ଟୋକେଲାଉ

Tokelau
Flag of Tokelau
Badge of Tokelau
Flag Badge
ରାଷ୍ଟ୍ରାଦର୍ଶ: "Tokelau mo te Atua" (Tokelauan)
"Tokelau for the Almighty"
ଜାତୀୟ ସଙ୍ଗୀତ: God Save the Queen
Location of Tokelau
StatusTerritory of New Zealand
ରାଜଧାନୀN/A[a]
ବୃହତ୍ତମ ସହରFakaofo[b]
ସରକାରୀ ଭାଷା
ଜାତୀୟତାTokelauan
GovernmentConstitutional monarchy
• Monarch
Elizabeth II
• Administrator
Jonathan Kings
• Head of Government
Siopili Perez
New Zealand territory
1948
କ୍ଷେତ୍ରଫଳ
• ମୋଟ
10 km2 (3.9 sq mi) (233rd)
• ଜଳଭାଗ (%)
negligible
ଲୋକସଂଖ୍ୟା
• October 2011 census
1,411[b] (237th)
• ଘନତା
115/km2 (297.8/sq mi) (86th)
ମୋଟ ଘରୋଇ ଉତ୍ପାଦ  (ସମତୁଲ୍ୟ କ୍ରୟଶକ୍ତି)1993 estimate
• ମୋଟ
$1.5 million (227th)
• ମୁଣ୍ଡପିଛା
$1,035 (not ranked)
ମୁଦ୍ରାNew Zealand dollar (NZD)
ସମୟ ମଣ୍ଡଳUTC+13
ରାସ୍ତା ଚାଲିବା ପାଖleft
ଟେଲିଫୋନ କୋଡ଼+690
Internet TLD.tk
  1. ^ Each atoll has its own administrative centre.
  2. ^ Final count for 2011 Tokelau Census of Population and Dwellings, Statistics New Zealand. The Census population figure of 1,411 includes 268 usual residents of Tokelau who were absent on census night.
Some data from the World Factbook (2004).

ସଂକ୍ଷେପରେ ଟୋକୋଲାଉ

ନାମ=ଟୋକୋଲାଉ ସାଧାରଣତନ୍ତ୍ର ଆୟତନ=୧୦ବର୍ଗ କି.ମି ଜନସଂଖ୍ୟା=ପ୍ରତି ବର୍ଗ କି.ମିରେ ୧୧୫ଜଣ ରାଜଧାନୀ=ନୁକୁନୋନୁ ସରକାରୀ ଭାଷା=ଟୋକେଲିୟ,ଇଂଲିଶ ସରକାର=ସାମ୍ବିଧାନିକ ରାଜତନ୍ତ୍ର ଜିଡିପି=୧.୫ନିୟୁତ ଆମେରିକୀୟ ଡଲାର ମୁଦ୍ରା=ନ୍ୟୁଜିଲ୍ୟାଣ୍ଡ ଡଲାର ଡାଏଲିଂ କୋଡ=+୬୯୦ ଇଣ୍ଟରନେଟ ଡୋମିନି=.ଟିକେ

ସଂକ୍ଷିପ୍ତ ପରିଚୟ

ଦକ୍ଷିଣ-ପଶ୍ଚିମ ପ୍ରଶାନ୍ତ ମହାସାଗରରେ ଟୋକେଲୌ ନାମକ ଦ୍ୱୀପ ଅବସ୍ଥିତ।ଏହି ଦ୍ୱିପକୁ ଲାଗିରହିଛି ନ୍ୟୁଜିଲ୍ୟାଣ୍ଡ।୧୮୭୭ରେ ଇଂରେଜମାନେ ଏହି ଦ୍ୱିପକୁ ପ୍ରଥମେ ଆବିଷ୍କାର କରିଥିଲେ।୧୮୮୯ରେ ବ୍ରିଟିଶ କମାଣ୍ଡର ସି.ଏଫ. ଓଲଧମ ଟୋକେଲୌରେ ୟୁନିୟନ ଜ୍ୟାକ୍ ଉତ୍ତୋଳନ କରିବା ସହ ଏହି ଦ୍ୱୀପ ବ୍ରିଟେନର ଅଧୀନ ବୋଲି ଘୋଷଣା କରିଥିଲେ।୧୧ ଫେବୃଆରୀ ୧୯୨୬ରେ ଇଂରେମାନେ ଏହି ଦ୍ୱୀପର ଶାସନଭାର ନ୍ୟୁଜିଲ୍ୟାଣ୍ଡକୁ ହସ୍ତାନ୍ତର କରିଥିଲେ।


ସରକାର

ନ୍ୟୁଜିଲ୍ୟାଣ୍ଡ ଟୋକେଲୌର ସମ୍ବିଧାନ ପ୍ରଣୟନ କରିଛି।ଏହାର ଶାସନ ବ୍ୟବସ୍ଥା ନ୍ୟୁଜିଲ୍ୟାଣ୍ଡଦ୍ୱାରା ନିୟନ୍ତ୍ରିତ।୧୯୪୯ମସିହା ଜାନୁଆରୀ ପହିଲାରେ ଏହି ଦେଶ ଆନୁଷ୍ଠାନିକ ଭାବେ ନ୍ୟୁଜିଲ୍ୟାଣ୍ଡ ନିୟନ୍ତ୍ରଣକୁ ଯାଇଥିଲା।ଅକ୍ଟୋବର ୨୦୦୭ରେ ଜାତିସଂଘ ଟୋକେଲୌକୁ ସ୍ୱୟଂ ଶାସିତ ଅଞ୍ଚଳର ମାନ୍ୟତା ଦେଇଥିଲା।ଏହାର ପ୍ରତିରକ୍ଷା ଦାୟିତ୍ୱ ନ୍ୟୁଜିଲ୍ୟାଣ୍ଡ ଉପରେ ନ୍ୟସ୍ତ। ରାଣୀ ଏଲିଜାବେଥ ୨ୟ ଦେଶ ଶାସନ ମୁଖ୍ୟ।


ଅର୍ଥନୀତି

ମାତ୍ର ତିନିଟି ଗ୍ରାମକୁ ନେଇ ଟୋକେଲୌ ଗଠିତ।ଏହି ଦ୍ୱୀପରେ ସେପରି କିଛି ଖଣିଜ ପଦାର୍ଥ ନାହିଁ।କୃଷି ହିଁ ଦେଶବାସୀଙ୍କ ମୁଖ୍ୟ ଜୀବିକା।ଦେଶର ଅର୍ଥନୀତି ନ୍ୟୁଜିଲ୍ୟାଣ୍ଡ ଉପରେ ନିର୍ଭରଶୀଳ।

Tags:

ଟୋକେଲାଉ ସଂକ୍ଷେପରେ ଟୋକୋଲାଉଟୋକେଲାଉ ସଂକ୍ଷିପ୍ତ ପରିଚୟଟୋକେଲାଉ ସରକାରଟୋକେଲାଉ ଅର୍ଥନୀତିଟୋକେଲାଉ

🔥 Trending searches on Wiki ଓଡ଼ିଆ:

ଲାଟିନ ଭାଷାମୁକୁନ୍ଦ ଦେବଶ୍ରଦ୍ଧାକର ସୂପକାରଓଡ଼ିଆ ସାହିତ୍ୟରଥଯାତ୍ରାରବୀନ୍ଦ୍ରନାଥ ଠାକୁର୧ମ ଓଡ଼ିଶା ବିଧାନ ସଭାରାଧାନାଥ ରଥରେଶମ ପଥତିଳ ଚତୁର୍ଥୀ୨୦ ଅଗଷ୍ଟଚନ୍ଦ୍ରଶେଖର ନନ୍ଦକଳାହାଣ୍ଡି ଜିଲ୍ଲାବାମାଚରଣ ମିତ୍ରଗୋପାଳ କୃଷ୍ଣ ରଥସ୍ତନରାମଓଡ଼ିଆ କଥାଚିତ୍ର ଜଗତଶରତ କୁମାର ମହାନ୍ତିତପସ୍ୱିନୀଦାସିଆ ବାଉରୀଗିରିଧର ଗମାଙ୍ଗଆନନ୍ଦ ଶଙ୍କର ଦାସଭାରତୀୟ ସ୍ୱାଧୀନତା ଆନ୍ଦୋଳନଇଣ୍ଡିଆନ ପ୍ରିମିଅର ଲିଗରାଶି ଓ ନକ୍ଷତ୍ରନଅତୁଣ୍ଡୀଓଡ଼ିଶାର ବିଧାନ ସଭା ନିର୍ବାଚନ ମଣ୍ଡଳୀ ତାଲିକାବିଜୁ ଜନତା ଦଳକୋରାପୁଟ (ଲୋକ ସଭା ନିର୍ବାଚନ ମଣ୍ଡଳୀ)କିଶୋରୀ ଚରଣ ଦାସହେପାଟାଇଟିସପ୍ରାଣକୃଷ୍ଣ ପରିଜାଓଡ଼ିଶା ସରକାରଓଡ଼ିଆ ମସଲାର ଇଂରାଜୀ ପ୍ରତିଶବ୍ଦଲୋକ ସଭାସୁଭାଷ ଚନ୍ଦ୍ର ବୋଷଫେବୃଆରୀଓଡ଼ିଆ ଖାଦ୍ୟତମନ୍ନା ବ୍ୟାସଛାୟାପଥମାଲେସିଆଶେୟାର ବଜାରଜୟୀ ରାଜଗୁରୁଦଗ୍ଧନରେନ୍ଦ୍ର ମୋଦୀଲସିମଧୁସୂଦନ ରାଓଗଣ୍ଡାନମିତା ଅଗ୍ରୱାଲପଣା ସଂକ୍ରାନ୍ତିଅସହଯୋଗ ଆନ୍ଦୋଳନସରଳା ଦେବୀରାଣୀ ଲକ୍ଷ୍ମୀବାଈ୨୧ରାଜା ରାମମୋହନ ରାୟବଡ଼ଚଣା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ବିର୍ସା ମୁଣ୍ଡାସୋନପୁର ରାଜ୍ୟମଙ୍ଗଳା ମନ୍ଦିରମହାଦେଶପୂରଣବାଚକ ସଂଖ୍ୟା୨୦୦୬ଟମ୍ ଖା କାଇଲିମାକୋଳିମାର୍ଚ୍ଚ ୨୧🡆 More