ଚନ୍ଦନେଶ୍ୱର ମନ୍ଦିର

ଚନ୍ଦନେଶ୍ୱର ଶିବ ମନ୍ଦିର ବାଲେଶ୍ୱର ଜିଲ୍ଲାର ଏକ ପ୍ରମୁଖ ଶିବ ମନ୍ଦିର । ଓଡ଼ିଆ ନୂଆବର୍ଷ ପଣା ସଂକ୍ରାନ୍ତି ଦିନ ଏଠାରେ ଏକ ବିରାଟ ମେଳାର ଆୟୋଜନ କରାଯାଏ । ଏହାକୁ ଚଡକ ମେଳା କୁହାଯାଏ l ଅନେକ ଭକ୍ତ ଓଡ଼ିଶା ଓ ଆଖପାଖ ରାଜ୍ୟରୁ ଏଠାକୁ ଏହିଦିନ ଆସିଥାନ୍ତି ।

ଚନ୍ଦନେଶ୍ୱର ମନ୍ଦିର
ଚନ୍ଦନେଶ୍ୱର ଶିବ ମନ୍ଦିର

ଅବସ୍ଥିତି

ଏହା ଓଡ଼ିଶାର ବାଲେଶ୍ୱର ଜିଲ୍ଲାରେ ଅବସ୍ଥିତ । ଏଠାକୁ ବାଲେଶ୍ୱର, ଜଳେଶ୍ୱର ଓ ପଶ୍ଚିମବଙ୍ଗର ଦିଘାଠାରୁ ଗମନାଗମନର ସୁବିଧା ଅଛି ।

ଆହୁରି ଦେଖନ୍ତୁ

ଆଧାର

ବାହାର ଆଧାର

ଛାଞ୍ଚ:ବାଲେଶ୍ୱର

Tags:

ଚନ୍ଦନେଶ୍ୱର ମନ୍ଦିର ଅବସ୍ଥିତିଚନ୍ଦନେଶ୍ୱର ମନ୍ଦିର ଆହୁରି ଦେଖନ୍ତୁଚନ୍ଦନେଶ୍ୱର ମନ୍ଦିର ଆଧାରଚନ୍ଦନେଶ୍ୱର ମନ୍ଦିର ବାହାର ଆଧାରଚନ୍ଦନେଶ୍ୱର ମନ୍ଦିରଓଡ଼ିଆଓଡ଼ିଶାପଣା ସଂକ୍ରାନ୍ତିବାଲେଶ୍ୱର ଜିଲ୍ଲାଭାରତର ରାଜ୍ୟଶିବ

🔥 Trending searches on Wiki ଓଡ଼ିଆ:

ଯବକ୍ଷାରଜାନଅସହଯୋଗ ଆନ୍ଦୋଳନଲୁହାଭକ୍ତ ଚରଣ ଦାସବନମାଳୀ ଦାସମନୋଜ ଦାସଭୀମ ଭୋଇଓଡ଼ିଶାର ସଂସ୍କୃତିଅଭିମନ୍ୟୁ ସାମନ୍ତସିଂହାରଯଶୋବନ୍ତ ଦାସଉଇକିପିଡ଼ିଆନୀଳମାଧବ ମନ୍ଦିରଲକ୍ଷ୍ମୀକାନ୍ତ ମହାପାତ୍ରଧନୁଯାତ୍ରାବଣ୍ଡା ଜନଜାତିଜୈନ ଧର୍ମରୋହିତ ଶର୍ମାଭଦ୍ରକଜଗଦୀଶ ମହାନ୍ତିପବନସରୋଜ ବଳ୮ ଜୁନଭାରତୀୟ ମୁଦ୍ରାକନକ ମଞ୍ଜରୀ ମହାପାତ୍ରବିଶ୍ୱନାଥ କରସମ୍ବାଦମାଳତୀ ଚୌଧୁରୀଡାଇନୋସରଲକ୍ଷ୍ମୀପ୍ରିୟା ଆଚାର୍ଯ୍ୟଭାରତ ଛାଡ଼ ଆନ୍ଦୋଳନଅଖିଳ ମୋହନ ପଟ୍ଟନାୟକମେଘଦୂତ (ରାଧାନାଥଙ୍କ କାବ୍ୟ)ଅନ୍ନପୂର୍ଣ୍ଣା ରଙ୍ଗମଞ୍ଚସୌମ୍ୟ ରଞ୍ଜନ ପଟ୍ଟନାୟକ୨୬ ଜାନୁଆରୀଓଡ଼ିଶାର ଇତିହାସ୧୯୮୦ସଂସ୍କୃତସ୍କନ୍ଦ ପୁରାଣବଡ଼ପଡ଼ାଶାନ୍ତନୁ କୁମାର ଆଚାର୍ଯ୍ୟବର କୋଳିରେବତୀ (କ୍ଷୁଦ୍ରଗଳ୍ପ)ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରପ୍ରୋଟାମିନ ସଲଫେଟଇଂରାଜୀ ଭାଷାସରଳା ଦେବୀସି (ପ୍ରୋଗ୍ରାମିଂ ଭାଷା)ସାହି ଯାତଆକବରସୌଭାଗ୍ୟ କୁମାର ମିଶ୍ରକଳ୍ପନା କୁମାରୀ ଦେବୀପଟ୍ଟଚିତ୍ରରାଜ ଯୋଗବିଶ୍ୱ ଏଡ୍‌ସ ଦିବସକୁମ୍ଭ (ରାଶି)ପ୍ୟାରିସକଣ୍ଡୋମଶାସ୍ତ୍ରୀୟ ଓଡ଼ିଆ ଭାଷା ଦିବସସମୟ (କାଳ)🡆 More