ଚଣ୍ଡିଗଡ ବୈଷୟିକ ମହାବିଦ୍ୟାଳୟ

ଚଣ୍ଡୀଗଡ଼ ବୈଷୟିକ ମହାବିଦ୍ୟାଳୟ (ବା ସିଇସି) ଚଣ୍ଡୀଗଡ଼ ନିକଟରେ ଥିବା ଚଣ୍ଡୀଗଡ଼ ଗ୍ରୁପ୍ ଅଫ୍ କଲେଜସ୍, ଲାଣ୍ଡ୍ରାନ୍ କ୍ୟାମ୍ପସ୍, ମୋହାଲିର ଏକ ବୈଷୟିକ ମହାବିଦ୍ୟାଳୟ ଏବଂ ଏହାର ସ୍ନାତକ ପାଠ୍ୟକ୍ରମ ପାଇଁ ପଞ୍ଜାବ ବୈଷୟିକ ମହାବିଦ୍ୟାଳୟ ସହ ଅନୁବନ୍ଧିତ । ଚଣ୍ଡୀଗଡ଼ ବୈଷୟିକ ମହାବିଦ୍ୟାଳୟ ୨୦୦୨ ମସିହାରେ ପ୍ରତିଷ୍ଠା ହୋଇଥିଲା, ଲାଣ୍ଡ୍ରାନ୍ କ୍ୟାମ୍ପସ୍ ଖୋଲିବାର ବର୍ଷକ ପରେ । ଏହା ପଞ୍ଜାବର ଅନ୍ୟତମ ଉତ୍କୃଷ୍ଟ ବୈଷୟିକ ମହାବିଦ୍ୟାଳ ।

ଚଣ୍ଡିଗଡ ବୈଷୟିକ ମହାବିଦ୍ୟାଳୟ
ସ୍ଥାପିତ୨୦୦୨
ପ୍ରକାରବୈଷୟିକ ମହାବିଦ୍ୟାଳୟ
ଅଧକ୍ଷସତନାମ ସିଂହ ସାନ୍ଧୁ
ନିର୍ଦ୍ଦେଶକବୀରଜଶିଶ ପଟ୍ଟନାୟକ
ଅବସ୍ଥାନମୋହାଲି, ଭାରତ
ପରିସରସହର
AcronymCGC
ଅନୁବନ୍ଧନପଞ୍ଜାବ ବୈଷୟିକ ମହାବିଦ୍ୟାଳୟ
ୱେବସାଇଟhttp://www.cecmohali.org

ଭିତ୍ତି ସଂରଚନା

ଚଣ୍ଡୀଗଡ଼ ବୈଷୟିକ ମହାବିଦ୍ୟାଳୟ ଲାଣ୍ଡ୍ରାନ୍ କ୍ୟାମ୍ପସ୍‌ର ୯ଟି ମହାବିଦ୍ୟାଳୟ ମଧ୍ୟରୁ ଗୋଟିଏ ସର୍ବୋତ୍କୃଷ୍ଟ ମହାବିଦ୍ୟାଳୟ । ଏହି ମହାବିଦ୍ୟାଳୟ ୪ଟି ବ୍ଲକ୍‌କୁ ବିଭକ୍ତ ହୋଇଛି ଓ ପ୍ରତ୍ୟେକ ବ୍ଲକ୍ ମହାବିଦ୍ୟାଳୟର ଗୋଟିଏ ଗୋଟିଏ ବିଭାଗ ।

  • ବ୍ଲକ୍ ୧: ବିଦ୍ୟୁତ୍ ଅଣୁବିଜ୍ଞାନ ଓ ଯୋଗାଯୋଗ ବୈଷୟିକ ବିଦ୍ୟା (Electronics and Communication Engineering)
  • ବ୍ଲକ୍ ୨: ଯାନ୍ତ୍ରିକ ବୈଷୟିକ ବିଦ୍ୟା (Mechanical Engineering)
  • ବ୍ଲକ୍ ୩: ସଂଗଣକ ବିଜ୍ଞାନ ଓ ଶୂଚନା ପ୍ରଯୁକ୍ତିବିଦ୍ୟା (Computer Science and Information Technology)
  • ବ୍ଲକ୍ ୧୩: ପ୍ରୟୋଦାତ୍ମକ ବିଜ୍ଞାନ (Applied Sciences)

୨୬ ଅପ୍ରେଲ ୨୦୦୪ରେ, ସିଇସି ISO 9001:2000 ସାର୍ଟିଫିକେଟ୍ ଅଷ୍ଟ୍ରେଲିଆ ଓ ନ୍ୟୁଜିଲ୍ୟାଣ୍ଡର ଅଧିସ୍ୱୀକୃତି ସିଷ୍ଟମ (Accreditation System of Australia and New Zealand)ଠାରୁ ଆଣିଛି ।

ଏନ୍.ବି.ଏ ଅଧିସ୍ୱୀକୃତି

ଚଣ୍ଡୀଗଡ଼ ବୈଷ୍ୟୟିକ ମହାବିଦ୍ୟାଳୟ ଏଆଇସିଟିଇଦ୍ୱାରା ପ୍ରତିଷ୍ଠିତ ଜାତୀୟ ଅଧିସ୍ୱୀକୃତି ବୋର୍ଡଦ୍ୱାରା ଅଧିସ୍ୱୀକୃତ । ଇନ୍‌ଫୋସିସ୍, ଟିସିଏସ୍ ଓ ୱିପ୍ରୋ ଭଳି କମ୍ପାନୀମାନେ ମହାବିଦ୍ୟାଳୟକୁ ଚାକିରୀରେ ସଂସ୍ଥାପନ କରିବା ପାଇଁ ଆସିଥାଆନ୍ତି ।

ପାଠ୍ୟକ୍ରମ

ସ୍ନାତ୍ତୋକତର

  • ସଂଗଣକ ବିଜ୍ଞାନ ଓ ବୈଷୟିକ ବିଦ୍ୟା (Computer Science & Engineering)
  • ପ୍ରଣାଳୀ (System Software)
  • ସୂଚନା ପ୍ରଯୁକ୍ତିବିଦ୍ୟା (Information Technology)
  • ସୂଚନା ସୁରକ୍ଷା (Information Security)
  • ଅଣୁ ବିଜ୍ଞାନ ଓ ଯୋଗାଯୋଗ ପ୍ରଯୁକ୍ତିବିଦ୍ୟା (Electronics & Communication Engineering)
  • ଭିଏଲ୍ଏସ୍ଆଇ ପରିକଳ୍ପନା (VLSI Design)
  • ଯାନ୍ତ୍ରିକ ବୈଷୟିକ ବିଦ୍ୟା(Mechanical Engineering)

ସ୍ନାତକ

  • ସଂଗଣକ ବିଜ୍ଞାନ ଓ ବୈଷୟିକ ବିଦ୍ୟା (Computer Science & Engineering)
  • ସୂଚନା ପ୍ରଯୁକ୍ତିବିଦ୍ୟା (Information Technology)
  • ଅଣୁ ବିଜ୍ଞାନ ଓ ଯୋଗାଯୋଗ ବୈଷୟିକ ବିଦ୍ୟା (Electronics & Communication Engineering)
  • ଯାନ୍ତ୍ରିକ ବୈଷୟିକ ବିଦ୍ୟା(Mechanical Engineering)
  • ଏମ୍‌ବିଏ (Master of Business Administration)
  • ଏମ୍‌ସିଏ (Master of Computer Application)

କ୍ରମାଙ୍କ

  • ଡାଟାକ୍ୱେଷ୍ଟ ସର୍ଭେ ୨୦୦୫ ଅନୁଯାୟୀ, ଏହା ସମଗ୍ର ଭାରତର ମୁଖ୍ୟ ୮୦୦ ବୈଷୟିକ ମହାବିଦ୍ୟାଳ୍ୟ ମଧ୍ୟରେ ଥିଲା ।
  • ମହାବିଦ୍ୟାଳୟ ବି ଶ୍ରେଣୀରେ ଅଛି ଓ ଭାରତର ମୁଖ୍ୟ ୧୦ଟି ବୈଷୟିକ ମହାବିଦ୍ୟାଳୟ ମଧ୍ୟରେ ସ୍ଥାନ ପାଇଛି (ବ୍ୟବସାୟ ଓ ପରିଚାଳନା ଘଟଣାପଞ୍ଜି-Business & Management Chronicle) ।

ଚାକିରୀ ସଂସ୍ଥାପନ

ବହୁତ କମ୍ପାନୀ ଯେପରି ଇନ୍‌ଫିସିସ୍, ୱିପ୍ରୋ, ଅଇଗେଟ୍, ମାଇକ୍ରୋସଫ୍ଟ, ଗୋଗଲ୍, ଏହ୍‌ସିଏଲ୍, ବିର୍ଲାସଫ୍ଟ, ଏଲ୍ଏଣ୍ଡଟି ଇନ୍ଫୋଟେକ୍, ଟାଟା ମୋଟରସ୍, ପ୍ରଭୃତି ପ୍ରତିବର୍ଷ କ୍ୟାମ୍ପସ୍ ପରିଦର୍ଶନରେ ଆସିଥାଆନ୍ତି । ହାରାହାରି ଦରମା ବର୍ଷକୁ Rs.୩.୭୫/-ଲକ୍ଷ୍ୟ ଥାଏ । ସର୍ବାଧିକ ଦରମା ବର୍ଷକୁ Rs.୨୯/-ଲକ୍ଷ୍ୟ ଥାଏ ।

ଆଧାର


ବାହ୍ୟ ଲିଙ୍କ

30°43′40″N 76°48′31″E / 30.7279°N 76.8085°E / 30.7279; 76.8085

Tags:

ଚଣ୍ଡିଗଡ ବୈଷୟିକ ମହାବିଦ୍ୟାଳୟ ଭିତ୍ତି ସଂରଚନାଚଣ୍ଡିଗଡ ବୈଷୟିକ ମହାବିଦ୍ୟାଳୟ ଏନ୍.ବି.ଏ ଅଧିସ୍ୱୀକୃତିଚଣ୍ଡିଗଡ ବୈଷୟିକ ମହାବିଦ୍ୟାଳୟ ପାଠ୍ୟକ୍ରମଚଣ୍ଡିଗଡ ବୈଷୟିକ ମହାବିଦ୍ୟାଳୟ କ୍ରମାଙ୍କଚଣ୍ଡିଗଡ ବୈଷୟିକ ମହାବିଦ୍ୟାଳୟ ଚାକିରୀ ସଂସ୍ଥାପନଚଣ୍ଡିଗଡ ବୈଷୟିକ ମହାବିଦ୍ୟାଳୟ ଆଧାରଚଣ୍ଡିଗଡ ବୈଷୟିକ ମହାବିଦ୍ୟାଳୟ ବାହ୍ୟ ଲିଙ୍କଚଣ୍ଡିଗଡ ବୈଷୟିକ ମହାବିଦ୍ୟାଳୟଚଣ୍ଡୀଗଡ଼

🔥 Trending searches on Wiki ଓଡ଼ିଆ:

ବିଶ୍ୱନାଥ କର୩୦ ଅପ୍ରେଲଭାତରାମାୟଣଲାଲ ବାହାଦୁର ଶାସ୍ତ୍ରୀବିଜୁ ଜନତା ଦଳମକର (ରାଶି)ଡଙ୍ଗରିଆ କନ୍ଧ୧୯୮୪ଅଭିମନ୍ୟୁ ସାମନ୍ତସିଂହାରବିଭୂତି ଭୂଷଣ ପ୍ରଧାନଉପେନ୍ଦ୍ର ଭଞ୍ଜଗୋଦାବରୀଶ ମହାପାତ୍ରଭଦ୍ରକ ଜିଲ୍ଲାକୋଣାର୍କ ସୂର୍ଯ୍ୟ ମନ୍ଦିରସୌଭାଗ୍ୟ କୁମାର ମିଶ୍ରଆଣ୍ଟିସାଇକୋଟିକରାଜା ରାମମୋହନ ରାୟବଳରାମ ଦାସବ୍ରହ୍ମୋତ୍ରୀ ମହାନ୍ତିପରମାନନ୍ଦ ଆଚାର୍ଯ୍ୟମଥୁରା ମଙ୍ଗଳଶରତ କୁମାର ମହାନ୍ତିଭାରତୀୟ ସମ୍ବିଧାନବାଲେଶ୍ୱର ଜିଲ୍ଲାନଅଙ୍କ ଦୁର୍ଭିକ୍ଷଅୟେନ୍ଦ୍ରୀ ଲୱନିୟା ରାୟଫକୀର ମୋହନ ସେନାପତିଗୋପବନ୍ଧୁ ଦାସରାଜ୍ୟ ସଭାବୈକୁଣ୍ଠନାଥ ପଟ୍ଟନାୟକସ୍ତନ୍ୟପାୟୀସୁନାଗୁରୁଓଡ଼ିଆ ନବବର୍ଷପିତ୍ତକୋଷଧାମରାଅଚ୍ୟୁତ ସାମନ୍ତଭାରତର ରାଷ୍ଟ୍ରପତି ମାନଙ୍କର ତାଲିକାଦଗ୍ଧହେମୋଫିଲିଆଜୈନ ଧର୍ମତ୍ରିଭୁଜତୁଷାରକାନ୍ତି ବେହେରାଜ୍ଞାନକୋଷସ୍ୱାସ୍ଥ୍ୟବୈଶାଖକଟକ ଜିଲ୍ଲାସମ୍ବଲପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ପର୍ଯ୍ୟାୟ ସାରଣୀଓଡ଼ିଶାର ଜିଲ୍ଲାମାନଙ୍କର ତାଲିକାଚାନ୍ଦବାଲିପ୍ରତିଭା ରାୟତାରିଣୀ ମନ୍ଦିର, ଘଟଗାଁଭାରତର ସଂସ୍କୃତିଜଳ ପ୍ରଦୂଷଣଆଖିବରଗଛଅମିୟ କୁମାରୀ ପାଢ଼ୀ୨୦ ଅପ୍ରେଲଆଖଣ୍ଡଳମଣି ମନ୍ଦିରଟାଇପରାଇଟରଦୀନକୃଷ୍ଣ ଦାସବ୍ରାଉଜରଯକୃତ🡆 More