ଧନକର ଅଧିନିୟମ, ୧୯୫୭

ଧନକର ଅଧିନିୟମ, ୧୯୫୭ ଭାରତୀୟ ପାର୍ଲିଆମେଣ୍ଟରେ ପାରିତ ଏକ ଆଇନ ଯେଉଁଥିରେ କି ଏକ ବ୍ୟକ୍ତି ବିଶେଷ, ହିନ୍ଦୁ ଯୌଥ ପରିବାର କିମ୍ବା ଏକ କମ୍ପାନୀଦ୍ୱାରା ଅର୍ଜିତ ସମ୍ପତ୍ତି ଉପରେ କର ଦେବାପାଇଁ ବ୍ୟବସ୍ଥା ରହିଥିଲା । ପ୍ରତି ବର୍ଷ ୩୧ ମାର୍ଚ ସୁଦ୍ଧା ଅର୍ଜିତ ସମ୍ପତ୍ତି ଉପରେ ଏହି କର ଦେୟ ହିସାବ ହୁଏ । ଏହି ଅଧିନିୟମ ଜାମ୍ମୁ - କାଶ୍ମୀର ତଥା ସମସ୍ତ କେନ୍ଦ୍ର ଶାସିତ ଅଞ୍ଚଳ ସହିତ ତମାମ ଦେଶରେ ଲାଗୁ କରାଯାଇଥିଲା । ୨୦୦୬ରେ ଅଧିନିୟମରେ କେତେକ ସଂଶୋଧନ ଅଣାଯାଇଥିଲା । ତେବେ, ୧ ଅପ୍ରେଲ ୨୦୧୬ଠାରୁ ଏହା ବାତିଲ କରିଦିଆଯାଇଛି । ୨୦୧୬-୨୦୧୭ କେନ୍ଦ୍ର ବଜେଟ ଉପସ୍ଥାପନ ବେଳେ ତତ୍କାଳୀନ ଅର୍ଥ ମନ୍ତ୍ରୀ ଅରୁଣ ଜେଟଲୀ ଘୋଷଣା କରିଥିଲେ ଯେ ଚେଲାୟା କମିଟିଙ୍କ ସୁପାରିଶ ମୁତାବକ ଏହି ଅଧିନିୟମକୁ ବାତିଲ କରିଦିଆଯାଇଛି

ଧନକର ଅଧିନିୟମ, ୧୯୫୭
ଧନକର ଅଧିନିୟମ, ୧୯୫୭
An Act to provide for the levy of wealth-tax
ଆଧାରAct No. 27 of 1957
ନିୟମାକାରକParliament of India
Date commenced1 April 1957
Status: Repealed

ଅଧିନିୟମ ବିଷୟରେ

ବିଶେଷ ପ୍ରାବଧାନ

  • ଉକ୍ତ ଅଧିନିୟମର ପ୍ରାବଧାନ ଅନୁସାରେ ବ୍ୟକ୍ତି ବିଶେଷ ବା ହିନ୍ଦୁ ଯୌଥ ପରିବାର ଅଥବା ଏକ କମ୍ପାନୀ ନିର୍ଦ୍ଧାରିତ ତାରିଖ ସୁଦ୍ଧା ବାର୍ଷିକ ଶୁଦ୍ଧ ଆୟ ଉପରେ ଧନ କର ଦେୟ ହୋଇଥାଏ ।
  • ୫୦ ଲକ୍ଷରୁ ଉର୍ଦ୍ଧ୍ୱ ଆୟ ପାଇଁ ଧନକର ଦେୟ ଧାର୍ଯ୍ୟ କରାଯାଇଥିଲା ଶତକଡା ୦.୨୫ ହାରରେ ଯାହାକି ଅପ୍ରିଲ ୨୦୧୦ଠାରୁ ଶତକଡା ୧ ହାରରେ ଲାଗୁ କରାଗଲା । ତେବେ ଉକ୍ତ ମୋଟ ଅର୍ଜିତ ଆୟରୁ ବ୍ୟକ୍ତି କରିଥିବା କରଜ ବାଦ ଦିଆଯାଇ ଏହି କର ଉପରେ କୌଣସି ଶିକ୍ଷା ଉପକର(cess) ଆଦାୟ କରାଯାଉ ନ ଥିଲା ।
  • ଅଧିନିୟମର ଧାରା ୪୫ ଅନୁସାରେ ନିମ୍ନ ଲିଖିତ ସମସ୍ତ ସମ୍ପତ୍ତି ଧନକର ଦେୟ ପରିସରରୁ ବାଦ ଦିଆଯାଇଥିଲା :

୧) ଟ୍ରଷ୍ଟି

୨) ମିଳିତ ବ୍ୟବସାୟ

୩) ସାମାଜିକ ଅନୁଷ୍ଠାନ

୪) କୋ ଅପରେଟିଭ ସୋସାଇଟି

୫) ରାଜନୈତିକ ଦଳ

୬) କମ୍ପାନୀ ଅଧିନିୟମର ଧାରା ୨୫ ପ୍ରକାରେ ପଞ୍ଜିକୃତ କମ୍ପାନୀ........... ଇତ୍ୟାଦି

ଆଧାର

ଆହୁରି ପଢନ୍ତୁ

"wealth tax 1957"

Tags:

ଧନକର ଅଧିନିୟମ, ୧୯୫୭ ଅଧିନିୟମ ବିଷୟରେଧନକର ଅଧିନିୟମ, ୧୯୫୭ ଆଧାରଧନକର ଅଧିନିୟମ, ୧୯୫୭ ଆହୁରି ପଢନ୍ତୁଧନକର ଅଧିନିୟମ, ୧୯୫୭ଅରୁଣ ଜେଟଲୀଯୌଥ ପରିବାର

🔥 Trending searches on Wiki ଓଡ଼ିଆ:

ନବଗୁଞ୍ଜରମଧୁସୂଦନ ରାଓକଣ୍ଡୋମମୌଳିକ ସଂଖ୍ୟାମସ୍କୋଶ୍ରୀଲଙ୍କାର ଭୂଗୋଳଗଙ୍ଗାଧର ରଥଆଲେକ୍‌ଜାଣ୍ଡର ଫ୍ଲେମିଙ୍ଗନବଯୌବନ ବେଶଇଣ୍ଡୋନେସିଆକୋରାପୁଟ (ଲୋକ ସଭା ନିର୍ବାଚନ ମଣ୍ଡଳୀ)ରାସେଶ୍ୱରୀ ପାଣିଗ୍ରାହୀଶ୍ରଦ୍ଧାକର ସୂପକାରସରୋଜିନୀ ସାହୁତମନ୍ନା ବ୍ୟାସଆଇଡେଲାଲିସିବଓଡ଼ିଶାପ୍ରାଣୀଗୋବିନ୍ଦ ତ୍ରିପାଠୀମଙ୍ଗଳୁ ଚରଣ ବିଶ୍ୱାଳବ୍ୟାସଦେବଉତ୍କଳ ସମ୍ମିଳନୀନୀଳକଣ୍ଠ ଦାସସାରଥୀ ବାବାଉତ୍କଳ ବ୍ରାହ୍ମଣ୨୦୧୯ ଓଡ଼ିଶା ବିଧାନସଭା ନିର୍ବାଚନଶୈଳବାଳା ଦାସମନୋଜ ଦାସଙ୍କ କଥା ଓ କାହାଣୀରେବତୀ (କ୍ଷୁଦ୍ରଗଳ୍ପ)ପ୍ରତୀକ୍ଷାଉତ୍କଳ ଦୀପିକାସତ୍ୟବାଦୀ ବନ ବିଦ୍ୟାଳୟଶିବସରୋଜିନୀ ନାଇଡୁତଳକୁସୁମା ଗୋବିନ୍ଦପୁର ଉଚ୍ଚ ବିଦ୍ୟାଳୟଓଡ଼ିଶାର ଇତିହାସମାଛକୋଚିଲାନଇ ଆରପାରି୨୦୦୬ମାଁ ପୀତାମ୍ବର ମନ୍ଦିରଜୀବସାର ଗନେଲସନ ମଣ୍ଡେଲାଫରିନା ଆଜାଦଆରିଷ୍ଟୋଟଲଧରିତ୍ରୀମେହମୁଦ ହୁସେନଉଇକିପିଡ଼ିଆ ସମୂହର ତାଲିକାଚୁଡ଼ାଓଡ଼ିଶାର କଳାଉତ୍କଳ ବିଶ୍ୱବିଦ୍ୟାଳୟଅର୍ଚ୍ଚିତା ସାହୁଡିଜିଟାଲ ଅବଜେକ୍ଟ ଆଇଡେଣ୍ଟିଫାୟରରାଜନୀତି ବିଜ୍ଞାନଜଳଶେର ଶାହ ସୁରୀରାମ ନବମୀପକୋଡ଼ାଦେବଗଡ଼ ଜିଲ୍ଲାତପସ୍ୱିନୀଚନ୍ଦନ ଯାତ୍ରାଏଣ୍ଡୋମେଟ୍ରିଓସିସଭାରତୀୟ ସଂଖ୍ୟା ପ୍ରଣାଳିକୋଣାର୍କ ସୂର୍ଯ୍ୟ ମନ୍ଦିରମହାଦେଶଭାରତର ସଂସଦଜଗନ୍ନାଥଙ୍କ ଧୂପଦଣ୍ଡ ନାଟଅଲାରନାଥ ମନ୍ଦିରଖାଦ୍ୟ🡆 More