ତପୋବନ ଏକ୍ସପ୍ରେସ

 

Tapovan Express
Overview
Service typeExpress
Current operator(s)South Central Railways
Route
StartHuzur Sahib Nanded
Stops18
EndMumbai CST
Distance travelled610 km (379 mi)
Service frequencyDaily
On-board services
Class(es)AC Chair Car, Second Class seating, General Unreserved
Seating arrangementsYes
Sleeping arrangementsNo
Catering facilitiesTrain has Pantry Car facility
Technical
Rolling stockStandard Indian Railway coaches
Operating speed110 km/h (68 mph) maximum
51.55 km/h (32 mph) including halts.
Route map
ତପୋବନ ଏକ୍ସପ୍ରେସ
Tapovan Express (Nanded - Mumbai) Route map

17618 / 17 ତପୋବନ ଏକ୍ସପ୍ରେସ ,ଭାରତୀୟ ରେଳବାଇର ଦକ୍ଷିଣ କେନ୍ଦ୍ର ଡିଭିଜନଦ୍ୱାରା ଚାଲୁଥିବା ଏକ ଏକ୍ସପ୍ରେସ ଟ୍ରେନ । ଏହା ମୁମ୍ବାଇ ଓ ନାନ୍ଦେଦ ମଧ୍ୟରେ ଚଳାଚଳ କରେ ।

ସଂସ୍କୃତ ଶବ୍ଦ "ତପସ୍ୟା" ଅନୁସାରେ ନମିତ ଏହି ଟ୍ରେନରେ AC କୋଚ ସହିତ ପାନ୍ତରୀ କାର ମଧ୍ୟ ରହିଥାଏ । ଏହା ସମୁଦାୟ ୬୧୦ କିଲୋମିଟର ରାସ୍ତା ଯାଏ ।

କୋଚ ସମୂହ 

ତପୋବନ ଏକ୍ସପ୍ରେସରେ ୨ଟି AC ଚେୟାର କାର , ୧୦ଟି ୨ ୟ ଶ୍ରେଣୀ ସିଟିଙ୍ଗ , ୩ଟି ସାଧାରଣ ବଗି ୨ଟି ଲଗେଜ ସହ ପାନ୍ତରୀ କାର ରହେ । ଏଥିରେ ସମୟ ସମୟରେ ପରିବର୍ତ୍ତନ ହୁଏ ।

ଯାତ୍ରାପଥ 

ଟ୍ରେନଟି ହଜୁର ସାହେବ ନାନ୍ଦେଦ , ପୂର୍ଣା ଜଙ୍କସନ , ପୁରଭାନୀ , ମାନବତ , ଜଳନା , ଔରଙ୍ଗାବାଦ , ଲାତୂର , ନାସିକ ଦାଦର ସେଣ୍ଟ୍ରାଲ ଦେଇ ଯାଏ ।

ଆଧାର 

ବାହାର ଲିଙ୍କ 

Tags:

ତପୋବନ ଏକ୍ସପ୍ରେସ କୋଚ ସମୂହ ତପୋବନ ଏକ୍ସପ୍ରେସ ଯାତ୍ରାପଥ ତପୋବନ ଏକ୍ସପ୍ରେସ ଆଧାର ତପୋବନ ଏକ୍ସପ୍ରେସ ବାହାର ଲିଙ୍କ ତପୋବନ ଏକ୍ସପ୍ରେସ

🔥 Trending searches on Wiki ଓଡ଼ିଆ:

କାହ୍ନୁଚରଣ ମହାନ୍ତିଖାରବେଳକୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବପ୍ରଧାନ ପୃଷ୍ଠାମାଛରାସେଶ୍ୱରୀ ପାଣିଗ୍ରାହୀତୃପ୍ତି ଦାସ୪ (ସଂଖ୍ୟା)ସତ୍ୟନାରାୟଣ ରାଜଗୁରୁସାଲଭାଡୋର ଡାଲି୨୭ ଜୁନଶ୍ରୀତମ ଦାସଭାନୁଜୀ ରାଓଚିଲିକା (କବିତା)ହନୁମାନ ବାଟିକାତମନ୍ନା ବ୍ୟାସପୂରଣବାଚକ ସଂଖ୍ୟାତ୍ରିପୁରା ମିଶ୍ରପ୍ରତାପରୁଦ୍ର ଦେବଦାମୋଦର ରାଉତରବର୍ଟ ହିଲ୍ଆକବରପଙ୍କଜ ଉଧାସଶ୍ରୀନିବାସ ରାମାନୁଜନଯଦୁମଣି ମହାପାତ୍ରସମୟ (କାଳ)ପାର୍ବତୀଶାସ୍ତି (ଓଡ଼ିଆ କଥାଚିତ୍ର)୨୮ ଫେବୃଆରୀଯୌନ ଉତ୍ପୀଡ଼ନବିରଜା ମନ୍ଦିରବିନ୍ଦୁଚନ୍ଦ୍ରଶେଖର ରଥନଟବର ସାମନ୍ତରାୟକଳସା ଚଉତିଶାନୟାଗଡ଼ ଜିଲ୍ଲାଓଡ଼ିଶୀବିଜୁ ଜନତା ଦଳମାଗୁଣିର ଶଗଡ଼ରାମାବତାରମ୍ଏଞ୍ଜେଲା ମେର୍କେଲ୍ଭାରତର ଜାତୀୟ ପତାକାସ୍ତନ୍ୟପାୟୀଶ୍ରୀମନ୍ଦିରରେ ପାଳିତ ପର୍ବପର୍ବାଣିଦାସକାଠିଆଶିଶୁ ଅନନ୍ତ ଦାସଭୁବନେଶ୍ୱରଭାରତୀୟ ଡାକ ସେବାସୁଭାଷ ଚନ୍ଦ୍ର ବୋଷଓଡ଼ିଆ କଥାଚିତ୍ର ଜଗତବିଭୂତି ପଟ୍ଟନାୟକହେପାଟାଇଟିସଓଡ଼ିଆ ଭାଗବତଗୋବିନ୍ଦ ତ୍ରିପାଠୀଗୁଗଲ୨୧ଲକ୍ଷ୍ମୀନାରାୟଣ ସାହୁଲକ୍ଷ୍ମୀକାନ୍ତ ମହାପାତ୍ରଗୋପୀନାଥ ମହାନ୍ତିବ୍ରଜନାଥ ରଥଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରରାଜେନ୍ଦ୍ର କିଶୋର ପଣ୍ଡାଛାୟାପଥ୫ ନଭେମ୍ବରନେଲସନ ମଣ୍ଡେଲାଭଗବତୀ ଚରଣ ପାଣିଗ୍ରାହୀପ୍ରସନ୍ନ କୁମାର ପଣ୍ଡାନବକଳେବର🡆 More