Soumendrak/ଡିପ୍ ଲର୍ଣ୍ଣିଙ୍ଗ୍

ଲେଖା ଚାଲିଛି...


ଡିପ୍ ଲର୍ଣ୍ଣିଙ୍ଗ୍ (ଏହାକୁ ଡିପ୍ ଷ୍ଟ୍ରକଚର୍ଡ ଲର୍ଣ୍ଣିଙ୍ଗ୍ କିମ୍ବା ହାଇରାର୍କୀୟାଲ ଲର୍ଣ୍ଣିଙ୍ଗ ମଧ୍ୟ କୁହାଯାଇଥାଏ) କୌଣସି ନିର୍ଦ୍ଧିଷ୍ଟ କାମପାଇଁ ଆଲଗୋରିଦମ ଗଠନ ବଦଳରେ, ଶିଖିଥିବା ତଥ୍ୟ ଦର୍ଶାଇବାରେ କିଛି ଉପାୟକୁ ନେଇ ମେସିନ ଲର୍ଣ୍ଣିଙ୍ଗର ଏହି ବିଭାଗଟି ଗଠିତ ହୋଇଛି । ଏହି ପ୍ରକାର ଶିକ୍ଷା ମେସିନ ଲର୍ଣ୍ଣିଙ୍ଗ ଭଳି ବିଭିନ୍ନ ପ୍ରକାରର ହୋଇପାରେ ଯଥା ସୁପରଭାଇଜଡ଼, ସେମି-ସୁପରଭାଇଜଡ଼ କିମ୍ବା ଅନ-ସୁପରଭାଇଜଡ଼ ।

ମନୁଷ୍ୟର ମସ୍ତିଷ୍କରେ ଥିବା ସ୍ନାୟୁଗୁଡ଼ିକର କର୍ମଶୈଳୀକୁ ଆଖିରେ ରଖି ଏହି ଡିପ୍ ଲର୍ଣ୍ଣିଙ୍ଗ୍ ନ୍ୟୂରାଲ ନେଟୱର୍କ ତିଆରି କରାଯାଇଛି । ମୁଖ୍ୟତଃ କିଭଳି ମନୁଷ୍ୟର ସ୍ନାୟୁ ଗୁଡ଼ିକ ତଥ୍ୟ ମାନେ ରଖୁଛନ୍ତି ଏବଂ ପରସ୍ପର ମଧ୍ୟରେ ତଥ୍ୟ ଆଦାନ ପ୍ରଦାନ କରୁଛନ୍ତି ତାହା ଏହି କମ୍ପ୍ୟୁଟର ଡିଜିଟାଲ ଦୁନିଆରେ କରାଯିବାକୁ ଚେଷ୍ଟା କରାଯାଇଛି ।


ଆଧାର

Tags:

🔥 Trending searches on Wiki ଓଡ଼ିଆ:

୧୯୯୯ ଓଡ଼ିଶା ମହାବାତ୍ୟା୩ (ସଂଖ୍ୟା)ଚୈତନ୍ୟନଟବର ସାମନ୍ତରାୟପ୍ଲୀହାପଣା ସଂକ୍ରାନ୍ତିସୂର୍ଯ୍ୟୋଦୟକିରଣ ବେଦୀମଦନମୋହନ ମିଶ୍ରଶରତ କୁମାର ମହାନ୍ତିଅକ୍ଷୟ ତୃତୀୟାଭୂମିକା ଦାଶଜଗନ୍ନାଥ ମନ୍ଦିରଇରା ମହାନ୍ତିଚୈତ୍ରକୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବହେନା ଫୁଲଓଡ଼ିଶାର ଜିଲ୍ଲାମାନଙ୍କର ତାଲିକାରାଜ୍ୟ ପାଠ୍ୟ ପୁସ୍ତକ ପ୍ରଣୟନ ଓ ପ୍ରକାଶନ ସଂସ୍ଥାରାଜକିଶୋର ପଟ୍ଟନାୟକଭାରତର ରାଷ୍ଟ୍ରପତିକପିଳାସ ଶିବ ମନ୍ଦିରଧର୍ମଗଡ଼ଯାଜପୁରଉତ୍କଳ ଦୀପିକାତାରିଣୀ ମନ୍ଦିର, ଘଟଗାଁଓଡ଼ିଶାର ଅନୁସୂଚିତ ଜନଜାତି ତାଲିକାଜୁଲିଅସ ସିଜରବ୍ରଜନାଥ ବଡ଼ଜେନାଓଡ଼ିଆ ଭାଷାଭୁବନେଶ୍ୱରଫାଇଲେରିଆରଥଯାତ୍ରାମହାଦେଶଜୟଦେବ ଜେନାପ୍ରଥମ ବିଶ୍ୱଯୁଦ୍ଧଲକ୍ଷ୍ମୀ ପୁରାଣଖୋର୍ଦ୍ଧାରଙ୍ଗବତୀମନୋରଞ୍ଜନ ଦାସଶିବନରେନ୍ଦ୍ର ମୋଦୀହନୁମାନରଜଜାତୀୟ ସଙ୍ଗୀତପ୍ରଦୀପ କୁମାର ପାଣିଗ୍ରାହୀଭାରତର ରାଷ୍ଟ୍ରପତି ମାନଙ୍କର ତାଲିକାଇଣ୍ଟରନେଟତୁଳସୀ ଦାସଦୀନକୃଷ୍ଣ ଦାସଦଶାବତାରଚୈତ୍ର ପୂର୍ଣ୍ଣିମାବସନ୍ତ କୁମାର ଶତପଥୀଶଙ୍କର ପ୍ରସାଦ ତ୍ରିପାଠୀକାଳୀଚରଣ ପଟ୍ଟନାୟକଉତ୍କଳ ବିଶ୍ୱବିଦ୍ୟାଳୟଅରୁଣା ମହାନ୍ତିପଞ୍ଚକନ୍ୟାକ୍ୟୁ. ଆର. କୋଡ଼ଟାଇପରାଇଟରଓଡ଼ିଶାର ରାଜ୍ୟପାଳମାନଙ୍କର ତାଲିକାପର୍ଯ୍ୟାୟ ସାରଣୀ🡆 More