପ୍ରଥମ ଅକ୍ଷର ନିମ୍ନପ୍ରକାରେ ହେବ ।
      ପ୍ରଥମ ପାଦ- Ga (गा)
      ଦ୍ୱିତୀୟ ପାଦ- Gi (गी),
      ତୃତୀୟ ପାଦ- Gu (गु) ଏବଂ
      ଚତୁର୍ଥ ପାଦ- Ge (गे)

ପୌରାଣିକ କିମ୍ବଦନ୍ତୀ

ଅଧିକ ତଥ୍ୟ

ଆଧାର

Tags:

ନକ୍ଷତ୍ର ଧନିଷ୍ଠା ଜ୍ୟୋତିଷୀୟ ପରିଚୟନକ୍ଷତ୍ର ଧନିଷ୍ଠା ପୌରାଣିକ କିମ୍ବଦନ୍ତୀନକ୍ଷତ୍ର ଧନିଷ୍ଠା ଅଧିକ ତଥ୍ୟନକ୍ଷତ୍ର ଧନିଷ୍ଠା ଆଧାରନକ୍ଷତ୍ର ଧନିଷ୍ଠାନକ୍ଷତ୍ର

🔥 Trending searches on Wiki ଓଡ଼ିଆ:

କମ୍ପ୍ୟୁଟରଧର୍ମେନ୍ଦ୍ର ପ୍ରଧାନବିଜୁ ପଟ୍ଟନାୟକମଙ୍ଗଳା ମନ୍ଦିରଭୀମ ଭୋଇମୟୂର୧୭୪୬ଯଶୋବନ୍ତ ଦାସ୨୪ ଅପ୍ରେଲକାଟୁଲୁ ରବି କୁମାରଖାସି ମାଂସ ତରକାରୀ୪ (ସଂଖ୍ୟା)କାଞ୍ଚି ଅଭିଯାନଜ୍ୟୋତିର୍ଲିଙ୍ଗଆଲେକ୍‌ଜାଣ୍ଡର ଫ୍ଲେମିଙ୍ଗରାବଣକାଳିଚରଣ ପଟ୍ଟନାୟକରାଜକିଶୋର ପଟ୍ଟନାୟକଓଡ଼ିଶାର ସଂସ୍କୃତିନିର୍ମଳା (ଉପନ୍ୟାସ)ବୈଜୟନ୍ତ ପଣ୍ଡାଉତ୍କଳ ସମ୍ମିଳନୀଫରିନା ଆଜାଦଅଷ୍ଟ୍ରିଆମାସବୈଷ୍ଣବ ଚରଣ ସାମଲବୃହସ୍ପତିଚନ୍ଦନ ଯାତ୍ରାଦ୍ୱିତୀୟ ଭାସ୍କରହରେକୃଷ୍ଣ ମହତାବରାସନ କାର୍ଡ଼ (ଭାରତ)ମନୋଜ କୁମାର ମିଶ୍ରଭାରତୀୟ ସଂଖ୍ୟା ପ୍ରଣାଳି୧୯୬୧ପ୍ରାଣୀପଲଉସାରଳା ମନ୍ଦିରଶ୍ରୀ ଅରବିନ୍ଦଜିନା ସାମଲଜୟ ଜଗନ୍ନାଥଅଣ୍ଡା ରୋଲଚାଣକ୍ୟଭାରତର ସଂସଦନବଯୌବନ ବେଶପ୍ଲୀହାପ୍ରେମଗୋପାଳ ଛୋଟରାୟଦଗ୍ଧରାଜ ଯୋଗଜଗନ୍ନାଥ ଦାସଶ୍ରୀ୧୦୫୪ନବୀନ ପଟ୍ଟନାୟକଶ୍ରବଣା (ନକ୍ଷତ୍ର)ରାମାବତାରମ୍ଇରା ମହାନ୍ତିଗୁରୁ ପ୍ରସାଦ ମହାନ୍ତିଛାରପୋକପଖିଆବିରଳା ମନ୍ଦିର, କୋଲକାତାସମୀର ରଞ୍ଜନ ଦାଶରାଜକିଶୋର ରାୟଖିଲିପାନହନୁମାନ ବାଟିକାଚୈତନ୍ୟସମୟ (କାଳ)ଫେବୃଆରୀ ୨୮ମୟୂରଭଞ୍ଜ ଜିଲ୍ଲାକୋରାପୁଟ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ମନୋଜ ଦାସହୃଷୀକେଶ ମଲ୍ଲିକ🡆 More