ଗରିମା ଚୌଧୁରୀ

ଗରିମା ଚୌଧୁରୀ (ଜନ୍ମ ଏପ୍ରିଲ ୨ , 1990 ) ଜଣେ ଭାରତୀୟ ମହିଳା ଯୁଡୋ ଖେଳାଳି । ତାଙ୍କର ଜନ୍ମ ମିରତଠାରେ ହେଇଥିଲା । ସେ ୨୦୧୨ ମସିହା ଲଣ୍ଡନ ଅଲିମ୍ପିକରେ ଭାଗନେବା ପାଇଁ ଭାରତର ଏକ ମାତ୍ର ଯୁଦୋକା ଭାବରେ ମହିଳା ୬୩ କିଲୋଗ୍ରାମ ବର୍ଗରେ ଯୋଗ୍ୟତା ଅର୍ଜନ କରିଥିଲେ । .

ବାଲ୍ୟକାଳ ଓ ଟ୍ରେନିଂ 

ମଧ୍ୟବିତ୍ତ ପରିବାରରେ ଜନ୍ମିତ ଗାରିମା ତାଙ୍କର ବାଲ୍ୟକାଳରୁ କ୍ରୀଡ଼ା ପ୍ରତି ଆକର୍ଷିତ ଥିଲେ । ସେ କବାଡି , କ୍ରିକେଟ ଓ ଆଥଲେଟିକ ପରି କ୍ରୀଡ଼ାରେ ଭାଗ ନଉଥିଲେ । ତାଙ୍କ ମାଁ ଏଥିରେ ତାଙ୍କୁ ସହାୟତା କରୁଥିଲେ । ଯୁଡୋ ଶିକ୍ଷା ଲାଭ କଳା ପରେ ସେ ନିଜ ରାଜ୍ୟ ଉତ୍ତରପ୍ରଦେଶ ପାଇଁ ଯୁଡୋ ପ୍ରତିଯୋଗିତାମାନଙ୍କରେ ଭାଗ ନେଇ ଆସୁଥିଲେ । କିନ୍ତୁ ଉତ୍ତର ପ୍ରଦେଶ ଖେଳ ବିଭାଗ ତରଫରୁ ସେ ହରିୟାଣା ରାଜ୍ୟ ତରଫରୁ ଜାତୀୟା କ୍ରୀଡ଼ା ମାନଙ୍କରେ ଭାଗ ନେଲେ । 

୨୦୦୪ ମସିହାରୁ ସେ ପାଟିଆଲା ଜାତୀୟ କ୍ରୀଡ଼ା ଏକାଡେମିରେ ଜୀବନ ଶର୍ମାଙ୍କଠାରୁ କୋଚିଙ୍ଗ ନେଇଥିଲେ ।   ସେଠାରେ ସେ ବାଳକ ମାନଙ୍କ ସହ ଟ୍ରେନିଂ ନେବାକୁ ହେଇଥିଲା । .

୨୦୧୨ ଗ୍ରୀଷ୍ମ କାଳୀନ ଅଲିମ୍ପିକ 

ସେ ପ୍ଯାରିସଠାରେ ହେଇଥିବା ବିଶ୍ୱ ଯୁଡୋ ଚମ୍ପିୟାନଶିପରେ ଓ ପରେ ବିଶ୍ୱ ଯୁଡୋ କପରେ ଭାଗ ନେଇ ଅଲିମ୍ପିକ ପାଇଁ ଯୋଗ୍ୟତା ହାସଲ କରିଥିଲେ । ସେଥିରେ ସେ ତାଙ୍କ ବର୍ଗ ୫୩ କିଲୋଗ୍ରାମରେ ସେ ସପ୍ତମ ସ୍ଥାନ ଅଧିକାର କରିଥିଲେ । .ଅଲିମ୍ପିକ ପାଇଁ ଗାରିମା ଜର୍ମାନ ଦେଶ ଯାଇ ଟ୍ରେନିଂ ନେଇଥିଲେ । .

ଅଲିମ୍ପିକରେ ସେ ପ୍ରଥମ ରାଉଣ୍ଡରେ ହାରିଯାଇଥିଲେ ମଧ୍ୟ ତାଙ୍କର ଶୈଳୀ ପ୍ରଶଂସିତ ହେଇଥିଲା 

ଆଧାର 

Tags:

🔥 Trending searches on Wiki ଓଡ଼ିଆ:

ବୈଜୟନ୍ତ ପଣ୍ଡା୨୬ ଅପ୍ରେଲଡାଲମାଓଡ଼ିଆ ରାନ୍ଧଣାସୋନପୁର ରାଜ୍ୟଚାଟ୍ ଜିପିଟିଦୀନକୃଷ୍ଣ ଦାସମାଲେସିଆଶତ୍ରୁଘ୍ନ ପାଣ୍ଡବଧରିତ୍ରୀଦ୍ୱିତୀୟ ଭାସ୍କରଓଡ଼ିଆ ମସଲାର ଇଂରାଜୀ ପ୍ରତିଶବ୍ଦଆଶୁତୋଷ ପରିଡ଼ାଓଡ଼ିଆ ଲିପିରଥରାଜେନ୍ଦ୍ର କିଶୋର ପଣ୍ଡାବିରଳା ମନ୍ଦିର, ହାଇଦ୍ରାବାଦପୂର୍ଣ୍ଣଚ୍ଛେଦଭାନୁମତୀ (ଦୁର୍ଯୋଧନଙ୍କ ପତ୍ନୀ)ଭ୍ୟାକୁମ୍ କ୍ଲିନର୍ଭାରତଜୀବସାର ଗକୋଣାର୍କଢେଙ୍କାନାଳଫେବୃଆରୀ ୨୮ଅଷ୍ଟ୍ରିଆପାରାଦୀପ ବନ୍ଦରଗୋପାଳ ଚନ୍ଦ୍ର ପ୍ରହରାଜଜଗନ୍ନାଥ ମନ୍ଦିରରାଉରକେଲାନରେନ୍ଦ୍ର ମୋଦୀଆଖୁଶ୍ରଦ୍ଧାକର ସୂପକାରଆନ୍ତର୍ଜାତିକ ମହିଳା ଦିବସଚାଣକ୍ୟରାମାୟଣବାମାଚରଣ ମିତ୍ରଓଡ଼ିଶାର ମାପ ବ୍ୟବସ୍ଥାରାସାୟନିକ ମୌଳିକଓଡ଼ିଶାର ଇତିହାସବିଭୂତି ପଟ୍ଟନାୟକଲକ୍ଷ୍ମୀନାରାୟଣ ସାହୁୟୁକ୍ରେନଫାଇଲେରିଆଜଣ୍ଡିସ୍ଜର୍ମାନୀନିର୍ମଳା (ଉପନ୍ୟାସ)କୃଷ୍ଣଚନ୍ଦ୍ର ପାଣିଗ୍ରାହୀଓଡ଼ିଶାଜଗନ୍ନାଥବୈକୁଣ୍ଠନାଥ ପଟ୍ଟନାୟକପୁଥୁପ୍ପାଲ୍ଲୀ, କୋଟ୍ଟାୟାମଫସ୍‌ଫରସଚଇତି ଘୋଡ଼ା ନାଚରେଶମ ପଥପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷଗୁଗଲଓଡ଼ିଶୀ ସଙ୍ଗୀତବ୍ରାହ୍ମ ସମାଜଭୂଗୋଳ୭ (ସଂଖ୍ୟା)ଖାଦ୍ୟକୋଷ୍ଠକାଠିନ୍ୟବିଜୟ ମିଶ୍ରସୂଚନା ପ୍ରଯୁକ୍ତିବିଦ୍ୟାଆପେଣ୍ଡିସାଇଟିସରାଜନୀତି ବିଜ୍ଞାନବୀଣାପାଣି ମହାନ୍ତିଖଡ଼ଗପୁରକବାଟ୪ (ସଂଖ୍ୟା)🡆 More