ଗଣେଶକର: ଭାରତୀୟ ଅଭିନେତା

ଗଣପତି (ଗଣେଶକର ଭାବରେ ଜଣାଶୁଣା) ଜଣେ ଭାରତୀୟ ହାସ୍ୟ ଅଭିନେତା ଯିଏକି ମୁଖ୍ୟତଃ ତାମିଲ କଥାଚିତ୍ର ଜଗତରେ କାମ କରନ୍ତି । ସେ ଅନେକ ତାମିଲ କଥାଚିତ୍ରରେ କାମ କରିବା ସହିତ ଚେନ୍ନାଇରେ ସନ୍ ଟିଭିଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମ ସୁପର ୧୦ର ଉପସ୍ଥାପକ ଭାବରେ କାମ କରିଥିଲେ । ସେ ତାଙ୍କ ପତ୍ନୀ ଆରତୀଙ୍କ ସହିତ କଳାଇଗାଁର ଟିଭିଦ୍ୱାରା ଆୟୋଜିତ ନୃତ୍ୟଭିତ୍ତିକ ପ୍ରତିଯୋଗିତାରେ ମାନଦା ମୟିଲଦାରେ ଭାଗ ନେଇଥିଲେ । ଏହି ପ୍ରତିଯୋଗିତାରେ ସେମାନେ ୨ୟ ସ୍ଥାନରେ ରହିବା ସହିତ ୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ପାଇଥିଲେ ।

ଗଣେଶକର
ଜନ୍ମ
ଗଣପତି

(1978-02-24) ୨୪ ଫେବୃଆରୀ ୧୯୭୮ (ବୟସ ୪୬)
ବୃତ୍ତିଅଭିନେତା
ସକ୍ରିୟ ବର୍ଷ୧୯୮୮–ଏବେଯାଏଁ
ବୈବାହିକ-ସାଥୀଆରତୀ (୨୦୦୯–ଏବେଯାଏଁ)

ଅଭିନୀତ କଥାଚିତ୍ର

  • କରିମେଦୁ କାରୁବାୟେନ (୧୯୮୬)
  • ମନଧିଲ ଉରୁଧି ଭେନ୍ଦୁମ୍ (୧୯୮୭)
  • ପୁଡୁ ପୁଡୁ ଅର୍ତଙ୍ଗଲ (୧୯୮୯)
  • ଶିବା (୧୯୮୯)
  • ଏନ୍ ଥଙ୍ଗାଇ କଲ୍ୟାଣୀ (୧୯୮୯)
  • ନୀଙ୍ଗାଲୁମ ହିରୋଥାନ୍ (୧୯୯୦)
  • ନୀ ପଥି ନାଁ ପଥି (୧୯୯୧)
  • ଥାଇୟାଲକରନ (୧୯୯୧)
  • ସୁନ୍ଦରା କାଣ୍ଡମ୍ (୧୯୯୨)
  • ମୁନ୍ଦ୍ରାବଧୁ କାନ୍ନ୍ (୧୯୯୩)
  • ପାର୍ବତୀ ଏନ୍ନାଇ ପାରଡ଼ି (୧୯୯୩)
  • ଥୋଟ୍ଟିଲ କୁଝନ୍ଧାଇ (୧୯୯୫)
  • ଅବତାର ପୁରୁଷାନ୍ (୧୯୯୬)
  • ମୁସ୍ତଫା (୧୯୯୬)
  • କୋଡ଼ି ବଜନ୍ଥାଲ କୋଡ଼ି ନନମାଇ (୨୦୦୦)
  • କୋଭିଲ (୨୦୦୪)
  • ସେଲଭମ୍ (୨୦୦୫)
  • ପୋରି (୨୦୦୭)
  • ପନ୍ଧାୟମ୍ (୨୦୦୮)
  • ନେପାଳୀ (୨୦୦୮)
  • ନେଞ୍ଜାଥାଇ କିଲାଧେ (୨୦୦୮)
  • ପଡିକ୍କାଥାବନ୍ (୨୦୦୯)
  • ପିଞ୍ଜୁ ମନସୁ (୨୦୦୯)
  • ମମ୍ବାତ୍ତିୟାନ୍ (୨୦୧୧)
  • କଝୁଗୁ (୨୦୧୨)
  • କୁରୁପ୍ପମ୍ପତ୍ତି (୨୦୧୩)
  • କନ୍ନା ଲଡ୍ଡୁ ଥିନ୍ନା ଅସାଇୟା (୨୦୧୩)
  • ଆର୍ୟା ସୂର୍ୟା (୨୦୧୩)
  • ଇଧୁ କଥିରବେଲନ କଧାଲ (୨୦୧୪)
  • ଅରନମନାଇ (୨୦୧୪)
  • ଧିଲୁକୁ ଧୁଦ୍ଦୁ (୨୦୧୬)
  • ହେଲୋ ନାଁ ପେଇ ପେସୁରେନ୍ (୨୦୧୬)
  • ମୋହିନୀ (୨୦୧୮)
  • ଚିଠିରାମ ପେସୁଠାଡ଼ି ୨ (୨୦୧୯)
  • କଲ୍ ଟ୍ୟାକ୍ସି (୨୦୨୧)
  • ପେଇ ମାମା (୨୦୨୧)

ଦୂରଦର୍ଶନ

  • ମୀନ୍ଦୁମ ମୀନ୍ଦୁମ ସିରିପ୍ପୁ
  • ସୁପର ୧୦
  • ପାଦଭାରିସାଇ ୧୦
  • ମାନଦା ମୟିଲଦା
  • କସାଲାଭୁ ନେସାମ
  • ସିରିପୁଲୋଗାମ୍
  • ବମ୍ମାଲାଟମ୍
  • ଷ୍ଟାର୍ ୱାର୍‌ସ୍
  • ଆନ୍ୱେ ବା
  • ଅଭିୟୁମ୍ ନାନୁମ୍

ଆଧାର

ବାହାର ଲିଙ୍କ୍

Tags:

ଗଣେଶକର ଅଭିନୀତ କଥାଚିତ୍ରଗଣେଶକର ଦୂରଦର୍ଶନଗଣେଶକର ଆଧାରଗଣେଶକର ବାହାର ଲିଙ୍କ୍ଗଣେଶକର

🔥 Trending searches on Wiki ଓଡ଼ିଆ:

ଜୁନପ୍ରାଣକୃଷ୍ଣ ପରିଜାକାଳିଚରଣ ପଟ୍ଟନାୟକ୧୭ ଫେବୃଆରୀଗିରିଜା କୁମାର ବଳୀୟାରସିଂହରାସାୟନିକ ମୌଳିକପଣା ସଂକ୍ରାନ୍ତିସତ୍ୟବାଦୀ ବନ ବିଦ୍ୟାଳୟଓଡ଼ିଆ ନାଟକଜଣ୍ଡିସ୍ଓଡ଼ିଶୀ ସଙ୍ଗୀତମସ୍କୋକଳାପାହାଡ଼ଦୀପା ସାହୁ (୧୯୮୫ ଜନ୍ମ)ସୁଭାଷ ଚନ୍ଦ୍ର ବୋଷଢେଙ୍କାନାଳବଡ଼ଚଣା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଇରା ମହାନ୍ତିଶନିବାରଥାଲକୁଡ଼ିସମ୍ବଲପୁର ଜିଲ୍ଲାପ୍ରଦୀପ କୁମାର ପାଣିଗ୍ରାହୀଭକ୍ତ ଚରଣ ଦାସ (ରାଜନେତା)ପୂରଣବାଚକ ସଂଖ୍ୟାଅକ୍ଷୟ ତୃତୀୟାରାଉରକେଲାସୂଚନା ପ୍ରଯୁକ୍ତିବିଦ୍ୟାମାଛଶ୍ରୀରାଧାନେତୃତ୍ୱଉତ୍କଳ ସମ୍ମିଳନୀଉଦ୍ଭିଦସାରଳା ମନ୍ଦିରଫୋସିନୋପ୍ରିଲଲଣ୍ଡନମୟୂରୟୁରୋପଗୋଦାବରୀଶ ମିଶ୍ରମାଗୁଣିର ଶଗଡ଼ପଖାଳସ୍ଥୌଲ୍ୟତାଭାରତୀୟ ଜାତୀୟ କଂଗ୍ରେସତୃପ୍ତି ଦାସବି. ଆର. ଆମ୍ବେଦକରଭାନୁଜୀ ରାଓଦ୍ୱିତୀୟ ଭାସ୍କରନାରାୟଣ ସାହୁଡାଲମାକୋଷ୍ଠକାଠିନ୍ୟଉଇକିପିଡ଼ିଆରାଜେନ୍ଦ୍ର କିଶୋର ପଣ୍ଡାଆଶୁତୋଷ ପରିଡ଼ାଚନ୍ଦନ ଯାତ୍ରାଅମାବାସ୍ୟାର ଚନ୍ଦ୍ର୧୯ ମାର୍ଚ୍ଚମହାପ୍ରସାଦଫେବୃଆରୀ ୨୮କାଶୀ ବିଶ୍ୱନାଥ ମନ୍ଦିରଧର୍ମେନ୍ଦ୍ର ପ୍ରଧାନୟୁକ୍ରେନଦେବଗଡ଼ ଜିଲ୍ଲାକୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବମଇ ଦିବସଫେବୃଆରୀ୨୫ ଅପ୍ରେଲଲକ୍ଷ୍ମୀ🡆 More